2 Corinthians 8:12
ଯଦି ତୁମ୍ଭମାନଙ୍କର ଦାନ ଦବୋର ଇଚ୍ଛା ଅଛି, ତା' ହେଲେ ତୁମ୍ଭମାନଙ୍କର ଦାନ ଗ୍ରହଣୀୟ ହବେ। ତୁମ୍ଭମାନଙ୍କ ପାଖ ରେ ଯାହା ଅଛି, ସହେି ଅନୁସାରେ ତୁମ୍ଭମାନଙ୍କ ଦାନ ଗ୍ରାହ୍ଯ କରାୟିବ ; ତୁମ୍ଭମାନଙ୍କ ପାଖ ରେ ଯାହା ନାହିଁ, ସେ ଅନୁସାରେ ନୁହେଁ।
2 Corinthians 8:12 in Other Translations
King James Version (KJV)
For if there be first a willing mind, it is accepted according to that a man hath, and not according to that he hath not.
American Standard Version (ASV)
For if the readiness is there, `it is' acceptable according as `a man' hath, not according as `he' hath not.
Bible in Basic English (BBE)
For if there is a ready mind, a man will have God's approval in the measure of what he has, and not of what he has not.
Darby English Bible (DBY)
For if the readiness be there, [a man is] accepted according to what he may have, not according to what he has not.
World English Bible (WEB)
For if the readiness is there, it is acceptable according to what you have, not according to what you don't have.
Young's Literal Translation (YLT)
for if the willing mind is present, according to that which any one may have it is well-accepted, not according to that which he hath not;
| For | εἰ | ei | ee |
| if | γὰρ | gar | gahr |
| there be first | ἡ | hē | ay |
willing a | προθυμία | prothymia | proh-thyoo-MEE-ah |
| mind, | πρόκειται | prokeitai | PROH-kee-tay |
| it is accepted | καθὸ | katho | ka-THOH |
| that to according | ἐὰν | ean | ay-AN |
| a man | ἔχῃ | echē | A-hay |
| τις | tis | tees | |
| hath, | εὐπρόσδεκτος | euprosdektos | afe-PROSE-thake-tose |
| not and | οὐ | ou | oo |
