1 Corinthians 10:6
ଏହି ଘଟଣାଗୁଡ଼ିକ ଆମ୍ଭ ପାଇଁ ଦୃଷ୍ଟାନ୍ତ ସ୍ବରୂପ ଅଛି, ଅତଏବ ଆମ୍ଭେ ସମାନଙ୍କେ ଭଳି ମନ୍ଦ କାର୍ୟ୍ଯ କରିବା ପାଇଁ ଇଚ୍ଛା କରିବା ନାହିଁ।
1 Corinthians 10:6 in Other Translations
King James Version (KJV)
Now these things were our examples, to the intent we should not lust after evil things, as they also lusted.
American Standard Version (ASV)
Now these things were our examples, to the intent we should not lust after evil things, as they also lusted.
Bible in Basic English (BBE)
Now these things were for an example to us, so that our hearts might not go after evil things, as they did.
Darby English Bible (DBY)
But these things happened [as] types of us, that we should not be lusters after evil things, as they also lusted.
World English Bible (WEB)
Now these things were our examples, to the intent we should not lust after evil things, as they also lusted.
Young's Literal Translation (YLT)
and those things became types of us, for our not passionately desiring evil things, as also these did desire.
| Now | ταῦτα | tauta | TAF-ta |
| these things | δὲ | de | thay |
| were | τύποι | typoi | TYOO-poo |
| our | ἡμῶν | hēmōn | ay-MONE |
| examples, | ἐγενήθησαν | egenēthēsan | ay-gay-NAY-thay-sahn |
| to the intent | εἰς | eis | ees |
| we | τὸ | to | toh |
| evil should | μὴ | mē | may |
| not | εἶναι | einai | EE-nay |
| lust after | ἡμᾶς | hēmas | ay-MAHS |
| ἐπιθυμητὰς | epithymētas | ay-pee-thyoo-may-TAHS | |
| things, | κακῶν | kakōn | ka-KONE |
| as | καθὼς | kathōs | ka-THOSE |
| they also | κἀκεῖνοι | kakeinoi | ka-KEE-noo |
| lusted. | ἐπεθύμησαν | epethymēsan | ape-ay-THYOO-may-sahn |
Cross Reference
Numbers 11:4
ତା'ପରେ ସମାନଙ୍କେ ମଧ୍ଯରୁ ଅସୁବିଧା ସୃଷ୍ଟିକାରୀଗଣଙ୍କର ଉତ୍ତମ ଖାଦ୍ୟ ଖାଇବାକୁ ପ୍ରବଳଇଚ୍ଛା ହେଲା। ଇଶ୍ରାୟେଲର ଲୋକମାନେ ସମାନଙ୍କେ ସହିତ ୟୋଗ ଦେଲେ ଏବଂ ପାଟି କଲେ, କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦବେ?
1 Corinthians 10:11
ସମାନଙ୍କେ ପ୍ରତି ଯାହା ଘଟିଲା, ତାହା ଆମପାଇଁ ଉଦାହରଣସ୍ବରୂପ। ସମସ୍ତ ପ୍ରାଚୀନ ଇତିହାସ ରେ ଅନ୍ତିମ ସମୟରେ, ଆମ୍ଭେ ଜୀବନଧାରଣ କରୁଛୁ। ଏହା ଆମ୍ଭମାନଙ୍କୁ ଚତନୋ ଦବୋ ଉଦ୍ଦେଶ୍ଯ ରେ ଲଖାେ ଯାଇଛି।
Jude 1:7
