Job 27:18
ଜଣେ ଦୁଷ୍ଟ ଲୋକର ଗୃହ ତିଆରି କଲେ ବି ଏହା ବେଶୀଦିନ ତିଷ୍ଠିବ ନାହିଁ। ଏହା ବୁଢ଼ିଆଣୀ ଜାଲଭଳି ହବେ କିମ୍ବା ପ୍ରହରୀର ତମ୍ବୁଭଳି ହବେ।
Job 27:18 in Other Translations
King James Version (KJV)
He buildeth his house as a moth, and as a booth that the keeper maketh.
American Standard Version (ASV)
He buildeth his house as the moth, And as a booth which the keeper maketh.
Bible in Basic English (BBE)
His house has no more strength than a spider's thread, or a watchman's tent.
Darby English Bible (DBY)
He buildeth his house as the moth, and as a booth that a keeper maketh.
Webster's Bible (WBT)
He buildeth his house as a moth, and as a booth that the keeper maketh.
World English Bible (WEB)
He builds his house as the moth, As a booth which the watchman makes.
Young's Literal Translation (YLT)
He hath built as a moth his house, And as a booth a watchman hath made.
| He buildeth | בָּנָ֣ה | bānâ | ba-NA |
| his house | כָעָ֣שׁ | kāʿāš | ha-ASH |
| as a moth, | בֵּית֑וֹ | bêtô | bay-TOH |
| booth a as and | וּ֝כְסֻכָּ֗ה | ûkĕsukkâ | OO-heh-soo-KA |
| that the keeper | עָשָׂ֥ה | ʿāśâ | ah-SA |
| maketh. | נֹצֵֽר׃ | nōṣēr | noh-TSARE |
Cross Reference
ଆୟୁବ ପୁସ୍ତକ 8:14
ସେ ଲୋକର ଆଉ ୟିବା ପାଇଁ କିଛି ନାହିଁ। ତା'ର ସୁରକ୍ଷା ବୁଢ଼ିଆଣୀର ଜାଲପରି।
ଯିଶାଇୟ 1:8
ସିୟୋନର କନ୍ଯା ପରିତ୍ଯକ୍ତ ଦ୍ରାକ୍ଷା କ୍ଷେତ୍ର ରେ ଗୋଟିଏ କୁଡ଼ିଆ ସଦୃଶ ଦଖାଯାେଉଛି। ଏକ ପରିତ୍ଯକ୍ତ କାକୁଡ଼ିକ୍ଷେତ୍ର ସଦୃଶ ପରି। ଆଉ ଏହା ଶତ୍ରୁମାନଙ୍କ ଦ୍ବାରା ଅବରୋଧିତ ନଗର ସଦୃଶ ହାଇେଅଛି।'
ଯିଶାଇୟ 38:12
ମଷେପାଳକର ତମ୍ବୁକୁ ତା'ଠାରୁ ସ୍ଥାନାନ୍ତରିତ କଲାପରି ମାରେ ଆଯୁକୁ ମାଠାରୁେ ଦୂରୀକୃତ କରାୟାଇଛି। ମାରେ ଜୀବନକୁ ତନ୍ତପରି ଗୁଡ଼ାଇ ଅଛି। ସେ ମାେତେ ତନ୍ତରୁ କାଟି ପକାଇବେ। ଏକ ଦିବାରାତ୍ର ସମୟ ମଧିଅରେ ମାରେ ଜୀବନ ନିଃଶଷେ କରି ଦବେ।
ଯିଶାଇୟ 51:8
କାରଣ ସମାନେେ ଜୀର୍ଣ୍ଣ ବସ୍ତୁ ସଦୃଶ ଓ କୀଟ ସମାନଙ୍କେୁ ଖାଇ ପକାଇବ ଓ ପୋକ ପଶମ ବସ୍ତୁକୁ ଖାଇଲା ପରି ସମାନଙ୍କେୁ ଖାଇ ପକାଇବ। ମାତ୍ର ଆମ୍ଭର ଧର୍ମ ଅନନ୍ତକାଳସ୍ଥାଯୀ ହବେ ଓ ଆମ୍ଭର ପରିତ୍ରାଣ ଚିରକାଳ ବିରାଜିତ ହବେ।
ଯିରିମିୟଙ୍କ ବିଳାପ 2:6
ସଦାପ୍ରଭୁ ଉଦ୍ୟାନସ୍ଥ ତମ୍ବୁ ପରି ସମାନଙ୍କେର ଆବାସ କୁଡ଼ିଆକୁ ନଷ୍ଟ କରି ଦଇେଛନ୍ତି। ସେ ଆପଣା ସାମାଜିକ ଉପାସନା ସ୍ଥାନକୁ ନଷ୍ଟ କରିଦଇେଅଛନ୍ତି। ସଦାପ୍ରଭୁ ସିୟୋନ ରେ ମହାସଭା ଓ ବିଶ୍ରାମଦିନ ବିସ୍ତୃତ କରାଇ ଅଛନ୍ତି। ଆଉ ଆପଣା ପ୍ରଚଣ୍ଡ କୋରଧ ରେ ରାଜା ଓ ଯାଜକମାନଙ୍କୁ ତୁଚ୍ଛ କରିଛନ୍ତି।