1 Chronicles 9:35 in Oriya

Oriya Oriya Bible 1 Chronicles 1 Chronicles 9 1 Chronicles 9:35

1 Chronicles 9:35
ୟିଯଲେ ଗିବିଯୋନଙ୍କ ପତା ଥିଲେ। ୟିଯଲେ ଗିବିଯୋନ ସହର ରେ ବାସ କରୁଥିଲେ। ୟିଯଲଙ୍କେ ସ୍ତ୍ରୀଙ୍କ ନାମ ଥିଲା ମାଖା।

1 Chronicles 9:341 Chronicles 91 Chronicles 9:36

1 Chronicles 9:35 in Other Translations

King James Version (KJV)
And in Gibeon dwelt the father of Gibeon, Jehiel, whose wife's name was Maachah:

American Standard Version (ASV)
And in Gibeon there dwelt the father of Gibeon, Jeiel, whose wife's name was Maacah:

Bible in Basic English (BBE)
And in Gibeon was living the father of Gibeon, Jeiel, whose wife's name was Maacah;

Darby English Bible (DBY)
And at Gibeon dwelt the father of Gibeon, Jeiel, and his wife's name was Maachah.

Webster's Bible (WBT)
And in Gibeon dwelt the father of Gibeon, Jehiel, whose wife's name was Maachah:

World English Bible (WEB)
In Gibeon there lived the father of Gibeon, Jeiel, whose wife's name was Maacah:

Young's Literal Translation (YLT)
And in Gibeon dwelt hath the father of Gibeon, Jehiel, and the name of his wife `is' Maachah;

And
in
Gibeon
וּבְגִבְע֛וֹןûbĕgibʿônoo-veh-ɡeev-ONE
dwelt
יָֽשְׁב֥וּyāšĕbûya-sheh-VOO
the
father
אֲבִֽיʾăbîuh-VEE
Gibeon,
of
גִבְע֖וֹןgibʿônɡeev-ONE
Jehiel,
יְעִואֵ֑לyĕʿiwʾēlyeh-eev-ALE
whose
wife's
וְשֵׁ֥םwĕšēmveh-SHAME
name
אִשְׁתּ֖וֹʾištôeesh-TOH
was
Maachah:
מַֽעֲכָֽה׃maʿăkâMA-uh-HA

Cross Reference

1 Chronicles 2:23
କିନ୍ତୁ ଗଶୂର ଓ ଅରାମ୍ ୟାଯୀରଙ୍କର ଗ୍ରାମଗୁଡ଼ିକୁ ନଇଗେଲେ। ସଗେୁଡ଼ିକ ମଧିଅରେ କନାତ୍ ଓ ତା' ଚାରିପଟେ େଛାଟ େଛାଟ ସହରଗୁଡ଼ିକ ଥିଲା। ସମୁଦାଯ ଷାଠିଏଟି ସହର ଥିଲା। ଗିଲିଯଦଙ୍କର ପିତା ମାଖୀରଙ୍କର ଏହିସବୁ ସହର ଥିଲା।

1 Chronicles 2:45
ଶମ୍ମଯ ମାଯୋନ୍ଙ୍କର ପୁତ୍ର ଥିଲେ। ମାଯୋନ୍ ବୈଥ୍-ସୂରଙ୍କର ପିତା ଥିଲେ।

1 Chronicles 2:50
ଏହା କାଲବଙ୍କେର ଉତ୍ତରାଧିକାରୀ ବଂଶମାନଙ୍କର ତାଲିକା ଅଟେ। ହୂର କାଲବଙ୍କେର ଜେଷ୍ଠ ପୁତ୍ର ଥିଲେ। ସେ ଇଫ୍ରାଥାଙ୍କ ଠାରୁ ଜନ୍ମ ହାଇେଥିଲେ। ହୁରଙ୍କର ପୁତ୍ର ଶାେବଲ ଥିଲେ, କିରିଯତ୍-ୟିଯାରୀମ୍ର ପ୍ରତିଷ୍ଠାତା ଥିଲେ।

1 Chronicles 8:29
ୟିଯେଲ୍ ଗିବିଯୋନଙ୍କ ପିତା ଥିଲେ। ସେ ଗିବିଯୋନ ସହର ରେ ବାସ କରୁଥିଲେ। ୟିଯଲଙ୍କେ ସ୍ତ୍ରୀଙ୍କ ନାମ ଥିଲା ମାଖା।