1 Timothy 5:25
ଲୋକମାନଙ୍କ କ୍ଷେତ୍ର ରେ ମଧ୍ଯ ଏହା ସତ। ଲୋକଙ୍କ ଭଲ କାମ ସହଜ ରେ ଦଖାଯାେଏ। କିନ୍ତୁ ଯେତବେେଳେ ସହେି ଭଲ କାମଗୁଡ଼ିକ ଦଖାଯାେଏ ନାହିଁ, ସଗେୁଡ଼ିକ ଲୁଚି ରହେ ନାହିଁ।
1 Timothy 5:25 in Other Translations
King James Version (KJV)
Likewise also the good works of some are manifest beforehand; and they that are otherwise cannot be hid.
American Standard Version (ASV)
In like manner also there are good works that are evident; and such as are otherwise cannot be hid.
Bible in Basic English (BBE)
In the same way, there are good works which are clearly seen; and those which are not so, may not be kept secret.
Darby English Bible (DBY)
In like manner good works also are manifest beforehand, and those that are otherwise cannot be hid.
World English Bible (WEB)
In the same way also there are good works that are obvious, and those that are otherwise can't be hidden.
Young's Literal Translation (YLT)
in like manner also the right works are manifest beforehand, and those that are otherwise are not able to be hid.
| Likewise | ὡσαύτως | hōsautōs | oh-SAF-tose |
| also | καὶ | kai | kay |
| the | τὰ | ta | ta |
| good | καλὰ | kala | ka-LA |
| works | ἔργα | erga | ARE-ga |
| are some of | πρόδηλα | prodēla | PROH-thay-la |
| manifest beforehand; | ἐστίν | estin | ay-STEEN |
| and | καὶ | kai | kay |
| they that are | τὰ | ta | ta |
| ἄλλως | allōs | AL-lose | |
| otherwise | ἔχοντα | echonta | A-hone-ta |
| cannot | κρυβῆναι | krybēnai | kryoo-VAY-nay |
| οὐ | ou | oo | |
| be hid. | δύναται | dynatai | THYOO-na-tay |
Cross Reference
Luke 11:33
କୌଣସି ଲୋକ ଦୀପଟିଏ ଜଳାଇ ଲୁଚାଇ ରେଖନାହିଁ କିମ୍ବା ହାଣ୍ଡି ତଳେ ରେଖ ନାହିଁ। ବରଂ ତାହା ରୁଖାଟିଏ ଉପରେ ରେଖ, ଯାହା ଫଳ ରେ ଭିତରକୁ ଆସୁଥିବା ଲୋକେ ଆଲୁଅ ଦେଖି ପାରିବେ।
Proverbs 10:9