ସଦୋମ, ଗ ମାରେ ଓ ତା' ପାଖାପାଖି ଅନ୍ୟ ନଗରଗୁଡ଼ିକୁ ମନେ ପକାଅ। ସମାନେେ ଠିକ୍ ସହେି ସ୍ବର୍ଗଦୂତମାନଙ୍କ ପରି। ସହେି ନଗରଗୁଡ଼ିକ ବ୍ଯଭିଚାର ପାପ ଓ ଅସ୍ବାଭାବିକ କାମୁକତା ରେ ପରିପୂର୍ଣ୍ଣ ଥିଲା। ସମାନେେ ଅନନ୍ତ ଅଗ୍ନି ଦଣ୍ଡ ରେ ଦଣ୍ଡିତ ହେଲେ। ସମାନଙ୍କେର ଦଣ୍ଡ ଆମ୍ଭମାନଙ୍କ ଆଗ ରେ ଗୋଟିଏ ଉଦାହରଣ ସ୍ବରୂପ ରହିଛି।
2 Peter 2:6
ପରମେଶ୍ବର ଦଣ୍ଡ ସ୍ବରୂପେ ଦୁଷ୍ଟ ନଗରୀ ସଦୋମ ଓ ଗ ମାରୋକୁ ପୋଡ଼ି ପାଉଁଶ କରି ଦଇେଥିଲେ। ଯେଉଁମାନେ ପରମେଶ୍ବରଙ୍କ ବିରୋଧୀ, ସମାନଙ୍କେ ପ୍ରତି କ'ଣ ଘଟିବ, ଏହି ନଗରଗୁଡ଼ିକ ତାହାର ଉଦାହରଣ ସ୍ବରୂପ ଅଟେ।
1 Peter 3:21
ସହେି ଜଳ ବାପ୍ତିସ୍ମ ସଦୃଶ ତୁମ୍ଭକୁ ଏବେ ରକ୍ଷା କରୁଛି। ଶରୀରର ମଇଳା ସଫା କରିବା ବାପ୍ତସ୍ମ ନୁହେଁ। ମାତ୍ର ବାପ୍ତସ୍ମ ହେଉଛି, ପରମେଶ୍ବରଙ୍କୁ ଏକ ହୃଦୟ ମାଗିବା। ଯୀଶୁ ମୃତ୍ଯୁରୁ ଜୀବିତ ହାଇେଥିବାରୁ ଏହା ତୁମ୍ଭକୁ ରକ୍ଷା କରୁଛି।
Hebrews 9:24
ଖ୍ରୀଷ୍ଟ ମହାପବିତ୍ର ସ୍ଥାନ ଭିତରକୁ ଗଲେ। କିନ୍ତୁ ସେ ମନଷ୍ଯ ହସ୍ତନିର୍ମିତ ମହାପବିତ୍ର ସ୍ଥାନକୁ ଗଲେ ନାହିଁ। ଏହି ପରମ ପବିତ୍ର ସ୍ଥାନଟି ପ୍ରକୃତ ସ୍ଥାନର ପ୍ରତିକୃତି ମାତ୍ର। ଯୀଶୁ ସ୍ବର୍ଗ ଭିତରକୁ ଗଲେ।
Hebrews 4:11
ଅତଏବ, ଆମ୍ଭେ ପରମେଶ୍ବରଙ୍କ ସହେି ବିଶ୍ରାମସ୍ଥଳ ରେ ପ୍ରବେଶ କରିବା ପାଇଁ କଠିନ ଚେଷ୍ଟା କରିବା ଆବଶ୍ଯକ। ପରମେଶ୍ବରଙ୍କ ଆଜ୍ଞା ପାଳନ ନ କରି ଯେଉଁମାନେ ବିଶ୍ରାମସ୍ଥଳ ରେ ପ୍ରବେଶ କରିପାରନ୍ତି ନାହିଁ, ସହେି ଲୋକମାନଙ୍କ ପଦାନୁସରଣ କରି ଆମ୍ଭମାନଙ୍କ ମଧ୍ଯରୁ କହେି ଯେପରି ପଡ଼ି ନ ଯାଆନ୍ତି, ସେଥିପାଇଁ ଆମ୍ଭମାନେେ ଯଥାସାଧ୍ଯ ପରିଶ୍ରମ କରିବା ଆବଶ୍ଯକ।
Romans 5:14
କିନ୍ତୁ ଆଦମଙ୍କ ସମୟରୁ ମାଶାଙ୍କେ ସମୟ ସୁଦ୍ଧା, ପ୍ରେତ୍ୟକକ ଲୋକକୁ ମରିବାକୁ ପଡ଼ିଲା। ପରମେଶ୍ବରଙ୍କର ଆଦେଶ ଅମାନ୍ଯ କରି ପାପ କରିଥିବା ହତେୁ ଆଦମ ମଲା। କିନ୍ତୁ, ଯେଉଁ ଲୋକମାନେ ଆଦମ ଭଳି ପାପ କରି ନଥିଲେ, ସମାନଙ୍କେୁ ମଧ୍ଯ ମରିବାକୁ ହେଲା।
Zephaniah 3:6
ପରମେଶ୍ବର କହନ୍ତି, ଆମ୍ଭେ ସମଗ୍ର ଜାତିକୁ ଧ୍ବଂସ କରିଅଛୁ। ଆମ୍ଭେ ସମାନଙ୍କେର ପ୍ରତିରକ୍ଷା ପ୍ରାଚୀରକୁ ଧ୍ବଂସ କଲୁ। ସମାନଙ୍କେର ରାସ୍ତାକୁ ଏପରି ଧ୍ବଂସ କଲୁ ଯେ ଆଉ କହେି ସଠାେକୁ ଏଣିକି ୟାଇପାରିବେ ନାହିଁ। ଆମ୍ଭେ ସମାନଙ୍କେର ନଗରଗୁଡିକ ଶୂନ୍ଯ କରି ଦଲେୁ, ତେଣୁ ସଠାେ ରେ ଆଉ କହେି ବାସ କରିପାରିବେ ନାହିଁ।
Psalm 106:14
ପ୍ରାନ୍ତରରେ ଆମ୍ଭର ପୂର୍ବପୁରୁଷଗଣ ଅତିଶଯ ଲୋଭଗ୍ରସ୍ତ ହେଲେ ଓ ମରୁଭୂମିରେ ପରମେଶ୍ବରଙ୍କୁ ପରୀକ୍ଷା କଲେ।
Psalm 78:27
ପରମେଶ୍ବର ତାଙ୍କର ଲୋକମାନଙ୍କ ଉପରେ ସମାନଙ୍କେର ମାଂସ ପାଇଁ ପକ୍ଷୀଗଣ ବୃଷ୍ଟି କରାଇଲେ। ପକ୍ଷୀଗୁଡ଼ିକ ଧୂଳି ପରି ବହଳରେ ପଡ଼ିଲେ ଓ ସମୁଦ୍ରକୂଳର ବାଲୁକା ତୁଲ୍ଯ ବହୁତ ଥିଲେ।
Numbers 11:31
ଅନନ୍ତର ସଦାପ୍ରଭୁଙ୍କ ନିକଟରୁ ବାଯୁ ବହିଲା ଓ ତାହା ସମୁଦ୍ରରୁ ଭଟୋଇ ପକ୍ଷୀ ଆଣିଲା। ସମାନଙ୍କେର ସଂଖ୍ଯା ଏତେ ଅଧିକ ହେଲା ଯେ ସମାନେେ ଛାଉଣୀର ଚତୁର୍ବ୍ଦିଗ ରେ ଏପାଖେ ଦିନକର ପଥ ଓ ସେ ପାଖେ ଦିନକର ପଥ ପର୍ୟ୍ଯନ୍ତ ବ୍ଯାପି ରହିଲେ। ସମାନେେ ଭୂମିଠାରୁ ପ୍ରାଯ ଦୁଇ ପୁଟ ବହଳ ରେ ଗଦା ହଇେ ଗଲେ।