Home Bible 2 Chronicles 2 Chronicles 8 2 Chronicles 8:6 2 Chronicles 8:6 Image ଓଡ଼ିଆ

2 Chronicles 8:6 Image in Oriya

ଏବଂ ଶଲୋମନ ବାଲତ୍ ସହର ଅନ୍ୟ ନଗରଗୁଡ଼ିକୁ ସୁଦୃଢ଼ କରିଥିଲେ, ଯେଉଁଠା ରେ ସେ ସୈନ୍ଯମାନଙ୍କ ଛାଉଣୀ ପକାଇଥିଲେ। ସେ ଆହୁରି ଅନକେ ନଗରସବୁ ନିର୍ମାଣ କଲେ, ଯେଉଁଠା ରେ ୟୁଦ୍ଧରଥ ସବୁ ରଖା ଯାଉଥିଲା ଅଶ୍ବାରୋହୀମାନେ ବାସ କରୁଥିଲେ। ଶଲୋମନ ୟିରୁଶାଲମ, ଲିବାନୋନ ରେ ସେ ରାଜା ଥିବା ସମସ୍ତ ଦେଶ ରେ ଯାହା ନିର୍ମାଣ କରିବାକୁ ଚାହିଁଲେ, ତାହା ନିର୍ମାଣ କଲେ।
Click consecutive words to select a phrase. Click again to deselect.
2 Chronicles 8:6

ଏବଂ ଶଲୋମନ ବାଲତ୍ ସହର ଓ ଅନ୍ୟ ନଗରଗୁଡ଼ିକୁ ସୁଦୃଢ଼ କରିଥିଲେ, ଯେଉଁଠା ରେ ସେ ସୈନ୍ଯମାନଙ୍କ ଛାଉଣୀ ପକାଇଥିଲେ। ସେ ଆହୁରି ଅନକେ ନଗରସବୁ ନିର୍ମାଣ କଲେ, ଯେଉଁଠା ରେ ୟୁଦ୍ଧରଥ ସବୁ ରଖା ଯାଉଥିଲା ଓ ଅଶ୍ବାରୋହୀମାନେ ବାସ କରୁଥିଲେ। ଶଲୋମନ ୟିରୁଶାଲମ, ଲିବାନୋନ ରେ ଓ ସେ ରାଜା ଥିବା ସମସ୍ତ ଦେଶ ରେ ଯାହା ନିର୍ମାଣ କରିବାକୁ ଚାହିଁଲେ, ତାହା ନିର୍ମାଣ କଲେ।

2 Chronicles 8:6 Picture in Oriya