1 Chronicles 8:28 in Oriya

Oriya Oriya Bible 1 Chronicles 1 Chronicles 8 1 Chronicles 8:28

1 Chronicles 8:28
ଏହି ବ୍ଯକ୍ତିମାନେ ସମାନଙ୍କେ ପରିବାରର ମୁଖ୍ଯ ଥିଲେ। ସମାନଙ୍କେର ପାରିବାରିକ ଇତିହାସ ରେ ସମାନଙ୍କେୁ ମୁଖ୍ଯ ଭାବେ ଉଲ୍ଲେଖ କରାୟାଇଅଛି। ସମାନେେ ୟିରୁଶାଲମ ରେ ବାସ କରୁଥିଲେ।

1 Chronicles 8:271 Chronicles 81 Chronicles 8:29

1 Chronicles 8:28 in Other Translations

King James Version (KJV)
These were heads of the fathers, by their generations, chief men. These dwelt in Jerusalem.

American Standard Version (ASV)
These were heads of fathers' `houses' throughout their generations, chief men: these dwelt in Jerusalem.

Bible in Basic English (BBE)
These were heads of families in their generations; chief men: these were living in Jerusalem.

Darby English Bible (DBY)
These were the chief fathers, according to their generations, principal men; these dwelt in Jerusalem.

Webster's Bible (WBT)
These were heads of the fathers, by their generations, chief men. These dwelt in Jerusalem.

World English Bible (WEB)
These were heads of fathers' [houses] throughout their generations, chief men: these lived in Jerusalem.

Young's Literal Translation (YLT)
These `are' heads of fathers, by their generations, heads; these dwelt in Jerusalem.

These
אֵ֣לֶּהʾēlleA-leh
were
heads
רָאשֵׁ֥יrāʾšêra-SHAY
of
the
fathers,
אָב֛וֹתʾābôtah-VOTE
generations,
their
by
לְתֹֽלְדוֹתָ֖םlĕtōlĕdôtāmleh-toh-leh-doh-TAHM
chief
רָאשִׁ֑יםrāʾšîmra-SHEEM
men.
These
אֵ֖לֶּהʾēlleA-leh
dwelt
יָֽשְׁב֥וּyāšĕbûya-sheh-VOO
in
Jerusalem.
בִירֽוּשָׁלִָֽם׃bîrûšāloimvee-ROO-sha-loh-EEM

Cross Reference

Joshua 15:63
ମାତ୍ର ୟିହକ୍ସ୍ଟଦା ସନ୍ତାନଗଣ ୟିରକ୍ସ୍ଟଶାଲମ ନିବାସୀମାନଙ୍କୁ ତଡିଦଇେ ପାରିଲେ ନାହିଁ। ଏହି ହତେକ୍ସ୍ଟ ୟିବୂଷୀଯମାନେ ଆଜି ପର୍ୟ୍ଯନ୍ତ ୟିହକ୍ସ୍ଟଦା ସନ୍ତାନଗଣ ସହିତ ୟିରକ୍ସ୍ଟଶାଲମ ରେ ବାସ କରୁଛନ୍ତି।

Joshua 18:28
ସେଲା, ଏଲଫ୍ ୟିବୂଷ ଗିବିଯା ଓ କିରିଯଥ ଗ୍ରାମ ସମତେ, ଏହିପରି ଭାବରେ ଚଉଦଟି ନଗର ଥିଲା। ନିଜ ନିଜ ବଂଶ ଅନକ୍ସ୍ଟସା ରେ ବିଦ୍ଯାମୀନ ସନ୍ତାନଗଣମାନଙ୍କର ଏହିପରି ଅଧିକାର ଥିଲା।

Judges 1:21
ବିନ୍ଯାମୀନର ପରିବାରବର୍ଗମାନେ ୟିରକ୍ସ୍ଟଶାଲମ ନିବାସୀ ୟୀବୂଷୀଯମାନଙ୍କୁ ତଡି ଦେଲେ ନାହିଁ। ତେଣୁ ଆଜିୟାଏ ମଧ୍ଯ ବିଦ୍ଯାମୀନ ସନ୍ତାନଗଣ ସହିତ ବାସ କରୁଛନ୍ତି।

Nehemiah 11:1
ଇଶ୍ରାୟେଲମାନଙ୍କର ଅଧିପତିମାନେ ୟିରୁଶାଲମ ରେ ବାସ କଲେ। ଅବଶିଷ୍ଟ ଲୋକମାନେ ପବିତ୍ର ନଗର ୟିରୁଶାଲମ ରେ ବାସ କରିବା ନିମନ୍ତେ ପ୍ରତି ଦଶଜଣ ମଧ୍ଯରୁ ଜଣଙ୍କୁ ସେ ସ୍ଥାନକୁ ଆଣିବା ପାଇଁ ଓ ଅନ୍ୟ ନଅ ଜଣଙ୍କୁ ଅନ୍ଯାନ ନଗର ରେ ବାସ କରିବାକୁ ଗୁଲିବାଣ୍ଟ କଲେ।

Nehemiah 11:7
ବିନ୍ଯାମୀନର ବଂଶଧରମାନେ, ଯଥା: ମଶୁଲ୍ଲମର ପୁତ୍ର ସଲ୍ଲୁ, ମଶୁଲ୍ଲମ ୟୋଯଦରେ ପୁତ୍ର, ୟୋଯେଦ୍ ପଦାଯର ପୁତ୍ର ଥିଲା, ପଦାଯ କୋଲାଯାର ପୁତ୍ରଥିଲା, କୋଲାଯା ମା ସଯରେ ପୁତ୍ର ଥିଲା, ମା ସଯେ ଇଥୀଯଲରେ ପୁତ୍ର, ଇଥୀଯଲେ ୟିଶାଯାହର ପୁତ୍ର ଥିଲା।