| according to that | καθὸ | katho | ka-THOH |
| he hath | οὐκ | ouk | ook |
| not. | ἔχει | echei | A-hee |
Cross Reference
2 Corinthians 9:7
ପ୍ରେତ୍ୟକକ ଲୋକ ଆପଣା ହୃଦୟ ରେ ସ୍ଥିର କରିଥିବା ଅନୁସାରେ ଦାନ କରୁ, ମନ ରେ କୌଣସି ଦୁଃଖ ରଖି ବା ବାଧ୍ଯବାଧକତା ରେ ଦାନ ନ ଦେଉ, ଆନନ୍ଦିତ ମନ ରେ ଦାନ କରିଥିବା ଲୋକକୁ ପରମେଶ୍ବର ଭଲ ପାଆନ୍ତି।
Luke 21:1
ଯୀଶୁ ଦେଖିଲେ ଯେ କେତକେ ଧନୀଲୋକ ମନ୍ଦିରର ଦାନବାକ୍ସ ରେ ପରମେଶ୍ବରଙ୍କ ପାଇଁ ଦାନ ଦେଉଛନ୍ତି।
Luke 16:10
େଛାଟ େଛାଟ ବିଷୟ ରେ ଯଦି ଜଣକୁ ବିଶ୍ବାସ କରାଯାଇ ପାରିବ, ତବେେ ତାକୁ ବଡ ବିଷୟ ଗୁଡିକ ପାଇଁ ମଧ୍ଯ ବିଶ୍ବାସ କରାଯାଇ ପାରିବ। ଅଳ୍ପ ଜିନିଷ ପାଇଁ ଯଦି ଜଣେ ଅସାଧୁ ହାଇଯୋଏ ତବେେ ସେ ଅଧିକ ଜିନିଷ ପାଇଁ ମଧ୍ଯ ଆସାଧୁ ହାଇଯେିବା
Mark 12:42
ପରେ ଗରୀବ ବିଧବାଟିଏ ସଠାେକୁ ଆସିଲା ଓ ସେଥି ରେ ସେ ମାତ୍ର ଦୁଇଟି ତମ୍ବା-ମୁଦ୍ରା ପକଇେଲା। ଏହି ମୁଦ୍ରା ଦୁଇଟିର ମୂଲ୍ଯ ପଇସାଟିଏ ସାଙ୍ଗ ରେ ବି ସମାନ ନୁହେଁ।
1 Peter 4:10
ତୁମ୍ଭ ମଧ୍ଯରୁ ପ୍ରେତ୍ୟକକେ ଗୋଟିଏ ଗୋଟିଏ ଆଧ୍ଯାତ୍ମିକ ଦାନ ପରମେଶ୍ବରଙ୍କଠାରୁ ପାଇଛ। ପରମେଶ୍ବର ଅନକେ ପ୍ରକା ରେ ତାହାଙ୍କର ଅନୁଗ୍ରହ ତୁମ୍ଭକୁ ଦଖାଇେଛନ୍ତି। ତୁମ୍ଭେ ତାହାଙ୍କର ଦାନଗୁଡ଼ିକୁ ଦାଯିତ୍ବପୂର୍ଣ୍ଣ ସହିତ ପରମେଶ୍ବରଙ୍କ ସବେକ ଭଳି ବ୍ଯବହାର କର। ଅତଏବ ଭଲ ସବେକ ହାଇେ ପରସ୍ପରର ସବୋ ରେ ସଗେୁଡ଼ିକୁ ଲଗାଅ।
Luke 12:47
ଯେଉଁ ସବେକ ଆଗରୁ ଜାଣିଥାଏ ଯେ, ମାଲିକଙ୍କ ଇଚ୍ଛା କ'ଣ କିନ୍ତୁ ସେଥିପାଇଁ ଆଦୌ ତତ୍ପର ହୁଏନାହିଁ, କିମ୍ବା ମାଲିକଙ୍କ ଇଚ୍ଛା ଅନୁସାରେ କାମ କରନେି, ସହେିଭଳି ସବେକକୁ ଭୀଷଣ ଦଣ୍ଡ ଦିଆୟିବ।
Luke 7:44
ତା'ପରେ ଯୀଶୁ ସ୍ତ୍ରୀ ଲୋକଟି ଆଡକୁ ବୁଲିପଡି ଶିମାନଙ୍କେୁ କହିଲେ, ତୁମ୍ଭେ ଏ ସ୍ତ୍ରୀ ଲୋକଟିକୁ ଦେଖୁଛ? ମୁଁ ତୁମ୍ଭ ଘରକୁ ଆସିଲି। ଅଥଚ ତୁମ୍ଭେ ମାେତେ ଗୋଡ ଧୋଇବାକୁ ପାଣି ସୁଦ୍ଧା ଦଲେ ନାହିଁ, କିନ୍ତୁ ଓ ସ୍ତ୍ରୀ ଲୋକଟି ମାରେ ପାଦକୁ ଲୁହ ରେ ଧୋଇ ଦଲୋ। ଏବଂ ତା ବାଳ ରେ ପୋଛି ଦଲୋ।
Mark 14:7
କାରଣ ଗରିବମାନେ ତ ସବୁବେଳେ ତୁମ୍ଭ ପାଖ ରେ ରହିବେ। ତୁମ୍ଭେ ଯେତବେେଳେ ଚିହିଁବ, ସମାନଙ୍କେୁ ସାହାୟ୍ଯ କରି ପାରିବ। କିନ୍ତୁ ତୁମ୍ଭମାନେେ ମାେତେ ସଦା ବେଳେ ପାଇବ ନାହିଁ।
