1 Samuel 17:1 in Oriya

Oriya Oriya Bible 1 Samuel 1 Samuel 17 1 Samuel 17:1

1 Samuel 17:1
ପଲେଷ୍ଟୀୟ ସୈନ୍ଯସାମନ୍ତମାନେ ୟକ୍ସ୍ଟଦ୍ଧ ପାଇଁ ଏକତ୍ରୀତ ହେଲେ। ସମାନେେ ୟିହକ୍ସ୍ଟଦାର ଅଧିକାରସ୍ଥ ସୋଖୋର ସଂଗୃହିତ ହାଇେ ସୋଖୋ ଓ ଅ ସକୋ ମଧିଅରେ ଏଫସ୍-ଦମ୍ମୀମ ରେ ଛାଉଣୀ ସ୍ଥାପନ କଲେ।

1 Samuel 171 Samuel 17:2

1 Samuel 17:1 in Other Translations

King James Version (KJV)
Now the Philistines gathered together their armies to battle, and were gathered together at Shochoh, which belongeth to Judah, and pitched between Shochoh and Azekah, in Ephesdammim.

American Standard Version (ASV)
Now the Philistines gathered together their armies to battle; and they were gathered together at Socoh, which belongeth to Judah, and encamped between Socoh and Azekah, in Ephes-dammim.

Bible in Basic English (BBE)
Now the Philistines got their armies together for war, and came together at Socoh in the land of Judah, and took up their position between Socoh and Azekah in Ephes-dammim.

Darby English Bible (DBY)
And the Philistines assembled their armies to battle, and were gathered together at Sochoh, which belongs to Judah, and encamped between Sochoh and Azekah, in Ephesdammim.

Webster's Bible (WBT)
Now the Philistines collected their armies to battle, and were assembled at Shochoh, which belongeth to Judah, and encamped between Shochoh and Azekah, in Ephes-dammim.

World English Bible (WEB)
Now the Philistines gathered together their armies to battle; and they were gathered together at Socoh, which belongs to Judah, and encamped between Socoh and Azekah, in Ephesdammim.

Young's Literal Translation (YLT)
And the Philistines gather their camps to battle, and are gathered to Shochoh, which `is' to Judah, and encamp between Shochoh and Azekah, in Ephes-Dammim;

Now
the
Philistines
וַיַּֽאַסְפ֨וּwayyaʾaspûva-ya-as-FOO
gathered
together
פְלִשְׁתִּ֤יםpĕlištîmfeh-leesh-TEEM

אֶתʾetet
armies
their
מַֽחֲנֵיהֶם֙maḥănêhemma-huh-nay-HEM
to
battle,
לַמִּלְחָמָ֔הlammilḥāmâla-meel-ha-MA
and
were
gathered
together
וַיֵּאָ֣סְפ֔וּwayyēʾāsĕpûva-yay-AH-seh-FOO
Shochoh,
at
שֹׂכֹ֖הśōkōsoh-HOH
which
אֲשֶׁ֣רʾăšeruh-SHER
belongeth
to
Judah,
לִֽיהוּדָ֑הlîhûdâlee-hoo-DA
pitched
and
וַֽיַּחֲנ֛וּwayyaḥănûva-ya-huh-NOO
between
בֵּיןbênbane
Shochoh
שׂוֹכֹ֥הśôkōsoh-HOH
and
Azekah,
וּבֵיןûbênoo-VANE
in
Ephes-dammim.
עֲזֵקָ֖הʿăzēqâuh-zay-KA
בְּאֶ֥פֶסbĕʾepesbeh-EH-fes
דַּמִּֽים׃dammîmda-MEEM

Cross Reference

Joshua 15:35
ୟମୂର୍ତ୍, ଅଦକ୍ସ୍ଟଲ୍ଲମ୍, ସୋଖୋ, ଅ ସକୋ,

1 Samuel 13:5
ପଲେଷ୍ଟୀୟମାନେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ଏକତ୍ରୀତ ହେଲେ। ପଲେଷ୍ଟୀୟମାନଙ୍କର ତିରିଶ ସହସ୍ର ରଥ ଓ ଛଅ ସହସ୍ର ଅଶ୍ବାରୋହୀ ଥିଲେ ଓ ସମକ୍ସ୍ଟଦ୍ର ତୀରର ବାଲିଭଳି ସୈନିକ ଥିଲେ। ସମାନେେ ଆସି ମିକ୍ମସ୍ ରେ ବୈଥାବନର ପୂର୍ବଦିଗ ରେ ଛାଉଣୀ ସ୍ଥାପନ କଲେ।

2 Chronicles 28:18
ପଲେଷ୍ଟୀୟ ଲୋକମାନେ ଯିହୁଦାର ମାଳଭୂମିରେ ଓ ଦକ୍ଷିଣ ରେ ଥିବା ସହରଗୁଡ଼ିକ ଉପରେ ମଧ୍ଯ ଆକ୍ରମଣ କଲେ। ପଲେଷ୍ଟୀୟ ଲୋକମାନେ ବୈଥ୍-ଶମେଶ୍, ଅଯାଲୋନ୍, ଗଦରେୋତ୍, ସୋଖୋ, ତିମ୍ନାହ ଓ ଗିମ୍ସୋ ସହରଗୁଡ଼ିକୁ ଅଧିକାର କରି ନେଲେ। ସମାନେେ ସୋସ, ତିମନା ଓ ଗିମତ ଚତୁଃପାଶର୍‌ବ ରେ ଥିବା ଗ୍ରାମଗୁଡ଼ିକୁ ମଧ୍ଯ ଅଧିକାର କଲେ। ଏହାପରେ ପଲେଷ୍ଟୀୟମାନେ ସହେି ସହରଗୁଡ଼ିକରେ ବାସ କରିବାକୁ ଲାଗିଲେ।

