Full Screen English ?
   🏠  Lyrics  Chords  Bible 

எண்ணாகமம் 31:8

సంఖ్యాకాండము 31:8 தமிழ் வேதாகமம் எண்ணாகமம் எண்ணாகமம் 31

எண்ணாகமம் 31:8
அவர்களைக் கொன்றுபோட்டதுமன்றி, மீதியானியரின் ஐந்து ராஜாக்களாகிய ஏவி, ரேக்கேம், சூர், ஊர், ரேபா என்பவர்களையும் கொன்றுபோட்டார்கள். பேயோரின் குமாரனாகிய பிலேயாமையும் பட்டயத்தினாலே கொன்றுபோட்டார்கள்.

John 11 in Tamil and English

1 ଲାଜାର ନାମ ରେ ଜଣେ ବ୍ଯକ୍ତି ଅସୁସ୍ଥ ଥିଲେ। ସେ ବେଥନିଆ ନଗର ରେ ରହୁଥିଲେ। ସଠାେରେ ମରିୟମ ଓ ତାହାଙ୍କ ଭଉଣୀ ମାର୍ଥା ବାସ ମଧ୍ଯ କରୁଥିଲେ।
Now a certain man was sick, named Lazarus, of Bethany, the town of Mary and her sister Martha.

2 ସହେି ମରିୟମ ପରେ ପ୍ରଭୁ ଯୀଶୁଙ୍କ ପାଦ ରେ ଅତି ମୂଲ୍ଯବାନ ଅତର ଢାଳି ନିଜ କେଶ ରେ ପାଦ ପୋଛି ଦଇେଥିଲେ। ସମାନଙ୍କେର ଭାଇ ଲାଜାର ଅସୁସ୍ଥ ଥିଲେ।
(It was that Mary which anointed the Lord with ointment, and wiped his feet with her hair, whose brother Lazarus was sick.)

3 ତେଣୁ ମରିୟମ ଓ ମାର୍ଥା ଯୀଶୁଙ୍କୁ ଜଣାଇବା ପାଇଁ ଗୋଟିଏ ଲୋକ ପଠାଇଲେ। ସମାନେେ କହି ପଠାଇଲେ, ପ୍ରଭୁ, ତୁମ୍ଭର ପ୍ରିୟ ବନ୍ଧୁ ଲାଜାର ପୀଡିତ ଅଛନ୍ତି।
Therefore his sisters sent unto him, saying, Lord, behold, he whom thou lovest is sick.

4 ଯୀଶୁ ଏହି କଥା ଶୁଣି କହିଲେ, ତାହାର ପୀଡା ମୃତ୍ଯୁଜନକ ନୁହେଁ। କିନ୍ତୁ ତା'ର ଅସୁସ୍ଥତା ପରମେଶ୍ବରଙ୍କର ଗୌରବ ନିମନ୍ତେ। ପରମେଶ୍ବରଙ୍କର ପୁତ୍ର ଏହା ଦ୍ବାରା ଗୌରବାନ୍ବିତ ହବେେ।
When Jesus heard that, he said, This sickness is not unto death, but for the glory of God, that the Son of God might be glorified thereby.

5 ଯୀଶୁ ମାର୍ଥା, ତା'ର ଭଉଣୀ ମରିୟମ ଓ ଲାଜାରଙ୍କୁ ବହୁତ ଭଲ ପାଉଥିଲେ।
Now Jesus loved Martha, and her sister, and Lazarus.

6 ସେ ଲାଜାରଙ୍କ ଅସୁସ୍ଥତାର ଖବର ପାଇ ସେ ଯେଉଁଠି ଥିଲେ ସଠାେରେ ଆହୁରି ଦୁଇ ଦିନ ରହିଗଲେ।
When he had heard therefore that he was sick, he abode two days still in the same place where he was.

7 ତାପରେ ଯୀଶୁ ତାହାଙ୍କର ଶିଷ୍ଯମାନଙ୍କୁ କହିଲେ, ଚାଲ, ଆମ୍ଭେ ୟିହୂଦା ପ୍ରଦେଶକୁ ଫରେିୟିବା।
Then after that saith he to his disciples, Let us go into Judaea again.

