1 Kings 11
1 ଶ ଲୋମନ ବହୁ ରମଣୀଙ୍କୁ ପ୍ ରମେ କଲେ, ସମାନେେ ଇଶ୍ରାୟେଲ ଦେଶରୁ ନଥିଲେ। ସେ ରାଜା ଫାରୋର କନ୍ଯା ବ୍ଯତୀତ ହିତ୍ତୀଯ, ମାୟୋବୀଯ, ଅେମ୍ମାନୀୟ, ଇଦୋମୀଯ ଓ ସୀଦୋନୀଯ ସ୍ତ୍ରୀମାନଙ୍କୁ ଭଲ ପାଇଲେ।
2 ଏହା ପୂର୍ବରୁ ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କୁ ସତର୍କ କରିଥିଲେ, ତୁମ୍ଭମାନେେ ଅନ୍ୟ ଦେଶର କନ୍ଯାଙ୍କୁ ବିବାହ କରିବ ନାହିଁ। କାରଣ ସମାନେେ ନିଜର ସାଥୀମାନଙ୍କୁ ଅନ୍ୟ ଦବୋ ଦବେୀର ଉପାସନା ପାଇଁ ଆକର୍ଷିତ କରି ପାରନ୍ତି। ମାତ୍ର ଶଲୋମନ ସମାନଙ୍କେ ସହିତ ପ୍ ରମେ କଲେ।
3 ଶଲୋମନଙ୍କର 700 ରାଜପତ୍ନୀ ଥିଲେ। ଏହି ସ୍ତ୍ରୀମାନେ ଅନ୍ୟ ଦେଶର ଅଧ୍ଯକ୍ଷମାନଙ୍କର କନ୍ଯା ଥିଲେ। ଆଉ ତାଙ୍କର 300 ଉପପତ୍ନୀ ଥିଲେ। ତାଙ୍କର ପତ୍ନୀମାନେ ତାଙ୍କୁ ବିପଥଗାମୀ କରାଇଲେ।
4 ଶଲୋମନ ଯେତବେେଳେ ବୃଦ୍ଧ ହେଲେ ତାଙ୍କର ପତ୍ନୀମାନେ ଅନ୍ୟ ଦବେତାଗଣଙ୍କୁ ଅନୁସରଣ କରିବା ପ୍ରଭାବ ପକାଇଲେ। ତାଙ୍କର ପିତା ଦାଉଦଙ୍କ ପରି ସେ ସର୍ବାନ୍ତଃକରଣ ରେ ସଦାପ୍ରଭୁଙ୍କୁ ଅନୁସରଣ କଲେ ନାହିଁ।
5 ଶ ଲୋମନ ସୀଦୋନୀଯମାନଙ୍କ ଦବେତା ଅଷ୍ଟାରୋତକୁ ଓ ଅେମ୍ମାନୀୟମାନଙ୍କ ଭୟଙ୍କର ମୂର୍ତ୍ତୀ ମିଲ୍କମର ଉପାସନା କଲେ।
6 ତେଣୁ ସଦାପ୍ରଭୁଙ୍କ ଦୃଷ୍ଟି ରେ ଯାହା ମନ୍ଦ, ଶଲୋମନ ତାହାହିଁ ଅନୁସରଣ କଲେ। ସେ ନିଜ ପିତା ଦାଉଦଙ୍କ ପରି ସମ୍ପୂର୍ଣ୍ଣରୂପେ ସଦାପ୍ରଭୁଙ୍କର ପଶ୍ଚାତ୍ଗାମୀ ହେଲେ ନାହିଁ।
7 ଶ ଲୋମନ ୟିରୁଶାଲମର ପରବର୍ତ୍ତୀ ପର୍ବତ ରେ ମାୟୋବର ଘୃଣାୟୋଗ୍ଯ କମାେଣ ମୂର୍ତ୍ତି ଓ ଅମ୍ମାନେ-ସନ୍ତାନଗଣର ଘୃଣା ଯୋଗ୍ଯ ମାେଲକର ଉପାସନା ନିମନ୍ତେ ଉଚ୍ଚସ୍ଥଳୀ ନିର୍ମାଣ କଲେ।
8 ତା'ପରେ ଶ ଲୋମନ ତାଙ୍କର ବିଦେଶୀଯା ପତ୍ନୀମାନଙ୍କ ପାଇଁ ସମାନଙ୍କେର ନିଜ ନିଜର ମୂର୍ତ୍ତି ଦବେତାଗଣ ନିର୍ମାଣ କଲେ। ତାଙ୍କର ପତ୍ନୀମାନେ ସହେି ଦବେତାଗଣଙ୍କ ଉଦ୍ଦେଶ୍ଯ ରେ ଧୂପ ଜଳାଇଲେ ଓ ସମାନଙ୍କେୁ ବଳିଦାନଗୁଡିକ ଉତ୍ସର୍ଗ କଲେ।
9 ଶ ଲୋମନଙ୍କ ଅନ୍ତଃକରଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କଠାରୁ ବିମୁଖ ହାଇେଥିଲା। ତେଣୁ ସଦାପ୍ରଭୁ ତାଙ୍କ ପ୍ରତି କୋର୍ଧ ହେଲେ। ଅତୀତ ରେ ସେ ଶଲୋମନ ରାଜାଙ୍କୁ ଦୁଇଥର ଦର୍ଶନ କଲେ।
10 ସେ ଶଲୋମନଙ୍କୁ ଇଶ୍ରାୟେଲର ପରମେଶ୍ବର ବ୍ଯତୀତ ଅନ୍ୟ କୌଣସି ଦବଗେଣର ପଶ୍ଚାତଗାମୀ ନ ହବୋକୁ ଆଜ୍ଞା ଦଇେଥିଲେ। ମାତ୍ର ସେ ପରମେଶ୍ବରଙ୍କର ଆଜ୍ଞା ପାଳନ କଲେ ନାହିଁ।
