2 Corinthians 5:20
ସେ ଆମ୍ଭ ମାଧ୍ଯମ ରେ ପୃଥିବୀର ଲୋକମାନଙ୍କୁ ଡ଼ାକୁଛନ୍ତି। ଯେତବେେଳେ ଆମ୍ଭେ ତୁମ୍ଭମାନଙ୍କୁ ପରମେଶ୍ବରଙ୍କ ସହିତ ପୁନର୍ମିଳିତ ହବୋ ପାଇଁ ଅନୁ ରୋଧ କରୁ,
2 Corinthians 5:20 in Other Translations
King James Version (KJV)
Now then we are ambassadors for Christ, as though God did beseech you by us: we pray you in Christ's stead, be ye reconciled to God.
American Standard Version (ASV)
We are ambassadors therefore on behalf of Christ, as though God were entreating by us: we beseech `you' on behalf of Christ, be ye reconciled to God.
Bible in Basic English (BBE)
So we are the representatives of Christ, as if God was making a request to you through us: we make our request to you, in the name of Christ, be at peace with God.
Darby English Bible (DBY)
We are ambassadors therefore for Christ, God as [it were] beseeching by us, we entreat for Christ, Be reconciled to God.
World English Bible (WEB)
We are therefore ambassadors on behalf of Christ, as though God were entreating by us. We beg you on behalf of Christ, be reconciled to God.
Young's Literal Translation (YLT)
in behalf of Christ, then, we are ambassadors, as if God were calling through us, we beseech, in behalf of Christ, `Be ye reconciled to God;'
| Now then | ὑπὲρ | hyper | yoo-PARE |
| we are ambassadors | Χριστοῦ | christou | hree-STOO |
| for | οὖν | oun | oon |
| Christ, | πρεσβεύομεν | presbeuomen | prase-VAVE-oh-mane |
| though as | ὡς | hōs | ose |
| τοῦ | tou | too | |
| God | θεοῦ | theou | thay-OO |
| did beseech | παρακαλοῦντος | parakalountos | pa-ra-ka-LOON-tose |