8 ଶିଷ୍ଯମାନେ କହିଲେ, ଗୁରୁ, ୟିହୂଦା ରେ ତ ଆପଣଙ୍କୁ ଯିହୂଦୀ ନେତାମାନେ ପଥର ରେ ମାରିବାକୁ ଚେଷ୍ଟା କରୁଥିଲେ। ଏହା ଅଳ୍ପଦିନ ପୂର୍ବେ ହାଇେଥିଲା। ଆପଣ ପୁଣି ସଠାେକୁ ଫରେିୟିବାକୁ ଚାହାଁନ୍ତି?
His disciples say unto him, Master, the Jews of late sought to stone thee; and goest thou thither again?

9 ଯୀଶୁ ଉତ୍ତର ଦେଲେ, ଦିନ ମଧିଅରେ ବାର ଘଣ୍ଟା ଆଲୋକ ଥାଏ। ଜଣେ ଲୋକ ଦିନ ବେଳେ ଚାଲିଲେ ସେ ଝୁଣ୍ଟେ ନାହିଁ କି ପଡେ ନାହିଁ, କାରଣ ଜଗତର ଆଲୋକରେ ସେ ଦେଖିପା ରେ।
Jesus answered, Are there not twelve hours in the day? If any man walk in the day, he stumbleth not, because he seeth the light of this world.

10 କିନ୍ତୁ ରାତି ରେ ଜଣେ ଲୋକ ଝୁଣ୍ଟେ, କାରଣ ରାତି ବେଳେ ତାକୁ ଦେଖିବା ରେ ସାହାୟ୍ଯ କରିବା ପାଇଁ ଆଲୋକ ନଥାଏ।
But if a man walk in the night, he stumbleth, because there is no light in him.

11 ଯୀଶୁ ଏକଥା କହିବା ସାରିବା ପରେ, କହିଲେ, ଆମ୍ଭର ବନ୍ଧୁ ଲାଜାର ବର୍ତ୍ତମାନ ଶାଇେଛନ୍ତି। ମୁଁ ତାହାଙ୍କୁ ଉେଠଇବା ପାଇଁ ସଠାେକୁ ଯାଉଛି।
These things said he: and after that he saith unto them, Our friend Lazarus sleepeth; but I go, that I may awake him out of sleep.

12 ଶିଷ୍ଯମାନେ ଉତ୍ତର ଦେଲେ, କିନ୍ତୁ ପ୍ରଭୁ, ଯଦି ସେ ଶାଇେଛନ୍ତି, ତବେେ ସେ ସୁସ୍ଥ ହାଇେ ଯିବେ।
Then said his disciples, Lord, if he sleep, he shall do well.

13 ଯୀଶୁଙ୍କର କହିବା ଅର୍ଥ ଥିଲା, ଯେ ଲାଜାର ମୃତ। କିନ୍ତୁ ତାହାଙ୍କର ଶିଷ୍ଯମାନେ ବୁଝିଲେ ଯେ ସେ ସାଧାରଣ ଶାଇେବା ବିଷୟ ରେ କହୁଛନ୍ତି।
Howbeit Jesus spake of his death: but they thought that he had spoken of taking of rest in sleep.

14 ତେଣୁ ଯୀଶୁ ସ୍ପଷ୍ଟରୂପେ କହିଲେ, ଲାଜାର ମରିଯାଇଛନ୍ତି,
Then said Jesus unto them plainly, Lazarus is dead.

15 ମୁଁ ଖୁସି ଯେ ମୁଁ ସଠାେରେ ନଥିଲି। ମୁଁ ତୁମ୍ଭମାନଙ୍କ ନିମନ୍ତେ ଆନନ୍ଦ କରୁଛି କାରଣ ବର୍ତ୍ତମାନ ତୁମ୍ଭମାନେେ ମାଠାେ ରେ ବିଶ୍ବାସ କରିବ। ଚାଲ, ଆମ୍ଭେ ବର୍ତ୍ତମାନ ତାହାଙ୍କ ପାଖକୁ ୟିବା।
And I am glad for your sakes that I was not there, to the intent ye may believe; nevertheless let us go unto him.

