Sign in / My account

Strong's Hebrew Concordance

Strong's Hebrew #3368

Base Word
יָקָר
Short Definitionvaluable (objectively or subjectively)
Long Definition

valuable, prized, weighty, precious, rare, splendid

precious, costly,precious, highly valued,precious stones or jewels, rare, glorious, splendid, weighty, influential

Derivationfrom H3365
International Phonetic Alphabetjɔːˈk’ɔːr
IPA modjɑːˈkɑːʁ
Syllableyāqār
Dictionyaw-KAWR
Diction Modya-KAHR
Usagebrightness, clear, costly, excellent, fat, honourable women, precious, reputation
Part of speecha

Bible Verses (35 occurrences)

1 Samuel 3:1

ବାଳକ ଶାମକ୍ସ୍ଟଯଲେ ଏଲିଙ୍କ ଅଧିନ ରେ ସଦାପ୍ରଭୁଙ୍କର ସବୋ କଲେ। ସହେି ସମୟରେ ସଦାପ୍ରଭୁଙ୍କ ବାକ୍ଯ ଓ ଦର୍ଶନ ଦକ୍ସ୍ଟର୍ଲଭ ଥିଲା।

2 Samuel 12:30

ସେ ସମାନଙ୍କେ ରାଜାର ମସ୍ତକରୁ ମକ୍ସ୍ଟକକ୍ସ୍ଟଟ କାଢି ନେଲେ। ତାହା ଏକ ମହଣ ପରିମିତ ସକ୍ସ୍ଟନା ଓ ତହିଁରେ ବହକ୍ସ୍ଟମୂଲ୍ଯ ପ୍ରସ୍ତରମାନ ଖଚିତ ହାଇେଥିଲା। ଆଉ ତାହା ଦାଉଦଙ୍କର ମସ୍ତକରେ ଦିଆଗଲା। ପକ୍ସ୍ଟଣି ସେ ମଧ୍ଯ ସହେି ନଗରରକ୍ସ୍ଟ ଲକ୍ସ୍ଟଟ୍ କରି ବହକ୍ସ୍ଟମୂଲ୍ଯ ସାମଗ୍ରି ନଇଗେଲେ।

1 Kings 5:17

ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ନିମନ୍ତେ ରାଜା ଶଲୋମନ ଏକ ବଡ ପଥର କାଟିବା ପାଇଁ ସମାନଙ୍କେୁ ଆଦେଶ ଦେଲେ।

1 Kings 7:9

ଏହିସବୁ ଅଟାଳିକାଗୁଡିକ ମୂଲ୍ଯବାନ୍ ପଥରସର ନିର୍ମିତସହଲା। ଏହିସବୁ ପଥରଗୁଡିକ ନିର୍ଦ୍ଧିଷ୍ଟ ଆକାର ଅନୁସାଲର କରତସର କଟାଗଲା।ସସଗୁଡିକର ଆଗପଛ କଟାଗଲା। ଏହି ପଥରଗୁଡିକ ମୂଳଦୁଆରୁ କାନ୍ଥର ଶୀର୍ଷାଂଶ ପର୍ୟ୍ଯନ୍ତ ବ୍ଯବହାରସହଲା। ପ୍ରାଙ୍ଗଣ ମଧ୍ଯ ବହୁମୂଲ୍ଯ ପ୍ରସ୍ତରସର ତିଆରିସହଲା।

1 Kings 7:10

ପ୍ରଣି ଭିତ୍ତିମୂଳ ବୃହତ୍ ଓ ମୂଲ୍ଯବାନ୍ ପଥରସର ନିର୍ମିତସହଲା।ସକଲତକ ପ୍ରସ୍ତର ଦଶହାତ ଓସକଲତକ ଆଠ ହାତ ର୍ଦୈଘ୍ଯ ବିଶିଷ୍ଟ ଥିଲା।

1 Kings 7:11

ସସହି ପ୍ରସ୍ତରର ଅଗ୍ରଭାଗସର ବହୁମୂଲ୍ଯସଖାଦିତ ପ୍ରସ୍ତର ଓ ଏରସ କାଠର କଡି ଥିଲା।

1 Kings 10:2

ଶିବାର ରାଣୀ ବହୁ ଦାସଦାସୀଙ୍କ ଗହଣ ରେ ୟିରୁଶାଲମରୁ ଆସିଲା ବେଳେ ସଙ୍ଗ ରେ ଓଟ ପୃଷ୍ଟ ରେ ସୁଗନ୍ଧି ଦ୍ରବ୍ଯ, ବିଭିନ୍ନ ରତ୍ନ ଓ ବହୁ ସୁବର୍ଣ୍ଣ ଆଣି ଶଲୋମନଙ୍କୁ ଭଟେିଲେ ଓ ଆପଣାର ମନୋନୀତ ପ୍ରଶ୍ନ ଶ ଲୋମନଙ୍କୁ ପଚାରିଲେ।

1 Kings 10:10

ସେ (ସ୍ତ୍ରୀ) ରାଜାଙ୍କୁ 120 ତାଲନ୍ତା ସୁବର୍ଣ୍ଣ ଦେଲେ, ସେ (ସ୍ତ୍ରୀ) ମଧ୍ଯ ତାଙ୍କୁ ବହୁ ସୁଗନ୍ଧି ଦ୍ରବ୍ଯ ଓ ରତ୍ନ ଦେଲେ। ଶିବାର ରାଣୀ ଶଲୋମନଙ୍କୁ ଯେଉଁ ପରିମାଣର ସୁଗନ୍ଧି ଦ୍ରବ୍ଯ ଓ ରତ୍ନ ଦେଲେ ଏତେ ପରିମାଣର କହେି ଇଶ୍ରାୟେଲକୁ କବେେ ଦଇେ ନଥିଲେ।

1 Kings 10:11

ହୀରମଙ୍କର ଜାହାଜ ରେ ଓଫୀରରୁ ସୁନା ଆସିଥିଲା ସହେି ସବୁ ଜାହାଜ ରେ ମଧ୍ଯ ଓଫୀରରୁ ପ୍ରଚୁର ଚନ୍ଦନ କାଠ ଓ ରତ୍ନ ଆସିଲା।

1 Chronicles 20:2

ଦାଉଦ ସମାନଙ୍କେ ରାଜାର ମସ୍ତକରୁ ମୁକୁଟ କାଢ଼ି ନେଲେ। ସହେି ସୁବର୍ଣ୍ଣ ମୁକୁଟର ଓଜନ ଥିଲା ଏକ ତାଳନ୍ତ। ସହେି ମୁକୁଟର ଅତି ମୂଲ୍ଯବାନ ପଥରସବୁ ଲାଗିଥିଲା। ଦାଉଦଙ୍କ ମସ୍ତକରେ ସହେି ମୁକୁଟ ପିନ୍ଧାଗଲା। ଏହାପରେ ଦାଉଦ ରବ୍ବା ନଗରୀରୁ ମିଳିଥିବା ଅନକେ ମୂଲ୍ଯବାନ ବସ୍ତୁ ପ୍ରାପ୍ତ ହେଲେ।

Occurences : 35