11 ସଦାପ୍ରଭୁ ଶଲୋମନକୁ କହିଲେ, ଯେ ହତେୁ ତୁମ୍ଭେ ଆମ୍ଭର ନିଯମ ଓ ବିଧି ଭଙ୍ଗ କଲ ଓ ଆମ୍ଭର ଆଜ୍ଞାକୁ ପାଳନ କଲ ନାହିଁ, ଆମ୍ଭେ ତୁମ୍ଭଠାରୁ ରାଜ୍ଯ ଛଡଇେ ନଇେ ତୁମ୍ଭର ଦାସକୁ ଦବେୁ।
12 ଯେ ହତେୁ ଆମ୍ଭେ ତୁମ୍ଭର ପିତା ଦାଉଦଙ୍କୁ ଭଲ ପାଉଥିଲୁ। ତୁମ୍ଭ ଜୀବିତାବସ୍ଥା ରେ ତୁମ୍ଭଠାରୁ ରାଜ୍ଯ ନବୋ ନାହିଁ। ମାତ୍ର ତୁମ୍ଭର ପୁତ୍ର ରାଜା ହେଲାପରେ ତାଙ୍କଠାରୁ ରାଜ୍ଯ ଛଡଇେ ନବୋ।
13 ତଥାପି ସମୁଦାଯ ରାଜ୍ଯ ତୁମ୍ଭ ପୁତ୍ରଠାରୁ ଆମ୍ଭେ ଛଡଇେ ନବୋକୁ ଯାଉ ନାହୁଁ। ତୁମ୍ଭର ପୁତ୍ରକୁ ଏକ ପରିବାରବର୍ଗକୁ ଶାସନ କରିବାକୁ ଦବୋ। ଆମ୍ଭେ ଏପରି କରିବା କାରଣ ଆମ୍ଭେ ଆପଣା ଦାସ ଦାଉଦଙ୍କୁ ଭଲ ପାଉ ଓ ୟିରୁଶାଲମ ଆମ୍ଭର ମନୋନୀତ ନଗର ଅଟେ।
14 ଅନନ୍ତର ସଦାପ୍ରଭୁ ଇଦୋମୀଯ ହଦଦକୁ ଶଲୋମନଙ୍କର ବିପକ୍ଷ କରି ଉତ୍ପନ୍ନ କଲେ। ସେ ଇଦୋମୀଯ ରାଜବଂଶଜ ଥିଲେ।
15 ଏହା ଯାହା ହାଇେଥିଲା ଦାଉଦ ଇଦୋମକୁ ପରାସ୍ତ କଲେ ଓ ତାଙ୍କର ସନୋପତି ଯୋୟାବକୁ ମୃତ ଲୋକମାନଙ୍କୁ କବର ଦବୋକୁ ଇଦୋମକୁ ପଠାଇଲେ। ଯୋୟାବ ଇଦୋମର ସମସ୍ତ ଲୋକଙ୍କୁ ହତ୍ଯା କଲେ।
16 ଯୋୟାବ ଓ ସମସ୍ତ ଇଶ୍ରାୟେଲୀୟ ଇଦୋମ ରେ ଛଅମାସ କାଳ ରହିଲେ ଓ ସମସ୍ତ ଇଦୋମୀଯ ପୁରୁଷମାନଙ୍କୁ ମାରି ଦେଲେ।
17 ମାତ୍ର ସେତବେେଳେ ହଦଦ୍ ସାନ ପିଲା ଥିଲା। ସେ ତାଙ୍କର ପିତାଙ୍କର କେତକେ ଦାସ ସହିତ ମିଶରକୁ ପଳାଇ ୟାଇଥିଲା।
18 ସମାନେେ ମିଦିଯନରୁ ଉଠି ପାରଣକୁ ଆସିଲେ। ପାରଣରୁ କେତକେ ଲୋକଙ୍କ ସହିତ ମିଶରକୁ ୟାଇ ମିଶରର ରାଜା ଫାରୋଙ୍କୁ ସାହାୟ୍ଯ ଭିକ୍ଷା କଲେ। ଫାରୋ ତାଙ୍କୁ ସମର୍ଥନ କରି ତାଙ୍କୁ ଗୋଟିଏ ଗୃହ ଓ କିଛି ଜମି ଦେଲେ। ତାଙ୍କୁ ସେ ଖାଦ୍ୟସାମଗ୍ରୀ ଯୋଗାଇଲେ।
19 ଫାରୋ ହଦଦ୍ଙ୍କୁ ଅତି ଭଲ ପାଉଥିଲେ। ସେ ନିଜ ଭାର୍ୟ୍ଯା ତହପନେଷ୍ ରାଣୀର ଭଗିନୀକି ତାହା ସଙ୍ଗେ ବିବାହ ଦେଲେ।
20 ତାହାପରେ ତହପନେଷ୍ ଭଗିନୀର ହଦଦ୍ ଔରସରୁ ଏକ ପୁତ୍ର ଜନ୍ମ ହେଲା ଓ ତାହାର ନାମ ଗୁନ୍ବତ୍ ହେଲା। ତା'ପରେ ତହପନେଷ୍ ଗୁନ୍ବତ୍କୁ ଫାରୋଙ୍କର ପ୍ରାସାଦ ରେ ତାଙ୍କର ପିଲାମାନଙ୍କ ସହିତ ବଢିଲେ।
21 ମିଶର ରେ ଥାଇ ହଦଦ୍ ସମ୍ବାଦ ପାଇଲେ ଦାଉଦଙ୍କର ମୃତ୍ଯୁ ହାଇେଛି ଓ ତାଙ୍କର ସନୋପତି ଯୋୟାବ ମଧ୍ଯ ମୃତ। ତେଣୁ ସେ ରାଜା ଫାରୋଙ୍କୁ କହିଲେ, ମାେତେ ସ୍ବଦେଶକୁ ୟିବାକୁ ଦିଅ।
22 କିନ୍ତୁ ଫାରୋ କହିଲେ, ମୁଁ ଏଠା ରେ ତୁମ୍ଭର ଗ୍ଭହିଁବା ଅନୁସାରେ ସମସ୍ତ ଦଇେଛି। ତୁମ୍ଭର କ'ଣ ଅଭାବ ହେଲା ଯେ ତୁମ୍ଭେ ସ୍ବଦେଶକୁ ୟିବାକୁ ଗ୍ଭହୁଁଛ?
