Job 28:7
ବଣୁଆ ପକ୍ଷୀ ମାଟିତଳେ ଥିବା ରାସ୍ତା ବିଷଯ ରେ କିଛି ଜାଣନ୍ତି ନାହିଁ। କୌଣସି ଉତ୍କ୍ରୋଶ ପକ୍ଷୀ ମଧ୍ଯ ସଭେଳି ଅନ୍ଧାର ବାଟ ଦେଖି ନ ଥାଏ।
Job 28:7 in Other Translations
King James Version (KJV)
There is a path which no fowl knoweth, and which the vulture's eye hath not seen:
American Standard Version (ASV)
That path no bird of prey knoweth, Neither hath the falcon's eye seen it:
Bible in Basic English (BBE)
No bird has knowledge of it, and the hawk's eye has never seen it.
Darby English Bible (DBY)
It is a path no bird of prey knoweth, and the vulture's eye hath not seen it;
Webster's Bible (WBT)
There is a path which no fowl knoweth, and which the vultur's eye hath not seen:
World English Bible (WEB)
That path no bird of prey knows, Neither has the falcon's eye seen it.
Young's Literal Translation (YLT)
A path -- not known it hath a ravenous fowl, Nor scorched it hath an eye of the kite,
| There is a path | נָ֭תִיב | nātîb | NA-teev |
| no which | לֹֽא | lōʾ | loh |
| fowl | יְדָ֣עוֹ | yĕdāʿô | yeh-DA-oh |
| knoweth, | עָ֑יִט | ʿāyiṭ | AH-yeet |
| vulture's the which and | וְלֹ֥א | wĕlōʾ | veh-LOH |
| eye | שְׁ֝זָפַ֗תּוּ | šĕzāpattû | SHEH-za-FA-too |
| hath not | עֵ֣ין | ʿên | ane |
| seen: | אַיָּֽה׃ | ʾayyâ | ah-YA |
Cross Reference
ଆୟୁବ ପୁସ୍ତକ 11:6
ପରମେଶ୍ବର ତୁମ୍ଭକୁ ଜ୍ଞାନର ନିଗୂଢ଼ ରହସ୍ଯ ବିଷଯ ରେ କହନ୍ତେ ଏବଂ ସେ କହି ପାରନ୍ତେ କିପରି ଗୋଟିଏ ଗପର ଦୁଇଟି ପାଖ ରହିଛି। ଆୟୁବ ତୁମ୍ଭେ ଶୁଣ, ପରମେଶ୍ବର ତୁମ୍ଭକୁ ଦଣ୍ଡ ଦେଉ ନାହାଁନ୍ତି ଯେତିକି ସେ ତୁମ୍ଭକୁ ଦବୋ କଥା।
ଆୟୁବ ପୁସ୍ତକ 28:21
ଜ୍ଞାନ ଏ ପୃଥିବୀର ସମସ୍ତ ପ୍ରାଣୀଙ୍କଠାରୁ ଲୁଚାୟାଇଛି। ଏପରିକି ଆକାଶ ରେ ଉଡ଼ୁଥିବା ପକ୍ଷୀମାନେ ମଧ୍ଯ ଜ୍ଞାନକୁ ଦେଖିପାରିବେ ନାହିଁ।
ଆୟୁବ ପୁସ୍ତକ 38:19
ଆୟୁବ, ଆଲୋକ କେଉଁଠାରୁ ଆ ସେ ? ଅନ୍ଧକାର କେଉଁଠାରୁ ଆ ସେ।
ଆୟୁବ ପୁସ୍ତକ 38:24
ତୁମ୍ଭେ ସହେି ସ୍ଥାନକୁ ୟାଇଛ କି ଯେଉଁଠାରୁ ସୂର୍ୟ୍ଯ ଉଦଯ ହୁଏ ଏବଂ ଯେଉଁଠାରୁ ପୂର୍ବବାଯୁ ସାରା ପୃଥିବୀ ରେ ଚାରିଆଡ଼େ ବିଚ୍ଛୁରିତ ହାଇୟୋଏ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 11:33
ପରମେଶ୍ବରଙ୍କ ଧନ ବହୁତ ମହାନ୍! ତାଙ୍କ ବୁଦ୍ଧି ଓ ଜ୍ଞାନର ସୀମା ନାହିଁ! ସେ ନିଷ୍ପତ୍ତିକିପରି ନିଅନ୍ତି କହେି ବୁଝାଇ ପାରିବ ନାହିଁ।