1 John 5:14 in Oriya

Oriya Oriya Bible 1 John 1 John 5 1 John 5:14

1 John 5:14
ଆମ୍ଭେ ନିଃସନ୍ଦହେ ରେ ତାହାଙ୍କ ନିକଟକୁ ଆସିବା କାରଣ ତାହାଙ୍କଠା ରେ ଆମ୍ଭର ଏହି ଭରସା ଅଛି ଯେ ଯେତବେେଳେ ଆମ୍ଭେ ତାହାଙ୍କ ଇଚ୍ଛା ଅନୁଯାଯୀ ତାହାଙ୍କ କୌଣସି ବିଷୟ ମାଗୁ ସେ ଆମ୍ଭର ପ୍ରାର୍ଥନା ଶୁଣନ୍ତି।

1 John 5:131 John 51 John 5:15

1 John 5:14 in Other Translations

King James Version (KJV)
And this is the confidence that we have in him, that, if we ask any thing according to his will, he heareth us:

American Standard Version (ASV)
And this is the boldness which we have toward him, that, if we ask anything according to his will, he heareth us:

Bible in Basic English (BBE)
And we are certain that if we make any request to him which is right in his eyes, he will give ear to us:

Darby English Bible (DBY)
And this is the boldness which we have towards him, that if we ask him anything according to his will he hears us.

World English Bible (WEB)
This is the boldness which we have toward him, that, if we ask anything according to his will, he listens to us.

Young's Literal Translation (YLT)
And this is the boldness that we have toward Him, that if anything we may ask according to his will, He doth hear us,

And
καὶkaikay
this
αὕτηhautēAF-tay
is
ἐστὶνestinay-STEEN
the
ay
confidence
παῤῥησίαparrhēsiapahr-ray-SEE-ah
that
ἣνhēnane
have
we
ἔχομενechomenA-hoh-mane
in
πρὸςprosprose
him,
αὐτόν,autonaf-TONE
that,
ὅτιhotiOH-tee
if
ἐάνeanay-AN
ask
we
τιtitee
any
thing
αἰτώμεθαaitōmethaay-TOH-may-tha
according
to
κατὰkataka-TA
his
τὸtotoh

θέλημαthelēmaTHAY-lay-ma
will,
αὐτοῦautouaf-TOO
he
heareth
ἀκούειakoueiah-KOO-ee
us:
ἡμῶνhēmōnay-MONE

Cross Reference

1 John 3:21
ପ୍ରିୟ ବନ୍ଧୁମାନେ, ଆମ୍ଭମାନଙ୍କ ହୃଦୟ ଯଦି ଆମ୍ଭମାନଙ୍କୁ ଦୋଷୀ ନ କରେ, ତାହାହେଲେ ପରମେଶ୍ବରଙ୍କ ଛାମୁ ରେ ଆମ୍ଭମାନଙ୍କର ସମ୍ପୂର୍ଣ୍ଣ ଭରସା ଅଛି।

John 14:13
ତୁମ୍ଭେ ମାେ ନାମ ରେ ଯାହା ମାଗିବ, ମୁଁ ତାହା ତୁମ୍ଭ ପାଇଁ କରିବି। ଏହା ଦ୍ବାରା ପୁତ୍ରଙ୍କ ମାଧ୍ଯମ ରେ ପରମପିତାଙ୍କ ଗୌରବ ପ୍ରକାଶିତ ହବେ।

John 16:24
ଏପର୍ୟ୍ଯନ୍ତ ତୁମ୍ଭେ ମାେ ନାମ ରେ କିଛି ମାଗି ନାହଁ। ମାଗ, ତୁମ୍ଭମାନେେ ପାଇବ ଓ ତୁମ୍ଭର ଆନନ୍ଦ ପରିପୂର୍ଣ୍ଣ ହବେ।

James 4:3
ବା ଯେତବେେଳେ ତୁମ୍ଭେ ମାଗ, ତାହା ପାଅ ନାହିଁ। କାହିଁକି ? କାରଣ ଯେଉଁ କାରଣରୁ ତୁମ୍ଭେ ମାଗ, ତାହା ଭୁଲ ଥାଏ। ତୁମ୍ଭେ ନିଜର ଅଭିଳାଷ ପାଇଁ ଯେପରି ସଗେୁଡ଼ିକୁ ବ୍ଯବହାର କରିପାର, ସେଥିପାଇଁ ସହେିସବୁ ମାଗିଥାଅ।

Ephesians 3:12
ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ ଦ୍ବାରା, ନିର୍ଭୟ ରେ ପରମେଶ୍ବରଙ୍କ ସମ୍ମୁଖକୁ ୟିବା ପାଇଁ ଆମର ସ୍ବାଧୀନତା ଅଛି।