23 ପୁଣି ପରମେଶ୍ବର ଇଲିଯାଦାର ପୁତ୍ର ରଷୋଣକୁ ଶଲୋମନଙ୍କର ଅନ୍ୟ ଏକ ବିପକ୍ଷ କରି ଉତ୍ପନ୍ନ କଲେ। ସେ ଲୋକ ଆପଣା ପ୍ରଭୁ ସୋବାର ରାଜା ହଦଦଷେର ନିକଟରୁ ପଳାଇ ୟାଇଥିଲା।
24 ଦାଉଦ ସୋବାକୁ ପରାସ୍ତ କଲାପରେ ରଷୋଣ କିଛି ଲୋକ ସଂଗ୍ରହ କଲେ ଓ ସହେିମାନଙ୍କର ଦଳପତି ହେଲ। ତା'ପରେ ସମାନେେ ଦମ୍ମେଶକକୁ ୟାଇ ସଠାେରେ ବାସ କଲେ ଓ ରଷୋଣ ଦମ୍ମେଶକର ରାଜା ହେଲ।
25 ରଷୋଣ ଅରାମ ରେ ରାଜତ୍ବ କଲା। ସେ ଇଶ୍ରାୟେଲକୁ ଘୃଣା କଲା। ସେ ଶଲୋମନଙ୍କର ଓ ଇଶ୍ରାୟେଲର ୟାବଜ୍ଜୀବନ ବିପକ୍ଷ ହାଇେଥିଲା। ରଷୋଣ ଓ ହଦଦ୍ ଇଶ୍ରାୟେଲର ଅତି ଉତ୍ପାତର କାରଣ ଥିଲେ।
26 ତା'ପରେ ଶଲୋମନଙ୍କର ଦାସ ୟାରବିଯାମ ମଧ୍ଯ ରାଜାଙ୍କର ବିପକ୍ଷ ରେ ବିଦ୍ରୋହ କଲେ। ସେ ସ ରଦୋ ନଗର ନିବାସୀ ଇଫ୍ରଯିମଙ୍କ ପରିବାରବର୍ଗ ଥିଲେ। ତାଙ୍କର ମାତାଙ୍କର ନାମ ସରୁଯା, ସେ ଜଣେ ବିଧବା ଥିଲେ।
27 ଏଠା ରେ କୈଫିଯତ ଯୋଗ୍ଯ ଅଟେ ଯେ, କିପରି ଓ କାହିଁକି ସେ ରାଜାଙ୍କ ବିରୁଦ୍ଧ ରେ ଉଠିଲେ। ସହେି ଦିନଗୁଡିକରେ ଶଲୋମନ ମିଲ୍ଲୋ ଦୃଢ କରୁଥିଲେ ଓ ଆପଣା ପିତା ଦାଉଦଙ୍କ ନଗରର ପ୍ରାଚୀର ନିର୍ମାଣ କରୁଥିଲେ।
28 ସେ ସମୟରେ ୟାରବିଯାମ ମହାବିକ୍ରମଶାଳୀ ୟୁବକ ଥିଲେ। ସହେିପରି ଏକ ଉତ୍ତମ କର୍ମୀକୁ ପାଇ, ରାଜା ଶଲୋମନ ଯୋଷଫେ ବଂଶୀଯ ଲୋକମାନଙ୍କ ସମୁଦାଯ କର୍ମଭାର ତାଙ୍କ ଉପରେ ନ୍ଯସ୍ତ କଲେ।
29 ଥରେ ୟାରବିଯାମ ୟିରୁଶାଲମ ବାହାରକୁ ଯାଉଥିଲା ବେଳେ ଶୀଲୋର ଭବିଷ୍ଯଦ୍ବକ୍ତା ଅହିଯଙ୍କ ସହିତ ତାଙ୍କର ବାଟରେ ଦଖାେ ହେଲା। ଅହିଯ ଏକ ନୂତନ କୋଟ ପରିଧାନ କରିଥିଲେ ଓ କ୍ଷେତ୍ର ରେ କବଳେ ସେ ଦୁ ହେଁ ଥିଲେ।
30 ତା'ପରେ ଅହିଯ ଆପଣା ଦହରେ ନୂତନ ବସ୍ତ୍ରକୁ ବାରଖଣ୍ତ କରି ଚିରିଲା।
31 ତତ୍ପରେ ଅହିଯ ୟାରବିଯାମଙ୍କୁ କହିଲା, ତୁମ୍ଭ ନିଜ ପାଇଁ ଦଶଖଣ୍ତ ନିଅ, କାରଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହିକଥା କହନ୍ତି, 'ଦେଖ, ଆମ୍ଭେ ଶଲୋମନର ହସ୍ତରୁ ରାଜ୍ଯ ଚିରିଦବୋ ତୁମ୍ଭକୁ ଦଶ ଗୋଷ୍ଠୀ ଦବୋ।
32 ମାରେ ସବେକ ଦାଉଦ ସକାେଶ ଓ ମାରେ ପ୍ରିଯ ୟିରୁଶାଲମ ନଗରୀ ସକାେଶ ଯେଉଁଟାକି ସମଗ୍ର ଇଶ୍ରାୟେଲ ପରିବାରବର୍ଗରୁ ପସନ୍ଦ କରିଛି। ଏକ ପରିବାରବର୍ଗ ରେ ମୁଁ ଦାଉଦର ବଂଶକୁ ଶାସନ କରିବା ପାଇଁ ଦବେି।
33 ଆମ୍ଭେ ଶଲୋମନର ରାଜ୍ଯ କାଢି ନବୋର କାରଣ ହେଉଛି, ସେ ଆମ୍ଭର ପଶ୍ଚାତ୍ଗାମୀ ହେଲାନାହିଁ। ସେ ମାେତେ ପରିତ୍ଯାଗ କରି ସୀଦୋନୀଯମାନଙ୍କ ଅଷ୍ଟାରୋତ୍ ଦବେତା, ମାଯାେବର କମାେଶ୍ ଦବେତାକୁ ଓ ଅେମ୍ମାନୀୟମାନଙ୍କର ମିଲ୍କମ୍ ଦବେତାକୁ ପ୍ରଣାମ କରିଅଛି। ମାେ କଥିତ ମାର୍ଗ ଅନୁସାରେ ସେ ବାସ କଲା ନାହିଁ। ତା'ର ପିତା ଦାଉଦ ପରି ସେ ମାରେ ନିର୍ଦ୍ଦେଶ ଓ ନିଯମ ଆଜ୍ଞା ମାନିଲା ନାହିଁ।
34 ମୁଁ ଶଲୋମନର ପରିବାରରୁ ରାଜ୍ଯ ଛଡଇେ ନବେି। କିନ୍ତୁ ମାରେ ସବେକ ଦାଉଦ ନିମନ୍ତେ ୟିଏକି ମାରେ ଆଜ୍ଞା ଓ ବିଧି ପାଳନ କଲା। ମୁଁ ଶଲୋମନକୁ ତା'ର ମୃତ୍ଯୁ ପର୍ୟ୍ଯନ୍ତ ଶାସନ କରିବାକୁ ନବେି।
35 ମାତ୍ର ଆମ୍ଭେ ତାହାର ପୁତ୍ର ହସ୍ତରୁ ରାଜ୍ଯ କାଢି ନବୋ ଆଉ ୟାରବିଯାମ, ତୁମ୍ଭେ ଦଶ ଗୋଷ୍ଠୀର ଶାସନ ଭାର ନବେ।
36 ତା'ର ଗୋଟିଏ ପୁତ୍ରର ପରିବାରକୁ ମୁଁ ଶାସନ କରିବା ପାଇଁ ଦବେି। ଯାହା ଫଳ ରେ ମାରେ ସବେକ ଦାଉଦର ବଂଶ ୟିରୁଶାଲମ ରେ ମାେ ଆଗ ରେ ରାଜତ୍ବ କରିବ। ସହେି ସହର ରେ ମାରେ ନାମ ସ୍ଥାପନ ପାଇଁ ପସନ୍ଦ କରିଅଛି।
37 ତୁମ୍ଭର ମହା ସନ୍ତୋଷାନୁୟାଯୀ ମୁଁ ତୁମ୍ଭକୁ ଇଶ୍ରାୟେଲ ଉପରେ ଶାସନ କରାଇବି।
38 ଆଉ ଯଦି ତୁମ୍ଭେ ମାରେ ଦାସ ଦାଉଦଙ୍କ ପରି ମାରେ ବିଧି ଓ ଆଜ୍ଞା ପାଳନ କରିବ, ମାେ ପଥରେ ଗ୍ଭଲିବ ଓ ଠିକ୍ ଭାବରେ ଜୀବନ ଧାରଣ କରିବ, ତବେେ ମୁଁ ତୁମ୍ଭମାନଙ୍କ ସହିତ ରହିବି ଓ ମୁଁ ତୁମ୍ଭପାଇଁ ଏକ ସାମାନ୍ଯ ପ୍ରତିଷ୍ଠା କରିବି ଓ ଦାଉଦ ପରି କଲାପରି ତୁମ୍ଭକୁ ଇଶ୍ରାୟେଲେ ଶାସନ କରିବାକୁ ଦବେି।