16 ତା'ପରେ ଥୋମା ଯାହାଙ୍କୁ ଦିଦୁମ କୁହାଯାଉଥିଲା ସେ ଅନ୍ୟ ଶିଷ୍ଯଙ୍କୁ କହିଲେ, ଚାଲ ଆମ୍ଭମାନେେ ମଧ୍ଯ ଯୀବା ଓ ଯୀଶୁଙ୍କ ସହିତ ୟିହୂଦା ରେ ମରିବା।
Then said Thomas, which is called Didymus, unto his fellowdisciples, Let us also go, that we may die with him.

17 ଯୀଶୁ ବେଥନିଆ ରେ ପହନ୍ଚିଲେ। ସେ ଦେଖିଲେ, ଲାଜାରଙ୍କର ମୃତ୍ଯୁ ହାଇେ କବରସ୍ଥ ହବୋର ଚାରି ଦିନ ହାଇଗେଲାଣି।
Then when Jesus came, he found that he had lain in the grave four days already.

18 ବେଥନିଆ ୟିରୂଶାଲମଠାରୁ ପ୍ରାୟ ତିନି କିଲୋମିଟର ଦୂର।
Now Bethany was nigh unto Jerusalem, about fifteen furlongs off:

19 ଅନକେ ଯିହୂଦୀ ମାର୍ଥା ଓ ମରିୟମଙ୍କ ପାଖକୁ ଆସିଥିଲେ। ସମାନେେ ମାର୍ଥା ଓ ମରିୟମଙ୍କୁ ସମାନଙ୍କେର ଭାଇ ଲାଜାର ସକାେଶ ସାନ୍ତ୍ବନା ଦବୋ ପାଇଁ ଆସିଥିଲେ।
And many of the Jews came to Martha and Mary, to comfort them concerning their brother.

20 ଯୀଶୁ ଆସୁଛନ୍ତି ବୋଲି ମାର୍ଥା ଶୁଣିଲେ। ସେ ଯୀଶୁଙ୍କୁ ସ୍ବାଗତ କରିବା ପାଇଁ ଗଲେ। କିନ୍ତୁ ମରିୟମ ଘ ରେ ରହିଲେ।
Then Martha, as soon as she heard that Jesus was coming, went and met him: but Mary sat still in the house.

21 ମାର୍ଥା ଯୀଶୁଙ୍କୁ କହିଲେ, ପ୍ରଭୁ, ଯଦି ଆପଣ ଏଠା ରେ ଥାଆନ୍ତେ, ତବେେ ମାରେ ଭାଇ ମରି ନଥାନ୍ତା।
Then said Martha unto Jesus, Lord, if thou hadst been here, my brother had not died.

22 କିନ୍ତୁ ଏବେ ମଧ୍ଯ ମୁଁ ଜାଣେ ଯେ ଆପଣ ଯାହା କିଛି ମାଗିବେ, ପରମେଶ୍ବର ତାହା ଦବେେ।
But I know, that even now, whatsoever thou wilt ask of God, God will give it thee.

23 ଯୀଶୁ କହିଲେ, ତୁମ୍ଭର ଭାଇ ପୁଣି ଥରେ ବଞ୍ଚି ଉଠିବ।
Jesus saith unto her, Thy brother shall rise again.

24 ମାର୍ଥା ଉତ୍ତର ଦେଲେ, ମୁଁ ଜାଣେ, ପୁନରୁତ୍ଥାନ ଦିନ ରେ ଯେତବେେଳେ ସମସ୍ତେ ମୃତ୍ଯୁରୁ ବଞ୍ଚି ଉଠିବେ, ସେତବେେଳେ ସେ ମଧ୍ଯ ମୃତ୍ଯୁରୁ ବଞ୍ଚି ଉଠିବ।
Martha saith unto him, I know that he shall rise again in the resurrection at the last day.