Proverbs 19:22
ଜଣେ ଲୋକ ତାଙ୍କର ବିଶ୍ବାସ ଜରିଆ ରେ ଗୋଟିଏ ଭଲ ପ୍ରସିଦ୍ଧ ପାଇବାକୁ ଦରକାର କରେ। ଏବଂ ମିଥ୍ଯାବାଦୀ ଅପେକ୍ଷା ଦରିଦ୍ର ଲୋକ ଶ୍ ରେଷ୍ଠ। ୟିଏ ଯାହାକୁ ବିଶ୍ବାସ କରାୟାଇପା ରେ ନାହିଁ।
2 Chronicles 6:8
କିନ୍ତୁ ସଦାପ୍ରଭୁ ମାରେ ପିତା ଦାଉଦଙ୍କୁ କହିଲେ, 'ତୁମ୍ଭେ ଆମ୍ଭ ନାମ ଉଦ୍ଦେଶ୍ଯ ରେ ଏକ ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା କରି ଖୁବ୍ ଉତ୍ତମ କର୍ମ କରିଅଛ।
1 Chronicles 29:3
ମୁଁ ମାରେପରମେଶ୍ବରଙ୍କ ମନ୍ଦିର ନିମନ୍ତେ ସୁବର୍ଣ୍ଣ ଓ ରେ ୗପ୍ୟ ନିର୍ମିତ ଏକ ବିଶଷେ ଉପହାର ନିର୍ମାଣ କରୁଅଛି। ମୁଁ ଏହା କରୁଅଛି, କାରଣ ମାରେ ପରମେଶ୍ବରଙ୍କ ମନ୍ଦିର ନିର୍ମିତ ହେଉ ବୋଲି ମୁଁ ପ୍ରକୃତ ରେ ଚା ହେଁ। ଏହି ପବିତ୍ର ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ଏହି ସମସ୍ତ ବସ୍ତୁ ଦାନ କରୁଅଛି।
Exodus 35:29
ପ୍ରେତ୍ୟକକ ପୁରୁଷ ଓ ସ୍ତ୍ରୀ ଯେଉଁମାନଙ୍କର ହୃଦଯ ସମାନଙ୍କେୁ ଉଦାର କଲା, ସଦାପ୍ରଭୁ ମାଶାଙ୍କେ ମାଧ୍ଯମ ରେ ଦଇେଥବା ଆଜ୍ଞାନୁସା ରେ କାର୍ୟ୍ଯ ପାଇଁ ଉପହାର ଆଣିଲେ। ତେଣୁ ଇଶ୍ରାୟେଲର ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ସ୍ବେଚ୍ଛାଦତ୍ତ ନବୈେଦ୍ଯ ଆଣିଲେ।
Exodus 35:21
ସମସ୍ତ ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ଉପହାର ଆଣିଲେ। ଯେ ହତେୁ ସମାନଙ୍କେର ହୃଦଯ ଉଦାର ହାଇଗେଲା। ଏହି ସମସ୍ତ ଉପହାର ଦ୍ରବ୍ଯ ତମ୍ବୁ ରେ ଥିବା ସମସ୍ତ ଦ୍ରବ୍ଯ, ସମାଗମ ତମ୍ବୁ ଭିତ ରେ ଥିବା ଅନ୍ଯାନ୍ଯ ସାମଗ୍ରୀ ଓ ବିଶଷେ ବସ୍ତ୍ର ତିଆରି କରିବା ରେ ବ୍ଯବହୃତ ହେଲା।
Exodus 35:5
ତୁମ୍ଭମାନେେ ସଦାପ୍ରଭୁଙ୍କ ନିମନ୍ତେ ବିଶଷେ ଉପହାର ସଂଗ୍ରହ କର। ପ୍ରେତ୍ୟକକ ତାଙ୍କର ଇଚ୍ଛା ମତେ ଉପହାର ଦବେେ। ଏବଂ ଏହାପରେ ସହେି ଉପହାରଗୁଡିକ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣ। ଏହି ଉପହାର ଯଥା: ସୁନା, ରୂପା ଓ ପିତ୍ତଳ।
Exodus 25:2
ତୁମ୍ଭେ ଇଶ୍ରାୟେଲ ଲୋକମାନଙ୍କୁ ମାେ ନିମନ୍ତେ ଉପହାର ସଂଗ୍ରହ କରିବାକୁ କୁହ। ପ୍ରେତ୍ୟକକ ଲୋକ ତା'ର ହୃଦଯ ରେ ନିଷ୍ପତ୍ତି ନବୋ ଉଚିତ୍, ସେ ମାେ ପାଇଁ ଯାହା ଉପହାର ଦବୋ ଉଚିତ୍। ମାେ ପାଇଁ ସହେି ଦ୍ରବ୍ଯ ସଂଗ୍ରହ କର।