Psalm 115:2 in Oriya

Oriya Oriya Bible Psalm Psalm 115 Psalm 115:2

Psalm 115:2
କାହିଁକି ଅନ୍ୟ ଦେଶୀଯମାନେ କହିବେ ଆମ୍ଭମାନଙ୍କର ପରମେଶ୍ବର କେଉଁଠାରେ ?

Psalm 115:1Psalm 115Psalm 115:3

Psalm 115:2 in Other Translations

King James Version (KJV)
Wherefore should the heathen say, Where is now their God?

American Standard Version (ASV)
Wherefore should the nations say, Where is now their God?

Bible in Basic English (BBE)
Why may the nations say, Where is now their God?

Darby English Bible (DBY)
Wherefore should the nations say, Where then is their God?

World English Bible (WEB)
Why should the nations say, "Where is their God, now?"

Young's Literal Translation (YLT)
Why do the nations say, `Where, pray, `is' their God.

Wherefore
לָ֭מָּהlāmmâLA-ma
should
the
heathen
יֹאמְר֣וּyōʾmĕrûyoh-meh-ROO
say,
הַגּוֹיִ֑םhaggôyimha-ɡoh-YEEM
Where
אַיֵּהʾayyēah-YAY
is
now
נָ֝֗אnāʾna
their
God?
אֱלֹהֵיהֶֽם׃ʾĕlōhêhemay-loh-hay-HEM

Cross Reference

ଗୀତସଂହିତା 42:3
ମାରେ ଶତ୍ରୁମାନେ ନିରନ୍ତର ମାେ ପ୍ରତି ପରିହାସ କରୁଛନ୍ତି। ସମାନେେ କହନ୍ତି, ତୁମ୍ଭର ପରମେଶ୍ବର କାହାନ୍ତି ? ସେ କବେେ ତୁମ୍ଭକୁ ଉଦ୍ଧାର କରିବାକୁ ଆସିଛନ୍ତି କି ? ଭୋଜନ କରିବା ପରିବର୍ତେ କବଳେ ମୁଁ କାନ୍ଦେ।

ଗୀତସଂହିତା 79:10
ଅନ୍ୟ ଦେଶୀଯ ଲୋକମାନଙ୍କୁ କହିବାକୁ ଦିଅ ନାହିଁ। ସମାନଙ୍କେର ପରମେଶ୍ବର କାହାଁନ୍ତି ? ହେ ପରମେଶ୍ବର, ସହେି ଲୋକମାନଙ୍କୁ ଦଣ୍ଡ ଦିଅ ୟାହା ଫଳରେ କି ଆମ୍ଭମାନେେ ମଧ୍ଯ ତାହା ଦେଖି ପାରିବୁ। ତୁମ୍ଭର ସବକମାନଙ୍କେୁ ହତ୍ଯା କରିଥିବାରୁ ସମାନଙ୍କେୁ ଦଣ୍ଡ ଦିଅ।

ଗୀତସଂହିତା 42:10
ମାରେ ଶତ୍ରୁମାନେ ନିରନ୍ତର ମାେତେ ଅପମାନିତ କରନ୍ତି ଓ ଏକ ଶକ୍ତ ଚାପୁଡ଼ା ଦିଅନ୍ତି, ଯେତବେେଳେ ସମାନେେ ମାେତେ ପଚାରନ୍ତି, ତୁମ୍ଭର ପରମେଶ୍ବର କେଉଁଠାରେ ଅଛନ୍ତି ? ସେ କ'ଣ ତୁମ୍ଭକୁ ଉଦ୍ଧାର କରିବାକୁ ଆସୁଛନ୍ତି?

ଯାତ୍ରା ପୁସ୍ତକ 32:12
କିନ୍ତୁ ଯଦି ତୁମ୍ଭେ ଆପଣା ଲୋକମାନଙ୍କୁ ଧ୍ବଂସ କର, ତାହାହେଲେ ମିଶରୀଯମାନେ କହିବେ, 'ସଦାପ୍ରଭୁ ତାଙ୍କର କ୍ଷତି କରିବାକୁ ଯୋଜନା କରିଥିଲେ। ସହେି କାରଣରୁ ସେ ତାଙ୍କୁ ମିଶରରୁ ବାହାର କରି ସହେି ପର୍ବତଗୁଡିକରେ ମାରି ପୃଥିବୀରୁ ସମାନଙ୍କେୁ ଉଚ୍ଛିନ୍ନ କରିବାକୁ ଯୋଜନା କରିଥିଲେ।' ତେଣୁ ସମାନଙ୍କେ ଉପରେ କୋର୍ଧ ହୁଅ ନାହିଁ। ଦୟାକରି ତୁମ୍ଭର ମନ ପରିବର୍ତ୍ତନ କର। ଦୟାଳୁ ହୁଅ ଓ ସମାନଙ୍କେୁ ଧ୍ବଂସ କର ନାହିଁ।

ଗଣନା ପୁସ୍ତକ 14:15
ଯଦି ତୁମ୍ଭେ ଏହି ଲୋକମାନଙ୍କୁ ଏକାଥରେ ବଧ କରିବ, ତବେେ ଯେଉଁ ଅନ୍ୟ ଦେଶୀଯ ଲୋକମାନେ ତୁମ୍ଭ ଶକ୍ତିର କଥା ଶୁଣିଛନ୍ତି, ସମାନେେ କହିବେ,

ଦିତୀୟ ବିବରଣ 32:26
ଆମ୍ଭେ ଚିନ୍ତା କଲକ୍ସ୍ଟ ଇଶ୍ରାୟେଲୀୟମାନଙ୍କୁ ଧ୍ବଂସ କରିବା ପାଇଁ। ତେଣୁ ଲୋକମାନେ ସମାନଙ୍କେୁ ସଐୂର୍ଣ ଭାବେ ଭକ୍ସ୍ଟଲିଯିବେ।

ଦିତୀୟ ରାଜାବଳୀ 19:10
ତୁମ୍ଭମାନେ ଯିହୁଦାର ରାଜା ହିଜକିଙ୍କୁ ଏହିକଥା କହିବ,

ଯୋୟେଲ 2:17
ସଦାପ୍ରଭୁଙ୍କର ସବେକଗଣ, ଯାଜକମାନେ ମଣ୍ତପ ଓ ୟଜ୍ଞବଦେୀ ରେ ନିଶ୍ଚିତ କାନ୍ଦିବେ ଓ ଆକୁଳ ରେ ସଦାପ୍ରଭୁଙ୍କୁ ନିବଦନେ କରିବେ, ହେ ସଦାପ୍ରଭୁ, ଆପଣଙ୍କର ଲୋକମାନଙ୍କୁ ଦୟାକର, ଏବଂ ଆପଣଙ୍କର ଲୋକମାନଙ୍କୁ ଲଜ୍ଜିତ କରାଅ ନାହିଁ। ଅନ୍ୟମାନଙ୍କ ଦ୍ବାରା ନିଜର ଲୋକଙ୍କୁ ପରିହାସ କରିବାକୁ ଦିଅ ନାହିଁ ଏବଂ ଅନ୍ୟ ଦେଶର ଲୋକମାନଙ୍କ ଦ୍ବାରା ଆପଣାର ଲୋକଙ୍କୁ ଶାସନ କରିବାକୁ ଦିଅନାହିଁ ଏବଂ ସମାନଙ୍କେୁ କହିବାକୁ ସୁଯୋଗ ଦିଅ ନାହିଁ ଯେ, 'ତୁମ୍ଭର ସଦାପ୍ରଭୁ କାହାନ୍ତି।'