Home Bible 2 Chronicles 2 Chronicles 8 2 Chronicles 8:5 2 Chronicles 8:5 Image ଓଡ଼ିଆ

2 Chronicles 8:5 Image in Oriya

ଶଲୋମନ ଉର୍ଦ୍ଧ୍ବସ୍ଥ ବୈଥ୍ହାରେଣ୍ ନୀଚ୍ଚସ୍ଥ ବୈଥହାରଣରେ ସହରଗୁଡ଼ିକୁ ଆଉଥରେ ନିର୍ମାଣ କଲେ। ସେ ଏହି ସହରଗୁଡ଼ିକୁ ଦୃଢ଼ ଦୁର୍ଗ ରେ ପରିଣତ କଲେ। ସହେି ସହରଗୁଡ଼ିକରେ ଅତି ସୁଦୃଢ଼ ପ୍ରାଚୀର, ଦ୍ବାର ଦ୍ବାରଗୁଡ଼ିକରେ ଦୃଢ଼ ଅର୍ଗଳ ଥିଲା।
Click consecutive words to select a phrase. Click again to deselect.
2 Chronicles 8:5

ଶଲୋମନ ଉର୍ଦ୍ଧ୍ବସ୍ଥ ବୈଥ୍ହାରେଣ୍ ଓ ନୀଚ୍ଚସ୍ଥ ବୈଥହାରଣରେ ସହରଗୁଡ଼ିକୁ ଆଉଥରେ ନିର୍ମାଣ କଲେ। ସେ ଏହି ସହରଗୁଡ଼ିକୁ ଦୃଢ଼ ଦୁର୍ଗ ରେ ପରିଣତ କଲେ। ସହେି ସହରଗୁଡ଼ିକରେ ଅତି ସୁଦୃଢ଼ ପ୍ରାଚୀର, ଦ୍ବାର ଓ ଦ୍ବାରଗୁଡ଼ିକରେ ଦୃଢ଼ ଅର୍ଗଳ ଥିଲା।

2 Chronicles 8:5 Picture in Oriya