39 ଆମ୍ଭେ ଏହି କର୍ମ ସକାଶୁ ଦାଉଦ ବଂଶକୁ କ୍ଲେଶ ଦବୋ, ମାତ୍ର ତାହା ଚିରକାଳ ନୁହେଁ।'
40 ଏହି କାରଣରୁ ଶଲୋମନ ୟାରବିଯାମଙ୍କୁ ବଧ କରିବାକୁ ଚେଷ୍ଟା କଲେ। ମାତ୍ର ୟାରବିଯାମ ମିଶରର ରାଜା ଶୀଶକ ନିକଟକୁ ପଳାଇଲେ ଓ ଶଲୋମନଙ୍କ ମୃତ୍ଯୁ ପର୍ୟ୍ଯନ୍ତ ମିଶର ରେ ରହିଲେ।
41 ଶଲୋମନଙ୍କ ରାଜତ୍ବ କାଳ ରେ ବହୁ ମହାନ ଓ ବୁଦ୍ଧିମାନ କାର୍ୟ୍ଯ କଲେ ଯାହାକି ଶଲୋମନଙ୍କର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।
42 ଶଲୋମନ ଗ୍ଭଳିଷ ବର୍ଷ ପର୍ୟ୍ଯନ୍ତ ୟିରୁଶାଲମ ରେ ସମୁଦାଯ ଇଶ୍ରାୟେଲ ଉପରେ ରାଜତ୍ବ କଲେ।
43 ତା'ପରେ ଶଲୋମନ ମୃତ୍ଯୁବରଣ କଲେ ଓ ପିତୃଲୋକଙ୍କ ସହିତ ନିଜ ପିତା ଦାଉଦ ନଗର ରେ କବର ପାଇଲେ। ତା'ପରେ ତାହାଙ୍କ ପୁତ୍ର ରିହବିଯାମ ରାଜା ହେଲ।
1 But king Solomon loved many strange women, together with the daughter of Pharaoh, women of the Moabites, Ammonites, Edomites, Zidonians, and Hittites;
2 Of the nations concerning which the Lord said unto the children of Israel, Ye shall not go in to them, neither shall they come in unto you: for surely they will turn away your heart after their gods: Solomon clave unto these in love.
3 And he had seven hundred wives, princesses, and three hundred concubines: and his wives turned away his heart.
4 For it came to pass, when Solomon was old, that his wives turned away his heart after other gods: and his heart was not perfect with the Lord his God, as was the heart of David his father.
5 For Solomon went after Ashtoreth the goddess of the Zidonians, and after Milcom the abomination of the Ammonites.
6 And Solomon did evil in the sight of the Lord, and went not fully after the Lord, as did David his father.
7 Then did Solomon build an high place for Chemosh, the abomination of Moab, in the hill that is before Jerusalem, and for Molech, the abomination of the children of Ammon.
8 And likewise did he for all his strange wives, which burnt incense and sacrificed unto their gods.
9 And the Lord was angry with Solomon, because his heart was turned from the Lord God of Israel, which had appeared unto him twice,
10 And had commanded him concerning this thing, that he should not go after other gods: but he kept not that which the Lord commanded.
11 Wherefore the Lord said unto Solomon, Forasmuch as this is done of thee, and thou hast not kept my covenant and my statutes, which I have commanded thee, I will surely rend the kingdom from thee, and will give it to thy servant.
12 Notwithstanding in thy days I will not do it for David thy father’s sake: but I will rend it out of the hand of thy son.
