Home Bible 2 Chronicles 2 Chronicles 32 2 Chronicles 32:9 2 Chronicles 32:9 Image ଓଡ଼ିଆ

2 Chronicles 32:9 Image in Oriya

ଅଶୂରର ରାଜା ସନ୍ ହରେୀବ୍ ତାଙ୍କର ସମସ୍ତ ସୈନ୍ଯଦଳ ଲାଖୀଶ ସହର ନିକଟରେ ଛାଉଣୀ କଲେ, ଯେପରି ସମାନେେ ତାହାକୁ ଜଯ କରିପାରନ୍ତି। ଏହାପରେ ସନ୍ ହରେୀବ୍, ଯିହୁଦାର ରାଜା ହିଜକିଯ ୟିରୁଶାଲମ ରେ ଥିବା ଯିହୁଦାର ସମସ୍ତ ଲୋକଙ୍କ ନିକଟକୁ ତାଙ୍କର ଭୃତ୍ଯମାନଙ୍କୁ ପଠାଇଲା। ହିଜକିଯ ୟିରୁଶାଲମର ସବୁ ଲୋକଙ୍କ ନିମନ୍ତେ ସନ୍ ହରେୀବ୍ଙ୍କ ଭୃତ୍ଯର ଏକ ବାର୍ତ୍ତା ଥିଲା।
Click consecutive words to select a phrase. Click again to deselect.
2 Chronicles 32:9

ଅଶୂରର ରାଜା ସନ୍ ହରେୀବ୍ ଓ ତାଙ୍କର ସମସ୍ତ ସୈନ୍ଯଦଳ ଲାଖୀଶ ସହର ନିକଟରେ ଛାଉଣୀ କଲେ, ଯେପରି ସମାନେେ ତାହାକୁ ଜଯ କରିପାରନ୍ତି। ଏହାପରେ ସନ୍ ହରେୀବ୍, ଯିହୁଦାର ରାଜା ହିଜକିଯ ଓ ୟିରୁଶାଲମ ରେ ଥିବା ଯିହୁଦାର ସମସ୍ତ ଲୋକଙ୍କ ନିକଟକୁ ତାଙ୍କର ଭୃତ୍ଯମାନଙ୍କୁ ପଠାଇଲା। ହିଜକିଯ ଓ ୟିରୁଶାଲମର ସବୁ ଲୋକଙ୍କ ନିମନ୍ତେ ସନ୍ ହରେୀବ୍ଙ୍କ ଭୃତ୍ଯର ଏକ ବାର୍ତ୍ତା ଥିଲା।

2 Chronicles 32:9 Picture in Oriya