| by you | δι' | di | thee |
| us: | ἡμῶν· | hēmōn | ay-MONE |
| we pray | δεόμεθα | deometha | thay-OH-may-tha |
| you in | ὑπὲρ | hyper | yoo-PARE |
| stead, Christ's | Χριστοῦ | christou | hree-STOO |
| be ye reconciled | καταλλάγητε | katallagēte | ka-tahl-LA-gay-tay |
| to | τῷ | tō | toh |
| God. | θεῷ | theō | thay-OH |
Cross Reference
Ephesians 6:20
ମାରେକାମ ହେଉଛି, ସୁସମାଚାର ନିମନ୍ତେ କହିବା। ଏବେ ମୁଁ ତାହା ଏହି ବନ୍ଦୀ ଘ ରେ ମଧ୍ଯ କରୁଅଛି। ମାେ ପାଇଁ ପ୍ରାର୍ଥନା କର ଯେ, ଯେପରିକି ମୁଁ ଯେତବେେଳେ ସୁସମାଚାର ପ୍ରଚାର କରେ, ସେତବେେଳେ ସମ୍ପୂର୍ଣ୍ଣ ନିର୍ଭୟତାର ସହ ତାହା କରିପା ରେ।
2 Corinthians 6:1
ଆମ୍ଭମାନେେ ପରମେଶ୍ବରଙ୍କ ସହିତ କାମ କରୁଥିବା ହତେୁ ତୁମ୍ଭମାନଙ୍କୁ ବିନତି କରୁ ଯେ, ପରମେଶ୍ବରଙ୍କ ଠାରୁ ଯେଉଁ ଅନୁଗ୍ରହ ତୁମ୍ଭମାନେେ ପାଇଛ, ତାହା ଯେପରି ବ୍ଯର୍ଥ ନ ଯାଏ।
Luke 14:23
ମାଲିକ ଚାକରକୁ କହିଲେ, 'ରାଜପଥ ଓ ଗ୍ରାମପଥକୁ ଚାଲିଯାଅ। ସଠାେରେ ଥିବା ଲୋକଙ୍କୁ ଆସିବାକୁ କୁହ। ମୁଁ ଚା ହେଁ, ମାେ ଘର ପୁରାପୁରି ଭରିଯାଉ।'
2 Corinthians 5:11
ଆମ୍ଭେ ଜାଣୁ ଯେ, ପ୍ରଭୁଙ୍କୁ ଭୟ କରିବା ଅର୍ଥ କ'ଣ ଅଟେ। ସେଥିପାଇଁ ଲୋକମାନଙ୍କୁ ସତ୍ଯ ଗ୍ରହଣ କରିବା ପାଇଁ ଆମ୍ଭେ ବୁଝାଉଁ। ପରମେଶ୍ବର ଜାଣନ୍ତି ଯେ, ଆମ୍ଭେ ପ୍ରକୃତ ରେ କ'ଣ ଓ ମୁଁ ଆଶା କରେ, ତୁମ୍ଭେ ମଧ୍ଯ ଆମ୍ଭର ପ୍ରକୃତ ପରିଚୟ ପାଇପାରିବ।
Malachi 2:7
ଜଣେ ଯାଜକ ପରମେଶ୍ବରଙ୍କ ଶିକ୍ଷାସମୂହ ଜାଣିବା ଉଚିତ୍। ଲୋକମାନେ ଯାଜକମାନଙ୍କ ନିକଟକୁ ୟାଇ ପରମେଶ୍ବରଙ୍କ ଶିକ୍ଷାସମୂହ ଗ୍ରହଣ କରିବା ଉଚିତ୍। କାରଣ ଜଣେ ଯାଜକ ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ଦୂତ ଅଟେ।
Isaiah 55:6
ତେଣୁ ତୁମ୍ଭମାନେେ ସଦାପ୍ରଭୁଙ୍କର ଅନ୍ବଷେଣ କର, ଯେ ହତେୁ ତାଙ୍କର ଅର୍ଥାତ୍ ସଦାପ୍ରଭୁଙ୍କର ଉଦ୍ଦେଶ୍ଯ ମିଳିଅଛି। ଯେ ପର୍ୟ୍ଯନ୍ତ ସେ ନିକଟରେ ଅଛନ୍ତି, ସେ ପର୍ୟ୍ଯନ୍ତ ତାଙ୍କୁ ପ୍ରାର୍ଥନା କର।
Proverbs 1:22
ହେ ନିର୍ବୋଧଗଣ। କେତକୋଳ ପର୍ୟ୍ଯନ୍ତ ତୁମ୍ଭେ ନିରର୍ଥକ କାର୍ୟ୍ଯ କରିବାକୁ ଭଲ ପାଇବ ? କେତକୋଳ ପର୍ୟ୍ଯନ୍ତ ନିନ୍ଦୁକ ଜ୍ଞାନକୁ ପରିହାସ କରିବ ? ହେ ମୂର୍ଖମାନେ ଆଉ କେତକୋଳ ବିଦ୍ଯାକୁ ଘୃଣା କରିବ ?
