2 Kings 10:35 in Oriya

Oriya Oriya Bible 2 Kings 2 Kings 10 2 Kings 10:35

2 Kings 10:35
ଯହେୂଙ୍କ ମୃତ୍ଯୁ ଅନ୍ତେ ସେ ନିଜ ପୂର୍ବପୁରୁଷଗଣଙ୍କ ସହିତ ଶମରିଯା ରେ ସମାଧିସ୍ଥ ହେଲେ। ତାଙ୍କ ପରେ ତାଙ୍କ ପୁତ୍ର ଯିହାୟୋଦାରହସ ଇଶ୍ରାୟେଲ ରେ ରାଜା ହେଲେ।

2 Kings 10:342 Kings 102 Kings 10:36

2 Kings 10:35 in Other Translations

King James Version (KJV)
And Jehu slept with his fathers: and they buried him in Samaria. And Jehoahaz his son reigned in his stead.

American Standard Version (ASV)
And Jehu slept with his fathers; and they buried him in Samaria. And Jehoahaz his son reigned in his stead.

Bible in Basic English (BBE)
And Jehu went to rest with his fathers, and was put into the earth in Samaria. And Jehoahaz his son became king in his place.

Darby English Bible (DBY)
And Jehu slept with his fathers, and they buried him in Samaria: and Jehoahaz his son reigned in his stead.

Webster's Bible (WBT)
And Jehu slept with his fathers: and they buried him in Samaria. And Jehoahaz his son reigned in his stead.

World English Bible (WEB)
Jehu slept with his fathers; and they buried him in Samaria. Jehoahaz his son reigned in his place.

Young's Literal Translation (YLT)
And Jehu lieth with his fathers, and they bury him in Samaria, and reign doth Jehoahaz his son in his stead.

And
Jehu
וַיִּשְׁכַּ֤בwayyiškabva-yeesh-KAHV
slept
יֵהוּא֙yēhûʾyay-HOO
with
עִםʿimeem
fathers:
his
אֲבֹתָ֔יוʾăbōtāywuh-voh-TAV
and
they
buried
וַיִּקְבְּר֥וּwayyiqbĕrûva-yeek-beh-ROO
Samaria.
in
him
אֹת֖וֹʾōtôoh-TOH
And
Jehoahaz
בְּשֹֽׁמְר֑וֹןbĕšōmĕrônbeh-shoh-meh-RONE
his
son
וַיִּמְלֹ֛ךְwayyimlōkva-yeem-LOKE
reigned
יְהֽוֹאָחָ֥זyĕhôʾāḥāzyeh-hoh-ah-HAHZ
in
his
stead.
בְּנ֖וֹbĕnôbeh-NOH
תַּחְתָּֽיו׃taḥtāywtahk-TAIV

Cross Reference

2 Samuel 7:12
ଯେତବେେଳେ ତୁମ୍ଭେ ମୃତକ୍ସ୍ଟ୍ଯବରଣ କରିବ, ତୁମ୍ଭକୁ ତୁମ୍ଭର ପୂର୍ବପୁରୁଷମାନଙ୍କ ମଧିଅରେ କବର ଦିଆୟିବ। ତା'ପରେ ମୁ ତୁମ୍ଭର ଔରଷରକ୍ସ୍ଟ ରାଜା କରିବି ଏବଂ ତାଙ୍କର ରାଜ୍ଯ ସ୍ଥାପନ କରିବି।

1 Kings 1:21
ତେଣୁ ଆପଣ ମୃତ୍ଯୁ ପୂର୍ବରୁ କିଛି ଗୋଟିଏ ସ୍ଥିର କରନ୍ତୁ। ତା'ପରେ ନ ହେଲ ଆପଣ ଆପଣଙ୍କ ପିତୃପୁରୁଷଙ୍କ ସହିତ ସମାଧିସ୍ଥ ହେଲାପରେ ମୁଁ ଓ ମାରେ ପୁତ୍ର ଶଲୋମନ ଦୋଷୀ ବୋଲି ପରିଗଣିତ ହବେୁ।

1 Kings 2:10
ତା'ପରେ ଦାଉଦଙ୍କର ମୃତ୍ଯୁ ହେଲା ଓ ସେ ଦାଉଦ ନଗର ରେ କବରପ୍ରାପ୍ତ ହେଲେ।

1 Kings 14:20
ୟାରବିଯାମ ବାଇଶ ବର୍ଷ ପାଇଁ ରାଜତ୍ବ କଲେ। ତାଙ୍କର ମୃତ୍ଯୁପରେ ସେ ନିଜର ପୁତୃଗଣଙ୍କ ସହିତ କବର ନେଲେ। ତାଙ୍କ ପଦ ରେ ତାଙ୍କର ପୁତ୍ର ନାଦବ୍ ରାଜତ୍ବ କଲେ।

1 Kings 14:31
ରିହବିଯାମଙ୍କ ମୃତ୍ଯୁ ହେଲା ଓ ସେ ନିଜ ପିତୃଲୋକଙ୍କ ସହିତ କବର ପାଇଲା। ସେ ଦାଉଦ ନଗରର ପିତୃଲୋକଙ୍କ କବର ରେ କବର ପାଇଲା। ତାଙ୍କର ମାତା ଅମ୍ମୋନୀଯା ନଯମା ଥିଲେ। ତାଙ୍କ ପରେ ତାଙ୍କ ପୁତ୍ର ଅବିଯାମ ରାଜା ହେଲେ।

2 Kings 13:1
ଯିହୁଦାର ରାଜା ଅହସିଯଙ୍କ ପୁତ୍ର ୟୋଯାଶ୍ଙ୍କ ରାଜତ୍ବର ତ୍ରଯବିଂଶ ବର୍ଷ ରେ ଯହେୂଙ୍କର ପୁତ୍ର ଯିହାୟୋଦାରହସ୍ ଶମରିଯା ରେ ଇଶ୍ରାୟେଲ ଉପରେ ରାଜା ହେଲେ। ସେ ସତର ବର୍ଷ ରାଜତ୍ବ କଲେ।

2 Kings 13:7
ଅରାମର ରାଜା ୟିହୋଯାଶ୍ଙ୍କ ସୈନ୍ଯବାହିନୀକୁ ପରାସ୍ତ କରି ତାଙ୍କର ମାତ୍ର ପଚାଶ ଅଶ୍ବାରୋହୀ, ଦଶଟି ରଥ ଓ 10,000 ପଦାତିକଙ୍କୁ ଛାଡି ଅନ୍ୟ ସମସ୍ତଙ୍କୁ ବଧ କଲେ। ଯିହାୟୋଦାରଶ୍ଙ୍କ ସୈନ୍ଯମାନେ ଶସ୍ଯ ଅମଳ ସମୟରେ ଅଗାଡି ତୁଲ୍ଯ ପବନ ରେ ଗ୍ଭଲିଗଲେ।