25 ଯୀଶୁ ତାକୁ କହିଲେ, ମୁଁ ସହେି ପୁନରୁତ୍ଥାନ ଓ ଜୀବନ, ମାଠାେ ରେ ବିଶ୍ବାସ କରୁଥିବା ଲୋକ ମୃତ୍ଯୁ ପରେ ପୁଣି ବଞ୍ଚି ଉଠିବ ଓ ଜୀବିତ ରହିବ।
Jesus said unto her, I am the resurrection, and the life: he that believeth in me, though he were dead, yet shall he live:

26 ମାେ'ଠା ରେ ରହୁଥିବା ଓ ବିଶ୍ବାସ କରୁଥିବା ଲୋକ କଦାପି ମରିବ ନାହିଁ। ମାର୍ଥା ତୁମେ କ'ଣ ଏହା ବିଶ୍ବାସ କର?
And whosoever liveth and believeth in me shall never die. Believest thou this?

27 ମାର୍ଥା ଉତ୍ତର ଦେଲେ, ହଁ, ପ୍ରଭୁ, ମୁଁ ଆପଣଙ୍କୁ ଖ୍ରୀଷ୍ଟ ବୋଲି ବିଶ୍ବାସ କକରେ। ଆପଣ ପରମେଶ୍ବରଙ୍କର ପୁତ୍ର। ଯାହାଙ୍କର ଏହି ଜଗତକୁ ଆସିବାର ଥିଲା, ଆପଣ ସହେି ବ୍ଯକ୍ତି ଅଟନ୍ତି।
She saith unto him, Yea, Lord: I believe that thou art the Christ, the Son of God, which should come into the world.

28 ମାର୍ଥା ଏ ସବୁ କଥା କହିବା ପରେ ଭଉଣୀ ମରିୟମ ପାଖକୁ ଗଲେ। ସେ ମରିୟମଙ୍କ ସହିତ ଏକୁଟିଆ କଥାବାର୍ତ୍ତା ହେଲେ। ସେ କହିଲେ, ଏଠା ରେ ଗୁରୁ ଅଛନ୍ତି, ସେ ତୁମ୍ଭକୁ ଖାଜେୁଛନ୍ତି।
And when she had so said, she went her way, and called Mary her sister secretly, saying, The Master is come, and calleth for thee.

29 ମରିୟମ ଏ କଥା ଶୁଣି ଯୀଶୁଙ୍କ ପାଖକୁ ସଙ୍ଗେ ସଙ୍ଗେ ଆସିଲେ।
As soon as she heard that, she arose quickly, and came unto him.

30 ଯୀଶୁ ସହେି ସମୟ ପର୍ୟ୍ଯନ୍ତ ଗ୍ରାମକୁ ଆସି ନଥିଲେ। ମାର୍ଥା ତାହାଙ୍କୁ ଯେଉଁ ସ୍ଥାନ ରେ ଦେଖିଥିଲେ, ସେ ପର୍ୟ୍ଯନ୍ତ ସେ ସହେିଠା ରେ ଥିଲେ।
Now Jesus was not yet come into the town, but was in that place where Martha met him.

31 ଯିହୂଦୀମାନେ ମରିୟମଙ୍କ ସହିତ ଘ ରେ ଥିଲେ। ସମାନେେ ତାହାଙ୍କୁ ସାନ୍ତ୍ବନା ଦେଉଥିଲେ। ସମାନେେ ମରିୟମଙ୍କୁ ହଠାତ୍ ଠିଆ ହାଇେ ତରବର ରେ ବାହାରକୁ ୟିବା ଦେଖିଲେ। ସମାନେେ ଭାବିଲେ ବୋଧେ ସେ ଲାଜାରଙ୍କ କବର ପାଖକୁ କାନ୍ଦିବାକୁ ଯାଉଛନ୍ତି। ତେଣୁ ସମାନେେ ତାହାଙ୍କ ପେଛ ପେଛ ଗଲେ।
The Jews then which were with her in the house, and comforted her, when they saw Mary, that she rose up hastily and went out, followed her, saying, She goeth unto the grave to weep there.

