No lexicon data found for Strong's number: 4645

ରେରିତମାନଙ୍କ କାର୍ଯ୍ୟର ବିବରଣ 19:9
ମାତ୍ର ସମାନଙ୍କେ ଭିତରୁ କେତକେ ଜିଦ୍ଖୋର ହାଇେ ବିଶ୍ବାସ କଲନୋହିଁ। ସମାନେେ ଲୋକମାନଙ୍କ ଆଗ ରେ ଖ୍ରୀଷ୍ଟଙ୍କ ପଥ ବିଷୟ ରେ ବହୁତ ଖରାପ କଥା କହିବାକୁ ଲାଗିଲେ। ତେଣୁ ପାଉଲ ସମାନଙ୍କେୁ ଛାଡ଼ି କବଳେ ଯୀଶୁଙ୍କର ଶିଷ୍ଯମାନଙ୍କୁ ସାଙ୍ଗ ରେ ରଖିଲେ। ସେ ପ୍ରତିଦିନ ତୁରାନ୍ନର ବିଦ୍ଯାଳୟକୁ ଯାଇ ଆଲୋଚନା କରୁଥିଲେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9:18
ଅତଏବ ଯେଉଁମାନଙ୍କୁ ପରମେଶ୍ବର ଦୟା ଦଖାଇବୋକୁ ଚାହାନ୍ତି ସମାନଙ୍କେୁ ସେ ଦୟା ଦଖାେନ୍ତି ଓ ଯେଉଁ ମାନଙ୍କୁ ସେ କଠାେର କରିବାକୁ ଚାହାଁନ୍ତି, ସମାନଙ୍କେୁ ସେ କଠାେର କରନ୍ତି।

ଏବ୍ରୀମାନଙ୍କ ନିକଟକୁ ପତ୍ର 3:8
ତବେେ ମରୁଭୂମିରେ ପରମେଶ୍ବରଙ୍କୁ ପରୀକ୍ଷା କରିବା ଦିନ ଯେପ୍ରକାର ପରମେଶ୍ବରଙ୍କ ବିରୁଦ୍ଧ ରେ ଥିଲେ, ସେପ୍ରକାର ପୂର୍ବପରି ତୁମ୍ଭମାନଙ୍କ ହୃଦୟ କଠିନ ନ କର।

ଏବ୍ରୀମାନଙ୍କ ନିକଟକୁ ପତ୍ର 3:13
କିନ୍ତୁ ପରସ୍ପରକୁ ପ୍ରତିଦିନ ଉତ୍ସାହିତ କର। ଆଜିଦିନ' ରେ ପ୍ରଭୁଙ୍କ ପ୍ରତି ମନ ଦିଅ। ପାପର ଛଳନାପୂର୍ଣ୍ଣ ପ୍ରଲୋଭନ ରେ ପଡ଼ି ଲୋକେ ଯେପରି ହୃଦୟ କଠିନ ନ କରନ୍ତି, ଏଥିପାଇଁ ପରସ୍ପରକୁ ସାହାୟ୍ଯ କର।

ଏବ୍ରୀମାନଙ୍କ ନିକଟକୁ ପତ୍ର 3:15
ତାହାହିଁ ଶାସ୍ତ୍ର ମଧ୍ଯ କୁ ହେ :

ଏବ୍ରୀମାନଙ୍କ ନିକଟକୁ ପତ୍ର 4:7
ଏହି ଦିନଟି ବିଷୟ ରେ ପରମେଶ୍ବର ବହୁତ ଦିନ ପରେ ଦାଉଦଙ୍କ ମାଧ୍ଯମ ରେ କହିଛନ୍ତି। ସହେି ଶାସ୍ତ୍ର ରେ ଆମ୍ଭେ ପୂର୍ବରୁ କହିଛୁ :

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்