ஆதியாகமம் 46:4
நான் உன்னுடனே எகிப்துக்கு வருவேன்; நான் உன்னைத் திரும்பவும் வரப்பண்ணுவேன்; யோசேப்பு தன் கையால் உன் கண்களை மூடுவான் என்று சொன்னார்.
Cross Reference
ଆୟୁବ ପୁସ୍ତକ 2:11
ଆୟୁବର ତିନି ଜଣ ବନ୍ଧୁ ଥିଲେ। ସମାନେେ ହେଲେ ତୈମନୀଯ, ଇଲୀଫସ୍, ଶୂହୀଯ ବିଲ୍ଦଦ୍ ଓ ନାମାଥୀଯ ସୋଫର। ଏହି ତିନି ବନ୍ଧୁ ଆୟୁବ ଉପରେ ପଡ଼ିଥିବା ସମସ୍ତ ବିପଦ କଥା ଶୁଣିଲେ। ସହେି ତିନି ବନ୍ଧୁ ନିଜର ଘର ଛାଡ଼ିଲେ ଏବଂ ଏକତ୍ରୀତ ହେଲେ। ସମାନେେ ତା'ର ଦୁଃଖ ସମୟରେ ଆୟୁବକୁ ସାନ୍ତ୍ବନା ତଥା ସମବଦନୋ ଜଣାଇବାକୁ ମନସ୍ଥ କଲେ।
ଆୟୁବ ପୁସ୍ତକ 3:1
ଏହାପରେ ଆୟୁବ ନିଜର ପାଟି ଖାଲିେଲା ଏବଂ ତା'ର ଜନ୍ମ ଦିନକୁ ଅଭିଶାପ ଦଲୋ।
ଆୟୁବ ପୁସ୍ତକ 6:1
ଏହାପରେ ଆୟୁବ ଉତ୍ତର ଦଇେ କହିଲା, ଯଦି ମାରଦେୁଃଖ ଓଜନ କରାୟାଇ ପାରନ୍ତା।
ଆୟୁବ ପୁସ୍ତକ 8:1
ବିଲ୍ଦଦ୍ ଶୂହୀଯକୁ ଉତ୍ତର ଦଇେ କହିଲା, ତୁମ୍ଭେ କେତକୋଳ ଏହିପରି କଥା କହିବ ?
ଆୟୁବ ପୁସ୍ତକ 15:1
ତା'ପରେ ତୈମନର ଇଲୀଫସ ଆୟୁବକୁ ଉତ୍ତର ଦଲୋ,
ଆୟୁବ ପୁସ୍ତକ 22:1
ତୈମନୀଯ ଇଲୀଫସ ଉତ୍ତର ଦଇେ କହିଲା,
ଆୟୁବ ପୁସ୍ତକ 42:9
ତେଣୁ ତୈମନୀଯ ଇଲୀଫସ୍, ଶୂହୀଯ ବିଲଦଦ୍ ଓ ନାମାଥୀଯ ସୋଫର ସଦାପ୍ରଭୁଙ୍କୁ ମାନିଲେ। ତା'ପରେ ସଦାପ୍ରଭୁ ଆୟୁବର ପ୍ରାର୍ଥନାର ଉତ୍ତର ଦେଲେ।
ஆதியாகமம் 46:4 ஆங்கிலத்தில்
Tags நான் உன்னுடனே எகிப்துக்கு வருவேன் நான் உன்னைத் திரும்பவும் வரப்பண்ணுவேன் யோசேப்பு தன் கையால் உன் கண்களை மூடுவான் என்று சொன்னார்
ஆதியாகமம் 46:4 Concordance ஆதியாகமம் 46:4 Interlinear ஆதியாகமம் 46:4 Image
முழு அதிகாரம் வாசிக்க : ஆதியாகமம் 46