1 Kings 15

1 ୟାରବିଯାମଙ୍କ ଇଶ୍ରାୟେଲ ରେ ରାଜତ୍ବ କରିବାର ଅଷ୍ଟାଦଶ ବର୍ଷ ରେ ଅବିଯାମ ଯିହୁଦାର ରାଜା ହେଲେ।

2 ସେ ୟିରୁଶାଲମ ରେ ତିନିବର୍ଷ ରାଜତ୍ବ କଲେ। ତାଙ୍କର ମାତାଙ୍କ ନାମ ମାଖା ଓ ସେ ଅବଶା ଲୋମର କନ୍ଯା ଥିଲେ।

3 ତାଙ୍କ ପୂର୍ବରୁ ତାଙ୍କ ପିତା ଯେଉଁ କୁକର୍ମ ରେ ଲିପ୍ତ ଥିଲେ ସେ ମଧ୍ଯ ସହେି ସବୁ ପାପକର୍ମ କରି ଚାଲିଲେ। ସେ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ସଦାପ୍ରଭୁ ତାଙ୍କର ପରମେଶ୍ବରଙ୍କ ପ୍ରତି ସର୍ବାନ୍ତଃକରଣ ରେ ବିଶ୍ବସ୍ତ ନଥିଲେ।

4 ଯେ ହତେୁ ସଦାପ୍ରଭୁ ଦାଉଦଙ୍କୁ ପ୍ ରମେ କରିଥିବାରୁ ସେ ଅବିଯାମକୁ ୟିରୁଶାଲମ ଦଇେଥିଲେ। କବଳେ ଦାଉଦଙ୍କ ସକାେଶ ସେ ୟିରୁଶାଲମକୁ ସୁରକ୍ଷିତ ରଖିଥିଲେ ଓ ତାଙ୍କୁ ଉତ୍ତରାଧିକାରୀ ରୂପେ ଏକ ପୁତ୍ର ଦଇେଥିଲେ।

5 ସଦାପ୍ରଭୁଙ୍କ ପ୍ରୀତି ନିମନ୍ତେ ଦାଉଦ ସର୍ବଦା ଯଥାର୍ଥ କାର୍ୟ୍ଯ କରୁଥିଲେ। କବଳେ ହିତ୍ତୀଯ ଉରିଯର କଥା ଛଡା ଆଉ କୌଣସି ବିଷଯ ରେ ସେ ନିଜ ଜୀବନକାଳ ରେ ସଦାପ୍ରଭୁଙ୍କ ଆଜ୍ଞାରୁ ବିମୁଖ ହାଇେ ନଥିଲେ।

6 ରିହବିଯାମ ଓ ୟାରବିଯାମ ସର୍ବଦା ପରସ୍ପର ବିରୁଦ୍ଧ ରେ ୟୁଦ୍ଧ ରେ ରତ ରହୁଥିଲେ।

7 ଅବିଯାମଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ୟ୍ଯ ଯିହୁଦା ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।

8 ଯେତବେେଳେ ଅବିଯାମ ମଲେ ତାଙ୍କୁ ପୁତୃ ଲୋକଙ୍କ ସହିତ ଦାଉଦ ନଗର ରେ କବର ଦିଆଗଲା। ତାଙ୍କ ଅନ୍ତେ ତାଙ୍କ ପୁତ୍ର ଆସା ପରବର୍ତ୍ତୀ ରାଜା ହେଲେ।

9 ଇଶ୍ରାୟେଲ ରେ ୟାରବିଯାମଙ୍କ ବିଂଶତମ ବର୍ଷ ରାଜତ୍ବ କାଳ ରେ ଆସା ଯିହୁଦାର ରାଜା ହେଲେ।

10 ଆସା ୟିରୁଶାଲମ ରେ 41 ବର୍ଷ ରାଜତ୍ବ କଲେ। ତାଙ୍କର ମାତାମହୀର ନାମ ମାଖା ଓ ସେ ଅବଶା ଲୋମର କନ୍ଯା ଥିଲା।

11 ଆସା ନିଜ ପୂର୍ବପୁରୁଷ ଦାଉଦଙ୍କ ପରି ଯାହା ସଦାପ୍ରଭୁଙ୍କ ଦୃଷ୍ଟି ରେ ନ୍ଯାଯ ଓ ଯଥାର୍ଥ ଥିଲା, ସହେିପରି ଉତ୍ତମ କାର୍ୟ୍ଯମାନ କଲେ।

