எண்ணாகமம் 1:14
காத் கோத்திரத்தில் தேகுவேலின் குமாரன் எலியாசாப்.
Cross Reference
ପ୍ରଥମ ରାଜାବଳୀ 19:21
ତା'ପରେ ଇଲୀଶାୟ ତାଙ୍କ ପରିବାର ସହିତ ଉତ୍ତମ ଭୋଜନ କଲେ। ସେ ବଳଦ ହଳକ ନଇେ ବଧ କଲେ ଓ ୟୁଆଳି କାଠ ରେ ମାଂସ ରାନ୍ଧି ଲୋକମାନଙ୍କୁ ଭୋଜନ ଦେଲେ। ତା'ପରେ ସେ ଏଲିଯଙ୍କ ପଶ୍ଚାଦ୍ଗମନ କରି ତାଙ୍କର ସାହାୟ୍ଯ କାରୀ ହେଲେ।
ଗୀତସଂହିତା 119:60
ମୁଁ ତୁମ୍ଭର ଆଜ୍ଞାସବୁ ପାଳନ କରିବାରେ, ବିଳମ୍ବ କରି ନାହିଁ।
ମାଥିଉଲିଖିତ ସୁସମାଚାର 10:37
ଯେଉଁ ଲୋକ ମାେ ଅପେକ୍ଷା ତା ବାପା ମାଆଙ୍କୁ ଅଧ୍କ ଭଲ ପାଏ, ତବେେ ସେ ମାରେ ଅନୁଗାମୀ ହବୋର ଯୋଗ୍ଯ ନୁହେଁ। ଯେଉଁ ଲୋକ ମାେ ଅପେକ୍ଷା ତା ପୁଅ ଓ ଝିଅଙ୍କୁ ଅଧିକ ଭଲ ପାଏ, ସେ ମାରେ ଅନୁଗାମୀ ହବୋର ଯୋଗ୍ଯ ନୁହେଁ।
ମାଥିଉଲିଖିତ ସୁସମାଚାର 19:27
ତାପରେ ପିତର କହିଲେ, ଆମ୍ଭର ଯାହା କିଛି ଥିଲା, ଆମ୍ଭେ ସେ ସବୁ ଛାଡ଼ି ଦଇେଛୁ ଏବଂ ତୁମ୍ଭର ଅନୁସରଣ କରିଛୁ। ତା ହେଲେ ଆମ୍ଭେ କ'ଣ ପାଇବୁ?
ମାର୍କଲିଖିତ ସୁସମାଚାର 10:28
ପିତର ଯୀଶୁଙ୍କୁ କହିଲେ, ଆପଣଙ୍କୁ ଅନୁସରଣ କରିବା ପାଇଁ ଆମ୍ଭମାନେେ ସବୁ କିଛି ତ୍ଯାଗ କରିଛୁ।
ଲୂକଲିଖିତ ସୁସମାଚାର 18:28
ପିତର କହିଲେ, ଦେଖନ୍ତୁ, ଆମ୍ଭେ ଆମ୍ଭର ସର୍ବସ୍ବ ଛାଡିଦଇେ ଆପଣଙ୍କ ଅନୁସରଣ କରିଛୁ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:16
ପରମେଶ୍ବର ତାହାଙ୍କ ପୁତ୍ରଙ୍କ ବିଷୟ ରେ କହିଲେ। ଯେତବେେଳେ ପରମେଶ୍ବର ମାେତେ ଡାକିଲେ, ମୁଁ କୌଣସି ମଣିଷର ପରାମର୍ଶ ବା ସାହାୟ୍ଯ ନଇେ ନ ଥିଲି।
எண்ணாகமம் 1:14 ஆங்கிலத்தில்
Tags காத் கோத்திரத்தில் தேகுவேலின் குமாரன் எலியாசாப்
எண்ணாகமம் 1:14 Concordance எண்ணாகமம் 1:14 Interlinear எண்ணாகமம் 1:14 Image
முழு அதிகாரம் வாசிக்க : எண்ணாகமம் 1