1 Peter 2:2
ନୂତନ ଜନ୍ମଲାଭ କରିଥିବା ଶିଶୁ ଭଳି ହୁଅ। ତୁମ୍ଭ ଆତ୍ମାକୁ ପରିତୃପ୍ତ କରୁଥିବା ବିଶୁଦ୍ଧ ଦୁ' ପାନ ପାଇଁ ତୁମ୍ଭେ ଲାଳାଯିତ ହୁଅ। ଏହାକୁ ପାନ କରିବା ଦ୍ବାରା ତୁମ୍ଭେ ବୃଦ୍ଧି ପାଇବ ଓ ଉଦ୍ଧାର ପାଇବ।
1 Peter 2:2 in Other Translations
King James Version (KJV)
As newborn babes, desire the sincere milk of the word, that ye may grow thereby:
American Standard Version (ASV)
as newborn babes, long for the spiritual milk which is without guile, that ye may grow thereby unto salvation;
Bible in Basic English (BBE)
Be full of desire for the true milk of the word, as babies at their mothers' breasts, so that you may go on to salvation;
Darby English Bible (DBY)
as newborn babes desire earnestly the pure mental milk of the word, that by it ye may grow up to salvation,
World English Bible (WEB)
as newborn babes, long for the pure milk of the Word, that you may grow thereby,
Young's Literal Translation (YLT)
as new-born babes the word's pure milk desire ye, that in it ye may grow,
| As | ὡς | hōs | ose |
| newborn | ἀρτιγέννητα | artigennēta | ar-tee-GANE-nay-ta |
| babes, | βρέφη | brephē | VRAY-fay |
| desire | τὸ | to | toh |
| the sincere | λογικὸν | logikon | loh-gee-KONE |
| milk | ἄδολον | adolon | AH-thoh-lone |
| the of | γάλα | gala | GA-la |
| word, | ἐπιποθήσατε | epipothēsate | ay-pee-poh-THAY-sa-tay |
| that | ἵνα | hina | EE-na |
| ye may grow | ἐν | en | ane |
| thereby: | αὐτῷ | autō | af-TOH |
| αὐξηθῆτε | auxēthēte | af-ksay-THAY-tay |
Cross Reference
Hebrews 5:12
ବର୍ତ୍ତମାନ ପର୍ୟ୍ଯନ୍ତ ଯେତିକି ସମୟ ଅତିବାହିତ ହାଇେ ଗଲାଣି, ତୁମ୍ଭମାନେେ ଉପଦେଶକ ହାଇେ ସାରନ୍ତଣି। କିନ୍ତୁ ଯାହା ଜଣା ପଡ଼େ, ପରମେଶ୍ବରଙ୍କ ଶିକ୍ଷାର ପ୍ରାଥମିକ ମୌଳିକ ପାଠଗୁଡ଼ିକୁ ତୁମ୍ଭମାନଙ୍କୁ ଶିଖାଇବା ପାଇଁ ଜଣେ ଲୋକ ଦରକାର। ଶିଶୁମାନଙ୍କୁ କ୍ଷୀର ଦରକାର ହେଲା ଭଳି, ତୁମ୍ଭମାନେେ ଏବେ ମଧ୍ଯ ପ୍ରାରମ୍ଭିକ ଶିକ୍ଷା କରୁଛ। ତୁମ୍ଭମାନେେ କଠିନ ଆହାର ଖାଇବା ପାଇଁ ପ୍ରସ୍ତୁତ ହାଇେ ନାହଁ।
