1 Chronicles 15:14
ଏହାପରେ ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କ ନିଯମସିନ୍ଦକକୁ ବହି ନଇୟିବୋ ନିମନ୍ତେ ଯାଜକ ଓ ଲବେୀୟମାନେ ନିଜକୁ ପବିତ୍ର କଲେ।
1 Chronicles 15:14 in Other Translations
King James Version (KJV)
So the priests and the Levites sanctified themselves to bring up the ark of the LORD God of Israel.
American Standard Version (ASV)
So the priests and the Levites sanctified themselves to bring up the ark of Jehovah, the God of Israel.
Bible in Basic English (BBE)
So the priests and the Levites made themselves holy to take up the ark of the Lord, the God of Israel.
Darby English Bible (DBY)
So the priests and the Levites hallowed themselves to bring up the ark of Jehovah the God of Israel.
Webster's Bible (WBT)
So the priests and the Levites sanctified themselves to bring up the ark of the LORD God of Israel.
World English Bible (WEB)
So the priests and the Levites sanctified themselves to bring up the ark of Yahweh, the God of Israel.
Young's Literal Translation (YLT)
And the priests and the Levites sanctify themselves, to bring up the ark of Jehovah, God of Israel;
| So the priests | וַיִּֽתְקַדְּשׁ֔וּ | wayyitĕqaddĕšû | va-yee-teh-ka-deh-SHOO |
| and the Levites | הַכֹּֽהֲנִ֖ים | hakkōhănîm | ha-koh-huh-NEEM |
| sanctified themselves | וְהַלְוִיִּ֑ם | wĕhalwiyyim | veh-hahl-vee-YEEM |
| up bring to | לְהַֽעֲל֕וֹת | lĕhaʿălôt | leh-ha-uh-LOTE |
| אֶת | ʾet | et | |
| the ark | אֲר֥וֹן | ʾărôn | uh-RONE |
| Lord the of | יְהוָ֖ה | yĕhwâ | yeh-VA |
| God | אֱלֹהֵ֥י | ʾĕlōhê | ay-loh-HAY |
| of Israel. | יִשְׂרָאֵֽל׃ | yiśrāʾēl | yees-ra-ALE |
Cross Reference
Leviticus 10:3
ମାଶାେ ହାରୋଣଙ୍କୁ କହିଲେ, ସଦାପ୍ରଭୁ କୁହନ୍ତି, ' ଯେଉଁମାନେ ମାେ ନିକଟକୁ ଆସନ୍ତି, ସମାନେେ ଚିହ୍ନିବା ଉଚିତ୍ ଯେ, ମୁଁ ପବିତ୍ର କାରଣ ସବୁ ଲୋକଙ୍କ ସମ୍ମୁଖ ରେ ମୁଁ ଗୌରବାନ୍ବିତ ହବେି।' ତେଣୁ ହାରୋଣ ନିଜ ପୁତ୍ରମାନଙ୍କ ମୃତ୍ଯୁ କଥା ନ କହି ନୀରବ ରହିଲେ।
2 Chronicles 29:15
ଏହାପରେ ଏହି ଲବେୀୟମାନେ ସମାନଙ୍କେର ଭ୍ରାତାମାନଙ୍କୁ ଏକତ୍ର କଲେ ଓ ମନ୍ଦିରର ପବିତ୍ର ସବୋକାର୍ୟ୍ଯ ନିମନ୍େତ ସମାନଙ୍କେୁ ପ୍ରସ୍ତୁତ କଲେ। ସମାନେେ ରାଜାଙ୍କର ଆଦେଶ ମାନିଲେ, ଯାହାକି ସଦାପ୍ରଭୁଙ୍କଠାରୁ ଆସିଥିଲା।
2 Chronicles 29:34
କିନ୍ତୁ ଏହି ସମସ୍ତ ପଶୁଙ୍କୁ କାଟି ଓ ଚମଡ଼ା ପରିଷ୍କାର କରି ହାମବେଳି ନବୈେଦ୍ଯ ସ୍ବରୂପେ ଉତ୍ସର୍ଗ କରିବା ନିମନ୍ତେ ୟଥେଷ୍ଟ ସଂଖ୍ଯକ ଯାଜକ ନ ଥିଲେ। ତେଣୁ ସମାନଙ୍କେର ଆତ୍ମୀଯମାନେ ଓ ଲବେୀୟମାନେ କାର୍ୟ୍ଯ ଶଷେ ହବୋ ପର୍ୟ୍ଯନ୍ତ ଓ ଯାଜକମାନେ ପବିତ୍ର ସବୋକାର୍ୟ୍ଯ ନିମନ୍ତେ ନିଜକୁ ପ୍ରସ୍ତୁତ କରିବା ପର୍ୟ୍ଯନ୍ତ ସମାନଙ୍କେୁ ସାହାୟ୍ଯ କଲେ। ଲବେୀୟମାନେ ସଦାପ୍ରଭୁଙ୍କ ସବୋ କରିବା ନିମନ୍ତେ ନିଜଙ୍କୁ ପ୍ରସ୍ତୁତ କରିବା ଉଦ୍ଦେଶ୍ଯ ରେ ଅତ୍ଯନ୍ତ ସଚତନେ ଥିଲେ। ସମାନେେ ଯାଜକମାନଙ୍କଠାରୁ ମଧ୍ଯ ଅଧିକ ସଚତନେ ଥିଲେ।
Joel 2:16
ସବୁ ଲୋକଙ୍କୁ ଏକତ୍ରୀତ କର। ସ୍ବତନ୍ତ୍ର ସଭାର ଆଯୋଜନ କର। ବୃଦ୍ଧ, ପିଲା, ଶିଶୁ ଓ ଦୁଗ୍ଧପୋଷ୍ଯ ଶିଶୁମାନଙ୍କୁ ଏକତ୍ରୀତ କର। ନବ ବିବାହିତ ବର କନ୍ଯା ନିଜ ଶଯନକକ୍ଷରୁ ବାହାରକୁ ଆସନ୍ତୁ।