1 Chronicles 17:17 in Oriya

Oriya Oriya Bible 1 Chronicles 1 Chronicles 17 1 Chronicles 17:17

1 Chronicles 17:17
ସର୍ବୋପରି, ଭବିଷ୍ଯତ ରେ ମାେ' ପରିବାର ପ୍ରତି କ'ଣ ଘଟିବ, ତାହା ମଧ୍ଯ ତୁମ୍ଭେ ମାେତେ ଜାଣିବାକୁ ଦଲେ। ସତେ ଯେପରି ମୁଁ ଜଣେ ଅତି ମହାନ୍ ବ୍ଯକ୍ତି ଅଟେ, ତୁମ୍ଭେ ମାେ' ପ୍ରତି ସେ ପ୍ରକାର ବ୍ଯବହାର କଲ।

1 Chronicles 17:161 Chronicles 171 Chronicles 17:18

1 Chronicles 17:17 in Other Translations

King James Version (KJV)
And yet this was a small thing in thine eyes, O God; for thou hast also spoken of thy servant's house for a great while to come, and hast regarded me according to the estate of a man of high degree, O LORD God.

American Standard Version (ASV)
And this was a small thing in thine eyes, O God; but thou hast spoken of thy servant's house for a great while to come, and hast regarded me according to the estate of a man of high degree, O Jehovah God.

Bible in Basic English (BBE)
And this was only a small thing to you, O God; but your words have even been about the far-off future of your servant's family, looking on me as on one of high position, O Lord God.

Darby English Bible (DBY)
And this hath been a small thing in thy sight, O God; and thou hast spoken of thy servant's house for a great while to come, and hast regarded me according to the rank of a man of high degree, Jehovah Elohim.

Webster's Bible (WBT)
And yet this was a small thing in thy eyes, O God; for thou hast also spoken of thy servant's house for a great while to come, and hast regarded me according to the estate of a man of high degree, O LORD God.

World English Bible (WEB)
This was a small thing in your eyes, God; but you have spoken of your servant's house for a great while to come, and have regarded me according to the estate of a man of high degree, Yahweh God.

Young's Literal Translation (YLT)
And this is small in Thine eyes, O God, and Thou speakest concerning the house of thy servant afar off, and hast seen me as a type of the man who is on high, O Jehovah God!

And
yet
this
וַתִּקְטַ֨ןwattiqṭanva-teek-TAHN
was
a
small
thing
זֹ֤אתzōtzote
eyes,
thine
in
בְּעֵינֶ֙יךָ֙bĕʿênêkābeh-ay-NAY-HA
O
God;
אֱלֹהִ֔יםʾĕlōhîmay-loh-HEEM
spoken
also
hast
thou
for
וַתְּדַבֵּ֥רwattĕdabbērva-teh-da-BARE
of
עַלʿalal
thy
servant's
בֵּֽיתbêtbate
house
עַבְדְּךָ֖ʿabdĕkāav-deh-HA
come,
to
while
great
a
for
לְמֵֽרָח֑וֹקlĕmērāḥôqleh-may-ra-HOKE
and
hast
regarded
וּרְאִיתַ֗נִיûrĕʾîtanîoo-reh-ee-TA-nee
estate
the
to
according
me
כְּת֧וֹרkĕtôrkeh-TORE
of
a
man
הָֽאָדָ֛םhāʾādāmha-ah-DAHM
degree,
high
of
הַֽמַּעֲלָ֖הhammaʿălâha-ma-uh-LA
O
Lord
יְהוָ֥הyĕhwâyeh-VA
God.
אֱלֹהִֽים׃ʾĕlōhîmay-loh-HEEM

Cross Reference

2 Samuel 7:19
ସଦାପ୍ରଭୁ ମାରେ ମୂନିବ, କବଳେ ମୁ ଜଣେ ତୁମ୍ଭର ସବେକ। ତଥାପି ତୁମ୍ଭେ ମାରେ ଭବିଷ୍ଯତ ବଂଶଧର ପ୍ରତି ଏହି ସହାନକ୍ସ୍ଟଭକ୍ସ୍ଟତି ବାକ୍ଯ କହିଲ। ସଦାପ୍ରଭୁ ମାରେ ପ୍ରଭକ୍ସ୍ଟ, ତୁମ୍ଭେ ସର୍ବଦା ଏପରି ଲୋକମାନଙ୍କୁ କକ୍ସ୍ଟହନାହଁ। କକ୍ସ୍ଟହ କି?

Ephesians 3:20
ଆମ୍ଭ ଭିତ ରେ ପରମେଶ୍ବରଙ୍କ ଯେଉଁ ଶକ୍ତି କାର୍ୟ୍ଯ କରିଥାଏ, ତାହା ଆମ୍ଭର ମାଗିବା ବା ଭାବିବାଠାରୁ ୟଥେଷ୍ଟ ଅଧିକ ଏବଂ ପରମେଶ୍ବର ତାହାଠାରୁ ଅଧିକ ଶକ୍ତିର କାର୍ୟ୍ଯ କରି ପାରନ୍ତି।

Isaiah 49:6
ପୁଣି ସଦାପ୍ରଭୁ କହିଲେ, ତୁମ୍ଭେ ଯାକୁବର ପରିବାରବର୍ଗକୁ ଉତ୍ଥାପନ କରିବା ପାଇଁ ଓ ଇଶ୍ରାୟେଲ ରକ୍ଷିତ ଲୋକମାନଙ୍କୁ ପୁନର୍ବାର ଆଣିବା ପାଇଁ ଆମ୍ଭର ସବେକ ହବେ ; ଏହା ଅତି କ୍ଷୁଦ୍ର ବିଷଯ ; ତୁମ୍ଭେ ଯେପରି ପୃଥିବୀର ଶଷେ ସୀମା ପର୍ୟ୍ଯନ୍ତ ଆମ୍ଭ କୃତ ପରିତ୍ରାଣ ସ୍ବରୂପ ହବେ, ସେଥିପାଇଁ ଆମ୍ଭେ ତୁମ୍ଭକୁ ଅନ୍ୟ ଦେଶୀଯମାନଙ୍କର ଦୀପ୍ତିସ୍ବରୂପ କରିବା।

