1 Kings 16:15 in Oriya

Oriya Oriya Bible 1 Kings 1 Kings 16 1 Kings 16:15

1 Kings 16:15
ଯିହୁଦା ରେ ଆସାଙ୍କ ସପ୍ତବିଂଶ ବର୍ଷ ରାଜତ୍ବ କାଳ ରେ ସିମ୍ରି ଇଶ୍ରାୟେଲର ରାଜା ହେଲେ। ସେ ତିର୍ସା ରେ ସାତଦିନ ରାଜତ୍ବ କଲେ। ସହେି ସମୟରେ ଇଶ୍ରାୟେଲର ଲୋକମାନେ ପଲେଷ୍ଟୀୟମାନଙ୍କ ଗିଦ୍ଦଥୋନ ବିରୁଦ୍ଧ ରେ ଛାଉଣି ସ୍ଥାପନ କରିଥିଲେ।

1 Kings 16:141 Kings 161 Kings 16:16

1 Kings 16:15 in Other Translations

King James Version (KJV)
In the twenty and seventh year of Asa king of Judah did Zimri reign seven days in Tirzah. And the people were encamped against Gibbethon, which belonged to the Philistines.

American Standard Version (ASV)
In the twenty and seventh year of Asa king of Judah did Zimri reign seven days in Tirzah. Now the people were encamped against Gibbethon, which belonged to the Philistines.

Bible in Basic English (BBE)
In the twenty-seventh year of Asa, king of Judah, Zimri was king for seven days in Tirzah. Now the people were attacking Gibbethon in the land of the Philistines.

Darby English Bible (DBY)
In the twenty-seventh year of Asa king of Judah, Zimri reigned seven days in Tirzah. Now the people were encamped against Gibbethon, which [belonged] to the Philistines.

Webster's Bible (WBT)
In the twenty and seventh year of Asa king of Judah did Zimri reign seven days in Tirzah. And the people were encamped against Gibbethon, which belonged to the Philistines.

World English Bible (WEB)
In the twenty-seventh year of Asa king of Judah did Zimri reign seven days in Tirzah. Now the people were encamped against Gibbethon, which belonged to the Philistines.

Young's Literal Translation (YLT)
In the twenty and seventh year of Asa king of Judah, reigned hath Zimri seven days in Tirzah; and the people are encamping against Gibbethon, which `is' to the Philistines;

In
the
twenty
בִּשְׁנַת֩bišnatbeesh-NAHT

עֶשְׂרִ֨יםʿeśrîmes-REEM
and
seventh
וָשֶׁ֜בַעwāšebaʿva-SHEH-va
year
שָׁנָ֗הšānâsha-NA
Asa
of
לְאָסָא֙lĕʾāsāʾleh-ah-SA
king
מֶ֣לֶךְmelekMEH-lek
of
Judah
יְהוּדָ֔הyĕhûdâyeh-hoo-DA
did
Zimri
מָלַ֥ךְmālakma-LAHK
reign
זִמְרִ֛יzimrîzeem-REE
seven
שִׁבְעַ֥תšibʿatsheev-AT
days
יָמִ֖יםyāmîmya-MEEM
in
Tirzah.
בְּתִרְצָ֑הbĕtirṣâbeh-teer-TSA
And
the
people
וְהָעָ֣םwĕhāʿāmveh-ha-AM
encamped
were
חֹנִ֔יםḥōnîmhoh-NEEM
against
עַֽלʿalal
Gibbethon,
גִּבְּת֖וֹןgibbĕtônɡee-beh-TONE
which
אֲשֶׁ֥רʾăšeruh-SHER
belonged
to
the
Philistines.
לַפְּלִשְׁתִּֽים׃lappĕlištîmla-peh-leesh-TEEM

Cross Reference

1 Kings 15:27
ଇଷାଖର ପରିବାରବର୍ଗୀଯ ଅହିଯର ପୁତ୍ର ବାଶା ନାଦବ ବିରୁଦ୍ଧ ରେ ଷଡୟନ୍ତ୍ର କଲେ। ବାଶା ପଲେଷ୍ଟୀନ ନିକଟରେ ତାଙ୍କୁ ବଧ କଲେ, ଯେତବେେଳେ ନାଦବ୍ ଓ ସମସ୍ତ ଇଶ୍ରାୟେଲ ଗିଦ୍ଦଥୋନ ଅବରୋଧ କଲେ।

Joshua 19:44
ଇଲତ୍କୀ ଗିବୋଥୋନ ଓ ବାଲତ୍,

Joshua 21:23
ଦାନ ପରିବାରବର୍ଗ ଇଲତକୀ ଓ ଗିଦ୍ଦଥୋନ୍ ସମାନଙ୍କେୁ ଦେଲେ।

1 Kings 16:8
ଯିହୁଦା ରେ ଆସାର ଛବିଶ୍ ବର୍ଷ ରାଜତ୍ବ କାଳ ରେ ବାଶାର ପୁତ୍ର ଏଲା ତିର୍ସା ରେ ଇଶ୍ରାୟେଲ ଉପରେ ଦୁଇବର୍ଷ ରାଜତ୍ବ କଲେ।

2 Kings 9:31
ଯେତବେେଳେ ଯହେୂ ନଗର ଫାଟକରେ ପ୍ରବେଶ କଲେ, ଇଷବଲେ କହିଲେ, ହେ ଆପଣା ମହାଶୟର ହତ୍ଯାକାରୀ ସିମ୍ରି , ତୁମ୍ଭେ ଶାନ୍ତି ରେ ଅଛ କି?

Job 20:5
ଏହା ସତ୍ଯ ବହୁ ସମୟରୁ ଯେ ତବେଳଠାରୁେ ଆଦମ ଏ ପୃଥିବୀ ରେ ରଖାୟାଇଥିଲା। ଯେଉଁ ବ୍ଯକ୍ତି ପରମେଶ୍ବରଙ୍କ ବିନା ବାସ କରେ, ସେ ଲୋକର ଆନନ୍ଦ କ୍ଷଣସ୍ଥାଯୀ ଅଟେ।

Psalm 37:35
ମୁଁ ଜଣେ ଦୁଷ୍ଟ ଲୋକଙ୍କୁ ଦେଖିଲି ୟିଏକି ଅତି ଶକ୍ତିଶାଳୀ ଥିଲା। ସେ ଏକ ପୂର୍ଣ୍ଣାଙ୍ଗ ବୃକ୍ଷ ଭଳି ଶକ୍ତିଶାଳୀ ଥିଲା।