12 ଆସା ପୁରୁଷ ବେଶ୍ଯାମାନଙ୍କୁ ସେ ଦେଶରୁ ତଡି ଦେଲେ ଓ ନିଜର ପୂର୍ବ ପୁରୁଷମାନଙ୍କ ଦ୍ବାରା ନିର୍ମିତ ମୂର୍ତ୍ତୀସବୁ ଦୂର କରି ଦେଲେ।

13 ଆସା ମଧ୍ଯ ତାଙ୍କର ମାତାମହୀ ମାଖାଙ୍କୁ ରାଣୀ ପଦରୁ ବିତାଡିତ କଲେ, କାରଣ ସେ ଆଶରୋ ଦବେତା ନାମ ରେ ଏକ ପ୍ରତିମା ନିର୍ମାଣ କରିଥିଲେ। ସେ ସହେି ପ୍ରତିମାକୁ ଭାଙ୍ଗି କିଦ୍ରୋଣ ନଦୀ ନିକଟରେ ତାକୁ ପୋଡି଼ ପକାଇଲେ।

14 ଆସା ଉଚ୍ଚସ୍ଥଳୀ ସବୁ ଧ୍ବଂସ କଲେ ନାହିଁ, ମାତ୍ର ସେ ୟାବଜ୍ଜୀବନ ସଦାପ୍ରଭୁଙ୍କ ପ୍ରତି ବିଶ୍ବସ୍ତ ରହିଲେ।

15 ଆସା ଓ ତାଙ୍କର ପିତା କିଛି ଧନ ପରମେଶ୍ବରଙ୍କୁ ଦେଲେ। ସମାନେେ ସମାନଙ୍କେର ସୁବର୍ଣ୍ଣ ଓ ରେ ୗପ୍ୟ ଉପହାରଗୁଡିକ ଓ ଅନ୍ଯାନ୍ଯ ସାମଗ୍ରୀଗୁଡିକ ସଦାପ୍ରଭୁଙ୍କ ମନ୍ଦିର ରେ ଦେଲେ।

16 ପୁଣି ଆସା ଯିହୁଦା ରେ ରାଜତ୍ବ କଲା ବେଳେ ୟାବଜ୍ଜୀବନ ଇଶ୍ରାୟେଲର ରାଜା ବାଶାଙ୍କ ସହିତ ୟୁଦ୍ଧ ରେ ରତ ରହିଲେ।

17 ବାଶା ଯିହୁଦା ବିରୁଦ୍ଧ ରେ ୟୁଦ୍ଧ କଲେ। ସେ କାହାରିକୁ ଆସାଙ୍କ ନିକଟକୁ ୟିବାକୁ ଦେଲେ ନାହିଁ କିମ୍ବା ସଠାରୁେ କାହାରିକୁ ଆସିବାକୁ ଦେଲେ ନାହିଁ। ତେଣୁ ସେ ଇଶ୍ରାୟେଲର ରାମା ନଗରକୁ ସୁଦୃଢ କଲେ।

18 ତେଣୁ ଆସା ସଦାପ୍ରଭୁଙ୍କ ମନ୍ଦିରର ଭଣ୍ତାରରୁ ଓ ରାଜଗୃହର ଭଣ୍ତାରରୁ ଅବଶିଷ୍ଟ ସମସ୍ତ ସୁନା ଓ ରୂପା ନଇେ ଆପଣା ଦାସମାନଙ୍କ ହସ୍ତ ରେ ସମର୍ପଣ କଲେ। ସେ ହିଷିଯୋଣର ପୌତ୍ର ଟବ୍ରିମ୍ମୋଣର ପୁତ୍ର ବିନହଦଦ୍ ନାମକ ଦମ୍ମେଶକ-ନିବାସୀ ଅରାମୀଯ ରାଜା ନିକଟକୁ ସମାନଙ୍କେୁ ପଠାଇ ଏହି କଥା କହିଲେ।