1 Chronicles 11:13
ଇଲିଯାସର ଦାଉଦଙ୍କ ସହିତ ପଶଦମ୍ମୀମ ରେ ଥିଲେ। ପଲେଷ୍ଟୀୟମାନେ ୟୁଦ୍ଧ କରିବା ନିମନ୍ତେ ସହେି ସ୍ଥାନକୁ ଆସିଥିଲେ। ସହେି ସ୍ଥାନ ରେ ୟବ ରେ ପରିପୂର୍ଣ୍ଣ କ୍ଷତଟେିଏ ଥିଲା। ଇଶ୍ରାୟେଲର ଲୋକମାନେ ପଲେଷ୍ଟୀୟମାନଙ୍କୁ ଡ଼ରି ପଳାଯନ କଲେ।

Judges 3:3
ପଲେଷ୍ଟୀୟମାନଙ୍କ ପାଞ୍ଚ ଅଧିପତି, ବାଲ୍ହର୍ମୋନ ପର୍ବତଠାରକ୍ସ୍ଟ ହମାତ ରେ ପ୍ରବେଶିବା ପଥ ପର୍ପ୍ଯନ୍ତ ଲିବା ନୋନ ପର୍ବତ ନିବାସୀ ସମସ୍ତ କିଣାନୀଯ ସୀଦୋନୀଯ ଏବଂ ହିଦ୍ଦୀଯ ଲୋକମାନେ।

Joshua 10:10
ସଦାପ୍ରଭୁ ସୈନ୍ଯବାହୀନିକକ୍ସ୍ଟ ଦ୍ବନ୍ଦ ରେ ପକାଇଲେ, ଯେତବେେଳେ ଇଶ୍ରାୟେଲୀୟମାନେ ସମାନଙ୍କେୁ ଆକ୍ରମଣ କଲେ। ତେଣୁ ଇଶ୍ରାୟେଲୀୟମାନେ ସମାନଙ୍କେ ଉପରେ ବିଜଯ ଲାଭ କଲେ। ଇଶ୍ରାୟେଲୀୟମାନେ ଗିବିଯୋନଠାରକ୍ସ୍ଟ ଆକ୍ରମଣ କରି ବୈଥୋରୋଣ ପର୍ୟ୍ଯନ୍ତ ଗୋଡ଼ାଇଲେ, ଆଉ ଅ ସକୋ ଓ ମକ୍କଦୋ ପର୍ୟ୍ଯନ୍ତ ରାସ୍ତା ରେ ସମାନଙ୍କେୁ ପରାସ୍ତ କଲେ।

Jeremiah 34:7
ସେତବେେଳେ ବାବିଲ ରାଜାର ସୈନ୍ଯ ୟିରୁଶାଲମ ବିରୁଦ୍ଧ ରେ, ଯିହୁଦାର ଅବଶଷ୍ଟ ସକଳ ନଗର ବିରୁଦ୍ଧ ରେ ଓ ଲାଖୀର ଏବଂ ଆ ସକୋ ବିରୁଦ୍ଧ ରେ ୟୁଦ୍ଧ କରୁଥିଲେ। କାରଣ ଯିହୁଦା ଦେଶର ନଗର ସମୂହ ମଧିଅରେ ଏହି ଦୁଇଟି ମାତ୍ର ପ୍ରାଚୀର ବେଷ୍ଟିତ ନଗର ଅବଶିଷ୍ଟ ଥିଲା।

2 Chronicles 11:7
ବୈଥ୍ସୂର୍, ସୋଖୋ, ଅଦୂଲମ୍,

1 Samuel 14:52
ଶାଉଲ ସାହାସୀ ଥିଲେ, ସେ ପଲେଷ୍ଟୀୟ ସହ ଘୋର ୟକ୍ସ୍ଟଦ୍ଧ କରିଥିଲେ। ସେ ଯେ କୌଣସି ସମୟରେ ସାହାସୀ ଓ ୟୋଦ୍ଧା କି କୌଣସି ବିକ୍ରମଶାଳୀ ପୁରୁଷ ଦେଖିଲେ, ତାହାକକ୍ସ୍ଟ ଆପଣାର ସନୋ ବାହିନୀ ରେ ସାମିଲ କରୁଥିଲେ ଓ ସକ୍ସ୍ଟରକ୍ଷା ଦେଉଥିଲେ।

1 Samuel 14:46
ଶାଉଲ ପଲେଷ୍ଟୀୟମାନଙ୍କୁ ଗୋଡ଼ାଇଲେ ନାହିଁ ବରଂ ପଲେଷ୍ଟୀୟମାନେ ଆପଣା ଆପଣା ସ୍ଥାନକକ୍ସ୍ଟ ଫରେିଗଲେ।

1 Samuel 7:7
ପଲେଷ୍ଟୀୟମାନେ ଶୁଣିଲେ ଯେ ଇଶ୍ରାୟେଲୀୟମାନେ ମିସ୍ପୀ ରେ ମିଳିତ ହେଉଛନ୍ତି। ତେଣୁ ପଲେଷ୍ଟୀୟର ଶାସକ ଇଶ୍ରାୟେଲୀୟମାନଙ୍କ ବିପକ୍ଷ ରେ ୟକ୍ସ୍ଟଦ୍ଧ କରିବାକୁ ଆଗଇେ ଆସିଲେ। ଯେତବେେଳେ ଇଶ୍ରାୟେଲୀୟମାନେ ଏହା ଶୁଣିଲେ, ସମାନେେ ଭୟ କଲେ।