ଓଡ଼ିଆ
1 Samuel 14:27 Image in Oriya
କିନ୍ତୁ ଯୋନାଥନ ପ୍ରତିଜ୍ଞା ବିଷଯ ରେ ଜାଣି ନ ଥିଲା। ସେ ତାଙ୍କ ବାପା ଲୋକମାନଙ୍କୁ ପ୍ରତିଜ୍ଞା କରିବାକୁ ବାଧ୍ଯ କରିଥିବା କଥା ସେ ଜାଣି ନ ଥିଲା। ଯୋନାଥନ ହାତ ରେ ବାଡି ଥିଲା, ସେ ବାଡିର ଅଗ୍ରଭାଗ ଦ୍ବାରା କିଛି ମହକ୍ସ୍ଟ ବାହାର କରି ଆଣିଲେ ଏବଂ ଖାଇଲା ଏବଂ ବହକ୍ସ୍ଟତ ଆଶ୍ବସ୍ତ ବୋଧ କଲା।