Psalm 89:19
ତୁମ୍ଭେ ଆପଣା ଅନୁସରଣକାରୀଙ୍କୁ ଦର୍ଶନ ଦଇେ କହିଲ, ଆମ୍ଭେ ଏକ ୟୁବକ ତୁମ୍ଭ ମଧ୍ଯରୁ ମନୋନୀତ କରି ତାଙ୍କୁ ତୁମ୍ଭମାନଙ୍କ ମଧ୍ୟରେ ମୁଖ୍ଯ ସ୍ଥାପିତ କଲୁ। ଆମ୍ଭେ ସହେି ସୈନିକକୁ ଶକ୍ତିଶାଳୀ କରି ଗଢ଼ି ତୋଳିଲୁ।

Psalm 78:70
ପରମେଶ୍ବର ଦାଉଦଙ୍କୁ ତାଙ୍କର ବିଶଷେ ଦାସରୂପେ ମନୋନୀତ କଲେ ଓ ମଷେ ଜଗିବା କାମରୁ ଆଣି ତାଙ୍କୁ ଗ୍ରହଣ କଲେ।

1 Chronicles 17:11
ତୁମ୍ଭେ ଯେତବେେଳେ ମୃତ୍ଯୁଭୋଗ କରିବ ଓ ତୁମ୍ଭର ପୂର୍ବପୁରୁଷମାନଙ୍କ ପାଖକୁ ୟିବ, ସେତବେେଳେ ଆମ୍ଭେ ତୁମ୍ଭର ପୁତ୍ରକୁ ନୂତନ ରାଜା କରିବା। ତୁମ୍ଭର ପୁତ୍ରଗଣଙ୍କ ମଧ୍ଯରୁ ଜଣେ ନୂତନ ରାଜା ହବେ, ଏବଂ ଆମ୍ଭେ ତା'ର ରାଜ୍ଯକୁ ଶକ୍ତିଶାଳୀ କରିବା।

1 Chronicles 17:7
ବର୍ତ୍ତମାନ, ଏହିସବୁ ବିଷଯ ମାରେ ଦାସ ଦାଉଦକୁ କୁହ : ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି, 'ଆମ୍ଭେ ତୁମ୍ଭକୁ କ୍ଷେତ୍ର ମଧ୍ଯରୁ ଓ ମଷେ ଚରାଇବା ସ୍ଥାନରୁ ଆଣିଲୁ। ଆମ୍ଭେ ତୁମ୍ଭକୁ ଆପଣା ଲୋକ ଇଶ୍ରାୟେଲ ଉପରେ ରାଜା କଲୁ।

2 Kings 3:18
ଏହି କାର୍ୟ୍ଯ ସଦାପ୍ରଭୁଙ୍କ ପାଇଁ କରିବା ଅତି ସହଜ। ସେ ମଧ୍ଯ ମାୟୋବୀଯମାନଙ୍କୁ ତୁମ୍ଭମାନଙ୍କ ହସ୍ତ ରେ ପରାସ୍ତ କରାଇବେ।

1 Kings 3:13
ଏହା ବ୍ଯତୀତ ତୁମ୍ଭେ ମାଗି ନଥିବା ଜିନିଷ ଆମ୍ଭେ ତୁମ୍ଭକୁ ଦବୋ। ଆମ୍ଭେ ତୁମ୍ଭକୁ ପ୍ରଚୁର ସମ୍ପତ୍ତି ଓ ସମ୍ମାନ ଦବୋ ଯେ ତୁମ୍ଭ ଜୀବନ କାଳ ରେ ପୃଥିବୀ ରେ କହେି ତୁମ୍ଭ ସମାନ ହବେେ ନାହିଁ।

2 Samuel 12:8
ମୁ ତୁମ୍ଭକୁ ତକ୍ସ୍ଟମ୍ଭ ପ୍ରଭକ୍ସ୍ଟର ଗୃହ ଓ ତା'ର ସ୍ତ୍ରୀମାନଙ୍କୁ ଦଲେି। ଇଶ୍ରାୟେଲ ଓ ୟିହକ୍ସ୍ଟଦାକକ୍ସ୍ଟ ଶାସନ କରିବା ପାଇଁ ମଧ୍ଯ ତକ୍ସ୍ଟମ୍ଭଙ୍କକ୍ସ୍ଟ ଦଲେି। ଯଦି ଏହା ଅଳ୍ପ ହେଲା, ତବେେ ମୁ ତୁମ୍ଭକୁ ଅଧିକ ଦଇେଥାନ୍ତି।

Philippians 2:8
ମନୁଷ୍ଯ ଭାବରେ ଜୀବନ ଯାପନ କଲା ବେଳେ ସେ ପୂର୍ଣ୍ଣ ଭାବରେ ପରମେଶ୍ବରଙ୍କ ଆଜ୍ଞକାରୀ ହାଇେ ନିଜକୁ ନମ୍ର କଲେ। ଏପରିକି କ୍ରୁଶ ରେ ମୃତ୍ଯୁ ପର୍ୟ୍ଯନ୍ତ ନିଜକୁ ବାଧ୍ଯ ଓ ନମ୍ର କଲେ।