Ephesians 4:15
ନା ! ଆମ୍ଭେ ପ୍ ରମେ ସହକା ରେ ସତ୍ଯ କହିବା। ଆମ୍ଭେ ପ୍ରେତ୍ୟକକ ବିଷୟ ରେ ଖ୍ରୀଷ୍ଟଙ୍କ ଭଳି ବୃଦ୍ଧିପ୍ରାପ୍ତ ହବୋ। ଖ୍ରୀଷ୍ଟ ଆମ୍ଭର ମସ୍ତକ ଓ ଆମ୍ଭେ ସମସ୍ତେ ତାହାଙ୍କର ଶରୀର।
Matthew 18:3
ତା'ପରେ ଯୀଶୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ତୁମ୍ଭେ ନିଜକୁ ପରିବର୍ତ୍ତନ କର। ହୃଦୟ ଭିତ ରେ ଗୋଟିଏ େଛାଟ ପିଲାଭଳି ହାଇଯୋଅ। ଏକଥା ନକଲେ ତୁମ୍ଭେ ସ୍ବର୍ଗରାଜ୍ଯ ରେ କଦାପି ପ୍ରବେଶ କରିପାରିବ ନାହିଁ।
1 Corinthians 3:1
ଭାଇ ଓ ଭଉଣୀମାନେ! ପୂର୍ବ ରେ ମୁଁ ତୁମ୍ଭମାନଙ୍କୁ ଆତ୍ମିକମନା ଲୋକମାନଙ୍କୁ କହିବା ଭଳି କହି ପାରି ନ ଥିଲି। ମୁଁ ତୁମ୍ଭମାନଙ୍କ ସହିତ ଜାଗତିକ ଲୋକ ଭଳି କଥାବାର୍ତ୍ତା କଲି। ଖ୍ରୀଷ୍ଟଙ୍କଠା ରେ ଶିଶୁ ଭଳି ମୁଁ ତୁମ୍ଭମାନଙ୍କୁ କହିଲି।
2 Peter 3:18
କିନ୍ତୁ ଆମ୍ଭ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଜ୍ଞାନ ଓ ଅନୁଗ୍ରହ ରେ ବୃଦ୍ଧି ପାଅ। ତାହାଙ୍କର ମହିମା ବର୍ତ୍ତମାନ ଓ ସଦାସର୍ବଦା ରହିଥାଉ। ଆମେନ୍।
2 Thessalonians 1:3
ଆମ୍ଭେ ସର୍ବଦା ତୁମ୍ଭମାନଙ୍କ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଜଣାଇଛୁ। ଆମ୍ଭ ପାଇଁ ଏଭଳି କରିବା ଠିକ୍ ବୋଲି ଆମ୍ଭେ ଉଚିତ ମନେ କରୁଛୁ। ତୁମ୍ଭମାନଙ୍କ ବିଶ୍ବାସ ଯେ ହତେୁ ଅଧିକରୁ ଅଧିକ ବୃଦ୍ଧି ପାଇଛି, ଏହା ଠିକ୍ ବୋଲି ପ୍ରମାଣିତ ହେଉଛି।
1 Corinthians 14:20
ଭାଇ ଓ ଭଉଣୀମାନେ, ବୁଦ୍ଧି ରେ ପିଲାମାନଙ୍କ ପରି ହୁଅନାହିଁ ବରଂ ମନ୍ଦ ବିଷୟ ରେ ଶିଶୁ ପରି ହୁଅ ଓ ବୁଦ୍ଧି ରେ ପୂର୍ଣ୍ଣ ବୟସ୍କ ହୁଅ।
Mark 10:15
ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି, ଗୋଟିଏ େଛାଟ ପିଲା ସରଳ ମନ ରେ ସବୁ ବିଷୟ ଗ୍ରହଣ କଲାଭଳି ତୁମ୍ଭମାନେେ ପରମେଶ୍ବରଙ୍କ ରାଜ୍ଯ ଗ୍ରହଣ କରିବା ଉଚିତ ନଚତେ ତୁମ୍ଭେ ସଠାେରେ କବେେ ହେଲେ ପ୍ରବେଶ କରି ପାରିବ ନାହିଁ।
Hosea 6:3
ଆସ, ସଦାପ୍ରଭୁଙ୍କ ସମ୍ବନ୍ଧ ରେ ଅଧ୍ଯଯନ କରିବା। ତାଙ୍କ ସମ୍ବନ୍ଧ ରେ ଅଧିକ ଜାଣିବା ପାଇଁ କଠାେର ଅଧ୍ଯବସାଯ କରିବା। ପ୍ରଭାତ ଆସିଲା ପରି ସଦାପ୍ରଭୁ ଆସୁଛନ୍ତି ବୋଲି ଆମ୍ଭେ ଜାଣୁଛୁ। ବର୍ଷା ଓ ବସନ୍ତବର୍ଷା ଭୂମିକୁ ଜଳମଯ କଲା ପରି ପରମେଶ୍ବର ଆମ୍ଭମାନଙ୍କ ନିକଟକୁ ଆସିବେ।
Romans 6:4
