1 Peter 5
1 ତୁମ୍ଭ ଦଳ ରେ ଥିବା ପ୍ରାଚୀନମାନଙ୍କୁ ଏବେ ମାରେ କିଛି କହିବାର ଅଛି। ମୁଁ ମଧ୍ଯ ଜଣେ ପ୍ରାଚୀନ। ମୁଁ ଖ୍ରୀଷ୍ଟଙ୍କର ୟନ୍ତ୍ରଣା ନିଜ ଆଖି ରେ ଦେଖିଛିା ଆମ୍ଭକୁ ଯେଉଁ ମହିମା ଭବିଷ୍ଯତ ରେ ଦଖାଇେ ଦିଆୟିବ, ସେଥି ରେ ମଧ୍ଯ ମୁଁ ଭାଗ ନବେି।
2 ମୁଁ ତୁମ୍ଭକୁ ଅନୁ ରୋଧ କରେ ଯେ, ପରମେଶ୍ବରଙ୍କ ଯେଉଁ ମଷଗେଣର ଦାଯିତ୍ବ ରେ ତୁମ୍ଭେ ରହିଛ, ସହେି ମଷେ ସମୂହର ତୁମ୍ଭେ ଯତ୍ନ ନବୋ ଉଚିତ। ସମାନେେ ପରମେଶ୍ବରଙ୍କ ମଷେପଲ। ତୁମ୍ଭେ ବାଧ୍ଯବାଧକତା ରେ ନୁହେଁ, ମାତ୍ର ସ୍ବଇଚ୍ଛା ରେ ପ୍ରତିପାଳନ କର। ପରମେଶ୍ବର ତାହାହିଁ ଚାହାଁନ୍ତି। ତୁମ୍ଭେ ସବୋ କରିବା ରେ ଆନନ୍ଦ ପାଉଛ ବୋଲି ସପରେି କର, ଧନ ଲୋଭ ରେ ତାହା କର ନାହିଁ।
3 ଯେଉଁମାନଙ୍କର ଦାଯିତ୍ବ ତୁମ୍ଭେ ନଇେଛ, ସମାନଙ୍କେ ପ୍ରତି ନିଷ୍ଠୁର ହୁଅ ନାହିଁ। କିନ୍ତୁ ସମାନଙ୍କେ ନିକଟରେ ଆଦର୍ଶ ସ୍ବରୂପ ହୁଅ।
4 ଯେତବେେଳେ ମୁଖ୍ଯ ମଷେପାଳକ ଆସିବେ, ସେତବେେଳେ ତୁମ୍ଭେ ମୁକୁଟ ପାଇବ। ସହେି ମୁକୁଟଟି ଅତ୍ଯନ୍ତ ଗୌରବମୟ ହାଇେଥିବ ଓ ଏହା କବେେ ହେଲେ ନିଜର ସୌନ୍ଦର୍ୟ୍ଯ ହରାଇବ ନାହିଁ।
5 ୟୁବକଗଣ, ତୁମ୍ଭମାନଙ୍କୁ ମାରେ କିଛି କଥା ମଧ୍ଯ କହିବାକୁ ଅଛି। ତୁମ୍ଭେ ବଯୋଜେଷ୍ଠମାନଙ୍କ କଥା ମାନିବା ଉଚିତ। ପରସ୍ପର ପ୍ରତି ବିନମ୍ର ଭାବ ରଖିବା ଉଚିତ।
6 ଅତଏବ ପରମେଶ୍ବରଙ୍କ ବଳିଷ୍ଠ ହାତ ତଳେ ନିଜକୁ ନମ୍ର କର। ତା ହେଲେ ଠିକ୍ ସମୟ ଉପସ୍ଥିତ ହେଲେ ସେ ତୁମ୍ଭକୁ ଉନ୍ନତ କରିବେ।
7 ତୁମ୍ଭର ସମସ୍ତ ଚିନ୍ତା ତାହାଙ୍କ ଉପରେ ରଖ, କାରଣ ସେ ତୁମ୍ଭର ଯତ୍ନ ନିଅନ୍ତି।
8 ନିଜକୁ ସଂୟଜ କର ଓ ସାବଧାନ ରୁହ। ଶୟତାନ ହେଉଛି ତୁମ୍ଭର ଶତ୍ରୁ। ସେ ଗର୍ଜନ କରୁଥିବା ସିଂହ ଭଳି କାହାକୁ ମାରି ଖାଇବା ପାଇଁ ଚାରିଆଡ଼େ ଖାଜେି ବୁଲୁଛି।
9 ଶୟତାନର ଅନୁସରଣ କର ନାହିଁ। ନିଜ ବିଶ୍ବାସ ରେ ଦୃଢ଼ ହାଇେ ରୁହ। ସମଗ୍ର ବିଶ୍ବ ରେ ସର୍ବତ୍ର ତୁମ୍ଭ ଭାଇ ଓ ଭଉଣୀମାନେ ସମାନ ଭାବରେ ତୁମ୍ଭ ଭଳି ଯାତନା ପାଉଛନ୍ତି, ଏ କଥା ତୁମ୍ଭେ ଜାଣ।
