2 Kings 10:5
ତେଣୁ ଗୃହାଧ୍ଯକ୍ଷ, ନଗର ରାଜ୍ଯପାଳ, ପ୍ରାଚୀନଗଣ, ଆହାବଙ୍କ ପୁତ୍ରମାନଙ୍କ ପ୍ରତିପାଳକମାନେ ଯହେୂଙ୍କ ନିକଟକୁ ଏହିକଥା କହି ପଠାଇଲେ, ଆମ୍ଭମାନେେ ଆପଣଙ୍କର ଦାସ, ଆପଣ ଆମ୍ଭମାନଙ୍କୁ ଯାହା ଆଜ୍ଞା କରିବେ ଆମ୍ଭମାନେେ ତାହା ସବୁ ପାଳନ କରିବୁ, ଆମ୍ଭମାନେେ କୌଣସି ଲୋକକୁ ରାଜା କରିବୁ ନାହିଁ, ଯାହା ଆପଣଙ୍କ ଦୃଷ୍ଟିର ରେ ଭଲ ତାହା ଆପଣ କରନ୍ତୁ।
2 Kings 10:5 in Other Translations
King James Version (KJV)
And he that was over the house, and he that was over the city, the elders also, and the bringers up of the children, sent to Jehu, saying, We are thy servants, and will do all that thou shalt bid us; we will not make any king: do thou that which is good in thine eyes.
American Standard Version (ASV)
And he that was over the household, and he that was over the city, the elders also, and they that brought up `the children', sent to Jehu, saying, We are thy servants, and will do all that thou shalt bid us; we will not make any man king: do thou that which is good in thine eyes.
Bible in Basic English (BBE)
So the controller of the king's house, with the ruler of the town, and the responsible men, and those who had the care of Ahab's sons, sent to Jehu, saying, We are your servants and will do all your orders; we will not make any man king; do whatever seems best to you.
Darby English Bible (DBY)
And he that was over the house, and he that was over the city, and the elders, and the guardians sent to Jehu, saying, We are thy servants, and will do all that thou shalt bid us; we will not make any one king; do what is good in thy sight.
Webster's Bible (WBT)
And he that was over the house, and he that was over the city, the elders also, and those who brought up the children, sent to Jehu, saying, We are thy servants, and will do all that thou shalt bid us; we will not make any king: do thou that which is good in thy eyes.
World English Bible (WEB)
He who was over the household, and he who was over the city, the elders also, and those who brought up [the children], sent to Jehu, saying, We are your servants, and will do all that you shall bid us; we will not make any man king: you do that which is good in your eyes.
Young's Literal Translation (YLT)
And he who `is' over the house, and he who `is' over the city, and the elders, and the supporters, send unto Jehu, saying, `Thy servants we `are', and all that thou sayest unto us we do; we do not make any one king -- that which `is' good in thine eyes do.'
| And he that | וַיִּשְׁלַ֣ח | wayyišlaḥ | va-yeesh-LAHK |
| was over | אֲשֶׁר | ʾăšer | uh-SHER |
| the house, | עַל | ʿal | al |
| that he and | הַבַּ֣יִת | habbayit | ha-BA-yeet |
| was over | וַֽאֲשֶׁ֪ר | waʾăšer | va-uh-SHER |
| the city, | עַל | ʿal | al |