19 ଆସା ଏହିବାର୍ତ୍ତା ପଠାଇଲେ କହିଲେ, ମାରେ ପିତା ଓ ତୁମ୍ଭ ମଧିଅରେ ଶାନ୍ତିର ଚୁକ୍ତି ହାଇେଥିଲା। ବର୍ତ୍ତମାନ ମୁଁ ମଧ୍ଯ ତୁମ୍ଭ ସହିତ ସହେି ଶାନ୍ତିର ଚୁକ୍ତି ଗ୍ଭ ହେଁ। ମୁଁ ତୁମ୍ଭ ନିକଟକୁ ସୁନା ଓ ରୂପାର ଭଟେି ପଠାଉଛି। ଦୟାକରି ଇଶ୍ରାୟେଲର ରାଜା ବାଶାଙ୍କ ସହିତ ତୁମ୍ଭର ଯେଉଁ ସନ୍ଧି ରହିଛି ତାହାକୁ ଭଙ୍ଗ କର, ତାହାହେଲେ ସେ ମାେ ରାଜ୍ଯ ଛାଡି ଗ୍ଭଲିୟିବ।

20 ରାଜା ବିନ୍ହଦଦ୍ ଆସାଙ୍କ କଥା ରେ ସମ୍ମତ ହେଲେ ଏବଂ ତାଙ୍କ ଅଧ୍ଯକ୍ଷ ରେ ଥିବା ତାଙ୍କର ସୈନ୍ଯଦଳ ପଠାଇଲେ ଏବଂ ଇଶ୍ରାୟେଲ ସହରର ଇଯୋନ୍, ଦାନ୍, ଆବେଲ୍ ବୈଥ୍ମାଖା, ମୁଦାଯ କିନ୍ନରେତ୍ ଓ ନପ୍ତାଲିର ସମସ୍ତ ଭୂମି ପରାସ୍ତ କଲେ।

21 ବାଶା ଏହା ଶୁଣିଲେ ଓ ରାମାକୁ ସୁଦୃଢ କରିବାରୁ କ୍ଷାନ୍ତ ହେଲେ ଓ ସେ ସହର ଛାଡି ତିର୍ସା ରେ ବାସ କଲେ।

22 ରାଜା ଆସା ଯିହୁଦାର ସବୁ ଲୋକଙ୍କୁ ଆଦେଶ ଦେଲେ, ବାଶା ଯେଉଁ ପଥର ଓ କାଠ ରାମା ନଗରକୁ ସୁଦୃଢ କରିବା ପାଇଁ ରୁଣ୍ତ କରିଥିଲା, ସେସବୁକୁ ବହିନଲୋ। ସେଥି ରେ ଆସା ରାଜା ବିନ୍ଯାମୀନର ଗବୋ ଓ ମିସ୍ପା ନଗର ଦୃଢ କଲେ।

23 ଆସାଙ୍କର ଅବଶିଷ୍ଟ ସମସ୍ତ ବୃତ୍ତାନ୍ତ, ତାଙ୍କର ସମସ୍ତ ପରାକ୍ରମ ସମସ୍ତ କ୍ରିଯା ଓ ଯେଉଁ ନଗରଗୁଡିକୁ ସେ ସୁଦୃଢ କରିଥିଲେ ସେ ସମସ୍ତ କଥା ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି। ମାତ୍ର ତାଙ୍କର ଅତି ବାର୍ଦ୍ଧକ୍ଯ ରେ ପାଦ ରେ ଏକ ରୋଗ ହେଲା।

24 ଏହାପରେ ଆସା ମୃତ୍ଯୁବରଣ କଲେ ଓ ନିଜର ପିତୃପୁରୁଷଗଣଙ୍କ ସହିତ ଦାଉଦ ନଗର ରେ କବର ଦେଲେ। ତାଙ୍କ ମୃତ୍ଯୁପରେ ତାଙ୍କର ପୁତ୍ର ଯିହାଶାଫେଟ୍ ରାଜତ୍ବ କଲେ।

25 ଯିହୁଦା ରେ ଆସାଙ୍କ ରାଜତ୍ବର ଦ୍ବିତୀୟ ବର୍ଷ ରେ ୟାରବିଯାମଙ୍କ ପୁତ୍ର ନାଦବ୍ ଇଶ୍ରାୟେଲର ରାଜା ହେଲେ।