32 ମରିୟମ ଯୀଶୁ ରହିଥିବା ସ୍ଥାନକୁ ଗଲେ। ଯୀଶୁଙ୍କୁ ଦେଖି ସେ ତାହାଙ୍କ ପାଦ ତଳେ ପଡିଗଲେ। ମରିୟମ କହିଲେ, ପ୍ରଭୁ, ଆପଣ ଯଦି ଏଠା ରେ ଥାଆନ୍ତେ ତବେେ ମାେ ଭାଇ ମରି ନ ଥାଆନ୍ତା।
Then when Mary was come where Jesus was, and saw him, she fell down at his feet, saying unto him, Lord, if thou hadst been here, my brother had not died.

33 ଯୀଶୁ ମରିୟମକୁ କାନ୍ଦିବାର ଦେଖିଲେ। ସେ ଯିହୂଦୀମାନଙ୍କୁ ତାହାଙ୍କ ସହିତ ଆସିବାର ଦେଖିଲେ। ସମାନେେ ମଧ୍ଯ କାନ୍ଦୁଥିଲେ। ଯୀଶୁ ବହୁତ ଦୁଃଖ ଅନୁଭବ କଲେ ଓ ଅନ୍ତର ରେ ଅତ୍ଯଧିକ ବ୍ଯଥା ଅନୁଭବ କଲେ।
When Jesus therefore saw her weeping, and the Jews also weeping which came with her, he groaned in the spirit, and was troubled,

34 ଯୀଶୁ କହିଲେ, ତୁମ୍ଭେ ଲାଜାରଙ୍କୁ କେଉଁଠା ରେ ରଖିଛ? ସମାନେେ କହିଲେ, ପ୍ରଭୁ ଆସି ଦେଖନ୍ତୁ।
And said, Where have ye laid him? They said unto him, Lord, come and see.

35 ଯୀଶୁ କାନ୍ଦିଲେ।
Jesus wept.

36 ଯିହୂଦୀମାନେ କହିଲେ, ଦେଖ, ଯୀଶୁ ଲାଜାରଙ୍କୁ କେତେ ସ୍ନହେ କରୁଥିଲେ।
Then said the Jews, Behold how he loved him!

37 କିନ୍ତୁ କେତକେ ଯିହୂଦୀ କହିଲେ, ଯୀଶୁ ଅନ୍ଧ ଲୋକଟିର ଆଖି ଭଲ କରି ଦଇେଥିଲେ। ତବେେ ସେ ଲାଜାରଙ୍କୁ ମରଣ ମୁଖରୁ ବଞ୍ଚଇେ ରଖିବା ପାଇଁ କାହିଁକି କିଛି କରି ପାରିଲେ ନାହିଁ।
And some of them said, Could not this man, which opened the eyes of the blind, have caused that even this man should not have died?

38 ଯୀଶୁ ପୁଣି ବହୁତ ବ୍ଯତିବ୍ଯସ୍ତ ହେଲେ। ସେ ଲାଜାରଙ୍କ କବର ନିକଟକୁ ଆସିଲେ। ତାହା ଗୋଟିଏ ଗୁହା ଥିଲା ଓ ତା ମୁହଁ ରେ ଗୋଟିଏ ବଡ ପଥର ଘୋଡଇେ ଦିଆଯାଇଥିଲା।
Jesus therefore again groaning in himself cometh to the grave. It was a cave, and a stone lay upon it.

39 ଯୀଶୁ କହିଲେ, ଏ ପଥରକୁ ଘୁଞ୍ଚାଇ ଦିଅ।
Jesus said, Take ye away the stone. Martha, the sister of him that was dead, saith unto him, Lord, by this time he stinketh: for he hath been dead four days.

40 ଯୀଶୁ ତାହାଙ୍କୁ କହିଲେ, ମୁଁ ତୁମ୍ଭକୁ ଯାହା କହିଥିଲି, ତାହା ମନେପକାଅ। ମୁଁ ତୁମ୍ଭକୁ କହିଥିଲି, ଯଦି ତୁମ୍ଭେ ବିଶ୍ବାସ କରିବ ତବେେ ପରମେଶ୍ବରଙ୍କର ଗୌରବ ଦେଖି ପାରିବ।
Jesus saith unto her, Said I not unto thee, that, if thou wouldest believe, thou shouldest see the glory of God?