John 15:7
ମାଠାେ ରେ ରୁହ ଓ ମାରେଉପଦେଶ ପାଳନ କର। ଯଦି ତୁମ୍ଭେ ଏହା କର, ତବେେ ଯାହା ଇଚ୍ଛା କର ତାହା ମାଗ ଆଉ ତାହା ତୁମ୍ଭକୁ ଦିଆୟିବ।

Jeremiah 33:3
ହେ ଯିହୁଦା, ତୁମ୍ଭେ ଆମ୍ଭକୁ ପ୍ରାର୍ଥନା କର ଏବଂ ଆମ୍ଭେ ତୁମ୍ଭକୁ ଉତ୍ତର ଦବୋ। ଆମ୍ଭେ ତୁମ୍ଭକୁ ଗୁପ୍ତ ଓ ମହତ୍ ବିଷଯ ଶୁଣାଇବା, ଯାହା ତୁମ୍ଭେ ଜାଣି ନାହଁ।

James 1:5
କିନ୍ତୁ ତୁମ୍ଭ ଭିତରୁ ଯଦି କହେି ଜ୍ଞାନର ଆବଶ୍ଯକ କରେ, ତା ହେଲେ ତୁମ୍ଭେ ଏହା ପରମେଶ୍ବରଙ୍କୁ ମାଗିବା ଉଚିତ। ପରମେଶ୍ବର ଅତ୍ଯନ୍ତ ଦୟାଳୁ ଅଟନ୍ତି। ସେ ସମସ୍ତଙ୍କୁ ଜ୍ଞାନ ଦବୋ ରେ ଆନନ୍ଦ ଅନୁଭବ କରନ୍ତି। ଅତଏବ ପରମେଶ୍ବର ତୁମ୍ଭକୁ ଜ୍ଞାନ ଦବେେ।

Proverbs 15:29
ସଦାପ୍ରଭୁ ଦୁଷ୍ଟମାନଙ୍କଠାରୁ ଦୂର ରେ ଥାନ୍ତି। ପୁଣି ଧାର୍ମିକମାନଙ୍କର ପ୍ରାର୍ଥନା ସେ ଶୁଣନ୍ତି।

Psalm 34:17
ସଦାପ୍ରଭୁଙ୍କୁ ପ୍ରାର୍ଥନା କର ସେ ତୁମ୍ଭ ଡ଼ାକ ଶୁଣିବେ। ସେ ତୁମ୍ଭକୁ ତୁମ୍ଭର ସମସ୍ତ ବିପଦରୁ ଉଦ୍ଧାର କରିବେ।

John 9:31
ଆମ୍ଭେ ସମସ୍ତେ ଜାଣୁ ଯେ, ପରମେଶ୍ବର ପାପୀଙ୍କ କଥା ଶୁଣନ୍ତି ନାହିଁ। କିନ୍ତୁ ଯେଉଁ ଲୋକ ପରମେଶ୍ବରଙ୍କ ଉପାସନା କରେ ଓ ତାହାଙ୍କ କଥା ପାଳନ କରେ ପରମେଶ୍ବର ତା'ର କଥା ଶୁଣନ୍ତି।

Job 34:28
ସହେି ଦୁଷ୍ଟ ଲୋକେ ଗରିବଙ୍କୁ ଆଘାତ କରନ୍ତି। ଫଳ ରେ ସହେି ଗରିବମାନେ ପରମେଶ୍ବରଙ୍କ ସାହାୟ୍ଯ ପାଇଁ ଚିତ୍କାର କରନ୍ତି। ଏବଂ ପରମେଶ୍ବର ମଧ୍ଯ ସମାନଙ୍କେ ଡ଼ାକକୁ ଶୁଣନ୍ତି।

Matthew 21:22
ତୁମ୍ଭମାନେେ ଯାହା କିଛି ପ୍ରାର୍ଥନା ରେ ମାଗିବ, ତାହା ପାଇବ।

Hebrews 10:35
ଅତଏବ ପୂର୍ବରୁ ଥିବା ସାହସ ତୁମ୍ଭମାନେେ ହରାଅ ନାହିଁ। ତୁମ୍ଭମାନଙ୍କର ସାହସ ପାଇଁ ତୁମ୍ଭମାନେେ ପ୍ରଚୁର ମାତ୍ରା ରେ ପୁରସ୍କାର ପାଇବ।

Jeremiah 29:12
ତେଣୁ ତୁମ୍ଭମାନେେ ଆମ୍ଭକୁ ଆହ୍ବାନ କରିବ ଓ ଆମ୍ଭ ନିକଟରେ ପ୍ରାର୍ଥନା କରିବ। ଆଉ ଆମ୍ଭେ ତୁମ୍ଭମାନଙ୍କ ପ୍ରାର୍ଥନା ପ୍ରତି ଧ୍ଯାନ ଦବୋ।

Psalm 69:33
ସଦାପ୍ରଭୁ ଅସହାୟମାନଙ୍କର ଗୁହାରି ଶୁଣନ୍ତି। ସେ ତାଙ୍କର ବନ୍ଦୀଥିବା ଲୋକମାନଙ୍କୁ ଘୃଣା କରନ୍ତି ନାହିଁ।