13 Howbeit I will not rend away all the kingdom; but will give one tribe to thy son for David my servant’s sake, and for Jerusalem’s sake which I have chosen.
14 And the Lord stirred up an adversary unto Solomon, Hadad the Edomite: he was of the king’s seed in Edom.
15 For it came to pass, when David was in Edom, and Joab the captain of the host was gone up to bury the slain, after he had smitten every male in Edom;
16 (For six months did Joab remain there with all Israel, until he had cut off every male in Edom:)
17 That Hadad fled, he and certain Edomites of his father’s servants with him, to go into Egypt; Hadad being yet a little child.
18 And they arose out of Midian, and came to Paran: and they took men with them out of Paran, and they came to Egypt, unto Pharaoh king of Egypt; which gave him an house, and appointed him victuals, and gave him land.
19 And Hadad found great favour in the sight of Pharaoh, so that he gave him to wife the sister of his own wife, the sister of Tahpenes the queen.
20 And the sister of Tahpenes bare him Genubath his son, whom Tahpenes weaned in Pharaoh’s house: and Genubath was in Pharaoh’s household among the sons of Pharaoh.
21 And when Hadad heard in Egypt that David slept with his fathers, and that Joab the captain of the host was dead, Hadad said to Pharaoh, Let me depart, that I may go to mine own country.
22 Then Pharaoh said unto him, But what hast thou lacked with me, that, behold, thou seekest to go to thine own country? And he answered, Nothing: howbeit let me go in any wise.
23 And God stirred him up another adversary, Rezon the son of Eliadah, which fled from his lord Hadadezer king of Zobah:
24 And he gathered men unto him, and became captain over a band, when David slew them of Zobah: and they went to Damascus, and dwelt therein, and reigned in Damascus.
25 And he was an adversary to Israel all the days of Solomon, beside the mischief that Hadad did: and he abhorred Israel, and reigned over Syria.
26 And Jeroboam the son of Nebat, an Ephrathite of Zereda, Solomon’s servant, whose mother’s name was Zeruah, a widow woman, even he lifted up his hand against the king.
27 And this was the cause that he lifted up his hand against the king: Solomon built Millo, and repaired the breaches of the city of David his father.
28 And the man Jeroboam was a mighty man of valour: and Solomon seeing the young man that he was industrious, he made him ruler over all the charge of the house of Joseph.