41 ତେଣୁ ସମାନେେ ପଥର ବାହାର କଲେ। ତା'ପରେ ଯୀଶୁ ଉର୍ଦ୍ଧ୍ବକୁ ଚାହିଁ କହିଲେ, ହେ ପରମପିତା, ତୁମ୍ଭକୁ ଧନ୍ଯବାଦ ଦେଉଅଛି, କାରଣ ତୁମ୍ଭେ ମାେ କଥା ଶୁଣିଛ।
Then they took away the stone from the place where the dead was laid. And Jesus lifted up his eyes, and said, Father, I thank thee that thou hast heard me.

42 ମୁଁ ଜାଣେ ଯେ, ତୁମ୍ଭେ ସବୁବେଳେ ମାେ କଥା ଶୁଣ। ମାତ୍ର ତୁମ୍ଭେ ମାେତେ ପଠାଇଛ ବୋଲି ଏଠା ରେ ଠିଆ ହାଇେଥିବା ଲୋକମାନେ ଯେପରି ବିଶ୍ବାସ କରିବେ , ସେଥିପାଇଁ ମୁଁ ଏହା କହିଲି।
And I knew that thou hearest me always: but because of the people which stand by I said it, that they may believe that thou hast sent me.

43 ଏହା ପରେ ଯୀଶୁ ଉଚ୍ଚ ସ୍ବର ରେ ଡାକିଲେ, ଲାଜାର, ବାହାରି ଆସ।
And when he thus had spoken, he cried with a loud voice, Lazarus, come forth.

44 ମୃତ ଲୋକଟି ବାହାରି ଆସିଲା। ତାହାଙ୍କର ହାତ ଗୋଡ ରେ ଖଣ୍ଡ ଖଣ୍ଡ କନା ଗୁଡଇେ ହାଇେଥିଲା। ତାହାଙ୍କ ମୁହଁ ରେ ଗୋଟିଏ ରୁମାଲ ବନ୍ଧା ହାଇେଥିଲା। ଯୀଶୁ ଲୋକମାନଙ୍କୁ କହିଲେ, କନାଗୁଡିକ କାଢି ନିଅ ଓ ତାହାଙ୍କୁ ୟିବାକୁ ଦିଅ।
And he that was dead came forth, bound hand and foot with graveclothes: and his face was bound about with a napkin. Jesus saith unto them, Loose him, and let him go.

45 ସଠାେରେ ମରିୟମଙ୍କୁ ଦଖାେ କରିବା ନିମନ୍ତେ ଅନକେ ଯିହୂଦୀ ଆସିଥିଲେ। ସମାନେେ ସମସ୍ତେ ଯୀଶୁଙ୍କର କାର୍ୟ୍ଯ ଦେଖିଲେ। ସମାନଙ୍କେ ଭିତରୁ ଅନକେ ଯିହୂଦୀ ତାହାଙ୍କୁ ବିଶ୍ବାସ କଲେ।
Then many of the Jews which came to Mary, and had seen the things which Jesus did, believed on him.

46 କିନ୍ତୁ କେତକେ ଯିହୂଦୀ ଫାରୂଶୀମାନଙ୍କ ପାଖକୁ ଫରେିଗଲେ। ସମାନେେ ଫାରୂଶୀମାନଙ୍କୁ ଯୀଶୁ କରିଥିବା କାର୍ୟ୍ଯ ବର୍ଣ୍ଣନା କଲେ।
But some of them went their ways to the Pharisees, and told them what things Jesus had done.

47 ତା'ପରେ ମୁଖ୍ଯ ଯାଜକ ଓ ଫାରୂଶୀମାନେ ଯିହୂଦୀ ପରିଷଦର ଗୋଟିଏ ସଭା ଡାକିଲେ। ସମାନେେ କହିଲେ, ଆମ୍ଭର କ'ଣ କରିବା ଉଚିତ୍? ଏହି ଲୋକ ବହୁତ ଆଶ୍ଚର୍ୟ୍ଯ କାର୍ୟ୍ଯ କରୁଛି।
Then gathered the chief priests and the Pharisees a council, and said, What do we? for this man doeth many miracles.

