Strong's Hebrew Concordance
Strong's Hebrew #8142
| Base Word | |
| שֵׁנָה | |
| Short Definition | sleep |
| Long Definition |
sleep |
| Derivation | or שֵׁנָא; (Psalm 127:2), from H3462 |
| International Phonetic Alphabet | ʃeˈn̪ɔː |
| IPA mod | ʃeˈnɑː |
| Syllable | šēnâ |
| Diction | shay-NAW |
| Diction Mod | shay-NA |
| Usage | sleep |
| Part of speech | n-f |
Bible Verses (23 occurrences)
ଏହାପରେ ଯାକୁବ ନିଦ୍ରାରୁ ଉଠିଲା, ଏବଂ କହିଲେ, ମୁଁ ଜାଣେ ଯେ ସଦାପ୍ରଭୁ ଏହିଠା ରେ ଅଛନ୍ତି। କିନ୍ତୁ ମୁଁ ସଦାପ୍ରଭୁ ଏଠା ରେ ଥିଲେ ବୋଲି ଜାଣି ନଥିଲି।
ଦିନର ଖରା ଏବଂ ରାତିର ଥଣ୍ଡା ରେ ମୁଁ କାର୍ୟ୍ଯ କରିଛି। ମୁଁ ନଶାଇେ ଏହି ପ୍ରକା ରେ ମୁଁ ତୁମ୍ଭର ସବୋ କଲି।
ଶାମ୍ଶାେନ୍ ଶାଇେଥିବା ବେଳେ ସେ ତାଙ୍କର ବାଳକକ୍ସ୍ଟ ଗୋଟିଏ ସୂତା ବାହାର କରି ସାତଟି ବଣେୀ କଲା ଏବଂ ଗୋଟିଏ ତମ୍ବୁ ଖିଲ ରେ ବାନ୍ଧି ଦେଲେ ଏବଂ ତା'ପରେ ସେ ତାଙ୍କୁ କହିଲା, ଶାମ୍ଶାେନ୍ ପଲେଷ୍ଟୀୟମାନେ ତକ୍ସ୍ଟମ୍ଭ ନିମନ୍ତେ ଆସିଛନ୍ତି। ତେଣୁ ସେ ଖିଲକକ୍ସ୍ଟ, ସୂତାକକ୍ସ୍ଟ ଓ ତନ୍ତକ୍ସ୍ଟକକ୍ସ୍ଟ ଉପାଡି ପକାଇଲେ।
ଏହାପରେ ଦଲୀଲା ଶାମ୍ଶାେନ୍ଙ୍କକ୍ସ୍ଟ କହିଲେ, ଶାମ୍ଶାେନ୍ ପଲେଷ୍ଟୀୟମାନେ ତକ୍ସ୍ଟମ୍ଭ ପାଇଁ ଆସିଛନ୍ତି। ସେ ଉଠିଲା ଏବଂ ଚିନ୍ତା କଲା, ମୁ ନିଜକକ୍ସ୍ଟ ମକ୍ସ୍ଟକ୍ତି କରିବି ଓ ପୂର୍ବଥର ପରି ତାଙ୍କ ପାଖରକ୍ସ୍ଟ ଖସି ପଳାଇବି। କିନ୍ତୁ ଶାମ୍ଶାେନ୍ ଜାଣି ନ ଥିଲେ ଯେ ସଦାପ୍ରଭୁ ତାଙ୍କ ନିକଟରକ୍ସ୍ଟ ଦୂ ରଇେ ୟାଇଥିଲେ।
ସହେି ରାତ୍ରି ରେ ରାଜା ଶୋଇ ପାରିଲେ ନାହିଁ। ଏଣୁ ସେ କଚରେୀ ବୃତ୍ତାନ୍ତ ପୁସ୍ତକ ଆଣିବାକୁ ଆଜ୍ଞା କଲେ, ଏବଂ ତାହା ରାଜାଙ୍କ ସମ୍ମୁଖ ରେ ପାଠ କରାଗଲା।
ଠିକ୍ ସହେିପରି, ମଣିଷ ଶାଇେପଡ଼େ ଏବଂ ଆଉ ଉେଠ ନାହିଁ। ଯେପର୍ୟ୍ଯନ୍ତ ସ୍ବର୍ଗ ଅଛି, ମୃତ ଲୋକ କବେେ ସହେି ନିଦ୍ରାରୁ ଉଠିବେ ନାହିଁ।
ସହେି ସୈନିକମାନେ ଭାବୁଥିଲେ, ସମାନେେ ଅତି ଶକ୍ତିଶାଳୀ ଯୋଦ୍ଧା ଅଟନ୍ତି। କିନ୍ତୁ ସମାନେେ ବର୍ତ୍ତମାନ ୟୁଦ୍ଧ ଭୂମିରେ ମରିପଡ଼ିଛନ୍ତି। ସମାନଙ୍କେର ଶରୀର କ୍ଷତବିକ୍ଷତ ହାଇେଅଛି। ସହେି ଯୋଦ୍ଧା ସୈନିକମାନଙ୍କ ମଧ୍ଯରୁ କହେି ହସ୍ତ ଉଠାଇ ପାରି ନ ଥିଲେ।
ତୁମ୍ଭେ ସମାନଙ୍କେର ଜୀବନକୁ ଉଚ୍ଛଦେ କରିଛ, ୟାହା ମୃତ୍ଯୁରେ ଶୋଇ ଥିବା ପରି। ପ୍ରଭାତରେ ସମାନେେ ଗୁଜୁରିବା ତୃଣପରି।
ତୁମ୍ଭମାନେେ ଦୈନନ୍ଦିନ ଜୀବିକା ଉପାର୍ଜନ ନିମନ୍ତେ ପ୍ରଭାତରେ ଉଠ, ଏବଂ ବିଳମ୍ବରେ ବିଶ୍ରାମ କର, ଏହା ତୁମ୍ଭମାନଙ୍କ ନିକଟରେ ବୃଥା। କାରଣ ସଦାପ୍ରଭୁ ଭଲ ପାଉଥିବା ଲୋକମାନଙ୍କୁ ନିଦ୍ରିତ ଅବସ୍ଥାରେ ମଧ୍ଯ ଯତ୍ନ ନିଅନ୍ତି।
ଶଯନ ସମୟରେ ତୁମ୍ଭର ଭୟ ହବେ ନାହିଁ। ତୁମ୍ଭେ ଶଯନ କରିବ ଓ ତୁମ୍ଭର ନିଦ୍ରା ସୁଖଜନକ ହବେ।
Occurences : 23