ଜଣେ ସଚ୍ଚୋଟ ବ୍ଯକ୍ତି ରକ୍ଷା ପାଏ, କିନ୍ତୁ ଦୁଷ୍ଟ ଲୋକ ଧରା ପଡ଼ିୟାଏ।
1 Timothy 3:7
ଯେଉଁମାନେ ମଣ୍ଡଳୀର ସଦସ୍ଯ ନୁହଁନ୍ତି, ବାହାରର ସହେି ଲୋକମାନଙ୍କର ମଧ୍ଯ, ଅଧ୍ଯକ୍ଷଙ୍କ ନିମନ୍ତେ ସମ୍ମାନ ଭାବ ଥିବା ଆବଶ୍ଯକ। ତହିଁରେ ସେ ଅନ୍ୟମାନଙ୍କ ଦ୍ବାରା ସମାଲୋଚିତ ହବେେ ନାହିଁ କି ଶୟତାନର ଫାନ୍ଦ ରେ ପଡ଼ିବେ ନାହିଁ।
Philippians 1:11
ତୁମ୍ଭେ ପରମେଶ୍ବରଙ୍କ ପାଇଁ ମହିମା ଓ ପ୍ରଶଂସା ଉଦ୍ଦେଶ୍ଯ ରେ ଯୀଶୁଖ୍ରୀଷ୍ଟଙ୍କ ସାହାୟ୍ଯ ରେ ଅନକେ ଉତ୍ତମ କାମ କରିବ।
Galatians 5:22
ମାତ୍ର ପବିତ୍ର ଆତ୍ମା ଆମ୍ଭକୁ ଏହିଗୁଡ଼ିକ ପ୍ରଦାନ କରନ୍ତି : ପ୍ ରମେ, ଆନନ୍ଦ, ଶାନ୍ତି, ର୍ଧୈୟ୍ଯ, ଦୟାଭାବ, ଉଦାରତା, ବିଶ୍ବସ୍ତତା,
Acts 22:12
ହନନିୟ ନାମକ ଜଣେ ଭକ୍ତ ଦମ୍ମସକେ ନଗର ରେ ଥିଲେ। ସେ ମାଶାଙ୍କେ ବ୍ଯବସ୍ଥା ମାନୁଥିଲେ। ସଠାେରେ ରହୁଥିବା ସମସ୍ତ ଯିହୂଦୀୟମାନେ ତାହାଙ୍କୁ ସମ୍ମାନ ଦେଉଥିଲେ।
Acts 16:1
ପାଉଲ ଦର୍ବୀ ଓ ଲୁସ୍ତ୍ରା ନଗରକୁ ଗଲେ। ସଠାେରେ ତୀମଥି ନାମକ ଜଣେ ଶିଷ୍ଯ ଥିଲେ। ସେ ଜଣେ ବିଶ୍ବାସୀନୀ ଯିହୂଦୀ ସ୍ତ୍ରୀଙ୍କର ପୁତ୍ର ଥିଲେ କିନ୍ତୁ ତାହାଙ୍କର ପିତା ଗ୍ରୀକ୍ ଥିଲେ।
Acts 10:22
ସମାନେେ ତାହାଙ୍କୁ କହିଲେ, ଆମ୍ଭମାନଙ୍କେୁ ସୈନ୍ଯବାହିନୀର ଅଧିକାରୀ କର୍ଣ୍ଣୀଲିୟ ପଠାଇଛନ୍ତି। ସେ ପରମେଶ୍ବରଙ୍କୁ ଭୟ କରୁଥିବା ଜଣେ ଉତ୍ତମ ବ୍ଯକ୍ତି। ତାହାଙ୍କୁ ଯିହୂଦୀମାନେ ବହୁତ ସମ୍ମାନ ଦିଅନ୍ତି। ଜଣେ ପବିତ୍ର ସ୍ବର୍ଗଦୂତ କର୍ଣ୍ଣୀଲିୟଙ୍କୁ ଦର୍ଶନ ଦଇେ ତୁମ୍ଭକୁ ତାହାଙ୍କ ଘରକୁ ନିମନ୍ତ୍ରଣ କରିବା ପାଇଁ କହିଛନ୍ତି, ଯେପରି ସେ ତୁମ୍ଭ ନିକଟରୁ କଥା ଶୁଣିପାରନ୍ତି।
Acts 9:36
ଟାବୀଥା ନାମକ ଜଣେ ଶିଷ୍ଯା ଯାଫୋ ନଗର ରେ ରହୁଥିଲେ। ଯାହାର ଗ୍ରୀକ ଅନୁବାଦ ଦର୍କା ଅର୍ଥାତ୍ ହରିଣୀ। ସେ ସବୁବେଳେ ଗରିବ ଲୋକମାନଙ୍କୁ ଦାନ ଦେଉଥିଲେ ଓ ଲୋକମାନଙ୍କର ଉପକାର କରୁଥିଲେ।
Matthew 6:3
ଯେତବେେଳେ ତୁମ୍ଭେ କୌଣସି ଦୀନ-ଦୁଃଖୀଙ୍କୁ ଦାନ ଦେଉଛ, ସେତବେେଳେ ତୁମ୍ଭର ଡାହାଣ ହାତ କଣ କରୁଛି, ସେ ବିଷୟ ରେ ବାମ ହାତକୁ ମଧ୍ଯ ଜାଣିବାକୁ ସୁଯୋଗ ଦିଅନାହିଁ। ତୁମ୍ଭେ କ'ଣ କରୁଛ, ତାହା ଯେପରି କହେି ନ ଜାଣନ୍ତୁ।
Matthew 5:16
ଲୋକଙ୍କ ଆଗ ରେ ତୁମ୍ଭମାନେେ ଆଲୋକ ଭଳି ପ୍ରକାଶିତ ହୁଅ। ସମାନେେ ତୁମ୍ଭର ଭଲ କାମଗୁଡିକ ଦେଖନ୍ତୁ ଓ ସ୍ବର୍ଗ ରେ ରହୁଥିବା ତୁମ୍ଭ ପରମ ପିତାଙ୍କ ପ୍ରଶଂସା ଗାନ କରନ୍ତୁ।
Psalm 37:5
ସଦାପ୍ରଭୁଙ୍କ ଉପରେ ନିର୍ଭର ରଖ। ତାଙ୍କୁ ବିଶ୍ବାସ କର ଓ ସେ ନିଶ୍ଚଯ ୟାହା କରିବା କଥା ସଫଳ କରିବେ।