48 ଯଦି ଆମ୍ଭେ ତାକୁ ଏଭଳି କାର୍ୟ୍ଯ କରିବା ପାଇଁ ଛାଡିଦବୋ, ତାହାକୁ ସମସ୍ତେ ବିଶ୍ବାସ କରିବେ। ତା'ପରେ ରୋମୀୟମାନେ ଆସି ଆମ ମନ୍ଦିର ଓ ଆମ୍ଭ ଜାତି ଉଭୟକୁ ନଷ୍ଟ କରି ଦବେେ।
If we let him thus alone, all men will believe on him: and the Romans shall come and take away both our place and nation.

49 ସମାନଙ୍କେ ମଧ୍ଯରୁ କଯାଫା ନାମକ ଜଣେ ବ୍ଯକ୍ତି ଥିଲେ। ସେ ସହେି ବର୍ଷପାଇଁ ମହାୟାଜକ ଥିଲେ। କଯାଫା କହିଲେ, ତୁମ୍ଭେ ସବୁ କିଛି ଜାଣି ନାହଁ।
And one of them, named Caiaphas, being the high priest that same year, said unto them, Ye know nothing at all,

50 ସମଗ୍ର ଜାତି ଧ୍ବଂସ ପାଇବା ଅପେକ୍ଷା ଜଣେ ଲୋକ ଜନସାଧାରଣଙ୍କ ପାଇଁ ମରିବା ଉତ୍ତମ। କିନ୍ତୁ ତୁମ୍ଭେ ତାହା ଅନୁଭବ କରୁନାହଁ।
Nor consider that it is expedient for us, that one man should die for the people, and that the whole nation perish not.

51 କଯାଫା ନିଜେ ସହେି କଥା ଭାବି ପାରି ନଥିଲେ। ଯେ ସେ ବାସ୍ତବ ରେ ଭବିଷ୍ଯଦ୍ବାଣୀ କରିଥିଲେ, ଯୀଶୁ ଯିହୂଦୀୟ ଜାତି ପାଇଁ ପ୍ରାଣ ଦବେେ।
And this spake he not of himself: but being high priest that year, he prophesied that Jesus should die for that nation;

52 ହଁ, ଯୀଶୁ ଯିହୂଦୀ ଲୋକମାନଙ୍କ ପାଇଁ ନିଜ ଜୀବନ ଦବେେ। କିନ୍ତୁ ସେ ପରମେଶ୍ବରଙ୍କ ଅନ୍ୟ ସନ୍ତାନମାନଙ୍କ ପାଇଁ ମଧ୍ଯ ଜୀବନ ଦବେେ, ଯେଉଁମାନେ ଜଗତର ଚାରିଆଡେ ଚ୍ଛିନ୍ନ ଭିନ୍ନ ହାଇେ ରହିଛନ୍ତି। ସମାନଙ୍କେୁ ଏକାଠି କରିବା ପାଇଁ ଓ ସମସ୍ତଙ୍କୁ ଏକ କରିବା ପାଇଁ ଯୀଶୁ ମୃତ୍ଯୁ ଭୋଗ କରିବେ।
And not for that nation only, but that also he should gather together in one the children of God that were scattered abroad.

53 ସହେି ଦିନଠାରୁ ଯିହୂଦୀନେତାମାନେ ଯୀଶୁଙ୍କୁ ହତ୍ଯା କରିବା ପାଇଁ ଯୋଜନା କଲେ।
Then from that day forth they took counsel together for to put him to death.

