Sign in / My account

Strong's Hebrew Concordance

Strong's Hebrew #4680

Base Word
מָצָה
Short Definitionto suck out; by implication, to drain, to squeeze out
Long Definition

to drain, drain out

(Qal) to drain, drain out, (Niphal) to be drained out

Derivationa primitive root
International Phonetic Alphabetmɔːˈt͡sˤɔː
IPA modmɑːˈt͡sɑː
Syllablemāṣâ
Dictionmaw-TSAW
Diction Modma-TSA
Usagesuck, wring (out)
Part of speechv

Bible Verses (7 occurrences)

Leviticus 1:15

ତହୁଁ ଯାଜକ ତାକୁ ୟଜ୍ଞବଦେୀ ନିକଟକୁ ଆଣି ତାହାର ମସ୍ତକ ମାେଡି ତାକୁ ୟଜ୍ଞବଦେୀ ଉପରେ ଦଗ୍ଧ କରିବ। ଆଉ ତା'ର ରକ୍ତ ୟଜ୍ଞବଦେୀ ପାଶର୍‌ବ ରେ ନିଗାଡ଼ିବ।

Leviticus 5:9

ତା'ପରେ ସେ ଏହି ରକ୍ତରୁ କିଛି ନଇେ ୟଜ୍ଞବଦେୀ ପାଖ ରେ ଛିଞ୍ଚିବ, ପୁଣି ଅବଶିଷ୍ଟ ରକ୍ତ ସବୁ ନଇେ ୟଜ୍ଞବଦେୀ ମୂଳ ରେ ଢାଳିବ। ଏହା ପାପରୁ ମୁକ୍ତ ହବୋ ପାଇଁ ଏକ ନବୈେଦ୍ଯ ବୋଲି ବିବଚେନା କରାୟିବ।

Judges 6:38

ଏବଂ ତାହା ଠିକ୍ ସହେିପରି ହିଁ ଘଟିଥିଲା। ଗିଦ୍ଦିଯୋନୀଯ ତା'ପରଦିନ ପ୍ରଭାତ ରେ ଉଠି ସହେି ଚମଡାକକ୍ସ୍ଟ ଏକତ୍ର ଚିପକ୍ସ୍ଟଡନ୍ତେ ଲୋମରକ୍ସ୍ଟ ପୂର୍ଣ୍ଣ ଏକ ପାତ୍ର ଜଳ ବାହାରିଲା।

Psalm 73:10

ଏପରିକି ଧାର୍ମିକ ଲୋକମାନେ ସମାନଙ୍କେ ପ୍ରତି ଆକୃଷ୍ଟ ହୁଅନ୍ତି, ସମାନେେ ୟାହା କୁହନ୍ତି ଏମାନେ ତାହା ପାଳନ କରନ୍ତି।

Psalm 75:8

ସଦାପ୍ରଭୁଙ୍କ ହସ୍ତରେ ଏକ ପିଆଲା ଅଛି, ୟାହାକି ବିଷାକ୍ତ ଦ୍ରାକ୍ଷାରସରେ ପରିପୂର୍ଣ୍ଣ। ତାହା ମିଶ୍ରିତ ଦ୍ରବ୍ଯରେ ପୂର୍ଣ୍ଣ ଓ ସେ ତହିଁରୁ ଢ଼ାଳିବେ ଏବଂ ପୃଥିବୀର ଦୁଷ୍ଟ ଲୋକ ସମସ୍ତେ ତହିଁର ପାନୀଯ ନିଗାଡ଼ି ପିଇବେ।

Isaiah 51:17

ହେ ୟିରୁଶାଲମ, ଉଠ, ଜାଗ, ଛିଡ଼ାହୁଅ, କାରଣ ସଦାପ୍ରଭୁ ତୁମ୍ଭ ଉପ ରେ କୋପ କରିଛନ୍ତି। ତେଣୁ ସେ ତୁମ୍ଭକୁ ଦଣ୍ଡ ଦଇେଛନ୍ତି। ସେ ଦଣ୍ଡ ଏକ ମଦପାତ୍ର ସଦୃଶ ଓ ତୁମ୍ଭେ ତାହା ପାନ କରିଛି। ତୁମ୍ଭେ ସଦାପ୍ରଭୁଙ୍କ ହସ୍ତରୁ କୋପରୂପ ପାନପାତ୍ର ନଇେ ତାହାକୁ ଶଷେ କରିଅଛ।

Ezekiel 23:34

ତୁମ୍ଭେ ସହେି ପାତ୍ରରୁ ସମସ୍ତ ବିଷ ନିଗାଡ଼ି ପାନ କରିବ ଏବଂ ସହେି ପାତ୍ରକୁ ଫିଙ୍ଗି ଖଣ୍ଡ ବିଖଣ୍ଡିତ କରିବ। ତୁମ୍ଭ ୟନ୍ତ୍ରଣା ତୁମ୍ଭର ସ୍ତନକୁ ବିଦୀର୍ଣ୍ଣ କରିବ। କାରଣ ମୁଁ ପ୍ରଭୁ ସଦାପ୍ରଭୁ ଏହା କହୁଅଛି।

Occurences : 7