2 Kings 3:3
ତଥାପି ନବାଟ୍ଙ୍କ ପୁତ୍ର ୟାରବିଯାମ ଦ୍ବାରା ଇଶ୍ରାୟେଲଯମାନଙ୍କୁ ଯେଉଁ ପାପରେ ଆସକ୍ତ କରାଇଥିଲେ ସେ ମଧ୍ଯ ସହେି ପାପଗୁଡିକୁ ଆସକ୍ତି ହେଲେ। ୟାରବିଯାମ ଏହି ପାପଗୁଡିକୁ ବନ୍ଦ କଲେ ନାହିଁ।
2 Kings 3:3 in Other Translations
King James Version (KJV)
Nevertheless he cleaved unto the sins of Jeroboam the son of Nebat, which made Israel to sin; he departed not therefrom.
American Standard Version (ASV)
Nevertheless he cleaved unto the sins of Jeroboam the son of Nebat, wherewith he made Israel to sin; he departed not therefrom.
Bible in Basic English (BBE)
But still he did the same sins which Jeroboam, the son of Nebat, did and made Israel do; he went on in them.
Darby English Bible (DBY)
Only, he clave to the sins of Jeroboam the son of Nebat who made Israel to sin: he did not depart therefrom.
Webster's Bible (WBT)
Nevertheless, he cleaved to the sins of Jeroboam the son of Nebat, who made Israel to sin; he departed not therefrom.
World English Bible (WEB)
Nevertheless he cleaved to the sins of Jeroboam the son of Nebat, with which he made Israel to sin; he didn't depart from it.
Young's Literal Translation (YLT)
only to the sins of Jeroboam son of Nebat that he caused Israel to sin he hath cleaved, he hath not turned aside from it.
| Nevertheless | רַ֠ק | raq | rahk |
| he cleaved | בְּחַטֹּ֞אות | bĕḥaṭṭōwt | beh-ha-TOVE-t |
| sins the unto | יָֽרָבְעָ֧ם | yārobʿām | ya-rove-AM |
| of Jeroboam | בֶּֽן | ben | ben |
| the son | נְבָ֛ט | nĕbāṭ | neh-VAHT |
| Nebat, of | אֲשֶׁר | ʾăšer | uh-SHER |
| which | הֶֽחֱטִ֥יא | heḥĕṭîʾ | heh-hay-TEE |