Ezekiel 18:31
ତୁମ୍ଭମାନେେ ତୁମ୍ଭମାନଙ୍କର ସମସ୍ତ ପାପ ଦୂର କରିଦିଅ। ନିଜର ଅନ୍ତଃକରଣ ଓ ଆତ୍ମାକୁ ନୂତନ ଭାବରେ ପ୍ରସ୍ତୁତ କର। ଆଉ ହେ ଇଶ୍ରାୟେଲ ବଂଶ, ତୁମ୍ଭମାନେେ ନିଜେ ତୁମ୍ଭମାନଙ୍କର ମୃତ୍ଯୁର କାରଣ ହୁଅ ନାହିଁ।
Luke 10:16
ଯେତବେେଳେ କୌଣସି ଲୋକ ତୁମ୍ଭମାନଙ୍କ କଥା ଶୁଣେ, ସେ ପ୍ରକୃତ ରେ ମାେ କଥା ଶୁଣେ। ଯେତବେେଳେ ଜଣେ ତୁମ୍ଭମାନଙ୍କୁ ଗ୍ରହଣ କରିବାକୁ ମନା କରେ, ସେ ପ୍ରକୃତ ରେ ମାେତେ ଗ୍ରହଣ କରିବାକୁ ମନା କରିଦିଏ ଏବଂ ଯେତବେେଳେ ଜଣେ ମାେତେ ଗ୍ରହଣ କରିବାକୁ ମନା କରେ, ସେ ପ୍ରକୃତ ରେ ମାେତେ ପଠାଇଥିବା ପରମେଶ୍ବରଙ୍କୁ ଗ୍ରହଣ କରିବାକୁ ମନା କରିଦିଏ।
John 20:21
ଯୀଶୁ ପୁନର୍ବାର କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ। ମାେତେ ପରମପିତା ଯେପରି ପଠାଇଥିଲେ, ମୁଁ ସହେିପରି ତୁମ୍ଭକୁ ବର୍ତ୍ତମାନ ପଠାଉଛି।
2 Corinthians 3:6
ସେ ଆମ୍ଭକୁ ଗୋଟିଏ ନୂତନ ଚୁକ୍ତିର ସବେକ ହବୋ ପାଇଁ ଯୋଗ୍ଯ ବିବଚେିତ କରିଛନ୍ତି। ଏହା ଲିଖିତ ନିୟମ ନୁହେଁ, ବରଂ ଆତ୍ମାର ଗୋଟିଏ ଚୁକ୍ତି ଅଟେ। ଲିଖିତ ନିୟମ ମୃତ୍ଯୁ ଆଣେ। କିନ୍ତୁ ଆତ୍ମା ଜୀବନ ପ୍ରଦାନ କରେ।
Job 22:21
ବର୍ତ୍ତମାନ ଆୟୁବ, ତୁମ୍ଭେ ପରମେଶ୍ବରଙ୍କ ନିକଟରେ ନିଜକୁ ସମର୍ପି ଦିଅ ତାଙ୍କ ସହିତ ଶାନ୍ତି ରେ ବାସ କର। ଏହା କଲେ ତୁମ୍ଭେ ଅନକେ ଭଲ ବସ୍ତୁ ପାଇବ।
1 Thessalonians 4:8
ଅତଏବ ଯେଉଁ ଲୋକ ଏହି ଶିକ୍ଷାକୁ ଅବମାନନା କରେ, ସେ ପରମେଶ୍ବରଙ୍କ ଅବମାନନା କରେ, ମଣିଷକୁ ନୁହେଁ। ପରମେଶ୍ବର ତାଙ୍କର ପବିତ୍ରଆତ୍ମା ତୁମ୍ଭମାନଙ୍କୁ ପ୍ରଦାନ କରି ଥାଆନ୍ତି।
2 Kings 17:13
ତଥାପି ସଦାପ୍ରଭୁ ପ୍ରେତ୍ୟକକ ଭବିଷ୍ଯଦ୍ବକ୍ତା ଓ ପ୍ରେତ୍ୟକକ ଦୃଷ୍ଟିକାରୀଙ୍କୁ ଇଶ୍ରାୟେଲ ଓ ଯିହୁଦାର ପ୍ରତି ଚତାବେନୀ ଦଇେ କହିଲେ, ତୁମ୍ଭମାନେେ ତୁମ୍ଭମାନଙ୍କର କୁକାର୍ୟ୍ଯରୁ ବିରତ ହୁଅ, ଆଉ ମୁଁ ତୁମ୍ଭମାନଙ୍କ ପିତୃଲୋକଙ୍କ ପାଇଁ ଯେଉଁ ଆଦେଶ କଲି ଓ ଯାହାସବୁ ମାରେ ସବେକ ଭବିଷ୍ଯଦ୍ବକ୍ତାଗଣଙ୍କ ହସ୍ତ ରେ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁଁ, ତଦନୁସା ରେ ମାରେ ବ୍ଯବସ୍ଥା ଓ ବିଧି ସବୁ ପାଳନ କର।
2 Chronicles 36:15
