1 Samuel 2:18
ସେ ସମୟରେ ବାଳକ ଶାମକ୍ସ୍ଟଯଲେ ଶକ୍ସ୍ଟକ୍ଲ ଏଫୋଦ ପିନ୍ଧି ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ପରିଚର୍ୟ୍ଯା କଲେ।
1 Samuel 2:18 in Other Translations
King James Version (KJV)
But Samuel ministered before the LORD, being a child, girded with a linen ephod.
American Standard Version (ASV)
But Samuel ministered before Jehovah, being a child, girded with a linen ephod.
Bible in Basic English (BBE)
But Samuel did the work of the Lord's house, while he was a child, dressed in a linen ephod.
Darby English Bible (DBY)
And Samuel ministered before Jehovah, a boy girded with a linen ephod.
Webster's Bible (WBT)
But Samuel ministered before the LORD, being a child, girded with a linen ephod.
World English Bible (WEB)
But Samuel ministered before Yahweh, being a child, girded with a linen ephod.
Young's Literal Translation (YLT)
And Samuel is ministering `in' the presence of Jehovah, a youth girt `with' an ephod of linen;
| But Samuel | וּשְׁמוּאֵ֕ל | ûšĕmûʾēl | oo-sheh-moo-ALE |
| ministered | מְשָׁרֵ֖ת | mĕšārēt | meh-sha-RATE |
| אֶת | ʾet | et | |
| before | פְּנֵ֣י | pĕnê | peh-NAY |
| the Lord, | יְהוָ֑ה | yĕhwâ | yeh-VA |
| child, a being | נַ֕עַר | naʿar | NA-ar |
| girded | חָג֖וּר | ḥāgûr | ha-ɡOOR |
| with a linen | אֵפ֥וֹד | ʾēpôd | ay-FODE |
| ephod. | בָּֽד׃ | bād | bahd |
Cross Reference
1 Samuel 3:1
ବାଳକ ଶାମକ୍ସ୍ଟଯଲେ ଏଲିଙ୍କ ଅଧିନ ରେ ସଦାପ୍ରଭୁଙ୍କର ସବୋ କଲେ। ସହେି ସମୟରେ ସଦାପ୍ରଭୁଙ୍କ ବାକ୍ଯ ଓ ଦର୍ଶନ ଦକ୍ସ୍ଟର୍ଲଭ ଥିଲା।
1 Samuel 2:11
ଏହାପରେ ଇଲ୍କାନା ରାମାସ୍ଥିତ ଆପଣା ଘରକକ୍ସ୍ଟ ଗଲା। କିନ୍ତୁ ବାଳକ ଶାମକ୍ସ୍ଟଯଲେ ଯାଜକ ଏଲି ଅଧିନ ରେ ଥାଇ ସଦାପ୍ରଭୁଙ୍କର ସବୋ କଲା।
Exodus 28:4
ବୁକପଟା, ଏଫୋଦ, ଗୋଟିଏ ଚୋଗା, ଶୁକ୍ଲ ସୁତା ରେ ବୁଣା ୟାଇଥିବା ଚୋଗା, ପଗଡି ଓ କଟି ବନ୍ଧନ ସମାନେେ ପ୍ରସ୍ତୁତ କରିବା ଉଚିତ୍। ଏହି ଲୋକମାନେ ଏହିସବୁ ପବିତ୍ର ବସ୍ତ୍ର ତୁମ୍ଭର ଭାଇ ହାରୋଣ ଓ ତାହାର ପୁତ୍ରଗଣ ପାଇଁ ପ୍ରସ୍ତୁତ କରିବ, ଯେଉଁଥିପାଇଁ ସମାନେେ ମାରେ ଯାଜକ ରୁପେ ସବୋ କରିବେ।
2 Samuel 6:14
ଦାଉଦ ଏକ ଶକ୍ସ୍ଟକ୍କ ଏଫୋଦ ପିନ୍ଧିଥିଲେ। ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ତାଙ୍କର ସମସ୍ତ ସାମର୍ଥ୍ଯ ସହ ନାଚକ୍ସ୍ଟଥିଲେ।
1 Samuel 22:18
ତେଣୁ ରାଜା ଦୋଯଗକେକ୍ସ୍ଟ ଆଦେଶ ଦେଲେ, ତୁମ୍ଭେ ୟାଅ ଏବଂ ଯାଜକଗଣଙ୍କକ୍ସ୍ଟ ବଧକର। ତେଣୁ ଇଦୋମୀଯ ଦୋଯଗେ ଗଲା ଏବଂ ଯାଜକମାନଙ୍କୁ ଆକ୍ରମଣ କଲା ଓ ସହେିଦିନ ସେ ଶକ୍ସ୍ଟକ୍ଲ ଏଫୋଦ ପରିଧାନ କରିଥିବା ପଞ୍ଚାଅଶୀ ଜଣଙ୍କକ୍ସ୍ଟ ହତ୍ଯା କଲା।
Leviticus 8:7
ସେ ହାରୋଣଙ୍କୁ ଜାମା ପିନ୍ଧାଇଲେ, କଟୀ ରେ ତାଙ୍କର ବେଲ୍ଟ ବାନ୍ଧିଲେ, ତାଙ୍କୁ ଚୋଗା ପିନ୍ଧାଇଲେ, ତାଙ୍କୁ ଏଫୋଦ ପିନ୍ଧାଇଲେ, ତା'ପରେ ଏଫୋଦକୁ ସିନ୍ଦୁର ବେଲ୍ଟ ରେ ବାନ୍ଧିଲେ।
1 Samuel 2:28
ଇଶ୍ରାୟେଲର ଗୋଷ୍ଠୀମାନଙ୍କ ମଧ୍ଯରକ୍ସ୍ଟ ତୁମ୍ଭର ପରିବାରବର୍ଗକକ୍ସ୍ଟ ମାରେ ଯାଜକ ହାଇେ ସବୋ କରିବାକୁ, ଏଫୋଦ ପରିଧାନ କରିବାକୁ ଓ ୟଜ୍ଞବଦେୀ ରେ ଧୂପ ଜଳାଇବାକକ୍ସ୍ଟ ମୁ ମନୋନୀତ କରିଅଛି। ଆହକ୍ସ୍ଟରି ମଧ୍ଯ ମୁ ତୁମ୍ଭକୁ ଏକ ନିଯମ ଦଲେି ଯେ, ମାେ ପାଇଁ ଇଶ୍ରାୟେଲର ଲୋକମାନେ ଉତ୍ସର୍ଗ କରୁଥିବା ମାଂସ ଓ ଅନ୍ୟ ସାମଗ୍ରି ତକ୍ସ୍ଟମ୍ଭ ପରିବାରବର୍ଗକକ୍ସ୍ଟ ଦିଆୟିବ।
1 Chronicles 15:27
ଦାଉଦ ଓ ନିଯମସିନ୍ଦୁକ ବହୁଥିବା ସମସ୍ତ ଲବେୀୟମାନେ ଓ ଗାଯକ କିଣାନିଯମାନେ ସୂକ୍ଷ୍ମ ନାଇଲନ୍ ବସ୍ତ୍ର ପିନ୍ଧିଥିଲେ। ଦାଉଦ ମଧ୍ଯ ଏକ ନାଇଲନ୍ ଏଫୋଦ ପିନ୍ଧିଥିଲେ।