| made | אֶת | ʾet | et |
| Israel | יִשְׂרָאֵ֖ל | yiśrāʾēl | yees-ra-ALE |
| sin; to | דָּבֵ֑ק | dābēq | da-VAKE |
| he departed | לֹא | lōʾ | loh |
| not | סָ֖ר | sār | sahr |
| therefrom. | מִמֶּֽנָּה׃ | mimmennâ | mee-MEH-na |
Cross Reference
1 Kings 14:16
ୟାରବିଯାମ ନିଜେ ପାପସବୁ କରିଛି ଓ ଇଶ୍ରାୟେଲ ଲୋକମାନଙ୍କୁ ପାପ କରାଇଲେ। ତେଣୁ ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କୁ ପରାଜିତ କରିବାକୁ ଦବେେ।
1 Corinthians 1:19
ଶାସ୍ତ୍ର ରେ ଲଖାେ ଅଛି :
2 Kings 17:22
ତେଣୁ ଇଶ୍ରାୟେଲୀମାନେ ୟାରବିଯାମଙ୍କ କୃତ ସମସ୍ତ ପାପ କଲେ। ସମାନେେ ତାଙ୍କ ସହେି ପାପଗୁଡିକ କରିବାରୁ ବିମୁଖ ହେଲେ ନାହିଁ।
2 Kings 15:18
ପୁଣି ସଦାପ୍ରଭୁ ଦୃଷ୍ଟି ରେ ଯାହାସବୁ ପାପ ଓ ଘୃଣ୍ଯ, ସେସବୁ କର୍ମ କରି ଚାଲିଲେ। ସେ କବେେ ହେଲେ ପାପ କରିବାକୁ କ୍ଷାନ୍ତ ହେଲେ ନାହିଁ, ଯେଉଁସବୁ ପାପ ୟାରବିଯାମ ଇଶ୍ରାୟେଲୀୟମାନଙ୍କୁ କରାଇଥିଲେ।
2 Kings 15:9
ୟିଖରିଯ ଆପଣା ପୂର୍ବପୁରୁଷଙ୍କ ପରି କୁକର୍ମମାନ କରି ଚାଲିଲେ। ଯେଉଁଗୁଡିକ ସଦାପ୍ରଭୁଙ୍କ ଦୃଷ୍ଟି ରେ ଭୂଲ୍ ବୋଲି ବିବଚେିତ ହୁଏ। ନବାଟଙ୍କ ପୁତ୍ର ୟାରବିଯାମ ୟିଏ ଇଶ୍ରାୟେଲକୁ ଯେଉଁ ପାପ କରାଇଥିଲେ ସେ ସହେି ପାପ ପଥରୁ ବିମୁଖ ହେଲେ ନାହିଁ।
2 Kings 14:24
ସଦାପ୍ରଭୁଙ୍କ ଦୃଷ୍ଟି ରେ ଏପରି କର୍ମ କରିଗଲେ ଯାହା ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମ ଥିଲା। ନବାଟଙ୍କ ପୁତ୍ର ୟାରବିଯାମ ଯେଉଁ ପାପ ନିଜେ କରିଥିଲେ, ତାହା ଇଶ୍ରାୟେଲୀୟମାନଙ୍କୁ ମଧ୍ଯ କରାଇଲେ। ସେ ସେଥିରୁ ବିରତ ହେଲେ ନାହିଁ।
2 Kings 13:11
ଇଶ୍ରାୟେଲର ରାଜା ୟୋଯାଶ ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମ କଲେ। ନବାଟଙ୍କ ପୁତ୍ର ୟାରବିଯାମ, ଇଶ୍ରାୟେଲୀୟମାନଙ୍କୁ ଯେଉଁ ପାପରେ ଲିପ୍ତ କରୁଥିଲେ ସହେି ସମାନ ପାପ ଅନୁସରଣ କଲେ ୟିଏ ଇଶ୍ରାୟେଲ ପାପର କାରଣ ହେଲା।
2 Kings 13:6
ତଥାପି ଇଶ୍ରାୟେଲୀୟମାନେ ୟାରବିଯାମ ବଂଶକୃତ ପାପ ପଥରୁ ବିମୁଖ ହେଲେ ନାହିଁ। ସମାନେେ ସହେି ପୂର୍ବପରି ପାପ କରି ଚାଲିଲେ, ଯାହା ସମାନେେ ଇଶ୍ରାୟେଲୀୟମାନଙ୍କୁ ପାପ କରାଇଥିଲେ। ସମାନେେ ମଧ୍ଯ ଶମରିଯା ରେ ଆଶରୋ ଖମ୍ବଗୁଡିକ ରଖିଲେ।
