Sign in / My account

Strong's Hebrew Concordance

Strong's Hebrew #7602

Base Word
שָׁאַף
Short Definitionto inhale eagerly; figuratively, to cover; by implication, to be angry; also to hasten
Long Definition

to gasp, pant, pant after, long for, breathe heavily

(Qal), to gasp, pant after, snuff up,to gasp or pant (with desire), pant after, be eager for,to thirst for one's blood (from actions of animals) (figuratively)

to crush, trample, trample upon

(Qal) to trample upon, crush

Derivationa primitive root
International Phonetic Alphabetʃɔːˈʔɑp
IPA modʃɑːˈʔɑf
Syllablešāʾap
Dictionshaw-AP
Diction Modsha-AF
Usagedesire (earnestly), devour, haste, pant, snuff up, swallow up
Part of speechv

Bible Verses (14 occurrences)

Job 5:5

କ୍ଷୁଧାର୍ତ୍ତ ଲୋକେ ସମାନଙ୍କେର ଶସ୍ଯସବୁ ଖାଇଦଇେଛନ୍ତି। ସହେି କ୍ଷୁଧାର୍ତ୍ତ ଲୋକେ ମଧ୍ଯ କଣ୍ଟା ମଧ୍ଯରୁ ଶସ୍ଯକଣାକୁ ନଇୟୋଇଛନ୍ତି। ଲୋଭୀ ଲୋକ ସମାନଙ୍କେର ସବୁକିଛି ଲୁଟି ନଇେଛନ୍ତି।

Job 7:2

ମଣିଷ, ଜଣେ ଦାସ ଯଭେଳି ଦିନର କଠିନ ଶ୍ରମ ପରେ ଶୀତଳ ଛାଯା ଚା ହେଁ। ମଣିଷ ଜଣେ ମୂଲ ପାଉଥିବା ବ୍ଯକ୍ତି ଯମେିତି ତା'ର ବତନେ ଦିନକୁ ଅପେକ୍ଷା କରେ।

Job 36:20

ରାତି ଆସୁ ବୋଲି ଇଚ୍ଛା କର ନାହିଁ। ଲୋକେ ରାତି ରେ ମିଳାଇ ୟିବାକୁ ଚେଷ୍ଟା କରନ୍ତି। ସମାନେେ ଭାବନ୍ତି ସମାନେେ ପରମେଶ୍ବରଙ୍କଠାରୁ ଲୁଚିକି ରହିପାରିବେ।

Psalm 56:1

ହେ ପରମେଶ୍ବର, ମାେତେ ଦୟା କର। ଲୋକମାନେ ମାେତେ ଆକ୍ରମଣ କରିବାକୁ ଉଦ୍ଯମ କଲେ। ସମାନେେ ନିରନ୍ତର ଭାବରେ ମାେତେ ଅନୁଧାବନ କରୁଛନ୍ତି ଓ ୟୁଦ୍ଧ କରି ଆସୁଛନ୍ତି।

Psalm 56:2

ମାରେ ଶତ୍ରୁମାନେ ନିରନ୍ତର ଭାବରେ ମାେତେ ଆକ୍ରମଣ କରିବାକୁ ଉଦ୍ଯମ ସହେି ୟୋଦ୍ଧାମାନଙ୍କର ସଂଖ୍ଯା ବହୁତ। ହେ ସର୍ବୋପରିସ୍ଥ ପରମେଶ୍ବର

Psalm 57:3

ସେ ସ୍ବର୍ଗରୁ ମାେତେ ସାହାୟ୍ଯ କରନ୍ତି ଓ ରକ୍ଷା କରନ୍ତି। ଯେଉଁମାନେ ମାେତେ ଆକ୍ରମଣ କରନ୍ତି, ସେ ସମାନଙ୍କେୁ ଲଜ୍ଜିତ କରନ୍ତି। ପରମେଶ୍ବର ତାଙ୍କର ସ୍ବର୍ଗୀଯ ପ୍ରମେ ଓ ବିଶ୍ବସ୍ତ ମଙ୍ଗଳ ପ୍ରଦାନ କରନ୍ତି।

Psalm 119:131

ହେ ସଦାପ୍ରଭୁ, ମୁଁ ତୁମ୍ଭର ସମସ୍ତ ନିର୍ଦ୍ଦେଶ ଶିକ୍ଷା କରିବାକୁ ଚା ହେଁ। ମୁଁ ସେସବୁ ପାଇଁ ର୍ଧୈୟ୍ଯଶୀଳ ହାଇେ ଅପେକ୍ଷା କରୁଅଛି, ମୁଁ ପ୍ରାଯ ନିଶ୍ବାସ ଅପ୍ରଚଳିତ।

Ecclesiastes 1:5

ସୂର୍ୟ୍ଯ ଉଦଯ ହୁଅନ୍ତି, ସୂର୍ୟ୍ଯ ଅସ୍ତ ୟାନ୍ତି। ପୁଣି ଆପଣା ଉଦଯ ସ୍ଥାନକୁ ୟିବା ପାଇଁ ସତ୍ବର ହୁଅନ୍ତି।

Isaiah 42:14

ଦୀର୍ଘକାଳ ଧରି ମୁଁ ନୀରବ ରହି ଆସୁଅଛି। ମୁଁ ତଥାପି ନୀରବ ଅଛି। ମାତ୍ର ବର୍ତ୍ତମାନ ଆମ୍ଭେ ପ୍ରସବକାରିଣୀ ସ୍ତ୍ରୀ ପରି ଚିତ୍କାର କରିବୁ। ଆମ୍ଭେ ଦୀର୍ଘ ନିଃଶ୍ବାସ ଏବଂ ଆକାଂକ୍ଷା ହବେୁ।

Jeremiah 2:24

ଆଉ ତୁମ୍ଭେ ପ୍ରାନ୍ତର ରେ ବାସ କରୁଥିବା ବନ୍ଯ ଗର୍ଦ୍ଦଭୀ ପରି ଅଟ। ସେ ନିଜର ଋତୁ ସମୟରେ ବାଯୁ ଆଘ୍ରାଣ କରେ। କିଏ ତା'ର କାମ ଲିପ୍ସାରୁ ଅବରୋଧ କରିପାରିବେ ? ତାହାର ଅନ୍ବଷେଣକାରୀମାନଙ୍କର ଆପଣାମାନଙ୍କ କ୍ଲାନ୍ତ କରିବାର ଦରକାର ନାହିଁ। ସମାନେେ ତାଙ୍କର ନିଯମିତ ମାସ ରେ ତାକୁ ସହଜ ରେ ପାଇପାରିବେ।

Occurences : 14