26 ସଦାପ୍ରଭୁଙ୍କ ଦୃଷ୍ଟି ରେ ନାଦବ୍ ବହୁ କୁକର୍ମ କଲେ। ସେ ନିଜର ପିତା ୟାରବିଯାମଙ୍କ ପରି ପାପ କଲେ, ୟିଏ ଇଶ୍ରାୟେଲର ଲୋକମାନଙ୍କର ପାପ କରିବାର କାରଣ ହେଲେ।

27 ଇଷାଖର ପରିବାରବର୍ଗୀଯ ଅହିଯର ପୁତ୍ର ବାଶା ନାଦବ ବିରୁଦ୍ଧ ରେ ଷଡୟନ୍ତ୍ର କଲେ। ବାଶା ପଲେଷ୍ଟୀନ ନିକଟରେ ତାଙ୍କୁ ବଧ କଲେ, ଯେତବେେଳେ ନାଦବ୍ ଓ ସମସ୍ତ ଇଶ୍ରାୟେଲ ଗିଦ୍ଦଥୋନ ଅବରୋଧ କଲେ।

28 ଯିହୁଦା ରେ ରାଜା ଆସାଙ୍କ ତୃତୀୟ ବର୍ଷ ରେ ବାଶା ନାଦବ୍ଙ୍କୁ ବଧ କରି ସହେି ପଦ ରେ ରାଜତ୍ବ କଲେ।

29 ବାଶା ରାଜା ହବୋ ମାତ୍ ରେ ୟାରବିଯାମଙ୍କ ପରିବାରକୁ ଧ୍ବଂସ କଲେ। ସଦାପ୍ରଭୁ ଆପଣା ଦାସ ଶୀଲୋନୀଯ ଅହିଯ ମାଧ୍ଯମ ରେ ଯେଉଁ କଥା କହିଥିଲେ ତଦନୁସା ରେ ବାଶା ୟାରବିଯାମଙ୍କ ବଂଶରୁ ଜଣଙ୍କୁ ଛାଡିଲେ ନାହିଁ। ସେ ସମସ୍ତଙ୍କୁ ସଂହାର କଲେ।

30 ଏହିସବୁ ଘଟିଗଲା କାରଣ ୟାରବିଯାମ ନିଜେ ନାନା ପାପ କଲେ ଓ ସମଗ୍ର ଇଶ୍ରାୟେଲକୁ ପାପ କରାଇଲେ। ତଦ୍ଦ୍ବାରା ସେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କୁ ଅତ୍ଯନ୍ତ କୋରଧାନ୍ବିତ କରାଇଲେ।

31 ନାଦବ୍ଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ୟ୍ଯକଳାପ ଇଶ୍ରାୟେଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।

32 ଆସା ଓ ବାଶାଙ୍କ ମଧିଅରେ ସମାନଙ୍କେ ୟାବଜ୍ଜୀବନ ୟୁଦ୍ଧ ଲାଗି ରହିଲା।

33 ଯିହୁଦା ରେ ଆସା ରାଜତ୍ବ କରିବାର ତୃତୀୟ ବର୍ଷ ରେ ଅହିଯଙ୍କ ପୁତ୍ର ବାଶା ଇଶ୍ରାୟେଲର ରାଜା ହେଲେ। ବାଶା ତିର୍ସା ରେ ଚବିଶ ବର୍ଷ ରାଜତ୍ବ କଲେ।

34 ମାତ୍ର ବାଶା ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମ କଲେ। ସେ ୟାରବିଯାମଙ୍କ ପରି ପାପ କରି ଚାଲିଲେ। ୟାରବିଯାମ ଇଶ୍ରାୟେଲର ଲୋକମାନଙ୍କର ପାପ କରିବାର କାରଣ ହେଲେ।

1 Now in the eighteenth year of king Jeroboam the son of Nebat reigned Abijam over Judah.

2 Three years reigned he in Jerusalem. And his mother’s name was Maachah, the daughter of Abishalom.

3 And he walked in all the sins of his father, which he had done before him: and his heart was not perfect with the Lord his God, as the heart of David his father.

