1 Corinthians 10:17
କବଳେ ଗୋଟିଏ ରୋଟୀ ମାତ୍ର ଆମ୍ଭମାନେେ ଅନକେ ଲୋକ। କିନ୍ତୁ ଆମ୍ଭେ ସମସ୍ତ ସହେି ଗୋଟିଏ ରୋଟୀକୁ ଭାଗ ଭାଗ କରି ଖାଉ। ସେଥିପାଇଁ ଆମ୍ଭେ ପ୍ରକୃତ ରେ ଗୋଟିଏ ଶରୀର।
1 Corinthians 10:17 in Other Translations
King James Version (KJV)
For we being many are one bread, and one body: for we are all partakers of that one bread.
American Standard Version (ASV)
seeing that we, who are many, are one bread, one body: for we are all partake of the one bread.
Bible in Basic English (BBE)
Because we, being a number of persons, are one bread, we are one body: for we all take part in the one bread.
Darby English Bible (DBY)
Because we, [being] many, are one loaf, one body; for we all partake of that one loaf.
World English Bible (WEB)
Because we, who are many, are one bread, one body; for we all partake of the one bread.
Young's Literal Translation (YLT)
because one bread, one body, are we the many -- for we all of the one bread do partake.
| For | ὅτι | hoti | OH-tee |
| we being | εἷς | heis | ees |
| many | ἄρτος | artos | AR-tose |
| are | ἓν | hen | ane |
| one | σῶμα | sōma | SOH-ma |
| bread, | οἱ | hoi | oo |
| and one | πολλοί | polloi | pole-LOO |
| body: | ἐσμεν | esmen | ay-smane |
| οἱ | hoi | oo | |
| for | γὰρ | gar | gahr |
| we are all | πάντες | pantes | PAHN-tase |
| partakers | ἐκ | ek | ake |
| of | τοῦ | tou | too |
| ἑνὸς | henos | ane-OSE | |
| that one | ἄρτου | artou | AR-too |
| bread. | μετέχομεν | metechomen | may-TAY-hoh-mane |
Cross Reference
Romans 12:5