ସଦାପ୍ରଭୁ, ସୋମନଙ୍କ ପୂର୍ବପୁରୁଷମାନଙ୍କର ପରମେଶ୍ବର, ତାଙ୍କର ଲୋକମାନଙ୍କୁ ଚତାବେନୀ ଦବୋ ନିମନ୍ତେ ଦୂତମାନଙ୍କୁ ବାରମ୍ବାର ପଠାଇଲେ। ସଦାପ୍ରଭୁ ତାଙ୍କର ମନ୍ଦିର ଓ ଏହି ଲୋକମାନଙ୍କ ନିମନ୍ତେ ଦୁଃଖ ଅନୁଭବ କରିବାରୁ ଏହି ପ୍ରକାର କଲେ।
Proverbs 13:17
ଦୁଷ୍ଟ ବାର୍ତ୍ତାବାହକ ଆପଦ ରେ ପଡ଼େ, ମାତ୍ର ବିଶ୍ବସ୍ତ ଦୃଢ଼ ସ୍ବାସ୍ଥ୍ଯଜନକ।
Jeremiah 13:16
ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କୁ ସମ୍ମାନ ଦିଅ ଓ ତାଙ୍କର ଗୌରବ ଗାନ କର। ସେ ଅନ୍ଧକାର ଆଣିବା ପୂର୍ବରୁ, ଅନ୍ଧକାରମଯ ପର୍ବତ ରେ ତୁମ୍ଭମାନଙ୍କର ପାଦ ଝୁଣ୍ଟିବା ପୂର୍ବରୁ, ସେ ମୃତ୍ଯୁଚ୍ଛାଯା ଓ ଘାରେ ଅନ୍ଧକାର ଆଣିବା ପୂର୍ବରୁ, ଆଲୁଅର ଅପେକ୍ଷା ରେ ତୁମ୍ଭମାନେେ ତାଙ୍କର ପ୍ରଶଂସା କର।
Jeremiah 38:20
କିନ୍ତୁ ଯିରିମିୟ କହିଲେ, ସମାନେେ ଆପଣଙ୍କୁ ସମର୍ପଣ କରିବେ ନାହିଁ। ମୁଁ ବିନଯ କରୁଛି, ମାେ ଦ୍ବାରା କଥିତ ସଦାପ୍ରଭୁଙ୍କର ବାକ୍ଯ ଆପଣ ମାନନ୍ତୁ। ତହିଁରେ ଆପଣଙ୍କର ମଙ୍ଗଳ ହବେ ଓ ଆପଣଙ୍କ ପ୍ରାଣ ରହିବ।
Jeremiah 44:4
ତଥାପି ଆମ୍ଭେ ଆମ୍ଭର ଦାସ ଭବିଷ୍ଯଦବକ୍ତାମାନଙ୍କୁ ବାରମ୍ବାର ତୁମ୍ଭମାନଙ୍କ ନିକଟକୁ ପଠାଇଲୁ। ଆଉ ତୁମ୍ଭମାନଙ୍କୁ ଜଣାଇଲୁ, 'ତୁମ୍ଭମାନେେ ଏହି ଘୃଣ୍ଯ କର୍ମ କର ନାହିଁ, ଆମ୍ଭେ ତାହା ଘୃଣା କରୁ।'
Acts 26:17
ମୁଁ ତୁମ୍ଭକୁ ତୁମ୍ଭ ନିଜ ଓ ଅନ୍ୟ ଦେଶର ଲୋକମାନଙ୍କଠାରୁ ରକ୍ଷା କରିବି। ସମାନଙ୍କେର ଆଖି ଖାଲିେ ଦବୋପାଇଁ ମୁଁ ତୁମ୍ଭକୁ ପଠାଉଛି।
1 Corinthians 4:4
ମୁଁ ଯେ କୌଣସି ଭୁଲ କରି ନାହିଁ କିନ୍ତୁ ତାହା ମଧ୍ଯ ମାେତେ ନିର୍ଦ୍ ଦୋଷ ପ୍ରମାଣିତ କରି ନାହିଁ। ପ୍ରଭୁ ହେଉଛନ୍ତି ଏକମାତ୍ର ବ୍ଯକ୍ତି ୟିଏ କି ମାରେ ବିଚାର କରନ୍ତି।
Isaiah 27:5
ମାତ୍ର ଯଦି କହେି ନିରାପତ୍ତା ପାଇଁ ମାେ ସହିତ ଶାନ୍ତି ସ୍ଥାପନ କରେ, ତବେେ ସେ ଶାନ୍ତି ସ୍ଥାପନ କରୁ।
Job 33:23
ପରମେଶ୍ବରଙ୍କର ହଜାରେ ଦୂତ ଅଛନ୍ତି। ସହେି ଦୂତମାନଙ୍କ ମଧ୍ଯରୁ ଜଣେ ହୁଏତ ସହେି ବ୍ଯକ୍ତି ପ୍ରତି ଦୃଷ୍ଟି ରଖିଥାଏ। ସହେି ଦୂତ ହୁଏତ ସହେି ଲୋକ କରିଥିବା ଭଲ କାର୍ୟ୍ଯଗୁଡ଼ିକୁ ସେ କହିପା ରେ।
Job 33:6
ପରମେଶ୍ବରଙ୍କ ସମ୍ମୁଖ ରେ ତୁମ୍ଭେ ଏବଂ ମୁଁ ସମାନ। ଆମ୍ଭକୁ ତିଆରି କରିବା ପାଇଁ ପରମେଶ୍ବର ମାଟି ହିଁ ବ୍ଯବହାର କରିଛନ୍ତି।