Strong's Hebrew Concordance
Strong's Hebrew #1933
| Base Word | |
| הָוָא | |
| Short Definition | to be (in the sense of existence) |
| Long Definition |
Qal) to fall, to be, become, exist, happen |
| Derivation | or הָוָה; a primitive root (compare H0183, H1961) supposed to mean properly, to breathe |
| International Phonetic Alphabet | hɔːˈwɔːʔ |
| IPA mod | hɑːˈvɑːʔ |
| Syllable | hāwāʾ |
| Diction | haw-WAW |
| Diction Mod | ha-VA |
| Usage | be, × have |
| Part of speech | v |
Bible Verses (6 occurrences)
ସବୁ ଲୋକ ତୁମ୍ଭର ସବୋ କରନ୍ତୁ। ସବୁ ଜାତି ତୁମ୍ଭ ନିକଟରେ ମସ୍ତକ ଅବନତ କରନ୍ତୁ। ତୁମ୍ଭର ଭାଇ ଉପରେ ତୁମ୍ଭେ ଶାସନ କର। ତୁମ୍ଭର ମା'ର ସନ୍ତାନ ତୁମ୍ଭକୁ ମାନୁ।
ସେଥି ରେ ଏହିପରି ଲଖାେ ୟାଇଥିଲା, ଗୋଷ୍ଠୀଯମାନଙ୍କ ମଧିଅରେ ଏହି ଜନରବ ହାଇେଅଛି। ମଧ୍ଯ ଗଶୁମୁ ଏହା କହୁଅଛି ଯେ ତୁମ୍ଭେ ଓ ୟିହୁଦୀଯମାନେ ରାଜଦ୍ରୋହ କରିବାକୁ ବିଗ୍ଭର କରୁଅଛ। ତେଣୁ ତୁମ୍ଭେ ପ୍ରାଚୀର ନିର୍ମାଣ କରୁଅଛ। ଏହି ଜନରବ ଅନୁସାରେ ତୁମ୍ଭେ ସମାନଙ୍କେର ରାଜା ହବୋକୁ ଇଚ୍ଛା କରୁଅଛ।
ପରମେଶ୍ବର ବରଫକୁ କହନ୍ତି : ପୃଥିବୀ ଉପରେ ପଡ଼ ଏବଂ ପରମେଶ୍ବର ବର୍ଷାକୁ କହନ୍ତି 'ପୃଥିବୀ ରେ ଢ଼ାଳି ହୁଅ।'
ସୂର୍ୟ୍ଯ ତଳେ ଜଣେ ମନୁଷ୍ଯ ପରିଶ୍ରମ କରି ଓ ହୃଦଯକୁ ଦୁଃଖ ଦଇେ କ'ଣ ପାଏ ?
କେତଗେୁଡ଼ିଏ କଥା ଅଛି ଯାହାକି ତୁମ୍ଭେ ନିଶ୍ଚିତ ହବେ। ଯଦି ମେଘମାଳା ବର୍ଷାବିନ୍ଦୁ ରେ ପୂର୍ଣ୍ଣ ହାଇେଥାନ୍ତି, ତବେେ ସଗେୁଡ଼ିକ ପୃଥିବୀ ରେ ପାଣି ଢ଼ାଳି ଦବେେ। ଏବଂ ବୃକ୍ଷ ଯଦି ଦକ୍ଷିଣ କିଅବା ଉତ୍ତର ଦିଗ ରେ ପଡ଼େ ତବେେ ଯେଉଁ ସ୍ଥାନ ରେ ପଡ଼େ ସହେି ସ୍ଥାନ ରେ ରହିବ।
ମାୟୋବର ଲୋକମାନଙ୍କୁ ତାଙ୍କର ଘରୁ ଜାରେ କରି ତଡ଼ି ଦିଆ ୟାଇଛି। ତେଣୁ ସମାନଙ୍କେୁ ତୁମ୍ଭ ଦେଶ ରେ ବାସ କରିବାକୁ ଦିଅ। ସମାନଙ୍କେ ଶତ୍ରୁଠାରୁ ସମାନଙ୍କେୁ ଲୁଚାଇ ରଖ। କାରଣ ଲୁଣ୍ଠନ ବନ୍ଦ ହବେ। ଶତ୍ରୁ ପରାଜିତ ହବେେ। ଆଘାତ କାରୀମାନେ ଦେଶରୁ ବିଦାଯ ନବେେ।
Occurences : 6