ସହେି ଭଳି ଆମ୍ଭେ ସଂଖ୍ଯା ରେ ଅନକେ ଲୋକ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଠା ରେ ଆମ୍ଭେ ଏକ ଶରୀରର ବିଭିନ୍ନ ଭଳି ଆମ୍ଭେ ପ୍ରେତ୍ୟକକ ଅନ୍ୟର ପରିପୂରକ।
Colossians 3:15
ଖ୍ରୀଷ୍ଟଙ୍କ ଦ୍ବାରା ପ୍ରଦତ୍ତ ଶାନ୍ତି, ତୁମ୍ଭ ବିଚାରକୁ ସଂୟମ କରିବ। ତୁମ୍ଭମାନେେ ଶାନ୍ତି ପାଇବା ପାଇଁ ଗୋଟିଏ ଶରୀର ରେ ଡକା ହାଇେଛ। ସବୁବେଳେ ଧନ୍ଯବାଦୀ ରୁହ।
1 Corinthians 12:27
ତୁମ୍ଭମାନେେ ଖ୍ରୀଷ୍ଟଙ୍କର ଶରୀର ଅଟ। ତୁମ୍ଭମାନେେ ପ୍ରେତ୍ୟକକ ସହେି ଶରୀରର ଅଙ୍ଗ।
1 Corinthians 12:12
ଆମ୍ଭର ଶରୀର ହେଉଛି ଏକ, କିନ୍ତୁ ତାହାର ଅଙ୍ଗପ୍ରତ୍ଯଙ୍ଗ ଅନକେ। ଶରୀରର ଅଙ୍ଗପ୍ରତ୍ଯଙ୍ଗ ଅନକେ ହେଲେ ହେଁ ଶରୀର ହେଉଛି ଏକ। ସହେିପରି ମଧ୍ଯ ଖ୍ରୀଷ୍ଟ ଏକ।
Colossians 3:11
ଏହି ନୂତନ ଜୀବନ ରେ ୟିହୁଦୀ ଓ ଅଣୟିହୁଦୀମାନଙ୍କ ମଧିଅରେ କୌଣସି ତଫାତ୍ ନାହିଁ। ସୁନ୍ନତ ଲୋକ ବା ଅସୁନ୍ନତ ଲୋକ, ବିଦେଶୀ ବା ସ୍ତଥୀୟମାନଙ୍କ ମଧିଅରେ କୌଣସି ତଫାତ୍ ନାହିଁ। କ୍ରୀତଦାସ ବା ସ୍ବାଧୀନ ଭିତ ରେ ମଧ୍ଯ ତଫାତ୍ ନାହିଁ। କିନ୍ତୁ ଖ୍ରୀଷ୍ଟ ସମସ୍ତଙ୍କଠା ରେ ଅଛନ୍ତି। ଯାହା ମହତ୍ତ୍ବପୂର୍ଣ୍ଣ, ତାହା ଖ୍ରୀଷ୍ଟ ଅଟନ୍ତି।
Colossians 2:19
ସମାନେେ ନିଜକୁ ମସ୍ତକ ରୂପ ଖ୍ରୀଷ୍ଟଙ୍କ ଅଧୀନ ରେ ରଖନ୍ତି ନାହିଁ। ସଂମ୍ପୂର୍ଣ୍ଣ ଶରୀର, ଖ୍ରୀଷ୍ଟଙ୍କ ଉପରେ ନିର୍ଭରଶୀଳ। ଖ୍ରୀଷ୍ଟଙ୍କ ପାଇଁ ଶରୀରର ସମସ୍ତ ସଦସ୍ଯ ପରସ୍ପରକୁ ସାହାୟ୍ଯ କରନ୍ତି ଓ ପରସ୍ପରର ଯତ୍ନ ନିଅନ୍ତି। ଏହା ଶରୀରର ସମସ୍ତ ଅଙ୍ଗଗୁଡ଼ିକୁ ଏକାଠି ଧରି ରେଖ ଓ ଶକ୍ତି ପ୍ରଦାନ କରେ। ଅତଏବ ପରମେଶ୍ବରଙ୍କ ଇଚ୍ଛାନୁସା ରେ ଶରୀର ବୃଦ୍ଧି ପାଏ।
Ephesians 4:25
ଅତଏବ ତୁମ୍ଭେ ମିଛ କହିବା ବନ୍ଦ କର। ସର୍ବଦା ପରସ୍ପରକୁ ସତ୍ଯ କୁହ, ଯେ ହତେୁ ଆମ୍ଭେ ସମସ୍ତେ ଗୋଟିଏ ଦହରେ ଅଙ୍ଗପ୍ରତ୍ଯଙ୍ଗ ଅଟୁ।
Ephesians 4:16
ସମ୍ପୂର୍ଣ୍ଣ ଶରୀର ଯୀଶୁ ଖ୍ରୀଷ୍ଟଙ୍କ ଉପରେ ନିର୍ଭରଶୀଳ। ଶରୀରର ପ୍ରେତ୍ୟକକ ଅଙ୍ଗ ଏକାଠି ୟୋଡ଼ି ହାଇେ ରହିଛନ୍ତି। ପ୍ରେତ୍ୟକକ ଅଙ୍ଗ ନିଜ ନିଜର କାର୍ୟ୍ଯ କରନ୍ତି। ଏହାଦ୍ବାରା ସମଗ୍ର ଶରୀର ପ୍ ରମେ ରେ ବୃଦ୍ଧି ପାଇ ଶକ୍ତିଶାଳୀ ହୁଏ।
Ephesians 4:12
