Job 41:21
ତା'ର ନିଶ୍ବାସ ଅଙ୍ଗାରକୁ ଜଳାଇ ପା ରେ। ତା' ମୁଖରୁ ଅଗ୍ନିଶିଖା ନିର୍ଗତ ହୁଏ।
Job 41:21 in Other Translations
King James Version (KJV)
His breath kindleth coals, and a flame goeth out of his mouth.
American Standard Version (ASV)
His breath kindleth coals, And a flame goeth forth from his mouth.
Bible in Basic English (BBE)
Under him are sharp edges of broken pots: as if he was pulling a grain-crushing instrument over the wet earth.
Darby English Bible (DBY)
His breath kindleth coals, and a flame goeth out of his mouth.
Webster's Bible (WBT)
Sharp stones are under him: he spreadeth sharp pointed things upon the mire.
World English Bible (WEB)
His breath kindles coals. A flame goes forth from his mouth.
Young's Literal Translation (YLT)
His breath setteth coals on fire, And a flame from his mouth goeth forth.
| His breath | נַ֭פְשׁוֹ | napšô | NAHF-shoh |
| kindleth | גֶּחָלִ֣ים | geḥālîm | ɡeh-ha-LEEM |
| coals, | תְּלַהֵ֑ט | tĕlahēṭ | teh-la-HATE |
| flame a and | וְ֝לַ֗הַב | wĕlahab | VEH-LA-hahv |
| goeth out | מִפִּ֥יו | mippîw | mee-PEEOO |
| of his mouth. | יֵצֵֽא׃ | yēṣēʾ | yay-TSAY |
Cross Reference
ଗୀତସଂହିତା 18:8
ତାଙ୍କ ନାକରୁ ଧୂଆଁ ନିର୍ଗତ ହେଲା। ଜ୍ବଳନ୍ତ ଅଗ୍ନିଶିଖା ତାଙ୍କ ମୁଖରୁ ବାହାରିଲା। ଜ୍ବଳନ୍ତା ଅଙ୍ଗାର ସବୁ ତାଙ୍କଠାରୁ ନିର୍ଗତ ହବୋକୁ ଲାଗିଲା।
ଗୀତସଂହିତା 18:12
ତା'ପରେ ସଦାପ୍ରଭୁଙ୍କ ଜ୍ଯୋତିରୁ ଉଜ୍ଜ୍ବଳ ଆଲୋକ ମେଘଖଣ୍ଡ ଦଇେ ନିର୍ଗତ ହେଲା। ତାହା ଆକାଶ ମଧ୍ୟରେ ବିଜୁଳିର ଆଲୋକ ପରି ଆ ଲୋକିତ ହାଇେ ଉଠିଲା।
ଯିଶାଇୟ 30:33
ତାଫେତ୍ ବହୁକାଳରୁ ନିର୍ମିତ ହାଇେଅଛି। ତାହା ରାଜା ନିର୍ମିତ ପ୍ରସ୍ତୁତ ହାଇେଛି। ସେ ତାହାକୁ ଅତି ଗଭୀର ଓ ପ୍ରଶସ୍ତ କରିଛନ୍ତି। ସେଥି ରେ ସ୍ତୁପ ଅଗ୍ନି ଓ ପ୍ରଚୁର କାଠ ଅଛି। ପୁଣି ସଦାପ୍ରଭୁଙ୍କର ଆତ୍ମା ଗନ୍ଧକ ଷୋର୍ତପରି ପ୍ରଜ୍ବଳିତ ହାଇେ ପୋଡ଼ି ପକାଏ।
ହବକକୂକ 3:5
ରୋଗଗୁଡିକ ତାଙ୍କ ଆଗେ ଆଗେ ଚାଲିଲେ ଏବଂ ଧ୍ବଂସକାରୀ ଶକ୍ତି ତାଙ୍କୁ ଅନୁସରଣ କଲେ।