29 And it came to pass at that time when Jeroboam went out of Jerusalem, that the prophet Ahijah the Shilonite found him in the way; and he had clad himself with a new garment; and they two were alone in the field:
30 And Ahijah caught the new garment that was on him, and rent it in twelve pieces:
31 And he said to Jeroboam, Take thee ten pieces: for thus saith the Lord, the God of Israel, Behold, I will rend the kingdom out of the hand of Solomon, and will give ten tribes to thee:
32 (But he shall have one tribe for my servant David’s sake, and for Jerusalem’s sake, the city which I have chosen out of all the tribes of Israel:)
33 Because that they have forsaken me, and have worshipped Ashtoreth the goddess of the Zidonians, Chemosh the god of the Moabites, and Milcom the god of the children of Ammon, and have not walked in my ways, to do that which is right in mine eyes, and to keep my statutes and my judgments, as did David his father.
34 Howbeit I will not take the whole kingdom out of his hand: but I will make him prince all the days of his life for David my servant’s sake, whom I chose, because he kept my commandments and my statutes:
35 But I will take the kingdom out of his son’s hand, and will give it unto thee, even ten tribes.
36 And unto his son will I give one tribe, that David my servant may have a light alway before me in Jerusalem, the city which I have chosen me to put my name there.
37 And I will take thee, and thou shalt reign according to all that thy soul desireth, and shalt be king over Israel.
38 And it shall be, if thou wilt hearken unto all that I command thee, and wilt walk in my ways, and do that is right in my sight, to keep my statutes and my commandments, as David my servant did; that I will be with thee, and build thee a sure house, as I built for David, and will give Israel unto thee.
39 And I will for this afflict the seed of David, but not for ever.
40 Solomon sought therefore to kill Jeroboam. And Jeroboam arose, and fled into Egypt, unto Shishak king of Egypt, and was in Egypt until the death of Solomon.
41 And the rest of the acts of Solomon, and all that he did, and his wisdom, are they not written in the book of the acts of Solomon?
42 And the time that Solomon reigned in Jerusalem over all Israel was forty years.
43 And Solomon slept with his fathers, and was buried in the city of David his father: and Rehoboam his son reigned in his stead.
Mark 4 in Tamil and English
1 അവൻ പിന്നെയും കടൽക്കരെവെച്ചു ഉപദേശിപ്പാൻ തുടങ്ങി. അപ്പോൾ ഏറ്റവും വലിയ പുരുഷാരം അവന്റെ അടുക്കൽ വന്നു കൂടുകകൊണ്ടു അവൻ പടകിൽ കയറി കടലിൽ ഇരുന്നു; പുരുഷാരം ഒക്കെയും കടലരികെ കരയിൽ ആയിരുന്നു.
And he began again to teach by the sea side: and there was gathered unto him a great multitude, so that he entered into a ship, and sat in the sea; and the whole multitude was by the sea on the land.
2 അവൻ ഉപമകളാൽ അവരെ പലതും ഉപദേശിച്ചു, ഉപദേശത്തിൽ അവരോടു പറഞ്ഞതു:
And he taught them many things by parables, and said unto them in his doctrine,
3 “കേൾപ്പിൻ; വിതെക്കുന്നവൻ വിതെപ്പാൻ പുറപ്പെട്ടു.
Hearken; Behold, there went out a sower to sow:
4 വിതെക്കുമ്പോൾ ചിലതു വഴിയരികെ വിണു; പറവകൾ വന്നു അതു തിന്നുകളഞ്ഞു.
And it came to pass, as he sowed, some fell by the way side, and the fowls of the air came and devoured it up.
5 മറ്റു ചിലതു പാറസ്ഥലത്തു ഏറെ മണ്ണില്ലാത്തേടത്തു വീണു; മണ്ണിന്നു താഴ്ച ഇല്ലായ്കയാൽ ക്ഷണത്തിൽ മുളെച്ചുവന്നു.
And some fell on stony ground, where it had not much earth; and immediately it sprang up, because it had no depth of earth:
6 സൂര്യൻ ഉദിച്ചാറെ ചൂടു തട്ടി, വേരില്ലായ്കകൊണ്ടു ഉണങ്ങിപ്പോയി.
But when the sun was up, it was scorched; and because it had no root, it withered away.
7 മറ്റു ചിലതു മുള്ളിന്നിടയിൽ വീണു; മുള്ളു മുളെച്ചു വളർന്നു അതിനെ ഞെരുക്കിക്കളഞ്ഞു; അതു വിളഞ്ഞതുമില്ല.
And some fell among thorns, and the thorns grew up, and choked it, and it yielded no fruit.
8 മറ്റു ചിലതു നല്ലമണ്ണിൽ വീണിട്ടു മുളെച്ചു വളർന്നു ഫലം കൊടുത്തു; മുപ്പതും അറുപതും നൂറും മേനി വിളഞ്ഞു.
And other fell on good ground, and did yield fruit that sprang up and increased; and brought forth, some thirty, and some sixty, and some an hundred.
9 “കേൾപ്പാൻ ചെവി ഉള്ളവൻ കേൾക്കട്ടെ” എന്നും അവൻ പറഞ്ഞു.
And he said unto them, He that hath ears to hear, let him hear.
10 അനന്തരം അവൻ തനിച്ചിരിക്കുമ്പോൾ അവനോടുകൂടെയുള്ളവൻ പന്തിരുവരുമായി ആ ഉപമകളെക്കുറിച്ചു ചോദിച്ചു.
And when he was alone, they that were about him with the twelve asked of him the parable.
11 അവരോടു അവൻ പറഞ്ഞതു: “ദൈവരാജ്യത്തിന്റെ മർമ്മം നിങ്ങൾക്കു നല്കപ്പെട്ടിരിക്കുന്നു; പുറത്തുള്ളവർക്കോ സകലവും ഉപമകളാൽ ലഭിക്കുന്നു.”