| elders the | הָעִ֟יר | hāʿîr | ha-EER |
| also, and the bringers up | וְהַזְּקֵנִים֩ | wĕhazzĕqēnîm | veh-ha-zeh-kay-NEEM |
| sent children, the of | וְהָאֹֽמְנִ֨ים | wĕhāʾōmĕnîm | veh-ha-oh-meh-NEEM |
| to | אֶל | ʾel | el |
| Jehu, | יֵה֤וּא׀ | yēhûʾ | yay-HOO |
| saying, | לֵאמֹר֙ | lēʾmōr | lay-MORE |
| We | עֲבָדֶ֣יךָ | ʿăbādêkā | uh-va-DAY-ha |
| are thy servants, | אֲנַ֔חְנוּ | ʾănaḥnû | uh-NAHK-noo |
| and will do | וְכֹ֛ל | wĕkōl | veh-HOLE |
| all | אֲשֶׁר | ʾăšer | uh-SHER |
| that | תֹּאמַ֥ר | tōʾmar | toh-MAHR |
| thou shalt bid | אֵלֵ֖ינוּ | ʾēlênû | ay-LAY-noo |
| נַֽעֲשֶׂ֑ה | naʿăśe | na-uh-SEH | |
| not will we us; | לֹֽא | lōʾ | loh |
| make any | נַמְלִ֣ךְ | namlik | nahm-LEEK |
| king: | אִ֔ישׁ | ʾîš | eesh |
| do | הַטּ֥וֹב | haṭṭôb | HA-tove |
| good is which that thou | בְּעֵינֶ֖יךָ | bĕʿênêkā | beh-ay-NAY-ha |
| in thine eyes. | עֲשֵֽׂה׃ | ʿăśē | uh-SAY |
Cross Reference
Joshua 9:11
ଏଣୁ ଆମ୍ଭମାନଙ୍କର ପ୍ରାଚୀନବର୍ଗ ଏବଂ ଆମ୍ଭମାନଙ୍କ ଦେଶ ରେ ଲୋକମାନେ କହିଲେ, 'ତୁମ୍ଭମାନଙ୍କର ୟାତ୍ରାପାଇଁ ପ୍ରଚକ୍ସ୍ଟର ଖାଦ୍ୟ ନଇେ ୟାଅ ଏବଂ ଇଶ୍ରାୟେଲୀୟ ବାସୀମାନଙ୍କ ସହିତ ସାକ୍ଷାତ କର। ତାଙ୍କୁ କକ୍ସ୍ଟହ, ଆମ୍ଭମାନେେ ତୁମ୍ଭର ଦାସ, ତେଣୁ ତୁମ୍ଭମାନେେ ଆମ୍ଭମାନଙ୍କ ସହିତ ଏକ ଶାନ୍ତି ଚକ୍ସ୍ଟକ୍ତି କର।'
1 Kings 20:4
ଇଶ୍ରାୟେଲ ରାଜା ଉତ୍ତର ଦେଲେ, ହେ ମାରେ ପ୍ରଭୁ, ମହାରାଜ, ଆପଣଙ୍କ ବାକ୍ଯାନୁସା ରେ ମୁଁ ଓ ମାରେ ସର୍ବସ୍ବ ଆପଣଙ୍କର।
1 Kings 20:32
ତହୁଁ ସମାନେେ କଟି ରେ ଅଖା ପିନ୍ଧି ଓ ମୁଣ୍ତ ରେ ରଜ୍ଜୁ ବାନ୍ଧି ଇଶ୍ରାୟେଲର ରାଜା ନିକଟକୁ ୟାଇ ବିନଯର ସହିତ କହିଲେ, ତୁମ୍ଭର ଦାସ ବିନ୍ହଦଦ୍ କହୁଛି, 'ଦୟାକରି ମାେତେ ବଞ୍ଚାନ୍ତୁ।'
Joshua 9:8
ଏଥି ରେ ହିଦ୍ଦୀଯମାନେ ଉତ୍ତର ଦଇେ କହିଲେ, ଆମ୍ଭେ ତୁମ୍ଭମାନଙ୍କର ଦାସ।
2 Kings 18:14
ଏହାପରେ ଯିହୁଦାର ରାଜା ହିଜକିଯ ଲାଖୀଶକୁ ଅଶୂରର ରାଜା ନିକଟକୁ ଲୋକ ପଠାଇଲେ ଏବଂ କହିଲେ, ମୁଁ ପାପ କରିଅଛି, ଦୟାକରି ମାେ ଦେଶ ଉପରେ ଆକ୍ରମଣ ବନ୍ଦ କର। ଆପଣା ମାେ ଠାରୁ ଯାହା ଗ୍ଭହିଁବେ ମୁଁ ଦବୋକୁ ପ୍ରସ୍ତୁତ ଅଛି।
Joshua 9:24
ଗିବିଯୋନୀଯମାନେ ଉତ୍ତର ଦେଲେ, ଆମ୍ଭମାନେେ ଆପଣାଙ୍କ ସମ୍ମକ୍ସ୍ଟଖ ରେ ମିଛ କହିଲକ୍ସ୍ଟ କାରଣ ଆମ୍ଭମାନେେ ତୁମ୍ଭକୁ ଭୟ କରିଗଲକ୍ସ୍ଟ, କାଳେ ଆପଣା ଆମ୍ଭକକ୍ସ୍ଟ ମାରି ଦବେେ। ଆମ୍ଭେ ଜାଣିବାକକ୍ସ୍ଟ ପାଇଲକ୍ସ୍ଟ ଯେ ତୁମ୍ଭମାନଙ୍କୁ ଏହି ସମସ୍ତ ଦେଶ ଦବୋକକ୍ସ୍ଟ ଓ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ଏହି ଦେଶବାସୀ ସମସ୍ତ ଲୋକଙ୍କକ୍ସ୍ଟ ବିନାଶ କରିବାକୁ ସଦାପ୍ରଭୁ ଆପଣା ସବେକ ମାଶାଙ୍କେକ୍ସ୍ଟ ଆଜ୍ଞା ଦଇେଥିଲେ। ତେଣୁ ଆମ୍ଭର ଜୀବନ ଭୟ ରେ ଆମ୍ଭେ ତକ୍ସ୍ଟମ୍ଭ ନିକଟରେ ମିଥ୍ଯା କହିଲକ୍ସ୍ଟ।
Jeremiah 27:7
ପୁଣି ସମୁଦାଯ ଗୋଷ୍ଠୀ ନବୂଖଦନିତ୍ସର, ତାହାର ପୁତ୍ର ଓ ପୌତ୍ରର ସବୋ କରିବେ। ପୁଣି ଏକ ସମୟ ଆସିବ, ଅନକେ ଗୋଷ୍ଠୀ ଓ ମହାନ୍ ମହାନ୍ ରାଜାମାନେ ବାବିଲ ରେ ନିଜର ଦାସ୍ଯକର୍ମ କରିବେ।
Jeremiah 27:17
ତୁମ୍ଭମାନେେ ସମାନଙ୍କେ କଥା ରେ ଧ୍ଯାନ ଦିଅ ନାହିଁ। ବାବିଲ ରାଜାର ସବୋ କର, ତାହା ହେଲେ ତୁମ୍ଭମାନେେ ବଞ୍ଚିବ। ଆଉ ଏହି ନଗର ୟିରୁଶାଲମକୁ କାହିଁକି ଧ୍ବଂସ କରିବାକୁ ଦବେ ?
John 12:26
ମାରେ ସବୋ କୁରଥିବା ଲୋକେ ନିଶ୍ଚୟ ମାରେ ଅନୁସରଣ କରନ୍ତୁ। ତବେେ ମାରେ ସବେକମାନେ ମୁଁ ଯେଉଁଠା ରେ ଥିବି, ସଠାେରେ ମାେ ସହିତ ରହିବେ। ଯେଉଁ ଲୋକମାନେ ମାରେ ସବୋ କରିଥିବେ, ମାରେ ପରମପିତା ସମାନଙ୍କେୁ ସମ୍ମାନ ଦବେେ।