ଓଡ଼ିଆ
2 Chronicles 3:17 Image in Oriya
ଏହାପରେ ଶଲୋମନ ମନ୍ଦିର ସମ୍ମୁଖ ରେ ସ୍ତମ୍ଭ ଦୁଇଟିକୁ ଛିଡ଼ା କରାଇଲେ। ଗୋଟିଏ ସ୍ତମ୍ଭ ବାମ ପାଶର୍ବ ରେ ଓ ଅନ୍ୟଟି ଦକ୍ଷିଣ ପାଶର୍ବ ରେ ଛିଡ଼ା ହେଲା। ଦକ୍ଷିଣ ପାଶର୍ବ ରେ ଥିବା ସ୍ତମ୍ଭର ନାମ ଶଲୋମନ ୟାଖୀନ୍ ରଖିଲେ। ଏବଂ ବାମ ପାଶର୍ବସ୍ଥ ସ୍ତମ୍ଭର ନାମ ଶଲୋମନ ବୋଯସ୍ ରଖିଲେ।