And he said unto them, Unto you it is given to know the mystery of the kingdom of God: but unto them that are without, all these things are done in parables:
12 അവർ മനംതിരിയാതെയും അവരോടു ക്ഷമിക്കാതെയും ഇരിക്കത്തക്കവണ്ണം അവർ കണ്ടിട്ടും അറിയാതിരിപ്പാനും കേട്ടിട്ടും ഗ്രഹിക്കാതിരിപ്പാനും സംഗതിവരും.
That seeing they may see, and not perceive; and hearing they may hear, and not understand; lest at any time they should be converted, and their sins should be forgiven them.
13 പിന്നെ അവൻ അവരോടു പറഞ്ഞതു: “ഈ ഉപമ ഗ്രഹിക്കുന്നില്ലയോ? പിന്നെ മറ്റെ ഉപമകൾ ഒക്കെയും എങ്ങനെ ഗ്രഹിക്കും?”
And he said unto them, Know ye not this parable? and how then will ye know all parables?
14 “വിതെക്കുന്നവൻ വചനം വിതെക്കുന്നു.
The sower soweth the word.
15 വചനം വിതച്ചിട്ടു വഴിയരികെ വീണതു, കേട്ട ഉടനെ സാത്താൻ വന്നു ഹൃദയങ്ങളിൽ വിതെക്കപ്പെട്ട വചനം എടുത്തുകളയുന്നതാകുന്നു.
And these are they by the way side, where the word is sown; but when they have heard, Satan cometh immediately, and taketh away the word that was sown in their hearts.
16 അങ്ങനെ തന്നേ പാറസ്ഥലത്തു വിതെച്ചതു വചനം കേട്ട ഉടനെ സന്തോഷത്തോടെ കൈക്കൊള്ളുന്നവർ;
And these are they likewise which are sown on stony ground; who, when they have heard the word, immediately receive it with gladness;
17 എങ്കിലും അവർ ഉള്ളിൽ വേരില്ലാതെ ക്ഷണികന്മാർ ആകുന്നു; വചനം നിമിത്തം ഉപദ്രവമോ പീഡയോ ഉണ്ടായാൽ ക്ഷണത്തിൽ ഇടറിപ്പോകുന്നു.
And have no root in themselves, and so endure but for a time: afterward, when affliction or persecution ariseth for the word’s sake, immediately they are offended.
18 മുള്ളിന്നിടയിൽ വിതെക്കപ്പെട്ടതോ വചനം കേട്ടിട്ടു
And these are they which are sown among thorns; such as hear the word,
19 ഇഹലോകത്തിന്റെ ചിന്തകളും ധനത്തിന്റെ വഞ്ചനയും മറ്റുവിഷയ മോഹങ്ങളും അകത്തു കടന്നു, വചനത്തെ ഞെരുക്കി നഷ്ഫലമാക്കി തീർക്കുന്നതാകുന്നു.
And the cares of this world, and the deceitfulness of riches, and the lusts of other things entering in, choke the word, and it becometh unfruitful.
20 നല്ലമണ്ണിൽ വിതെക്കപ്പെട്ടതോ വചനം കേൾക്കയും അംഗീകരിക്കയും ചെയ്യുന്നവർ തന്നേ; അവർ മുപ്പതും അറുപതും നൂറും മേനി വിളയുന്നു.”
And these are they which are sown on good ground; such as hear the word, and receive it, and bring forth fruit, some thirtyfold, some sixty, and some an hundred.
21 പിന്നെ അവൻ അവരോടു പറഞ്ഞതു: “വിളക്കു കത്തിച്ചു പറയിൻ കീഴിലോ കട്ടിൽക്കീഴിലോ വെക്കുമാറുണ്ടോ? വിളക്കുതണ്ടിന്മേലല്ലയോ വെക്കുന്നതു?
And he said unto them, Is a candle brought to be put under a bushel, or under a bed? and not to be set on a candlestick?
22 വെളിപ്പെടുവാനുള്ളതല്ലാതെ ഗൂഢമായതു ഒന്നും ഇല്ല; വെളിച്ചത്തു വരുവാനുള്ളതല്ലാതെ മറവായതു ഒന്നും ഇല്ല.
For there is nothing hid, which shall not be manifested; neither was any thing kept secret, but that it should come abroad.
23 കേൾപ്പാൻ ചെവി ഉള്ളവൻ കേൾക്കട്ടെ.
If any man have ears to hear, let him hear.
24 നിങ്ങൾ കേൾക്കുന്നതു എന്തു എന്നു സൂക്ഷിച്ചു കൊൾവിൻ; നിങ്ങൾ അളക്കുന്ന അളവു കൊണ്ടു നിങ്ങൾക്കും അളന്നുകിട്ടും; അധികമായും കിട്ടും.
And he said unto them, Take heed what ye hear: with what measure ye mete, it shall be measured to you: and unto you that hear shall more be given.
25 ഉള്ളവന്നു കൊടുക്കും; ഇല്ലാത്തവനോടോ ഉള്ളതുംകൂടെ എടുത്തുകളയും” എന്നും അവൻ അവരോടു പറഞ്ഞു.
For he that hath, to him shall be given: and he that hath not, from him shall be taken even that which he hath.
