1 Corinthians 16:24
ଖ୍ରୀଷ୍ଟଯୀଶୁଙ୍କ ଠା ରେ ତୁମ୍ଭ ସମସ୍ତଙ୍କ ପ୍ରତି ମାରେ ପ୍ ରମେ ଭାବ ରହିଥାଉ।
1 Corinthians 16:24 in Other Translations
King James Version (KJV)
My love be with you all in Christ Jesus. Amen.
American Standard Version (ASV)
My love be with you all in Christ Jesus. Amen.
Bible in Basic English (BBE)
My love be with you all in Christ Jesus. So be it.
Darby English Bible (DBY)
My love [be] with you all in Christ Jesus. Amen.
World English Bible (WEB)
My love to all of you in Christ Jesus. Amen.
Young's Literal Translation (YLT)
my love `is' with you all in Christ Jesus. Amen.
| My | ἡ | hē | ay |
| ἀγάπη | agapē | ah-GA-pay | |
| love | μου | mou | moo |
| be with | μετὰ | meta | may-TA |
| you | πάντων | pantōn | PAHN-tone |
| all | ὑμῶν | hymōn | yoo-MONE |
| in | ἐν | en | ane |
| Christ | Χριστῷ | christō | hree-STOH |
| Jesus. | Ἰησοῦ | iēsou | ee-ay-SOO |
| Amen. | ἀμήν | amēn | ah-MANE |
Cross Reference
Matthew 6:13
ଆମ୍ଭକୁ ପରୀକ୍ଷା ରେ ପକାଅ ନାହିଁ। ମାତ୍ର ମନ୍ଦଠାରୁ ରକ୍ଷା କର।'
Matthew 28:20
ମୁଁ ତୁମ୍ଭମାନଙ୍କୁ ଯାହା ସବୁ କହିଛି, ସେ ସବୁ କଥା ପାଳନ କରିବ ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭମାନେେ ଦୃଢ଼ ବିଶ୍ବାସ ରଖ। ଜଗତର ଶଷେ ସମୟ ପର୍ୟ୍ଯନ୍ତ ମଧ୍ଯ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।
1 Corinthians 4:14
ତୁମ୍ଭମାନଙ୍କୁ ଲଜ୍ଜିତ କରିବା ପାଇଁ ମୁଁ ଏହା ଲେଖୁନାହିଁ। ବରଂ ନିଜର ପ୍ରିୟ ସନ୍ତାନ ବୋଲି ଭାବି ତୁମ୍ଭମାନଙ୍କୁ ସଚତନେ କରାଉଛି।
1 Corinthians 14:16
ତୁମ୍ଭମାନେେ ଯଦି ଆତ୍ମା ଦ୍ବାରା ପରମେଶ୍ବରଙ୍କ ପ୍ରଶଂସା କର, ତବେେ ସାଧାରଣ ଲୋକ ତୁମ୍ଭକଥା ନ ବୁଝିବାରୁ କିପରି ତୁମ୍ଭ ଧନ୍ଯବାଦ ରେ ଆମେନ୍ କହିବେ ?
1 Corinthians 16:14
ସାହସୀ ହୁଅ, ବଳବାନ ହୁଅ। ପ୍ରେତ୍ୟକକ କର୍ମ ପ୍ ରମରେ ସାଧିତ କର।
2 Corinthians 11:11
ମୁଁ କାହିଁକି ତୁମ୍ଭମାନଙ୍କ ପାଇଁ ବୋଝ ହେଉ ନାହିଁ ? ଏହା କ'ଣ ଏଥିପାଇଁ ଯେ ମୁଁ ତୁମ୍ଭମାନଙ୍କୁ ଭଲ ପାଏ ନାହିଁ ? ନା, ପରମେଶ୍ବର ଜାଣନ୍ତି ଯେ, ମୁଁ ତୁମ୍ଭମାନଙ୍କୁ ଭଲ ପାଏ।
2 Corinthians 12:15
ଏଣୁ ମାେ ପାଖ ରେ ଯାହା ଅଛି, ମୁଁ ଆନନ୍ଦର ସହିତ ତୁମ୍ଭମାନଙ୍କୁ ଦବେି। ତୁମ୍ଭମାନଙ୍କ ଲାଗି ମୁଁ ନିଜକୁ ମଧ୍ଯ ଦଇେ ଦବେି। ଯଦି ମୁଁ ତୁମ୍ଭମାନଙ୍କୁ ଅଧିକ ଭଲ ପାଏ ତା' ହେଲେ ତୁମ୍ଭମାନେେ କ'ଣ ମାେତେ ସ୍ନହେ ରେ ଊଣା କରିବ ?
Philippians 1:8
ପରମେଶ୍ବର ଜାଣନ୍ତି ଯେ ମୁଁ ତୁମ୍ଭମାନଙ୍କୁ ଦେଖିବାକୁ କେତେ ଇଚ୍ଛା କରୁଛି। ଖ୍ରୀଷ୍ଟଯୀଶୁଙ୍କର ସ୍ନହପେୂର୍ଣ୍ଣ କରୁଣା ରେ ମୁଁ ତୁମ୍ଭମାନଙ୍କୁ ପ୍ ରମେ କରେ।
Revelation 3:19
ମୁଁ ଯେଉଁମାନଙ୍କୁ ପ୍ ରମେ କରେ ସମାନଙ୍କେୁ ସଂ ଶାଧେନ କରେ ଓ ଦଣ୍ଡ ଦିଏ। ତେଣୁ କଠିନ ଚେଷ୍ଟା କର। ନିଜ ହୃଦୟ ଓ ନିଜ ଜୀବନ ପରିବର୍ତ୍ତନ କର।