மத்தேயு 3:3
கர்த்தருக்கு வழியை ஆயத்தப்படுத்துங்கள்; அவருக்குப் பாதைகளைச் செவ்வைபண்ணுங்கள் என்று வனாந்தரத்தில் கூப்பிடுகிறவனுடைய சத்தம் உண்டென்று, ஏசாயா தீர்க்கதரிசியினால் சொல்லப்பட்டவன் இவனே.
Cross Reference
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:17
ସମାନେେ ତାହାଙ୍କର ଶାସନ କ୍ଷମତା ସହେି ପଶୁକୁ ଦବୋ ପାଇଁ ଯେପରି ରାଜି ହୁଅନ୍ତି, ଏଥିନିମନ୍ତେ ପରମେଶ୍ବର ସମାନଙ୍କେ ମନ ରେ ଏକ ଇଚ୍ଛା ଦବେେ। ଏହାଦ୍ବାରା ପରମେଶ୍ବର କହିଥିବା ବାକ୍ଯ ସଫଳ ହବୋ ପର୍ୟ୍ଯନ୍ତ ସମାନେେ ଶାସନ କରିବେ।
ଗୀତସଂହିତା 82:1
ପରେମେଶ୍ବର ପରମେଶ୍ବରଙ୍କ ମଣ୍ଡଳୀ ମଧ୍ୟରେ ଛିଡ଼ା ହୁଅନ୍ତି। ସେ ବିଚାରକର୍ତ୍ତାମାନଙ୍କ ମଧ୍ୟରେ ବିଚାର କରନ୍ତି।
ରେରିତମାନଙ୍କ କାର୍ଯ୍ୟର ବିବରଣ 19:34
କିନ୍ତୁ ଯେତବେେଳେ ଲୋକମାନେ ଆଲେକ୍ଜାଣ୍ଡରଙ୍କୁ ଜଣେ ଯିହୂଦୀୟ ବୋଲି ଜାଣି ପାରିଲେ, ସେତବେେଳେ ସମାନେେ ଦୁଇ ଘଣ୍ଟା ପର୍ୟ୍ଯନ୍ତ ଚ଼ିତ୍କାର କଲେ ଓ କହିଲେ, ଏଫିସୀୟମାନଙ୍କର ମହାଦବେୀ ଆର୍ତ୍ତମେୀ ମହାନ୍ ଅଟନ୍ତି...!
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:21
ଲୋକେ ପରମେଶ୍ବରଙ୍କୁ ଜାଣିଥିଲେ। କିନ୍ତୁ ସମାନେେ ପରମେଶ୍ବରଙ୍କୁ ଗୌରବ ଦେଲେ ନାହିଁ ଓ ତାହାଙ୍କୁ ଧନ୍ଯବାଦ ଜଣାଇଲେ ନାହିଁ। ଲୋକଙ୍କ ଚ଼ିନ୍ତାଧାରା ନିରର୍ଥକ ହେଲା। ସମାନଙ୍କେର ଜ୍ଞାନ ଅନ୍ଧକାର ରେ ଭରିଗଲା।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:11
ବୁଝିବା ଲୋକ ଜଣେ ମଧ୍ଯ ନାହିଁ, ପରମେଶ୍ବରଙ୍କୁ ପ୍ରକୃତ ରେ ଖାଜେୁଥିବା ଲୋକ ଜଣେ ନାହିଁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:24
କିନ୍ତୁ ପରମେଶ୍ବରଙ୍କ ଦ୍ବାରା ଆହୂତ ଉଭୟ ୟିହୁଦୀ ଓ ଅଣଯିହୂଦୀମାନଙ୍କ ପାଇଁ ଖ୍ରୀଷ୍ଟ ପରମେଶ୍ବରଙ୍କ ଶକ୍ତି ଓ ପରମେଶ୍ବରଙ୍କ ଜ୍ଞାନ ସ୍ବରୂପ ଅଟନ୍ତି।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 13:13
ଏହି ଦ୍ବିତୀୟ ପଶୁ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରେ। ଲୋକମାନେ ଦେଖୁଥିଲା ବେଳେ ସେ ଆକାଶରୁ ପୃଥିବୀ ଉପରେ ଅଗ୍ନିବର୍ଷା କଲେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:13
ଏହି ଦଶଜଣ ରାଜାଙ୍କର ଉଦ୍ଦେଶ୍ଯ ସମାନ। ସମାନେେ ସମାନଙ୍କେର କ୍ଷମତା ଓ ଅଧିକାର ସହେି ପଶୁକୁ ଦବେେ।
மத்தேயு 3:3 ஆங்கிலத்தில்
Tags கர்த்தருக்கு வழியை ஆயத்தப்படுத்துங்கள் அவருக்குப் பாதைகளைச் செவ்வைபண்ணுங்கள் என்று வனாந்தரத்தில் கூப்பிடுகிறவனுடைய சத்தம் உண்டென்று ஏசாயா தீர்க்கதரிசியினால் சொல்லப்பட்டவன் இவனே
மத்தேயு 3:3 Concordance மத்தேயு 3:3 Interlinear மத்தேயு 3:3 Image
முழு அதிகாரம் வாசிக்க : மத்தேயு 3