Psalm 31:22
ମୁଁ ଭୟଭୀତ ହାଇେ ପଡ଼ିଲି ଓ ମୁଁ କହିଲି, ମୁଁ ଏମିତି ଏକ ସ୍ଥାନରେ ଅଛି, ଯେଉଁଠାରୁ ପରମେଶ୍ବର ମାେତେ ଦେଖିପାରିବେ ନାହିଁ। କିନ୍ତୁ ମୁଁ ତୁମ୍ଭକୁ ପ୍ରାର୍ଥନା କଲି ଓ ପରମେଶ୍ବର ତୁମ୍ଭେ ସହାୟତା ପାଇଁ ମାରେ ଡ଼ାକ ଶୁଣିଲ।

John 11:42
ମୁଁ ଜାଣେ ଯେ, ତୁମ୍ଭେ ସବୁବେଳେ ମାେ କଥା ଶୁଣ। ମାତ୍ର ତୁମ୍ଭେ ମାେତେ ପଠାଇଛ ବୋଲି ଏଠା ରେ ଠିଆ ହାଇେଥିବା ଲୋକମାନେ ଯେପରି ବିଶ୍ବାସ କରିବେ , ସେଥିପାଇଁ ମୁଁ ଏହା କହିଲି।

Hebrews 3:6
କିନ୍ତୁ ଖ୍ରୀଷ୍ଟ ପୁତ୍ର ଭାବେ ପରମେଶ୍ବରଙ୍କ ଗୃହର ତତ୍ତ୍ବାବଧାନ ରେ ବିଶ୍ବସ୍ତ ଥିଲେ। ଆମ୍ଭେ ବିଶ୍ବାସୀଗଣ ପରମେଶ୍ବରଙ୍କ ଗୃହ ପରିବାର ସ୍ବରୂପ ଅଟୁ। ଯଦି ଆମ୍ଭେ ସହେି ମହତ୍ ଆଶାର ଅପେକ୍ଷା ରେ ଦୃଢ଼ ଓ ଅଟଳ ରହିବା, ତା' ହେଲେ ଆମ୍ଭ ଅନ୍ତର ରେ ପରମେଶ୍ବର ବାସ କରିବେ।

Hebrews 3:14
କାରଣ ପ୍ରାରମ୍ଭରୁ ତୁମ୍ଭର ଯେଉଁ ଦୃଢ଼ ବିଶ୍ବାସ ଥିଲା, ତାହା ଯଦି ଶଷେ ପର୍ୟ୍ଯନ୍ତ ବଜାୟ ରଖିବ, ତାହାହେଲେ ଯୀଶୁଖ୍ରୀଷ୍ଟଙ୍କ ସମସ୍ତ ଅଧିକାର ରେ ସହଭାଗୀ ହବେ।

1 John 2:28
ପ୍ରିୟ ପିଲାମାନେ, ତାହାଙ୍କଠା ରେ ରୁହ। ଏହା କଲେ, ଖ୍ରୀଷ୍ଟ ଯେଉଁଦିନ ଆସିବେ ଆମ୍ଭମାନେେ ଭରସାୟୁକ୍ତ ହାଇେ ଭୟ କରିବା ନାହିଁ। ଯେଉଁଦିନ ସେ ଆସିବେ, ସହେିଦିନ ଆମ୍ଭକୁ ଲଜ୍ଜିତ ହବୋକୁ କିମ୍ବା ଆତ୍ମଗୋପନ କରିବାକୁ ପଡ଼ିବ ନାହିଁ।

Matthew 7:7
ମାଗ ସେଥି ରେ ପରମେଶ୍ବର ତାହା ତୁମ୍ଭକୁ ଦବେେ। ଖାଜେ ଏବଂ ତୁମ୍ଭେ ପାଇବ। ଦ୍ବାର ରେ ଠକ୍ ଠକ୍ କର ଓ ତାହା ତୁମ୍ଭପାଇଁ ଖାଲିୟିବେ।

James 5:16
ତୁମ୍ଭେ କରିଥିବା ପାପଗୁଡ଼ିକୁ ପରସ୍ପର ନିକଟରେ ସ୍ବୀକାର କର। ତା'ପରେ ପରସ୍ପର ପାଇଁ ପ୍ରାର୍ଥନା କର। ପରମେଶ୍ବର ଯେପରି ତୁମ୍ଭକୁ ସୁସ୍ଥ କରିଦିଅନ୍ତି, ସେଥିନିମନ୍ତେ ଏପରି କର। ଜଣେ ଧାର୍ମିକ ଲୋକ ଯେତବେେଳେ ନିରନ୍ତର ପ୍ରାର୍ଥନା କରେ, ସେତବେେଳେ ମହାନ ଘଟଣାମାନ ଘଟିଥାଏ।