Sign in / My account

Strong's Hebrew Concordance

Strong's Hebrew #7149

Base Word
קִרְיָא
Short Definitionbuilding; a city
Long Definition

city

Derivationor קִרְיָה; (Aramaic), corresponding to H7151
International Phonetic Alphabetk’ɪrˈjɔːʔ
IPA modkiʁˈjɑːʔ
Syllableqiryāʾ
Dictionkir-YAW
Diction Modkeer-YA
Usagecity
Part of speechn-f

Bible Verses (9 occurrences)

Ezra 4:10

ଆଉ ମହାମହିମ ସମ୍ଭ୍ରାଯ ଅସ୍ନପ୍ପର ଦ୍ବାରା ଆନୀତ ପୁଣି ଶମରିଯା ନଗର ରେ ଓ ଫରାତ୍ ନଦୀ ସପୋରିସ୍ଥ ଦେଶର ଅନ୍ଯାନ୍ଯ ସ୍ଥାନ ରେ ସ୍ଥାପିତ ଅନ୍ୟ ଗୋଷ୍ଠୀଯମାନେ ମଧ୍ଯ ଏହା ଲେଖିଲେ।

Ezra 4:12

ଆମ୍ଭମାନେେ ରାଜାଙ୍କୁ କହିବାକୁ ଗ୍ଭହୁଁ ଯେ, ଯେଉଁ ୟିହୁଦୀଯ ଲୋକମାନଙ୍କୁ ଆପଣ ପଠାଇ ଥିଲେ ସମାନେେ ୟିରୁଶାଲମକୁ ଆମ୍ଭମାନଙ୍କ ପାଖକୁ ଆସିଛନ୍ତି। ସମାନେେ ସହେି ବିଦ୍ରୋହୀ ଏବଂ ଦୁଷ୍ଟନଗର ନିର୍ମାଣ କରୁଛନ୍ତି। ସମାନେେ ପ୍ରାଚୀର ପୁନଃନିର୍ମାଣ ସମାପ୍ତ କରି ଭିତ୍ତିମୂଳର ମରାମତି କରିଛନ୍ତି।

Ezra 4:13

ଆମ୍ଭମାନେେ ରାଜାଙ୍କୁ କହିବା ପାଇଁ ଗ୍ଭହୁଁ ଯେ, ଯେତବେେଳେ ଏହି ନଗର ନିର୍ମିତ ଓ ପ୍ରାଚୀର କାର୍ୟ୍ଯ ସମାପ୍ତ ହବେ, ସେତବେେଳେ ସହେି ଲୋକମାନେ କର, ରାଜସ୍ବ ବା ମାଶୁଲ ଦବେେ ନାହିଁ। ପୁଣି ଶଷେ ରେ ତାହା ରାଜାଙ୍କ ପାଇଁ କ୍ଷତିକାରକ ହବେ।

Ezra 4:15

ଆପଣଙ୍କ ପିତୃପୁରୁଷଗଣର ଇତିହାସ ପୁସ୍ତକ ଅନୁସନ୍ଧାନ କରାଯାଉ। ତବେେ ସହେି ଇତିହାସ ପୁସ୍ତକରେ ଆପଣ ଦେଖିବେ ଓ ଜାଣିବେ ଯେ ଏହି ନଗର ବିଦ୍ରୋହୀନଗର, ଆଉ ରାଜଗଣ ଓ ପ୍ରଦେଶ ସମୂହ ପ୍ରତି ଅନିଷ୍ଟ କରିଛନ୍ତି, ପୁଣି ସମାନେେ ପୂର୍ବକାଳ ରେ ତହିଁ ମଧିଅରେ ଗଣ୍ତଗୋଳ ମତାଇ ଅଛନ୍ତି। ସେଥିପାଇଁ ଏହି ନଗର ଧ୍ବଂସ ହାଇେଅଛି।

Ezra 4:16

ଆମ୍ଭମାନେେ ମହାରାଜଙ୍କୁ ଜଣାଉଅଛୁ ଯେ, ଏହି ନଗର ନିର୍ମିତ ଓ ଏହି ପ୍ରାଚୀର ସମାପ୍ତ ହେଲା, ତଦ୍ବାରା ନଦୀ ସପୋର ରେ ଆପଣଙ୍କର କୌଣସି ଅଂଶ ରହିବ ନାହିଁ।

Ezra 4:19

ପୁଣି ଆମ୍ଭ ଆଜ୍ଞା ରେ ଅନୁସନ୍ଧାନ କରାଯାନ୍ତେ ଦଖାୟୋଇଅଛି, ଯେ ପୂର୍ବକାଳ ରେ ଏହି ନଗର ରାଜଗଣ ବିରୁଦ୍ଧ ରେ ବିଦ୍ରୋହ କରିଅଛି ଓ ତହିଁ ମଧିଅରେ ରାଜଦ୍ରୋହ ଓ ଗଣ୍ତଗୋଳ କରାୟାଇଅଛି।

Ezra 4:21

ଏଣୁ ଆମ୍ଭଠାରୁ ଆଜ୍ଞା ପ୍ରଗ୍ଭରିତ ନୋହିବା ପର୍ୟ୍ଯନ୍ତ ସେ ନଗର ରେ ଯେପରି ନିର୍ମିତ ନୋହିବ ଏଥିପାଇଁ ସହେି ଲୋକମାନଙ୍କୁ ଆଜ୍ଞା କର, ସମାନେେ କାର୍ୟ୍ଯରୁ ନିବୃତ୍ତ ହାଇବେେ।

Occurences : 9