26 പിന്നെ അവൻ പറഞ്ഞതു: “ദൈവരാജ്യം ഒരു മനുഷ്യൻ മണ്ണിൽ വിത്തു എറിഞ്ഞശേഷം
And he said, So is the kingdom of God, as if a man should cast seed into the ground;
27 രാവും പകലും ഉറങ്ങിയും എഴുന്നേറ്റും ഇരിക്കെ അവൻ അറിയാതെ വിത്തു മുളെച്ചു വളരുന്നതുപോലെ ആകുന്നു.
And should sleep, and rise night and day, and the seed should spring and grow up, he knoweth not how.
28 ഭൂമി സ്വയമായി മുമ്പെ ഞാറും പിന്നെ കതിരും പിന്നെ കതിരിൽ നിറഞ്ഞ മണിയും ഇങ്ങനെ വിളയുന്നു.
For the earth bringeth forth fruit of herself; first the blade, then the ear, after that the full corn in the ear.
29 ധാന്യം വിളയുമ്പോൾ കൊയ്ത്തായതുകൊണ്ടു അവൻ ഉടനെ അരിവാൾ വെക്കുന്നു.”
But when the fruit is brought forth, immediately he putteth in the sickle, because the harvest is come.
30 പിന്നെ അവൻ പറഞ്ഞതു: “ദൈവരാജ്യത്തെ എങ്ങനെ ഉപമിക്കേണ്ടു? ഏതു ഉപമയാൽ അതിനെ വർണ്ണിക്കേണ്ടു?
And he said, Whereunto shall we liken the kingdom of God? or with what comparison shall we compare it?
31 അതു കടുകുമണിയോടു സദൃശം; അതിനെ മണ്ണിൽ വിതെക്കുമ്പോൾ ഭൂമിയിലെ എല്ലാവിത്തിലും ചെറിയതു.
It is like a grain of mustard seed, which, when it is sown in the earth, is less than all the seeds that be in the earth:
32 എങ്കിലും വിതെച്ചശേഷം വളർന്നു, സകലസസ്യങ്ങളിലും വലുതായിത്തീർന്നു, ആകാശത്തിലെ പക്ഷികൾ അതിന്റെ നിഴലിൽ വസിപ്പാൻ തക്കവണ്ണം വലുതായ കൊമ്പുകളെ വിടുന്നു.
But when it is sown, it groweth up, and becometh greater than all herbs, and shooteth out great branches; so that the fowls of the air may lodge under the shadow of it.
33 അവൻ ഇങ്ങനെ പല ഉപമകളാൽ അവർക്കു കേൾപ്പാൻ കഴിയുംപോലെ അവരോടു വചനം പറഞ്ഞുപോന്നു.
And with many such parables spake he the word unto them, as they were able to hear it.
34 ഉപമ കൂടാതെ അവരോടു ഒന്നും പറഞ്ഞതുമില്ല; തനിച്ചിരിക്കുമ്പോൾ അവൻ ശിഷ്യന്മാരോടു സകലവും വ്യാഖ്യാനിക്കും.
But without a parable spake he not unto them: and when they were alone, he expounded all things to his disciples.
35 അന്നു സന്ധ്യയായപ്പോൾ: “നാം അക്കരെക്കു പോക” എന്നു അവൻ അവരോടു പറഞ്ഞു
And the same day, when the even was come, he saith unto them, Let us pass over unto the other side.
36 അവർ പുരുഷാരത്തെ വിട്ടു, താൻ പടകിൽഇരുന്നപാടെ അവനെ കൊണ്ടുപോയി; മറ്റു ചെറുപടകുകളും കൂടെ ഉണ്ടായിരുന്നു;
And when they had sent away the multitude, they took him even as he was in the ship. And there were also with him other little ships.
37 അപ്പോൾ വലിയ ചുഴലിക്കാറ്റു ഉണ്ടായി: പടകിൽ തിര തള്ളിക്കയറുകകൊണ്ടു അതു മുങ്ങുമാറായി.
And there arose a great storm of wind, and the waves beat into the ship, so that it was now full.
38 അവൻ അമരത്തു തലയണ വെച്ചു ഉറങ്ങുകയായിരുന്നു; അവർ അവനെ ഉണർത്തി: ഗുരോ, ഞങ്ങൾ നശിച്ചുപോകുന്നതിൽ നിനക്കു വിചാരം ഇല്ലയോ എന്നു പറഞ്ഞു.
And he was in the hinder part of the ship, asleep on a pillow: and they awake him, and say unto him, Master, carest thou not that we perish?
39 അവൻ എഴുന്നേറ്റു കാറ്റിനെ ശാസിച്ചു, കടലിനോടു: “അനങ്ങാതിരിക്ക, അടങ്ങുക” എന്നു പറഞ്ഞു; കാറ്റു അമർന്നു, വലിയ ശാന്തത ഉണ്ടായി.
And he arose, and rebuked the wind, and said unto the sea, Peace, be still. And the wind ceased, and there was a great calm.
40 പിന്നെ അവൻ അവരോടു: “നിങ്ങൾ ഇങ്ങനെ ഭീരുക്കൾ ആകുവാൻ എന്തു? നിങ്ങൾക്കു ഇപ്പോഴും വിശ്വാസമില്ലയോ” എന്നു പറഞ്ഞു.
And he said unto them, Why are ye so fearful? how is it that ye have no faith?
41 അവർ വളരെ ഭയപ്പെട്ടു: കാറ്റും കടലും കൂടെ ഇവനെ അനുസരിക്കുന്നുവല്ലോ; ഇവൻ ആർ എന്നു തമ്മിൽ പറഞ്ഞു.
And they feared exceedingly, and said one to another, What manner of man is this, that even the wind and the sea obey him?