4 Nevertheless for David’s sake did the Lord his God give him a lamp in Jerusalem, to set up his son after him, and to establish Jerusalem:

5 Because David did that which was right in the eyes of the Lord, and turned not aside from any thing that he commanded him all the days of his life, save only in the matter of Uriah the Hittite.

6 And there was war between Rehoboam and Jeroboam all the days of his life.

7 Now the rest of the acts of Abijam, and all that he did, are they not written in the book of the chronicles of the kings of Judah? And there was war between Abijam and Jeroboam.

8 And Abijam slept with his fathers; and they buried him in the city of David: and Asa his son reigned in his stead.

9 And in the twentieth year of Jeroboam king of Israel reigned Asa over Judah.

10 And forty and one years reigned he in Jerusalem. And his mother’s name was Maachah, the daughter of Abishalom.

11 And Asa did that which was right in the eyes of the Lord, as did David his father.

12 And he took away the sodomites out of the land, and removed all the idols that his fathers had made.

13 And also Maachah his mother, even her he removed from being queen, because she had made an idol in a grove; and Asa destroyed her idol, and burnt it by the brook Kidron.

14 But the high places were not removed: nevertheless Asa’s heart was perfect with the Lord all his days.

15 And he brought in the things which his father had dedicated, and the things which himself had dedicated, into the house of the Lord, silver, and gold, and vessels.

16 And there was war between Asa and Baasha king of Israel all their days.

17 And Baasha king of Israel went up against Judah, and built Ramah, that he might not suffer any to go out or come in to Asa king of Judah.

18 Then Asa took all the silver and the gold that were left in the treasures of the house of the Lord, and the treasures of the king’s house, and delivered them into the hand of his servants: and king Asa sent them to Ben-hadad, the son of Tabrimon, the son of Hezion, king of Syria, that dwelt at Damascus, saying,

19 There is a league between me and thee, and between my father and thy father: behold, I have sent unto thee a present of silver and gold; come and break thy league with Baasha king of Israel, that he may depart from me.

20 So Ben-hadad hearkened unto king Asa, and sent the captains of the hosts which he had against the cities of Israel, and smote Ijon, and Dan, and Abel-beth-maachah, and all Cinneroth, with all the land of Naphtali.

21 And it came to pass, when Baasha heard thereof, that he left off building of Ramah, and dwelt in Tirzah.

22 Then king Asa made a proclamation throughout all Judah; none was exempted: and they took away the stones of Ramah, and the timber thereof, wherewith Baasha had builded; and king Asa built with them Geba of Benjamin, and Mizpah.

23 The rest of all the acts of Asa, and all his might, and all that he did, and the cities which he built, are they not written in the book of the chronicles of the kings of Judah? Nevertheless in the time of his old age he was diseased in his feet.

24 And Asa slept with his fathers, and was buried with his fathers in the city of David his father: and Jehoshaphat his son reigned in his stead.

25 And Nadab the son of Jeroboam began to reign over Israel in the second year of Asa king of Judah, and reigned over Israel two years.

26 And he did evil in the sight of the Lord, and walked in the way of his father, and in his sin wherewith he made Israel to sin.

27 And Baasha the son of Ahijah, of the house of Issachar, conspired against him; and Baasha smote him at Gibbethon, which belonged to the Philistines; for Nadab and all Israel laid siege to Gibbethon.

28 Even in the third year of Asa king of Judah did Baasha slay him, and reigned in his stead.

29 And it came to pass, when he reigned, that he smote all the house of Jeroboam; he left not to Jeroboam any that breathed, until he had destroyed him, according unto the saying of the Lord, which he spake by his servant Ahijah the Shilonite:

30 Because of the sins of Jeroboam which he sinned, and which he made Israel sin, by his provocation wherewith he provoked the Lord God of Israel to anger.

31 Now the rest of the acts of Nadab, and all that he did, are they not written in the book of the chronicles of the kings of Israel?

32 And there was war between Asa and Baasha king of Israel all their days.

33 In the third year of Asa king of Judah began Baasha the son of Ahijah to reign over all Israel in Tirzah, twenty and four years.

34 And he did evil in the sight of the Lord, and walked in the way of Jeroboam, and in his sin wherewith he made Israel to sin.

