2 Kings 12:17 in Oriya

Oriya Oriya Bible 2 Kings 2 Kings 12 2 Kings 12:17

2 Kings 12:17
ଅନନ୍ତର ଅରାମର ରାଜା ହସାଯଲେ ଗାଥ ବିରୁଦ୍ଧ ରେ ୟୁଦ୍ଧ କରି ତାକୁ ଅଧିକାର କଲେ। ତା'ପରେ ସେ ୟିରୁଶାଲମ ବିରୁଦ୍ଦ ରେ ୟୁଦ୍ଧ କରିବାକୁ ଯୋଜନା କଲେ।

2 Kings 12:162 Kings 122 Kings 12:18

2 Kings 12:17 in Other Translations

King James Version (KJV)
Then Hazael king of Syria went up, and fought against Gath, and took it: and Hazael set his face to go up to Jerusalem.

American Standard Version (ASV)
Then Hazael king of Syria went up, and fought against Gath, and took it; and Hazael set his face to go up to Jerusalem.

Bible in Basic English (BBE)
Then Hazael, king of Aram, went up against Gath and took it; and his purpose was to go up to Jerusalem.

Darby English Bible (DBY)
Then Hazael king of Syria went up, and fought against Gath, and took it. And Hazael set his face to go up against Jerusalem.

Webster's Bible (WBT)
Then Hazael king of Syria went up, and fought against Gath, and took it; and Hazael set his face to go up to Jerusalem.

World English Bible (WEB)
Then Hazael king of Syria went up, and fought against Gath, and took it; and Hazael set his face to go up to Jerusalem.

Young's Literal Translation (YLT)
Then go up doth Hazael king of Aram, and fighteth against Gath, and captureth it, and Hazael setteth his face to go up against Jerusalem;

Then
אָ֣זʾāzaz
Hazael
יַֽעֲלֶ֗הyaʿăleya-uh-LEH
king
חֲזָאֵל֙ḥăzāʾēlhuh-za-ALE
of
Syria
מֶ֣לֶךְmelekMEH-lek
up,
went
אֲרָ֔םʾărāmuh-RAHM
and
fought
וַיִּלָּ֥חֶםwayyillāḥemva-yee-LA-hem
against
עַלʿalal
Gath,
גַּ֖תgatɡaht
took
and
וַֽיִּלְכְּדָ֑הּwayyilkĕdāhva-yeel-keh-DA
it:
and
Hazael
וַיָּ֤שֶׂםwayyāśemva-YA-sem
set
חֲזָאֵל֙ḥăzāʾēlhuh-za-ALE
face
his
פָּנָ֔יוpānāywpa-NAV
to
go
up
לַֽעֲל֖וֹתlaʿălôtla-uh-LOTE
to
עַלʿalal
Jerusalem.
יְרֽוּשָׁלִָֽם׃yĕrûšāloimyeh-ROO-sha-loh-EEM

Cross Reference

2 Chronicles 24:23
ବର୍ଷର ଶଷେ ଆଡ଼କୁ ଅରାମୀଯ ସୈନ୍ଯଦଳ ୟୋଯାଶ୍ଙ୍କ ବିରୁଦ୍ଧ ରେ ଆସିଲେ। ସମାନେେ ଯିହୁଦା ଓ ୟିରୁଶାଲମକୁ ଆକ୍ରମଣ କଲେ ଏବଂ ଲୋକମାନଙ୍କର ସବୁ ନେତାମାନଙ୍କୁ ହତ୍ଯା କଲେ। ସମାନେେ ସବୁ ବହୁମୂଲ୍ଯ ସାମଗ୍ରୀଗୁଡ଼ିକୁ ଦମ୍ମେଶକର ରାଜାଙ୍କ ନିକଟକୁ ପଠାଇ ଦେଲେ।

Luke 9:53
କିନ୍ତୁ ୟିଶୁ ୟିରୂଶାଲମକୁ ଯାଉଥିବାର ଦେଖି ସଠାେକାର ଲୋକ ତାହାଙ୍କୁ ସ୍ବାଗତ କଲେ ନାହିଁ।

