Sign in / My account

Strong's Hebrew Concordance

Strong's Hebrew #6340

Base Word
פָּזַר
Short Definitionto scatter, whether in enmity or bounty
Long Definition

to scatter, disperse

(Qal), to scatter,scattered (participle), (Niphal) to be scattered, (Piel) to scatter, (Pual) to be scattered

Derivationa primitive root
International Phonetic Alphabetpɔːˈd͡zɑr
IPA modpɑːˈzɑʁ
Syllablepāzar
Dictionpaw-DZAHR
Diction Modpa-ZAHR
Usagedisperse, scatter (abroad)
Part of speechv

Bible Verses (10 occurrences)

Esther 3:8

ଏହାପରେ ହାମନ୍ ଅକ୍ଷଶ୍ବରେଶ ରାଜାକୁ କହିଲା, ଆପଣଙ୍କ ରାଜ୍ଯର ସମସ୍ତ ପ୍ରଦେଶସ୍ଥ ଲୋକଙ୍କ ମଧିଅରେ ଛିନ୍ନଭିନ୍ନ ଓ ପୃଥକ୍କୃତ ଏକ ଦେଶୀଯ ଲୋକ ଅଛନ୍ତି। ଅନ୍ୟ ସକଳ ଲୋକଙ୍କର ବ୍ଯବସ୍ଥାଠାରୁ ସମାନଙ୍କେ ବ୍ଯବସ୍ଥା ଭିନ୍ନ ସମାନେେ ମଧ୍ଯ ମହାରାଜାଙ୍କ ବ୍ଯବସ୍ଥା ମାନନ୍ତି ନାହିଁ। ଏଣୁ ସମାନଙ୍କେ ବ୍ଯବହାର ସହ୍ଯ କରିବା ମହାରାଜାଙ୍କର ଉଚିତ୍ ନୁହେଁ।

Psalm 53:5

କିନ୍ତୁ ସହେି ଅଧର୍ମାଚାରୀ ଲୋକମାନେ ଭୟଭୀତ ହବେେ। ଏପରି ସମାନେେ ପୂର୍ବରୁ କବେେ ଭୟଭୀତ ହାଇେ ନ ଥିବେ। ଇଶ୍ରାୟେଲ, ସହେି ଦୁଷ୍ଟ ଲୋକମାନେ ତୁମ୍ଭକୁ ଆକ୍ରମଣ କରନ୍ତି। କିନ୍ତୁ ପରମେଶ୍ବର ସମାନଙ୍କେୁ ପରିତ୍ଯାଗ କରିଛନ୍ତି। ତୁମ୍ଭମାନେେ ସମାନଙ୍କେୁ ପରାସ୍ତ କରିବ ଏବଂ ପରମେଶ୍ବର ସମାନଙ୍କେର ଅସ୍ଥିସବୁ ଛିନ୍ନଭିନ୍ନ କରି ପକାଇବେ।

Psalm 89:10

ତୁମ୍ଭେ ରାହାବକୁ ପରାସ୍ତ କରିଅଛ। ସେ ଏକ ଶବପରି ଥିଲା। ତୁମ୍ଭେ ତୁମ୍ଭର ମହାଶକ୍ତି ଦ୍ବାରା ତୁମ୍ଭର ଶତ୍ରୁମାନଙ୍କୁ ଛିନ୍ନଛତ୍ର କରିଅଛ।

Psalm 112:9

ଯେଉଁ ଲୋକ ମୁକ୍ତ ଭାବରେ ଦିନହୀନମାନଙ୍କୁ ଦାନ କରେ, ତା'ର ଧର୍ମ ଏକ। ଚିରକାଳସ୍ଥାଯୀ। ସେ ବିଜଯ ଏବଂ ସମ୍ମାନ ପାଇବ।