Tamil Indian Revised Version
மக்கள் எல்லோரும் இடிமுழக்கங்களையும் மின்னல்களையும் எக்காளச் சத்தத்தையும் மலை புகைகிறதையும் கண்டார்கள்; அதைக் கண்டு, மக்கள் பின்வாங்கி, தூரத்திலே நின்று,

Tamil Easy Reading Version
இதுவரை, பள்ளத்தாக்கிலிருந்த ஜனங்கள் இடி முழக்கத்தைக் கேட்டார்கள், மலையின் மீது மின்னலைப் பார்த்தார்கள். மலையினின்று புகையெழும்பக் கண்டனர். ஜனங்கள் அச்சத்தால் நடுங்கினார்கள். மலையை விட்டு தூரத்தில் நின்று கவனித்தனர்.

Thiru Viviliam
மக்கள் அனைவரும் இடி மின்னல்களையும் எக்காள முழக்கத்தையும் புகையையும் மலையையும் கண்டனர்; கண்டு, மக்கள் நடுநடுங்கித் தூரத்தில் நின்று கொண்டு,

Title
ஜனங்கள் தேவனுக்கு பயப்படுதல்

Other Title
மக்களின் அச்சம்§(இச 5:22-33)

யாத்திராகமம் 20:17யாத்திராகமம் 20யாத்திராகமம் 20:19

King James Version (KJV)
And all the people saw the thunderings, and the lightnings, and the noise of the trumpet, and the mountain smoking: and when the people saw it, they removed, and stood afar off.

American Standard Version (ASV)
And all the people perceived the thunderings, and the lightnings, and the voice of the trumpet, and the mountain smoking: and when the people saw it, they trembled, and stood afar off.

Bible in Basic English (BBE)
And all the people were watching the thunderings and the flames and the sound of the horn and the mountain smoking; and when they saw it, they kept far off, shaking with fear.

Darby English Bible (DBY)
And all the people saw the thunderings, and the flames, and the sound of the trumpet, and the mountain smoking; and when the people saw [it], they trembled, and stood afar off,

Webster’s Bible (WBT)
And all the people saw the thunderings, and the lightnings, and the noise of the trumpet, and the mountain smoking: and when the people saw it, they removed, and stood afar off.

World English Bible (WEB)
All the people perceived the thunderings, the lightnings, the sound of the trumpet, and the mountain smoking. When the people saw it, they trembled, and stayed at a distance.

Young’s Literal Translation (YLT)
And all the people are seeing the voices, and the flames, and the sound of the trumpet, and the mount smoking; and the people see, and move, and stand afar off,

யாத்திராகமம் Exodus 20:18
ஜனங்கள் எல்லாரும் இடிமுழக்கங்களையும் மின்னல்களையும் எக்காளச் சத்தத்தையும் மலை புகைகிறதையும் கண்டார்கள்; அதைக் கண்டு, ஜனங்கள் பின்வாங்கி, தூரத்திலே நின்று,
And all the people saw the thunderings, and the lightnings, and the noise of the trumpet, and the mountain smoking: and when the people saw it, they removed, and stood afar off.

And
all
וְכָלwĕkālveh-HAHL
the
people
הָעָם֩hāʿāmha-AM
saw
רֹאִ֨יםrōʾîmroh-EEM

אֶתʾetet
thunderings,
the
הַקּוֹלֹ֜תhaqqôlōtha-koh-LOTE
and
the
lightnings,
וְאֶתwĕʾetveh-ET
and
the
noise
הַלַּפִּידִ֗םhallappîdimha-la-pee-DEEM
trumpet,
the
of
וְאֵת֙wĕʾētveh-ATE
and
the
mountain
ק֣וֹלqôlkole
smoking:
הַשֹּׁפָ֔רhaššōpārha-shoh-FAHR
people
the
when
and
וְאֶתwĕʾetveh-ET
saw
הָהָ֖רhāhārha-HAHR
removed,
they
it,
עָשֵׁ֑ןʿāšēnah-SHANE
and
stood
וַיַּ֤רְאwayyarva-YAHR
afar
off.
הָעָם֙hāʿāmha-AM
וַיָּנֻ֔עוּwayyānuʿûva-ya-NOO-oo
וַיַּֽעַמְד֖וּwayyaʿamdûva-ya-am-DOO
מֵֽרָחֹֽק׃mērāḥōqMAY-ra-HOKE