1 Samuel 8:1
ଯେତବେେଳେ ଶାମକ୍ସ୍ଟଯଲେ ବୃଦ୍ଧ ବଯସ ରେ ଉପନୀତ ହେଲେ, ସେ ତାଙ୍କ ପକ୍ସ୍ଟତ୍ରମାନଙ୍କୁ ଇଶ୍ରାୟେଲୀୟମାନଙ୍କ ନତେୃତ୍ବ ନବୋ ପାଇଁ ଓ ବିଗ୍ଭର କରିବା ପାଇଁ ପଠାଇଲେ।
1 Samuel 8:1 in Other Translations
King James Version (KJV)
And it came to pass, when Samuel was old, that he made his sons judges over Israel.
American Standard Version (ASV)
And it came to pass, when Samuel was old, that he made his sons judges over Israel.
Bible in Basic English (BBE)
Now when Samuel was old, he made his sons judges over Israel.
Darby English Bible (DBY)
And it came to pass when Samuel was old, that he made his sons judges over Israel.
Webster's Bible (WBT)
And it came to pass, when Samuel was old, that he made his sons judges over Israel.
World English Bible (WEB)
It happened, when Samuel was old, that he made his sons judges over Israel.
Young's Literal Translation (YLT)
And it cometh to pass, when Samuel `is' aged, that he maketh his sons judges over Israel.
| And it came to pass, | וַיְהִ֕י | wayhî | vai-HEE |
| when | כַּֽאֲשֶׁ֥ר | kaʾăšer | ka-uh-SHER |
| Samuel | זָקֵ֖ן | zāqēn | za-KANE |
| was old, | שְׁמוּאֵ֑ל | šĕmûʾēl | sheh-moo-ALE |
| made he that | וַיָּ֧שֶׂם | wayyāśem | va-YA-sem |
| אֶת | ʾet | et | |
| his sons | בָּנָ֛יו | bānāyw | ba-NAV |
| judges | שֹֽׁפְטִ֖ים | šōpĕṭîm | shoh-feh-TEEM |
| over Israel. | לְיִשְׂרָאֵֽל׃ | lĕyiśrāʾēl | leh-yees-ra-ALE |
Cross Reference
Deuteronomy 16:18
ସଦାପ୍ରଭୁ ତୁମ୍ଭମାନଙ୍କର ଦ୍ବାରା ଦତ୍ତ ସମସ୍ତ ସହର ପାଇଁ ବିଚାରକର୍ତ୍ତା ଓ ଅଧିକାରୀମାନଙ୍କୁ ବାଛିବା ଉଚିତ୍। ପ୍ରେତ୍ୟକକ ଗୋଷ୍ଠୀଯ ଏପରି କରିବା ଉଚିତ୍। ଏବଂ ସହେି ଲୋକମାନେ ସମାନଙ୍କେୁ ଶାସନ କରିବେ ଓ ନ୍ଯାଯ ସକ୍ସ୍ଟରକ୍ଷିତ କରିବେ।
1 Timothy 5:21
ପରମେଶ୍ବର, ଖ୍ରୀଷ୍ଟ ଯୀଶୁ ଏବଂ ମନୋନୀତ ସ୍ବର୍ଗଦୂତଙ୍କ ଆଗ ରେ ଏଗୁଡ଼ିକ କରିବା ପାଇଁ ମୁଁ ତୁମ୍ଭକୁ ଆଦେଶ ଦେଉଛି। ସତ୍ଯ ଜାଣିବା ପୂର୍ବରୁ ଲୋକମାନଙ୍କର ବିଚାର କର ନାହିଁ। ସମସ୍ତଙ୍କ ପାଇଁ ସମାନ ଭାବ ଦଖାେଅ।
Judges 5:10
ହେ ଶ୍ବତଗେର୍ଦ୍ଧଭୀ-ଆରୋହିମାନେ, ହେ ଗାଲିଗ୍ଭ ରେ ବସିବା ଲୋକମାନେ, ହେ ପଥର ରେ ଗମନକାରୀମାନେ! ତୁମ୍ଭମାନେେ ଗାନ କର।
Judges 8:22
ଇଶ୍ରାୟେଲର ଲୋକମାନେ ଗିଦ୍ଦିଯୋନଙ୍କକ୍ସ୍ଟ କହିଲେ, ଆପଣା ଆମ୍ଭମାନଙ୍କ ମିଦିଯନମାନଙ୍କଠାରକ୍ସ୍ଟ ରକ୍ଷା କରିଛନ୍ତି, ତେଣୁ ଆପଣ ଆମର ଶାସକ ହକ୍ସ୍ଟଅନ୍ତକ୍ସ୍ଟ। ଆମ୍ଭେ ତୁମ୍ଭକୁ ତୁମ୍ଭର ସନ୍ତାନମାନଙ୍କୁ ଆମର ଶାସକ ଭାବେ ଗ୍ଭହକ୍ସ୍ଟଁ।
Judges 10:4
ୟାଯୀରଙ୍କର ତିରିଶଟି ପକ୍ସ୍ଟତ୍ର ଥିଲେ। ଯେଉଁମାନେ କି ତିରିଶଟି ଗଦ୍ଦର୍ଭ ଚଢି଼ଲେ ଓ ସମାନଙ୍କେର ତିରିଶଟି ସହର ଥିଲା। ସହେି ସହରଗୁଡିକୁ ୟାଯୀର ସହର ନାମ ରେ ଆଜି ପର୍ୟ୍ଯନ୍ତ ନାମିତ କରାୟାଇଛି। ସହେିସବୁ ସହରଗକ୍ସ୍ଟଡିକ ଗିଲିଯଦ ଦେଶ ରେ ଅଛି।
Judges 12:14
ଅବ୍ଦୋନ୍ଙ୍କର ଗ୍ଭଳିଶଟି ପକ୍ସ୍ଟତ୍ର ଓ ତିରିଶଟି ନାତି ଥିଲେ। ସମାନେେ ଶତକ୍ସ୍ଟରିଟି ଗଧ ଉପରେ ସବାର ହେଉଥିଲେ। ସେ ଆଠ ବର୍ଷଧରି ଇଶ୍ରାୟେଲ ଉପରେ ରାଜତ୍ବ କଲେ।
2 Chronicles 19:5
ଯିହାଶାଫେଟ୍ ଯିହୁଦାର ସମସ୍ତ ନଗର ରେ ବିଚାରକର୍ତ୍ତାମାନଙ୍କୁ ନିୟୁକ୍ତ କଲେ। ଯିହୁଦାର ପ୍ରତିଟି ସୁଦୃଢ଼ ଦୁର୍ଗ ରେ ରହିବା ନିମନ୍ତେ ସେ ବିଚାରକର୍ତ୍ତାମାନଙ୍କୁ ନିୟୁକ୍ତ କଲେ।
Nehemiah 7:2
ଏହାପରେ ମୁଁ ମାରେଭାଇ ହନାନିକି ଓ ଦୁର୍ଗର ଶାସନକର୍ତ୍ତା ହନାନିଯକୁ ୟିରୁଶାଲମ ଉପରେ ନିୟୁକ୍ତ କଲି କାରଣ ହନାନିଯ ବିଶ୍ବସ୍ତ ଲୋକ ଥିଲା, ଆଉ ସେ ଅନ୍ୟ ଲୋକମାନଙ୍କ ଅପେକ୍ଷା ପରମେଶ୍ବରଙ୍କୁ ଭୟ କରୁଥିଲା।