54 ତେଣୁ ଯୀଶୁ ଯିହୂଦୀମାନଙ୍କ ମଧିଅରେ ଖାେଲାଖାଲିେ ଭାବରେ ଯାତ୍ରା କରିବା ବନ୍ଦ କରି ଦେଲେ। ସେ ୟିରୂଶାଲମ ଛାଡି ମରୁଭୂମି ପାଖଥିବା ଗୋଟିଏ ସ୍ଥାନକୁ ଚାଲିଗଲେ। ସହେି ସହରର ନାମ ଏଫ୍ରଯିମ। ସେ ସଠାେରେ ନିଜ ଶିଷ୍ଯମାନଙ୍କ ସହିତ ରହିଲେ।
Jesus therefore walked no more openly among the Jews; but went thence unto a country near to the wilderness, into a city called Ephraim, and there continued with his disciples.

55 ଯିହୂଦୀମାନଙ୍କର ପବିତ୍ର ନିସ୍ତାରପର୍ବର ସମୟ ପାଖଇେ ଆସିଲା। ଅନକେ ଲୋକ ନିସ୍ତାରପର୍ବ ପୂର୍ବରୁ ଗ୍ରାମାଞ୍ଚଳରୁ କିଛି ଦିନ ଆଗରୁ ୟିରୂଶାଲମ ରେ ଆସି ପହନ୍ଚିଲେ, ସମାନେେ ପର୍ବ ପାଇଁ ନିଜକୁ ପବିତ୍ର କରିବା ଉଦ୍ଦେଶ୍ଯ ରେ ବିଶଷେ କର୍ମ କରିବାକୁ ଗଲେ।
And the Jews’ passover was nigh at hand: and many went out of the country up to Jerusalem before the passover, to purify themselves.

56 ସମାନେେ ଯୀଶୁଙ୍କୁ ଖାଜେିଲେ। ସମାନେେ ମନ୍ଦିର ପରିସର ରେ ପରସ୍ପରକୁ ପଚାରିଲେ, ସେ କ'ଣ ନିସ୍ତାରପର୍ବକୁ ଆସୁଛନ୍ତି? ତୁମ୍ଭେ କ'ଣ ଭାବୁଛ?
Then sought they for Jesus, and spake among themselves, as they stood in the temple, What think ye, that he will not come to the feast?

57 କିନ୍ତୁ ମହାୟାଜକ ଓ ଫାରୂଶୀମାନେ ଯୀଶୁଙ୍କ ସମ୍ବନ୍ଧ ରେ ଗୋଟିଏ ବିଶଷେ ଆଦେଶ ଦଇେଥିଲେ। ସମାନେେ ଘାଷେଣା କରିଥିଲେ ଯେ, ଯୀଶୁ କେଉଁଠା ରେ ଅଛନ୍ତି ଏହା ଜାଣିଥିବା ବ୍ଯକ୍ତି ସଙ୍ଗେ ସଙ୍ଗେ ସମାନଙ୍କେୁ ଜଣାଇବ। ତବେେ ମୁଖ୍ଯ ଯାଜକ ଓ ଫାରୂଶୀମାନେ ଯୀଶୁଙ୍କୁ ବନ୍ଦୀ କରିପାରିବେ।
Now both the chief priests and the Pharisees had given a commandment, that, if any man knew where he were, he should shew it, that they might take him.


எண்ணாகமம் 31:8 ஆங்கிலத்தில்

avarkalaik Kontupottathumanti, Meethiyaaniyarin Ainthu Raajaakkalaakiya Aevi, Raekkaem, Soor, Oor, Raepaa Enpavarkalaiyum Kontupottarkal. Paeyorin Kumaaranaakiya Pilaeyaamaiyum Pattayaththinaalae Kontupottarkal.


Tags அவர்களைக் கொன்றுபோட்டதுமன்றி மீதியானியரின் ஐந்து ராஜாக்களாகிய ஏவி ரேக்கேம் சூர் ஊர் ரேபா என்பவர்களையும் கொன்றுபோட்டார்கள் பேயோரின் குமாரனாகிய பிலேயாமையும் பட்டயத்தினாலே கொன்றுபோட்டார்கள்
எண்ணாகமம் 31:8 Concordance எண்ணாகமம் 31:8 Interlinear எண்ணாகமம் 31:8 Image

முழு அதிகாரம் வாசிக்க : எண்ணாகமம் 31