2 Kings 13:2
ସେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କଲେ। ନବାଟଙ୍କ ପୁତ୍ର ୟାରବିଯାମ ଦ୍ବାରା ପାପକୁ ସେ ଅନୁସରଣ କଲେ, ଯାହା ସେ ଇଶ୍ରାୟେଲୀୟମାନଙ୍କୁ କରାଇଲେ। ସେ ପାପଗାମୀ ହେଲେ ଓ ସେଥିରୁ ବିମୂଖ ହେଲେ ନାହିଁ।
2 Kings 10:20
ପୁଣି ଯହେୂ କହିଲେ, ବାଲ୍ ଉଦ୍ଦେଶ୍ଯ ରେ ଏକ ପବିତ୍ର ମହାସଭା ଆଯୋଜନ କର। ଆଉ ଯାଜକମାନେ ତାହା ଘାଷେଣା କଲେ।
1 Kings 16:31
ନବାଟଙ୍କ ପୁତ୍ର ୟାରବିଯାମଙ୍କ ପରି ପାପ କରିବା ତାଙ୍କ ପାଇଁ ୟଥେଷ୍ଟ ନଥିଲା। ସେ ସୀଦୋନର ରାଜା ଇତ୍ବାଲଙ୍କର କନ୍ଯା ଈଷବଲକେୁ ବିବାହ କଲେ ଓ ସୀଦୋନର ବାଲ ଦବେତାଙ୍କୁ ପୂଜା କରିବାକୁ ଓ ସବୋ କରିବାକୁ ଆରମ୍ଭ କଲେ।
1 Kings 15:34
ମାତ୍ର ବାଶା ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମ କଲେ। ସେ ୟାରବିଯାମଙ୍କ ପରି ପାପ କରି ଚାଲିଲେ। ୟାରବିଯାମ ଇଶ୍ରାୟେଲର ଲୋକମାନଙ୍କର ପାପ କରିବାର କାରଣ ହେଲେ।
1 Kings 15:26
ସଦାପ୍ରଭୁଙ୍କ ଦୃଷ୍ଟି ରେ ନାଦବ୍ ବହୁ କୁକର୍ମ କଲେ। ସେ ନିଜର ପିତା ୟାରବିଯାମଙ୍କ ପରି ପାପ କଲେ, ୟିଏ ଇଶ୍ରାୟେଲର ଲୋକମାନଙ୍କର ପାପ କରିବାର କାରଣ ହେଲେ।
1 Kings 14:9
କିନ୍ତୁ ତୁମ୍ଭେ ମହା କୁକର୍ମ ଓ ପାପ କରିଅଛ। ତୁମ୍ଭ ପୂର୍ବର ଶାସକମାନଙ୍କ ଅପେକ୍ଷା ତୁମ୍ଭେ ଅଧିକ ପାପ କଲ। ତୁମ୍ଭେ ମାେତେ ଅନୁସରଣ କରିବା ବନ୍ଦ କଲ, ମାେତେ ବିରକ୍ତି କରିବା ପାଇଁ ନିଜ ସକାେଶ ଅନ୍ୟ ଦବେତାଗଣ ଓ ପ୍ରତିମାମାନ ନିର୍ମାଣ କରିଅଛ ଓ ମାେତେ ତୁମ୍ଭର ପଛକୁ ପକାଇ ଦଇେଛ।
1 Kings 13:33
ଏ ଘଟଣା ପରେ ମଧ୍ଯ ରାଜା ୟାରବିଯାମ କୌଣସି ପରିବର୍ତ୍ତନ ହେଲନୋହିଁ। ସେ ନାନା ମନ୍ଦକର୍ମ କରି ଚାଲିଲେ। ସେ ପୁନର୍ବାର ସମସ୍ତ ପରିବାରବର୍ଗରୁ ଉଚ୍ଚସ୍ଥଳୀର ଯାଜକ ନିୟୁକ୍ତି କଲେ। ଯେଉଁ ଲୋକ ଉଚ୍ଚସ୍ଥଳୀର ଯାଜକ ହବୋକୁ ଇଚ୍ଛା କଲା, ସେ ତାକୁ ନିୟୁକ୍ତି କଲେ।
1 Kings 12:26
ୟାରବିଯାମ ନିଜକୁ ନିଜେ ଚିନ୍ତା କଲେ, ଯଦି ଲୋକମାନେ ୟିରୁଶାଲମକୁ ସଦାପ୍ରଭୁଙ୍କ ମନ୍ଦିର ରେ ସଦାପ୍ରଭୁଙ୍କ ସମ୍ମାନାର୍ଥେ ବଳିଦାନ କରିବାକୁ ୟାଆନ୍ତି, ତବେେ ସମାନେେ ପୁନର୍ବାର ଦାଉଦ ପରିବାର ଦ୍ବାରା ଶାସିତ ହବୋକୁ ଗ୍ଭହାନ୍ତି।