1 Kings 22:47
ସହେି ସମୟରେ ଇଦୋମର କହେି ରାଜା ନଥିଲେ। ଯିହୁଦାର ରାଜାଙ୍କ ଦ୍ବାରା ନିୟୁକ୍ତି ଜଣେ ପ୍ରତିନିଧି ତା'ର ଶାସନ ଚଳାଇଲେ।
1 Kings 22:47 in Other Translations
King James Version (KJV)
There was then no king in Edom: a deputy was king.
American Standard Version (ASV)
And there was no king in Edom: a deputy was king.
Bible in Basic English (BBE)
At that time there was no king in Edom;
Darby English Bible (DBY)
And there was no king in Edom: a deputy reigned.
Webster's Bible (WBT)
And the remnant of the sodomites, which remained in the days of his father Asa, he removed from the land.
World English Bible (WEB)
There was no king in Edom: a deputy was king.
Young's Literal Translation (YLT)
and there is no king in Edom; he set up a king.
| There was then no | וּמֶ֥לֶךְ | ûmelek | oo-MEH-lek |
| king | אֵ֛ין | ʾên | ane |
| Edom: in | בֶּֽאֱד֖וֹם | beʾĕdôm | beh-ay-DOME |
| a deputy | נִצָּ֥ב | niṣṣāb | nee-TSAHV |
| was king. | מֶֽלֶךְ׃ | melek | MEH-lek |
Cross Reference
2 Samuel 8:14
ଦାଉଦ ଦକ୍ସ୍ଟର୍ଗ ରକ୍ଷକ ସନୋଙ୍କକ୍ସ୍ଟ ଇଦୋମ ରେ ମୃତଯନ କଲେ। ସେ ଇଦୋମ ସାରା ବହକ୍ସ୍ଟତ ଦକ୍ସ୍ଟର୍ଗ ରକ୍ଷକ ସନୋଙ୍କକ୍ସ୍ଟ ମୃତଯନ କଲେ। ସମସ୍ତ ଇଦୋମୀଯଗଣ ଦାଉଦଙ୍କର ଦାସ ହେଲ। ଦାଉଦ ଯେଉଁଠିକି ଗଲେ ସଦାପ୍ରଭୁ ତାଙ୍କୁ ବିଜଯୀ କଲେ।
2 Kings 3:9
ତହୁଁ ଇଶ୍ରାୟେଲର ରାଜା ଯିହୁଦାର ରାଜା ଓ ଇଦୋମର ରାଜା ଏକତ୍ର ସାତଦିନ ଧରି ୟାତ୍ରା କଲେ। ସମାନଙ୍କେର ସୈନ୍ଯମାନଙ୍କ ପାଇଁ ଓ ପଶୁମାନଙ୍କ ପାଇଁ କୌଣସି ଜଳ ନଥିଲା।
2 Kings 8:20
ତାଙ୍କ ସମୟରେ ଯିହୁଦାର ଶାସନ ବିରୁଦ୍ଧ ରେ ଇଦୋମୀଯମାନେ ବିଦ୍ରୋହ କଲେ ଓ ସମାନେେ ସମାନଙ୍କେର ଏକ ରାଜା ବାଛିଲେ।
Genesis 25:23
ସଦାପ୍ରଭୁ ତାହାଙ୍କୁ କହିଲେ, ତୁମ୍ଭ ଗର୍ଭ ରେ ଦୁଇ ଗୋଷ୍ଠୀ ଅଛନ୍ତି ଓ ଦୁଇ ଗୋତ୍ର ତୁମ୍ଭ ଉଦରରୁ ବିଭିନ୍ନ ହବେେ। ଏକ ଗୋତ୍ର ଅନ୍ୟ ଗୋତ୍ରଠାରୁ ବଳବାନ ହବେ। ପୁଣି ଜେଷ୍ଠ କନିଷ୍ଠର ସବୋ କରିବ।
Genesis 27:40
ତୁମ୍ଭେ ଖଡ୍ଗଜୀବି ଓ ଆପଣା ଭ୍ରାତାର ଦାସ ହବେ। କିନ୍ତୁ ତୁମ୍ଭେ ଯେତବେେଳେ ପ୍ରସ୍ତୁତ, ତୁମ୍ଭ କାନ୍ଧରୁ ଜୁଆଳି କାଢ଼ି ଦବେ, ତବେେ ତୁମ୍ଭେ ମୁକ୍ତି ପାଇବ।
Genesis 36:31
ଇଶ୍ରାୟେଲୀୟ ସନ୍ତାନମାନଙ୍କ ଉପରେ କୌଣସି ରାଜତ୍ବ କରିବା ପୂର୍ବରୁ, ସହେି ସମୟରେ ଇଦୋମ ରେ ରାଜାମାନେ ଥିଲେ।
Psalm 108:9
ମୁଁ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବି ଏବଂ ଜଯଧ୍ବନି କରିବି।