Full Screen English ?
   🏠  Lyrics  Chords  Bible 

சங்கீதம் 76:10

Psalm 76:10 in Tamil தமிழ் வேதாகமம் சங்கீதம் சங்கீதம் 76

சங்கீதம் 76:10
மனுஷனுடைய கோபம் உமது மகிமையை விளங்கப்பண்ணும்; மிஞ்சுங்கோபத்தை நீர் அடக்குவீர்.

Cross Reference

ଲେବୀୟ ପୁସ୍ତକ 26:7
ତୁମ୍ଭମାନେେ ତୁମ୍ଭମାନଙ୍କ ଶତୃକୁ ଘଉଡାଇ ଦବେ। ସମାନେେ ତୁମ୍ଭମାନଙ୍କର ଖଡ୍ଗ ରେ ଧରାଶାଯୀ ହବେେ।

ଦିତୀୟ ବିବରଣ 28:7
ସଦାପ୍ରଭୁ ସର୍ବଦା ତୁମ୍ଭମାନଙ୍କୁ ସହାୟ ଓ ତକ୍ସ୍ଟମ୍ଭ ଶତୃମାନଙ୍କୁ ବିନାଶ କରିବେ, ଯେଉଁମାନେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଉଠିବେ। ସମାନେେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ଗୋଟିଏ ବାଟରେ ଆସିବେ ଓ ସାତଟି ବାଟରେ ପଳାଯନ କରିବେ।

ଦିତୀୟ ବିବରଣ 32:30
ଜଣେ ଲୋକ କ'ଣ ହଜାରେ ଲୋକଙ୍କକ୍ସ୍ଟ ଗୋଡ଼ାଇ ପାରିବ? ଦକ୍ସ୍ଟଇଜଣ ଲୋକ କ'ଣ ଦଶହଜାର ଲୋକଙ୍କକ୍ସ୍ଟ ଘଉଡାଇ ଦଇପୋରିବେ? ତାହା ଘଟିବ କବଳେ ଯଦି ସଦାପ୍ରଭୁ ସମାନଙ୍କେୁ ତାଙ୍କର ଶତୃମାନଙ୍କ ହସ୍ତ ରେ ସମର୍ପଣ କରନ୍ତି।

ଯିହୋଶୂୟ 23:10
ସଦାପ୍ରଭୁଙ୍କର ସହାୟତା ରେ ଇଶ୍ରାୟେଲର ଯେ କୌଣସି ଜଣେ ସୈନିକ ଏକ ହଜାର ସୈନିକମାନଙ୍କୁ ପରାସ୍ତ କରିପାରିବେ। କାହିଁକି ଜାଣ? ଯେ ହତେକ୍ସ୍ଟ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ତୁମ୍ଭମାନଙ୍କ ପକ୍ଷ ରେ ୟକ୍ସ୍ଟଦ୍ଧ କରିବେ, ଯେ ହତେକ୍ସ୍ଟ ସେ ପ୍ରତିଜ୍ଞା କରିଥିଲେ।

ଗୀତସଂହିତା 18:29
ହେ ସଦାପ୍ରଭୁ, ତୁମ୍ଭର ସାହାୟ୍ଯରେ ମୁଁ ସୈନ୍ଯମାନଙ୍କ ସହିତ ଲଢ଼ିପାରେ। ପରମେଶ୍ବରଙ୍କ ସାହାୟ୍ଯରେ ମୁଁ ଶତ୍ରୁର ପ୍ରାଚୀରକୁ ଚଢ଼ିୟାଇପାରେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:31
ସେଥିପାଇଁ ଆମ୍ଭେ ଏହି ବିଷୟ ରେ କ'ଣ କହିବା? ଯଦି ପରମେଶ୍ବର ଆମ୍ଭ ସହିତ ଅଛନ୍ତି, ତାହାହେଲେ କୌଣସି ଲୋକ ଆମ୍ଭକୁ ପରାଜିତ କରି ପାରିବ ନାହିଁ।

ଏବ୍ରୀମାନଙ୍କ ନିକଟକୁ ପତ୍ର 11:34
ସହେି ବିଶ୍ବାସ ବଳ ରେ କେତେ ଜଣ ଅଗ୍ନିର ଶକ୍ତି ବନ୍ଦ କଲେ, ଓ କେତେ ଲୋକ ଖଡ୍ଗ ଦ୍ବାରା ମରିବାରୁ ରକ୍ଷା ପାଇଲେ। ବିଶ୍ବାସ କାରଣରୁ ଦୁର୍ବଳ ଲୋକ ଶକ୍ତିଶାଳୀ ହେଲେ। ସମାନେେ ୟୁଦ୍ଧ ରେ ଶକ୍ତିଶାଳୀ ହାଇେ ଶତୃ ସନୋଙ୍କୁ ପରାସ୍ତ କଲେ।


சங்கீதம் 76:10 ஆங்கிலத்தில்

manushanutaiya Kopam Umathu Makimaiyai Vilangappannnum; Minjungaோpaththai Neer Adakkuveer.


Tags மனுஷனுடைய கோபம் உமது மகிமையை விளங்கப்பண்ணும் மிஞ்சுங்கோபத்தை நீர் அடக்குவீர்
சங்கீதம் 76:10 Concordance சங்கீதம் 76:10 Interlinear சங்கீதம் 76:10 Image

முழு அதிகாரம் வாசிக்க : சங்கீதம் 76