Sign in / My account

Strong's Hebrew Concordance

Strong's Hebrew #6505

Base Word
פֶּרֶד
Short Definitiona mule (perhaps from his lonely habits)
Long Definition

mule

Derivationfrom H6504
International Phonetic Alphabetpɛˈrɛd̪
IPA modpɛˈʁɛd
Syllablepered
Dictionpeh-RED
Diction Modpeh-RED
Usagemule
Part of speechn-m

Bible Verses (15 occurrences)

2 Samuel 13:29

ଅବଶାଲୋମର ଲୋକମାନେ ଗଲେ ଓ ଅବଶା ଲୋମର ଆଜ୍ଞାନକ୍ସ୍ଟସା ରେ ଅମ୍ ନୋନକକ୍ସ୍ଟ ହତ୍ଯା କଲେ। ତେଣୁ ରାଜପକ୍ସ୍ଟତ୍ରମାନେ ସମସ୍ତେ ଉଠି ପ୍ରେତ୍ୟକକ ନିଜ ନିଜ ଖଚର ଉପରେ ଚଢି ପଳାଇଲେ।

2 Samuel 18:9

ଅବଶା ଲୋମ ଦାଉଦଙ୍କର ଅଧିକାରୀମାନଙ୍କ ସହିତ ଦଖାେ ହେଲା। ସେ ସମୟରେ ଅବଶା ଲୋମ ଖଚର ଉପରେ ଚଢି ଥିଲା। ସେ ଯେତବେେଳେ ଖଚର ରେ ଆରୋହଣ କରୁଥିଲା, ସେ ଖସିୟିବା ପାଇଁ ଗ୍ଭହକ୍ସ୍ଟଁଥିଲା ସମୟରେ ଏକ ବିରାଟ ଆଲୋନ୍ ବୃକ୍ଷ ରେ ତା'ର ମକ୍ସ୍ଟଣ୍ତ ଧକ୍କା ହେଲା ଏବଂ ବାଳଗକ୍ସ୍ଟଡାକ ଗଛ ଡାଳ ରେ ଲାଗି ଭୂମିର ଉପରେ ଝକ୍ସ୍ଟଲି ରହିଲା। ଯେତବେେଳେ ଖଚରଟି ସହେି ବାଟେ ଦୌଡିଥିଲା।

1 Kings 10:25

ପ୍ରତିବର୍ଷ ସାକ୍ଷାତକାରୀମାନେ କିଛିନା କିଛି ଭଟେି ଆଣି ରାଜାଙ୍କୁ ଦଖାେ କରୁଥିଲେ। ସମାନେେ ରୂପାପାତ୍ର, ସୁନାପାତ୍ର , ବସ୍ତ୍ର, ଅସ୍ତ୍ରଶସ୍ତ୍ର, ସୁଗନ୍ଧି ଦ୍ରବ୍ଯ, ଅଶ୍ବ ଓ ଖଚର ଭଟେି ଆଣୁଥିଲେ।

1 Kings 18:5

ଆହାବ୍ ଓବଦିଯକୁ କହିଲେ, ମାେ ସହିତ ଆସ, ଆସ ୟିବା ଏବଂ ଦେଶର ସବୁ ଝରଣା ଓ ନଦୀ କୂଳ ଦେଖିବା। ଆମ୍ଭେ ଯଦି ଆମ୍ଭର ଅଶ୍ବଗୁଡିକ ଓ ଗଧମାନଙ୍କ ପାଇଁ ପ୍ରଚୁର ଘାସ ପାଇ ପାରିବା ତବେେ ଆମ୍ଭେ ଆମ୍ଭର ପଶୁମାନଙ୍କୁ ବଧ କରିବାକୁ ପଡିବ ନାହିଁ।

2 Kings 5:17

ଏଥି ରେ ନାମାନ୍ କହିଲେ, ଆପଣ ଏହା ଯଦି ସ୍ବୀକାର ନ କରନ୍ତି, ତବେେ ମୁଁ ବିନଯ କରୁଛି, ମାେ ପାଇଁ ଏହା କର। ଆପଣଙ୍କ ଏ ଦାସକୁ ଦୁଇ ଖଚରର ଭାରମାଟି ଦିଆଯାଉ। କାରଣ ଆଜି ପର୍ୟ୍ଯନ୍ତ ଆପଣଙ୍କ ଏ ଦାସ ସଦାପ୍ରଭୁଙ୍କ ବ୍ଯତୀତ ଆଉ କୌଣସି ଦବେତା ଉଦ୍ଦେଶ୍ଯ ରେ ବଳିଦାନ କି ହାମବେଳି ଉତ୍ସର୍ଗ କରିବ ନାହିଁ।

1 Chronicles 12:40

ଆହୁରି ମଧ୍ଯ ସମାନଙ୍କେର ପଡ଼ୋଶୀ ଇଷାଖର, ସବଲୂନ୍ ଓ ନପ୍ତାଲି ଗୋଷ୍ଠୀର ଲୋକମାନେ ଗଧ, ଓଟ, ଖଚର ଓ ବଳଦ ଉପରେ ଖାଦ୍ୟଦ୍ରବ୍ଯ ଲଦି ସମାନଙ୍କେ ନିକଟକୁ ଆଣୁଥିଲେ। ସମାନେେ ବହୁତ ପରିମାଣ ରେ ମଇଦା, ଡ଼ିମ୍ବିରି ଫଳରୁ ପ୍ରସ୍ତୁତ ପିଠା, କିସମିସ୍, ଦ୍ରାକ୍ଷାରସ, ତୈଳ, ଗୋପଲ ଓ ମଷେପଲ ନଇେ ଆସୁଥିଲେ। ଇଶ୍ରାୟେଲ ଲୋକମାନେ ଅତ୍ଯନ୍ତ ଆନନ୍ଦିତ ଥିଲେ।

2 Chronicles 9:24

ପ୍ରତି ବର୍ଷ ସହେି ରାଜାମାନେ ଶଲୋମନଙ୍କ ନିମନ୍ତେ ଉପହାରମାନ ନଇେ ଆସୁଥିଲେ। ସମାନେେ ସୁନା, ରୂପା ଦ୍ରବ୍ଯ, ବସ୍ତ୍ର, ୟୁଦ୍ଧସାଜ, ମଶାଲ, ଅଶ୍ବଗୁଡ଼ିକ ଓ ଖଚରମାନ ଆଣିଲେ।

Ezra 2:66

ସମାନଙ୍କେର 736 ଘୋଡା ଥିଲା।

Occurences : 15