ଅତଏବ ଆମ୍ଭେ ଯେତବେେଳେ ବାପ୍ତିଜିତ ହେଲୁ, ଆମ୍ଭେ ଯୀଶୁଖ୍ରୀଷ୍ଟଙ୍କ ଭିତ ରେ ସମାଧି ପ୍ରପ୍ତ ହାଇଗେଲୁ ଓ ତାହାଙ୍କ ମୃତ୍ଯୁର ଭାଗୀଦାର ହେଲୁ। ଖ୍ରୀଷ୍ଟଙ୍କ ସହିତ କବରସ୍ଥ ହବୋ ଦ୍ବାରା ଆମ୍ଭେ ପୁନରୁତ୍ଥିତ ହାଇେ ନୂତନ ଜୀବନ ଯାପନ କରିବା। ପରମପିତାଙ୍କର ଆଶ୍ଚର୍ୟ୍ଯ ଶକ୍ତି ଦ୍ବାରା ଯେପରି ଖ୍ରୀଷ୍ଟ ମୃତ୍ଯୁରୁ ପୁନର୍ଜୀବିତ ହେଲେ, ସହେିଭଳି ଏହା ଘଟିଲା।
Proverbs 4:18
ଧାର୍ମିକ ଲୋକମାନେ ପ୍ରଭାତର ସୂର୍ୟ୍ଯକିରଣ ପରି। ସୂର୍ େଯ୍ଯାଦଯ ପ ରେ ମଧ୍ଯାହ୍ନ ରେ ସୂର୍ୟ୍ଯ ଯେପରି ତଜେସ୍ବୀ ହାଇେ ଉେଠ,
1 Peter 1:23
ତୁମ୍ଭେ ପୁନର୍ଜନ୍ମ ଗ୍ରହଣ କରିଛ। ଏହି ନୂତନ ଜୀବନ ମରଣଶୀଳ ବିଷୟରୁ ଆସି ନାହିଁ କିନ୍ତୁ ଯାହା କିଛି କବେେ ମ ରେ ନାହିଁ, ସଠାରୁେ ଆସିଛି। ଯାହା ସବୁଦିନ ପାଇଁ ରୁ ହେ, ପରମେଶ୍ବରଙ୍କ ସହେି ଜୀବନ୍ତ ସୁସମାଚାର ଯୋଗୁଁ ତୁମ୍ଭେ ଆଉ ଥରେ ଜନ୍ମ ଗ୍ରହଣ କରିଛ।
Psalm 19:7
ପରମେଶ୍ବରଙ୍କର ଶିକ୍ଷାଗୁଡ଼ିକ ପାରଦର୍ଶୀ। ସଗେୁଡ଼ିକ ଲୋକମାନଙ୍କୁ ବଳଶାଳୀ କରେ। ସଦାପ୍ରଭୁଙ୍କର ବ୍ଯବସ୍ଥାକୁ ବିଶ୍ବାସ କରାୟାଇପାରେ। ଏହା ମୂର୍ଖମାନଙ୍କୁ ଜ୍ଞାନୀ କରେ।
2 Samuel 23:5
ପରମେଶ୍ବର ମାରେ ପରିବାରକକ୍ସ୍ଟ ଶକ୍ତିଶାଳୀ ଓ ସକ୍ସ୍ଟରକ୍ଷିତ କରି ଅଛନ୍ତି ଏବଂ ଚିରଦିନ ପାଇଁ ମାେ ସହିତ ଏକ ନିଯମ କରଛନ୍ତି। ଏହି ନିଯମଟି ସଦାପ୍ରଭୁଙ୍କ ଦ୍ବାରା ସକ୍ସ୍ଟରକ୍ଷିତ। ସେ ମାେତେ ପ୍ରେତ୍ୟକକ ଥର ବିଜଯ ଦବେେ ଓ ମୁ ଯାହା ଆଶା କରୁଛି ଦବେେ।
Job 17:9
କିନ୍ତୁ ଧାର୍ମିକ ଲୋକମାନେ କ୍ରମାଗତ ଭାବରେ ସତ୍ଯପଥରେ ରହିବେ। ନିରୀହ ଲୋକମାନେ ଆହୁରି ଶକ୍ତିଶାଳୀ ହବେେ।
Ephesians 2:21
ସମ୍ପୂର୍ଣ୍ଣ ଭବନଟି ଖ୍ରୀଷ୍ଟଙ୍କଠା ରେ ପରସ୍ପର ସହିତ ସଂୟୁକ୍ତ ହାଇେ ନିର୍ମାଣ ହାଇେଛି। ଖ୍ରୀଷ୍ଟ ସେ ଭବନକୁ ପ୍ରଭୁଙ୍କଠା ରେ ଗୋଟିଏ ପବିତ୍ର ମନ୍ଦିର ହବୋ ପାଇଁ ବୃଦ୍ଧି କରାଉଛନ୍ତି।
Malachi 4:2
ତଥାପି ଯେଉଁମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି, ଉଦଯକାଳୀନ ସୂର୍ୟ୍ଯର ରଶ୍ମି ଉତ୍ତମତା ତୁମ୍ଭମାନଙ୍କ ଉପ ରେ ଝକ୍ମକ୍ କରିବ। ଏହା ସୂର୍ୟ୍ଯକିରଣ ପରି ଆରୋଗ୍ୟ ଶକ୍ତି ଆଣିବ। ତୁମ୍ଭମାନେେ ବାଛୁରୀ ସଦୃଶ ଗୁହାଳରୁ ବାହାରି ସ୍ବାଧୀନ ଓ ସୁଖୀ ହବେ।
Hosea 14:5
ଇଶ୍ରାୟେଲ ପାଇଁ ଆମ୍ଭେ କୁହୁଡି ପରି ହବୋ। ଇଶ୍ରାୟେଲ କଇଁଫୁଲ ପରି ଫୁଟିବ। ସେ ଲିବାନୋନର ଦବଦୋରୁ ଗଛପରି ବଢିବ।
Hosea 14:7
ଇଶ୍ରାୟେଲ ଲୋକମାନେ ପୁନର୍ବାର ମାରେ ସୁରକ୍ଷା ରେ ବଞ୍ଚିବେ। ସମାନେେ ଶସ୍ଯ ସଦୃଶ ବଢିବେ, ସମାନେେ ଦ୍ରାକ୍ଷାଲତା ପରି ଫଳ ଧାରଣ କରିବେ। ସମାନେେ ଲିବାନୋନର ଦ୍ରାକ୍ଷାରସ ପରି ସମୃଦ୍ଧ ହବେେ।