Strong's Hebrew Concordance
Strong's Hebrew #8035
| Base Word | |
| שֵׁם | |
| Short Definition | Shem, a son of Noah (often including his posterity) |
| Long Definition |
the eldest son of Noah and progenitor of the Semitic tribes |
| Derivation | the same as H8034; name |
| International Phonetic Alphabet | ʃem |
| IPA mod | ʃem |
| Syllable | šēm |
| Diction | shame |
| Diction Mod | shame |
| Usage | Sem, Shem |
| Part of speech | n-pr-m |
Bible Verses (17 occurrences)
ଏହାପରେ ନୋହଙ୍କୁ ଯେତବେେଳେ 500 ବର୍ଷ ବଯସ ସେ ତାଙ୍କର ପୁତ୍ରମାନଙ୍କୁ ଜନ୍ମ ଦେଲେ। ତାଙ୍କର ନାମ ଥିଲା ଶମେ, ହାମ ଓ ଯଫେତ୍।
ନୋହଙ୍କର ତିନୋଟି ପୁତ୍ର ଥିଲେ। ସମାନେେ ହେଲେ ଶମେ, ହାମ ଓ ଯଫେତ୍।
ହାମ ଓ ଯଫେତ୍ ନୋହଙ୍କର ପୁତ୍ରମାନେ ଆଉ ସମାନଙ୍କେର ସ୍ତ୍ରୀ ଓ ନୋହର ସ୍ତ୍ରୀ ଜାହାଜ ରେ ପ୍ରବେଶ କଲେ।
ନୋହର ପୁତ୍ରମାନେ ତାଙ୍କୁ ଧରି ଜାହାଜରୁ ବାହାରିଲେ। ସମାନଙ୍କେର ନାମ, ଶମେ, ହାମ ଓ ଯଫେତ୍ (ହାମ ଥିଲେ କିଣାନର ପିତା)
ସେତବେେଳେ ଶମେ ଓ ଯଫେତ୍ କାନ୍ଧ ରେ ବସ୍ତ୍ର ଘନେି ପଶ୍ଚାତ୍ ଗତି କରି ଆପଣାମାନଙ୍କର ପିତାଙ୍କର ଉତଗ୍ନତା ଆଚ୍ଛାଦନ କଲେ। ସମାନେେ ପଛ କରି ୟାଇଥିବାରୁ ପିତାଙ୍କର ଉତଗ୍ନତା ଦିଖି ପାରିଲେ ନାହିଁ।
ନୋବ ମଧ୍ଯ ଏପରି କହିଲେ, ଶମେ ଆଶୀର୍ବାଦ ପ୍ରାପ୍ତ ସଦାପ୍ରଭୁ ପରମେଶ୍ବରଙ୍କ ଦ୍ବାରା କିଣାନ ଶମରେ ଦାସ ହେଉ।
ପରମେଶ୍ବର ଯଫେତ୍କୁ ବହୁତ ଜମି ଦିଅନ୍ତୁ। ସେ ଶମରେ ତମ୍ବୁ ରେ ବାସ କରୁ। କିଣାନ ତାହାର ଦାସ ହେଉ।
ନୋହର ପୁତ୍ରମାନେ ଥିଲେ, ଶମେ, ହାମ ଏବଂ ଯଫେତ୍। ବନ୍ଯାପରେ ଏହି ତିନିଜଣ ସମାନଙ୍କେର ସନ୍ତାନ ସନ୍ତତି ଜନ୍ମ ନଇେଥିଲେ।
ଯଫେତର ବଡ଼ଭାଇ ଶମଙ୍କେର ମଧ୍ଯ ସନ୍ତାନ ସନ୍ତତି ଥିଲେ, ସହେି ଏବର ଯଫେତର ବଡ଼ଭାଇ ହିବ୍ରୁ ବଂଶଧରମାନଙ୍କ ଆଦିପୁରୁଷ ଥିଲେ।
ଶମରେ ଏହିସବୁ ସନ୍ତାନ: ଏଲମ୍ ଓ ଅଶୂର ଓ ଅର୍ଫକ୍ଷଦ ଓ ଲୂଦ୍ ଓ ଅରାମ୍।
Occurences : 17