ପରମେଶ୍ବରଙ୍କ ଲୋକମାନେ ତାଙ୍କର ସବୋ କରିବା ପାଇଁ ଓ ଖ୍ରୀଷ୍ଟଙ୍କ ଶରୀରକୁ ସୁଦୃଢ଼ କରିବା ପାଇଁ ପ୍ରସ୍ତୁତ ହବେେ ବୋଲି ଖ୍ରୀଷ୍ଟ ଏହି ଅନୁଗ୍ରହ ଦାନ ସମାନଙ୍କେୁ ଦେଲେ। ଏହା ଦ୍ବାରା ଖ୍ରୀଷ୍ଟଙ୍କ ଶରୀରସ୍ବରୂପ ଆମ୍ଭମାନେେ ମଧ୍ଯ ଦୃଢ଼ ଓ ବଳବାନ ହବୋ।
Ephesians 4:4
ଶରୀର ଏକ, ପବିତ୍ର ଆତ୍ମା ମଧ୍ଯ ଏକ। ପରମେଶ୍ବର ତୁମ୍ଭମାନଙ୍କୁ ଏକ ଭରସା ପାଇବା ପାଇଁ ଡ଼ାକି ଥିଲେ।
Ephesians 3:6
ସହେି ଗୁପ୍ତ ସତ୍ଯଟି ହେଲା : ଯିହୂଦୀମାନଙ୍କ ସହିତ ଅଣଯିହୂଦୀମାନେ ମଧ୍ଯ ପରମେଶ୍ବରଙ୍କ ସମସ୍ତ ବିଷୟର ଅଧିକାରୀ ହବେେ। ଅଣଯିହୂଦୀମାନେ ଯିହୂଦୀମାନଙ୍କ ସହିତ ସହେି ଏକ ଶରୀରଭୁକ୍ତ ଅଟନ୍ତି। ଖ୍ରୀଷ୍ଟ ଯୀଶୁଙ୍କଠା ରେ ପରମେଶ୍ବର ଯେ ସମସ୍ତ ପ୍ରତିଜ୍ଞା ଦଇେଅଛନ୍ତି, ସମାନେେ ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ କରୁଥିବା ହତେୁ ସହେି ସମସ୍ତର ସହଭାଗୀ ଅଟନ୍ତି। ସୁସମାଚାର ହତେୁରୁ ଅଣଯିହୂଦୀମାନେ ଏହି ସବୁର ଅଧିକାରୀ ଅଟନ୍ତି।
Ephesians 2:15
ୟିହୁଦୀମାନଙ୍କ ବ୍ଯବସ୍ଥା ରେ ଅନକେ ଗୁଡ଼ିଏ ଆଦେଶ ଓ ନିୟମାବଳୀ ଥିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟ ସେ ବ୍ଯବସ୍ଥାଟିକୁ ସମାପ୍ତ କଲେ। ଖ୍ରୀଷ୍ଟଙ୍କ ଉଦ୍ଦେଶ୍ଯ ଥିଲା, ଏହି ଦୁଇଦଳର ଲୋକଙ୍କୁ ଏକାଠି କରି ତାହାଙ୍କଠା ରେ ନୂତନ ଲୋକ କରାଇବା। ଏହା ଦ୍ବାରା ଯୀଶୁ ଯେପରି ଶାନ୍ତି ସ୍ଥାପନ କରିପାରନ୍ତି।
Ephesians 1:22
ପରମେଶ୍ବର ସବୁ କିଛି ଖ୍ରୀଷ୍ଟଙ୍କ ଅଧିନ ରେ ରଖିଅଛନ୍ତି ଓ ତାହାଙ୍କୁ ମଣ୍ଡଳୀର ମୁଖ୍ଯ ରୂପେ ସ୍ଥାପିତ କରିଛନ୍ତି।
Galatians 3:26
ଖ୍ରୀଷ୍ଟ ଯୀଶୁଙ୍କଠା ରେ ବିଶ୍ବାସ ଦ୍ବାରା ତୁମ୍ଭେ ସମସ୍ତେ ପରମେଶ୍ବରଙ୍କ ସନ୍ତାନଗଣ ଅଟ।
1 Corinthians 11:26
ପ୍ରେତ୍ୟକକ ଥର ଏହି ରୋଟୀ ଖାଇଲା ବେଳେ ଓ ଏହି ପାନପାତ୍ରରୁ ପାନ କଲା ବେଳେ, ପ୍ରଭୁଙ୍କ ଦିନ ଆସିବା ପର୍ୟ୍ଯନ୍ତ, ପ୍ରଭୁଙ୍କ ମୃତ୍ଯୁର ଘାଷେଣା କରୁଥିବ।
1 Corinthians 10:21
ତୁମ୍ଭମାନେେ ପ୍ରଭୁଙ୍କ ପିଆଲାରୁ ଓ ଶୟତାନର ପିଆଲାରୁ ମଧ୍ଯ ପିଇ ପାରିବ ନାହିଁ। ସହେିପରି ପ୍ରଭୁଙ୍କ ମଜେ ଓ ଶୟତାନର ମଜେ ଉଭୟର ଅଂଶୀଦାର ହାଇେ ବସି ପାରିବ ନାହିଁ।
1 Corinthians 10:3
ସମାନେେ ଏକମାତ୍ର ଆଧ୍ଯାତ୍ମିକ ଶୈଳ ସଦୃଶ ଖ୍ରୀଷ୍ଟଙ୍କଠାରୁ ସମାନ ଆତ୍ମିକ ଭୋଜନ କରିଥିଲେ।