2 Chronicles 6:42 in Oriya

Oriya Oriya Bible 2 Chronicles 2 Chronicles 6 2 Chronicles 6:42

2 Chronicles 6:42
ସଦାପ୍ରଭୁ ପରମେଶ୍ବର, ତୁମ୍ଭର ଅଭିଷିକ୍ତ ରାଜାକୁ ଗ୍ରହଣ କର। ତୁମ୍ଭର ଅନୁଗ୍ରହ ଦାସ ଦାଉଦକୁ ସ୍ମରଣ କର !

2 Chronicles 6:412 Chronicles 6

2 Chronicles 6:42 in Other Translations

King James Version (KJV)
O LORD God, turn not away the face of thine anointed: remember the mercies of David thy servant.

American Standard Version (ASV)
O Jehovah God, turn not away the face of thine anointed: remember `thy' lovingkindnesses to David thy servant.

Bible in Basic English (BBE)
O Lord God, let him whom you have taken for yourself never be given up by you: keep in mind your mercies to David your servant.

Darby English Bible (DBY)
Jehovah Elohim, turn not away the face of thine anointed: remember mercies to David thy servant.

Webster's Bible (WBT)
O LORD God, turn not away the face of thy anointed: remember the mercies of David thy servant.

World English Bible (WEB)
Yahweh God, don't turn away the face of your anointed: remember [your] loving kindnesses to David your servant.

Young's Literal Translation (YLT)
O Jehovah God, turn not back the face of Thine anointed, be mindful of the kind acts of David Thy servant.'

O
Lord
יְהוָ֣הyĕhwâyeh-VA
God,
אֱלֹהִ֔יםʾĕlōhîmay-loh-HEEM
away
not
turn
אַלʾalal

תָּשֵׁ֖בtāšēbta-SHAVE
the
face
פְּנֵ֣יpĕnêpeh-NAY
anointed:
thine
of
מְשִׁיחֶ֑ךָmĕšîḥekāmeh-shee-HEH-ha
remember
זָכְרָ֕הzokrâzoke-RA
the
mercies
לְחַֽסְדֵ֖יlĕḥasdêleh-hahs-DAY
of
David
דָּוִ֥ידdāwîdda-VEED
thy
servant.
עַבְדֶּֽךָ׃ʿabdekāav-DEH-ha

Cross Reference

Isaiah 55:3
କର୍ଣ୍ଣଡ଼ରେି ଶୁଣ ଓ ଆମ୍ଭ ନିକଟକୁ ଆସ। ତହିଁରେ ତୁମ୍ଭମାନଙ୍କର ଆତ୍ମା ବଞ୍ଚିବ। ଆମ୍ଭେ ତୁମ୍ଭମାନଙ୍କ ପାଇଁ ଏକ ଚିରକାଳ ଚୁକ୍ତି ଅର୍ଥାତ୍ ଦାଉଦଙ୍କ ପ୍ରତି ନିଶ୍ଚିତ ଦୟା ସ୍ଥିର କରିବା।

Psalm 132:1
ସଦାପ୍ରଭୁ, ଦାଉଦଙ୍କର ସପକ୍ଷରେ ତାଙ୍କର ସମସ୍ତ ମହାନ୍ କାର୍ୟ୍ଯକୁ ସ୍ମରଣ କର।

Acts 13:34
ପରମେଶ୍ବର ଯୀଶୁଙ୍କୁ ମୃତ୍ଯୁରୁ ପୁନରୁତ୍ଥିତ କଲେ, ଯେପରି ତାହାଙ୍କର ଶରୀର ପୁଣିଥରେ କବରପ୍ରାପ୍ତ ହାଇେ କ୍ଷୟ ନହୁଏ। ଏ ବିଷୟ ରେ ସେ କହିଲେ,

Isaiah 61:1
ସଦାପ୍ରଭୁଙ୍କର ସବେକ କୁହନ୍ତି, ପ୍ରଭୁ ସଦାପ୍ରଭୁଙ୍କର ଆତ୍ମା ମାଠାେ ରେ ଅଧିଷ୍ଠାନ କରନ୍ତି, କାରଣ ନମ୍ର ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ସଦାପ୍ରଭୁ ମାେତେ ଅଭିଷିକ୍ତ କରିଅଛନ୍ତି। ସେ ଭଗ୍ନାନ୍ତଃକରଣ ଲୋକମାନଙ୍କର କ୍ଷତ ବାନ୍ଧିବାକୁ ବନ୍ଦୀ ଲୋକମାନଙ୍କୁ ମୁକ୍ତି ଦବୋକୁ ଓ ନିର୍ବାସିତ ଲୋକମାନଙ୍କୁ କାରାମୁକ୍ତ କରିବାକୁ ପ୍ରଚାର କରିବା ନିମନ୍ତେ ମାେତେ ପ୍ ରରଣେ କରିଛନ୍ତି।

Psalm 132:10
ତୁମ୍ଭ ଦାସ ଦାଉଦଙ୍କ ସକାଶୁ ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ପରିତ୍ଯାଗ କର ନାହିଁ।

Psalm 89:28
ଆମ୍ଭେ ସର୍ବଦା ତାଙ୍କୁ ପ୍ରମେ କରିବା ଓ ତା' ପ୍ରତି ବିଶ୍ବସ୍ତ ରହିବା। ଆମ୍ଭର ଚୁକ୍ତି ସର୍ବଦା ତା'ଠାରେ ରଖିବା, ତାହା କବେେ ଶଷେ ହବେ ନାହିଁ।

Psalm 89:24
ଆମ୍ଭେ ମନୋନୀତ ରାଜାଙ୍କୁ ସର୍ବଦା ପ୍ରମେ କରିବା ଏବଂ ତାଙ୍କୁ ବିଜଯୀ କରିବା।

Psalm 2:2
ସମାନଙ୍କେ ରାଜା ଓ ନେତାମାନେ ଏକତ୍ରୀତ ହାଇେ ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାଙ୍କ ଦ୍ବାରା ଅଭିଷିକ୍ତ ପ୍ରଜାଙ୍କ ବିରୁଦ୍ଧରେ ୟୁଦ୍ଧ କରନ୍ତି।

1 Kings 2:16
ଏଣୁ ବର୍ତ୍ତମାନ ମୁଁ ତୁମ୍ଭକୁ ଗୋଟିଏ ନିବଦନେ କରୁଅଛି। ମାେତେ ନାସ୍ତି କରିବ ନାହିଁ।

1 Kings 1:34
ଆଉ ସଠାେରେ ଯାଜକ ସାଦୋକ ଓ ଭବିଷ୍ଯଦ୍ବକ୍ତା ନାଥନ ଶଲୋମନକୁ ଇଶ୍ରାୟେଲର ନୂତନ ରାଜା ରୂପେ ନିଶ୍ଚିଯ ଅଭିଷିକ୍ତ କରିବେ। ପୁଣି ତୁମ୍ଭମାନେେ ତୂରୀ ବଜାଇ କୁହ, 'ରାଜା ଶଲୋମନ ଦୀର୍ଘଜୀବି ହୁଅନ୍ତୁ।'