Luke 9:51
ଯୀଶୁ ଜଗତ ଛାଡି ସ୍ବର୍ଗକୁ ଫରେିୟିବାର ସମୟ ପାଖଇେ ଆସୁଥିଲା। ଯୀଶୁ ୟିରୂଶାଲମ ୟିବାକୁ ସ୍ଥିର କଲେ।

Jeremiah 42:15
ଏଣୁ ହେ ଯିହୁଦାର ଲୋକେ, ତୁମ୍ଭମାନେେ ଏବେ ସଦାପ୍ରଭୁଙ୍କର ବାକ୍ଯ ଶୁଣ। ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, 'ଯଦି ତୁମ୍ଭମାନେେ ମିଶରକୁ ୟିବାପାଇଁ ଓ ବାସ କରିବା ପାଇଁ ସଙ୍କଳ୍ପବଦ୍ଧ, ଏହି ନିମ୍ନ ଘଟଣାମାନ ଘଟିବ।

1 Chronicles 18:1
ପରେ ଦାଉଦ ପଲେଷ୍ଟୀୟ ଲୋକଙ୍କୁ ଆକ୍ରମଣ କଲେ। ସେ ସମାନଙ୍କେୁ ପରାସ୍ତ କଲେ। ସେ ପଲେଷ୍ଟୀୟମାନଙ୍କଠାରୁ ଗାଥ ସହର ଓ ତାହାର ଚତୁର୍ଦ୍ଦିଗ ରେ ଥିବା କ୍ଷୁଦ୍ର ସହରଗୁଡ଼ିକୁ ଚ୍ଛିନ୍ନ କରି ନଇଗେଲେ।

1 Chronicles 8:13
ବରୀଯ ଓ ଶମାେ ଅଯାଲୋନର ନିବାସୀମାନଙ୍କ ପରିବାରର ମୁଖ୍ଯ ଥିଲେ। ସହେି ପୁତ୍ରମାନେ ଗାଥର ନିବାସୀମାନଙ୍କୁ ସମାନଙ୍କେ ନଗର ଛାଡ଼ି ଚାଲିୟିବା ପାଇଁ ବାଧ୍ଯ କଲେ।

2 Kings 8:12
ତହୁଁ ହସାଯଲେ ପଚାରିଲେ, ହେ ମାରେ ମହାଶୟ, କାହିଁକି ରୋଦନ କଲେ?

1 Kings 19:17
ତହିଁରେ ଯେଉଁ ଲୋକ ହସାଯଲରେ ଖଡ୍ଗରୁ ବଞ୍ଚିବ ଯହେୂ ତାକୁ ବଧ କରିବ ଓ ଯେ ଯହେୂର ଖଡ୍ଗରୁ ବଞ୍ଚିବ ତାହାକୁ ଇଲୀଶାୟ ବଧ କରିବ।

1 Kings 2:39
ତିନିବର୍ଷ ପରେ ଶିମିଯିର ଦାସମାନଙ୍କ ମଧ୍ଯରୁ ଦୁଇଜଣ ଗାଥୀଯ ରାଜା ମାଖାର ପୁତ୍ର ଅଖୀଶ ନିକଟକୁ ଗଲେ। ଲୋକମାନେ ଶିମିଯିକି ଖବର ଦେଲେ, ଏଠାକୁ ଦେଖ, ତୁମ୍ଭର ଦାସମାନେ ଗାଥ-ନଗର ରେ ଅଛନ୍ତି।

1 Samuel 27:2
ତେଣୁ ଦାଉଦ ଓ ତାଙ୍କର 600 ଲୋକ ଇଶ୍ରାୟେଲ ପରିତ୍ଯାଗ କଲେ। ମାଯୋକର ପକ୍ସ୍ଟତ୍ର ଆଖୀଶ ନାମକ ଗାଥର ରାଜା ନିକଟକକ୍ସ୍ଟ ଗଲେ।