Psalm 141:7

ଚାଷୀମାନେ ଭୂମିରେ ହଳ କରିଥିବା ପଥରପରି, ଠିକ୍ ସହେିପ୍ରକାର ଆମ୍ଭମାନଙ୍କର ଅସ୍ଥିସବୁ କବରରେ ମିଶିୟିବ।

Psalm 147:16

ପରମେଶ୍ବର ପୃଥିବୀ ଧଳା ପଶମ ତୁଲ୍ଯ ହବୋୟାଏଁ ହିମପାତ କରନ୍ତି। ସେ ଧୂଳିପରି ପୃଥିବୀରେ ତାହା ବିକ୍ଷିପ୍ତ କରନ୍ତି।

Proverbs 11:24

କହେି କହେି ଦାନ କରି ଆହୁରି ଧନ ବଢ଼ାନ୍ତି। ପୁଣି କହେି କହେି ଉଚିତ୍ ବ୍ଯଯ ଅସ୍ବୀକାର କଲେ ହେଁ ତହିଁରୁ କବଳେ ଅଭାବ ଜନ୍ମେ।

Jeremiah 3:13

ସଦାପ୍ରଭୁ କହନ୍ତି, ଯାହା ହେଉ ତୁମ୍ଭେ ଜାଣିବା ଉଚିତ୍ ଯେ, ତୁମ୍ଭେ ଭୁଲ୍ କରିଛ, ତୁମ୍ଭେ ବିଦେଶୀମାନଙ୍କ ପାଖକୁ ୟାଇ ଏବଂ ସମାନଙ୍କେ ସହିତ ପ୍ରେତ୍ୟକକ ହରିତ୍ ବୃକ୍ଷତଳେ ବେଶ୍ଯାବୃତ୍ତି କରି ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କରିଅଛ।' ତୁମ୍ଭେ ମାରେ କଥା ମାନିଲ ନାହିଁ।

Jeremiah 50:17

ଇଶ୍ରାୟେଲ ଚ୍ଛିନ୍ନଭିନ୍ନ ହାଇେଥିବା ମଷେ ସ୍ବରୂପ ସେ ସିଂହମାନଙ୍କ ଦ୍ବାରା ବିତାଡ଼ିତ ହାଇେଅଛି। ପ୍ରଥମେ ଅଶୂରର ରାଜା ତାକୁ ଗ୍ରାସ କଲା। ଆଉ ଶଷେ ରେ ବାବିଲର ରାଜା ନବୂଖଦନିତ୍ସର ତାହାର ହାଡ଼ସବୁ ଭାଙ୍ଗି ପକାଇଲା।

Joel 3:2

ଆମ୍ଭେ ମଧ୍ଯ ସମସ୍ତ ରାଜ୍ଯକୁ ଏକତ୍ରୀତ କରିବା। ସହେି ସମୟରେ, ଆମ୍ଭେ ସବୁ ରାଜ୍ଯକୁ ୟିହୋଶାଫଟ ଉପତ୍ୟକାକୁ ଓହ୍ଲାଇ ଆଣିବା। ସଠାେ ରେ ଆମ୍ଭେ ସମାନଙ୍କେର ବିଗ୍ଭର କରିବା। ସହେି ଗୋଷ୍ଠୀଗୁଡିକ ଆମ୍ଭ ଇଶ୍ରାୟେଲର ଲୋକମାନଙ୍କୁ ଛିନ୍ନଭିନ୍ନ କରିଛନ୍ତି। ସମାନେେ ଆମ୍ଭର ଲୋକମାନଙ୍କୁ ଅନ୍ୟ ସ୍ଥାନକୁ ୟୋର କରି ନିର୍ବାସିତ କରି ଦଇେଛନ୍ତି। ସମାନେେ ଆମ୍ଭର ଭୂମିଓ ସମାନଙ୍କେ ମଧିଅରେ ଭାଗ କରିଛନ୍ତି। ତେଣୁ ଆମ୍ଭେ ସମାନଙ୍କେୁ ଦଣ୍ତ ଦବୋ।

Occurences : 10