10 ତୁମ୍ଭେ ଅଳ୍ପ ସମୟ ପାଇଁ ଯାତନା ପାଇବ। କିନ୍ତୁ ତା'ପରେ ପରମେଶ୍ବର ସବୁ ଠିକ୍ କରି ଦବେେ। ସେ ତୁମ୍ଭକୁ ଶକ୍ତିଶାଳୀ କରିବେ। ସେ ତୁମ୍ଭର ଭାର ବହନ କରିବେ ଓ ପଡ଼ିବା ବେଳେ ତୁମ୍ଭକୁ ଉଠାଇବେ। ସଇେ ପରମେଶ୍ବର ତୁମ୍ଭକୁ ସମସ୍ତ ଅନୁଗ୍ରହ ଦିଅନ୍ତି। ଖ୍ରୀଷ୍ଟ ଯୀଶୁଙ୍କଠା ରେ ତାହାଙ୍କ ମହିମା ରେ ଅଂଶୀଦାର ହବୋ ଲାଗି ସେ ତୁମ୍ଭକୁ ଡ଼ାକି ଅଛନ୍ତି। ସହେି ମହିମା ଅନନ୍ତ କାଳ ଧରି ରହିବ।
11 ସଦାସର୍ବଦା ପାଇଁ ସମସ୍ତ କ୍ଷମତା ତାହାଙ୍କର ଅଟେ, ଆମେନ୍।
12 ସିଲାନ୍ ସାହାୟ୍ଯ ରେ ମୁଁ ଏହି େଛାଟ ପତ୍ରଟି ଲେଖିଲି। ସେ ଖ୍ରୀଷ୍ଟ ରେ ଜଣେ ବିଶ୍ବସ୍ତ ଭ୍ରାତା ବୋଲି ମୁଁ ଜାଣେ। ଏହା ତୁମ୍ଭକୁ ସାନ୍ତ୍ବନା ଦବୋ ଓ ଉତ୍ସାହିତ କରିବା ପାଇଁ ମୁଁ ଲେଖିଥିଲି। ମୁଁ ତୁମ୍ଭକୁ କହିବାକୁ ଚାହିଁଥିଲି ଯେ ଏହା ହେଉଛି ପରମେଶ୍ବରଙ୍କ ଅନୁଗ୍ରହ। ସହେି ଅନୁଗ୍ରହ ରେ ଦୃଢ଼ ହାଇେ ରୁହ।
13 ବାବିଲୋନ ମଣ୍ଡଳୀ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି। ତୁମ୍ଭ ଭଳି ସମାନେେ ମଧ୍ଯ ମନୋନୀତ। ଯୀଶୁଖ୍ରୀଷ୍ଟଙ୍କ ବିଶ୍ବାସୀ ମାେ ପୁତ୍ର ମାର୍କ ନମସ୍କାର ଜଣାଉଛନ୍ତି।
14 ଯେତବେେଳେ ଦଖାେ ସାକ୍ଷାତ ହେଉଛି, ପରସ୍ପରକୁ ପ୍ ରମେ ଚୁମ୍ବନ ଦ୍ବାରା ନମସ୍କାର କର।
1 The elders which are among you I exhort, who am also an elder, and a witness of the sufferings of Christ, and also a partaker of the glory that shall be revealed:
2 Feed the flock of God which is among you, taking the oversight thereof, not by constraint, but willingly; not for filthy lucre, but of a ready mind;
3 Neither as being lords over God’s heritage, but being ensamples to the flock.
4 And when the chief Shepherd shall appear, ye shall receive a crown of glory that fadeth not away.
5 Likewise, ye younger, submit yourselves unto the elder. Yea, all of you be subject one to another, and be clothed with humility: for God resisteth the proud, and giveth grace to the humble.
