உபாகமம் 2:13
நீங்கள் எழுந்து, சேரேத் ஆற்றைக் கடந்துபோங்கள் என்று சொன்னார்; அப்படியே சேரேத் ஆற்றைக் கடந்தோம்.
Cross Reference
ଲେବୀୟ ପୁସ୍ତକ 19:18
ତୁମ୍ଭେ ଆପଣା ଲୋକମାନଙ୍କ ସନ୍ତାନଗଣଙ୍କୁ ପ୍ରତିହିଂସା କି ଦ୍ବଷେ କରିବ ନାହିଁ। ବରଂ ଆପଣା ପ୍ରତିବେଶୀକୁ ଆତ୍ମାତୁଲ୍ଯ ପ୍ ରମେ କରିବ, ଆମ୍ଭେ ସଦାପ୍ରଭୁ।
ଦିତୀୟ ବିବରଣ 10:19
ଏଥିପାଇଁ ତୁମ୍ଭମାନେେ ବିଦେଶୀକକ୍ସ୍ଟ ପ୍ ରମେ କର, କାରଣ ତୁମ୍ଭମାନେେ ମିଶର ଦେଶ ରେ ବିଦେଶୀ ଥିଲ।
ଯାତ୍ରା ପୁସ୍ତକ 12:48
ଯଦି କୌଣସି ବିଦେଶି ତୁମ୍ଭମାନଙ୍କ ସହିତ ବାସ କରୁଥାଏ ଏବଂ ଯଦି ସେ ଚାହିଁବ ନିସ୍ତାର ପର୍ବ ରେ ଭାଗନବୋ ପାଇଁ ତବେେ ତାକୁ ସୁନ୍ନତ ହବୋକୁ ପଡିବ। ତା'ପରେ ସେ ଇଶ୍ରାୟେଲୀୟମାନଙ୍କ ସହିତ ସମାନ ହବେ। ଏହାପରେ ସେ ତୁମ୍ଭ ସହିତ ଭୋଜନ କରିପାରିବ। ଯଦି ଜଣେ ସୁନ୍ନତ ହାଇନେଥିବ ତବେେ ସେ ନିସ୍ତାରପର୍ବ ପାଳନ କରିପାରିବ ନାହିଁ କି ନିସ୍ତାର ଖାଦ୍ୟ ଖାଇପାରିବ ନାହିଁ।
ମାଥିଉଲିଖିତ ସୁସମାଚାର 5:43
ତୁମ୍ଭେ ଶୁଣିଛ ଯେ ଏକଥା କୁହା ଯାଇଛି: 'ତୁମ୍ଭର ପଡ଼ୋଶୀଙ୍କୁ ପ୍ ରମେ କର ଓ ଶତୃମାନଙ୍କୁ ଘୃଣା କର।'
உபாகமம் 2:13 ஆங்கிலத்தில்
Tags நீங்கள் எழுந்து சேரேத் ஆற்றைக் கடந்துபோங்கள் என்று சொன்னார் அப்படியே சேரேத் ஆற்றைக் கடந்தோம்
உபாகமம் 2:13 Concordance உபாகமம் 2:13 Interlinear உபாகமம் 2:13 Image
முழு அதிகாரம் வாசிக்க : உபாகமம் 2