6 Humble yourselves therefore under the mighty hand of God, that he may exalt you in due time:
7 Casting all your care upon him; for he careth for you.
8 Be sober, be vigilant; because your adversary the devil, as a roaring lion, walketh about, seeking whom he may devour:
9 Whom resist stedfast in the faith, knowing that the same afflictions are accomplished in your brethren that are in the world.
10 But the God of all grace, who hath called us unto his eternal glory by Christ Jesus, after that ye have suffered a while, make you perfect, stablish, strengthen, settle you.
11 To him be glory and dominion for ever and ever. Amen.
12 By Silvanus, a faithful brother unto you, as I suppose, I have written briefly, exhorting, and testifying that this is the true grace of God wherein ye stand.
13 The church that is at Babylon, elected together with you, saluteth you; and so doth Marcus my son.
14 Greet ye one another with a kiss of charity. Peace be with you all that are in Christ Jesus. Amen.
Tamil Indian Revised Version
கானான்தேசத்திலே இஸ்ரவேல் கோத்திரங்களுக்குச் சுதந்தரங்களைப் பங்கிட்டுக் கொடுக்கிறதற்குக் கர்த்தர் கட்டளையிட்டவர்கள் இவர்களே.
Tamil Easy Reading Version
இஸ்ரவேல் ஜனங்கள் மத்தியில் கானான் தேசத்தைப் பங்கிடும்படி கர்த்தர் இவர்களைத் தெரிந்தெடுத்தார்.
Thiru Viviliam
கானான் நாட்டில் இஸ்ரயேல் மக்களுக்கு உரிமைச் சொத்தைப் பங்கிடும்படி ஆண்டவரால் பணிக்கப்பட்டவர்கள் இவர்களே.
King James Version (KJV)
These are they whom the LORD commanded to divide the inheritance unto the children of Israel in the land of Canaan.
American Standard Version (ASV)
These are they whom Jehovah commanded to divide the inheritance unto the children of Israel in the land of Canaan.
Bible in Basic English (BBE)
These are they to whom the Lord gave orders to make the distribution of the heritage among the children of Israel in the land of Canaan.
Darby English Bible (DBY)
These are they whom Jehovah commanded to distribute to the children of Israel their inheritance in the land of Canaan.
Webster’s Bible (WBT)
These are they whom the LORD commanded to divide the inheritance to the children of Israel in the land of Canaan.
World English Bible (WEB)
These are they whom Yahweh commanded to divide the inheritance to the children of Israel in the land of Canaan.
Young’s Literal Translation (YLT)
These `are’ those whom Jehovah hath commanded to give the sons of Israel inheritance in the land of Canaan.
எண்ணாகமம் Numbers 34:29
கானான்தேசத்திலே இஸ்ரவேல் புத்திரருக்குச் சுதந்தரங்களைப் பங்கிட்டுக் கொடுக்கிறதற்குக் கர்த்தர் கட்டளையிட்டவர்கள் இவர்களே.
These are they whom the LORD commanded to divide the inheritance unto the children of Israel in the land of Canaan.
These | אֵ֕לֶּה | ʾēlle | A-leh |
are they whom | אֲשֶׁ֖ר | ʾăšer | uh-SHER |
Lord the | צִוָּ֣ה | ṣiwwâ | tsee-WA |
commanded | יְהוָ֑ה | yĕhwâ | yeh-VA |
to divide the inheritance | לְנַחֵ֥ל | lĕnaḥēl | leh-na-HALE |
אֶת | ʾet | et | |
unto the children | בְּנֵֽי | bĕnê | beh-NAY |
of Israel | יִשְׂרָאֵ֖ל | yiśrāʾēl | yees-ra-ALE |
land the in | בְּאֶ֥רֶץ | bĕʾereṣ | beh-EH-rets |
of Canaan. | כְּנָֽעַן׃ | kĕnāʿan | keh-NA-an |